ଅରବିନ୍ଦ କେଜ୍ରିୱାଲ ଏବେ ବି ଦିଲ୍ଲୀର ମୁଖ୍ୟମନ୍ତ୍ରୀ! ଏକ୍ସରେ ଆକାଉଣ୍ଟ ଦେଖି ଲୋକେ ଚକିତ, ଭାଜପା କହିଲା…
ନୂଆଦିଲ୍ଲୀ,୧୩।୨: ଅରବିନ୍ଦ କେଜ୍ରିୱାଲ ଏବେ ବି ଦିଲ୍ଲୀର ମୁଖ୍ୟମନ୍ତ୍ରୀ! ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ, ଆମେ ଆପଣଙ୍କୁ କହିବୁ ଏହା ପଛର କାହାଣୀ କ’ଣ। ପ୍ରକୃତରେ, ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କେଜ୍ରିୱାଲଙ୍କ ଏକ ଆକାଉଣ୍ଟ ହଠାତ୍ ଚର୍ଚ୍ଚାକୁ ଆସିଛି। କିଛି ଦିନ…
ଟ୍ରମ୍ପ କରୁଛନ୍ତି ବଡ଼ ଖେଳ! ପୁଟିନଙ୍କ ସହ ବଢାଉଛନ୍ତି ବନ୍ଧୁତା ସେପଟେ ମିଳିଲା କଡ଼ା ଧମକ
ଓ୍ବାଶିଂଟନ୍,୧୩।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଋେିଆ ସହିତ ବନ୍ଧୁତା କରିଛନ୍ତି। ବୁଧବାର ଋଷିଆ ରାଷ୍ଟ୍ରପତି ପୁଟିନଙ୍କ ସହ ସେ ଫୋନ ଯୋଗେ କଥା ହୋଇଛନ୍ତି। ଉଭୟ ନେତା ଋଷିଆ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ଆଲୋଚନା ଜାରି ରଖିବେ ବୋଲି…
ବାଜପେୟୀଙ୍କ ନାମରେ ନାମିତ ହେଉ ବିକାଶ ଛକ, ନୀତୀନ ଗଡ଼କରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ ଏମ୍ପି ପ୍ରଦୀପ ପୁରୋହିତ
ବରଗଡ଼,୧୩।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବିକାଶ ହସ୍ପିଟାଲ ସମ୍ମୁଖରେ ରହିଥିବା ଛକକୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ କରିବା ସହିତ ସେଠାରେ ବାଜପେୟୀଙ୍କ ଏକ ପୂର୍ଣ୍ଣ ପ୍ରତିମୂର୍ତ୍ତି ସ୍ଥାପନ ଦାବି ଜୋରଧରିଛି। ଏହି ଦାବି…
ଓଡ଼ିଶା ସମେତ ଏହି ସବୁ ରାଜ୍ୟରେ ବନ୍ଦ ପାଳନ କରିବାକୁ ମାଓବାଦୀଙ୍କ ଆହ୍ବାନ
ରାୟଗଡ଼ା/ମୁନିଗୁଡ଼ା,୧୩।୨(ଆଶିଷ ରଞ୍ଜନ ପଣ୍ଡା/ ନନ୍ଦ କିଶୋର ପଟ୍ଟନାୟକ): ପୋଲିସ ‘ଅପରେଶନ କାଗାର’କୁ ମାଓବାଦୀମାନେ ବିରୋଧ କରି ଗୁରୁବାର ପୂର୍ବ ଛତିଶଗଡ଼ ଏବଂ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି। ୨୪ ଘଣ୍ଟିଆ ବନ୍ଦ ପାଳନ ସଫଳ କରିବାକୁ ସିପିଆଇ ମାଓବାଦୀଙ୍କ ପକ୍ଷରୁ ରାୟଗଡ଼ା…
ମା’ ଛାଞ୍ଚେଣ ରୂପେନଙ୍କ ଝାମୁଯାତ୍ରା ସମ୍ପନ୍ନ: ପ୍ରବଳ ଭକ୍ତ ସମାଗମ
ଲାଞ୍ଜିଗଡ଼,୧୩ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ମସ୍କାପଦର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଛାଞ୍ଚେଣ ରୂପେନଙ୍କ ଝାମୁଯାତ୍ରା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ପରମ୍ପରା ଅନୁଯାୟୀ ପୂଜକମାନେ ମାଘ ସପ୍ତମୀରେ ୭ଟି ନୂଆ ଚାଙ୍ଗୁଡ଼ିରେ ନଦୀରୁ ବାଲି ଆଣି ବିଭିନ୍ନ…
ଆସିଲା ବଡ଼ ଅପଡେଟ୍: ଏଥର ଏମାନଙ୍କୁ ମିଳିବନି ପିଏମ କିଷାନର ୧୯ତମ କିସ୍ତି ଟଙ୍କା, କଟିଲା ନାଁ!
ନୂଆଦିଲ୍ଲୀ,୧୩।୨: ଏବେ କୃଷକଙ୍କ ସମ୍ମାନ ନିଧି ଯୋଜନାର ଅପେକ୍ଷା ଶେଷ ହେବାକୁ ଯାଉଛି। କାରଣ ଫେବୃଆରୀ ୨୦୨୫ ଶେଷରେ, ସମ୍ମାନ ନିଧିର ୧୯ତମ କିସ୍ତି ଖାତାକୁ ଆସିବାକୁ ଯାଉଛି। ଯଦି ଆପଣ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଲାଭ ପାଇବା…
ମାତ୍ର ୮୭୫ଟଙ୍କାରେ ହାତେଇପାରିବେ ୭୫କୋଟିର ସମ୍ପତ୍ତି, ହେଲେ ଏତେ କୋଟିର ମାଲିକ ହେବା ପାଇଁ ମାନିବାକୁ ପଡିବ ଏହି ସର୍ତ୍ତ
ଆଜିର ସମୟରେ, ସମସ୍ତେ ସମ୍ପତ୍ତି କିଣିବାକୁ ଚାହାଁନ୍ତି ଏବଂ ଲୋକମାନେ ଶସ୍ତାରେ ସମ୍ପତ୍ତି ପାଇବାର ସୁଯୋଗ ଖୋଜନ୍ତି। ତଥାପି, ଏପରି ମଧ୍ୟ ଅନେକ ଥର ଘଟେ ଯେ ସମ୍ପତ୍ତି କାରବାର ସମ୍ବନ୍ଧୀୟ ଆଶ୍ଚର୍ଯ୍ୟଜନକ କାହାଣୀ ମଧ୍ୟ ସାମ୍ନାକୁ ଆସେ। କିନ୍ତୁ ଜାଣି…
ମା’ ଉଜଳେଶ୍ୱରୀ ମନ୍ଦିରରୁ ଚୋରି: ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍
ଛତ୍ରପୁର, ୧୩।୨(ଦିଲ୍ଲୀପ ସାମଲ):: ଏବେ ବିଭିନ୍ନ ମନ୍ଦିର ଉପରେ ଚୋରଙ୍କ ଟାର୍ଗେଟ। ବହୁ ସ୍ଥାନରେ ଏବେ ମନ୍ଦିରଗୁଡିକରେ ଦୃର୍ବୃତ୍ତମାନେ ଚୋରି କରୁଥିବା ଦେଖିବାକୁ ମିଳୁଛି। ଛତ୍ରପୁର ଜାତୀୟ ରାଜପଥ କଡରେ ଥିବା ମା’ ଉଜଳେଶ୍ୱରୀ ମନ୍ଦିରରୁ ଚୋରି ହୋଇଥିବା ଥାନାରେ ଆଜି…
ଯୁବକଙ୍କୁ ଭଙ୍ଗା କାଚ ବୋତଲରେ ଆକ୍ରମଣ: ଅଭିଯୁକ୍ତ ଗିରଫ
ହିଞ୍ଜିଳିକାଟୁ, ୧୩।୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ଖଣ୍ଡରା ଗାଁରେ ଗୁରୁବାର ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ସେହି ଗ୍ରାମର ଅନ୍ୟ ଜଣେ ଯୁବକ ଭଙ୍ଗା କାଚ ବୋତଲରେ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଯୁବକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି।…
ସହରରେ ଜବରଦଖଲ ଉଚ୍ଛେଦ ଆରମ୍ଭ: ଲେଙ୍ଗୁ ମିଶ୍ର ଛକ-ଜୀରାବ୍ରିଜ ରାସ୍ତା ଉପରେ ସଭିଁଙ୍କ ନଜର
ବରଗଡ଼,୧୩।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌର ପ୍ରଶାସନ ପକ୍ଷରୁ ଗୁରୁବାର ସ୍ଥାନୀୟ ଭିଏସଏସ ନଗରରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ରାସ୍ତାପାର୍ଶ୍ୱ ସରକାରୀ ଜମିରେ ରହିଥିବା ଦୋକାନ, ଠେଲା ଆଦି ଗୁଡ଼ିକୁ ହଟାଇ ଦିଆଯାଇଛି। ସେହିପରି ସରକାରୀ ଜମିକୁ ମାଡ଼ି ଆସି ଆସିଥିବା…
Shocking News: ଫୋନ ବ୍ୟବହାର କରିବାକୁ ମା’ ବାରଣ କଲେ ବୋଲି ଦଶମ ଶ୍ରେଣୀ ଛାତ୍ରୀ କଲେ ଏମିତି…
ବେଙ୍ଗାଲୁରୁ,୧୩।୨: ବେଙ୍ଗାଲୁରୁରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ୨୦ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ମୋବାଇଲ ଫୋନ ବ୍ୟବହାର କରିବାକୁ ବାରଣ କରିବାରୁ ଝିଅଟିକୁ ତାଙ୍କ ମାଆ…
୧୫ ପ୍ଲଟ୍, କାଜୁ ପ୍ରୋସେସିଂ ୟୁନିଟ୍ ସହ ରହିଛି ଲକ୍ଷଲକ୍ଷ ଟଙ୍କାର ସମ୍ପତ୍ତି
କୋରାପୁଟ/କୋଟପାଡ଼,୧୩ା୨(ଅମିତାଭ ବେହେରା/କେ.ରାଜଶେଖର ରାଓ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଭିଜିଲାନ୍ସ ପକ୍ଷରୁ କୋଟପାଡ଼ ବ୍ଲକ୍ ବତାସନା ପଞ୍ଚାୟତ ଆକାଉଣ୍ଟାଣ୍ଟ ତଥା ଅତିରିକ୍ତ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ପାର୍ଥସାରଥି ବିଷୋୟୀଙ୍କ ଚମ୍ପିଆସ୍ଥିତ ବାସଭବନ ସହ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ…
Archives


