Home Left

ଓଡ଼ିଶାବାସୀଙ୍କ ପାଇଁ ଖୁସିଖବର: ୧୯ ହଜାର କୋଟି ପ୍ରକଳ୍ପ ଭେଟି

ଭୁବନେଶ୍ୱର,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଓଡ଼ିଶା ଆସିବେ। ସେ ୧୯ ହଜାର କୋଟି ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହା ସହ ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବା ନେଇ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି।…

ଦେଶର ଇଂରାଜୀ କହୁଥିବା ଲୋକମାନେ ନିଜକୁ ଲଜ୍ଜିତ ଅନୁଭବ କରିବେ: କାହିଁକି ଏମିତି କହିଲେ ଅମିତ ଶାହା

ନୂଆଦିଲ୍ଲୀ,୧୯।୬: ଭାରତୀୟ ଭାଷାଗୁଡ଼ିକ ଦେଶର ଆତ୍ମା ଏବଂ ସାଂସ୍କୃତିକ ପରିଚୟର ପ୍ରତୀକ ଏବଂ ଏବେ ଆମର ଭାଷାଗତ ଐତିହ୍ୟକୁ ପୁନଃ ଗ୍ରହଣ କରିବା ଏବଂ ବିଶ୍ୱ ସମ୍ମୁଖରେ ଗର୍ବର ସହିତ ଆଗକୁ ବଢ଼ିବାର ସମୟ ଆସିଛି ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ…

ରାସ୍ତା-ଓଭରବ୍ରିଜ କାମରେ ବିଳମ୍ବକୁ ନେଇ ରାସ୍ତାରୋକୋ

ଆନନ୍ଦପୁର,୧୯ା୬(ସୁଶାନ୍ତ କୁମାର ସାହୁ): ଓଭର ବ୍ରିଜ୍‌ ଓ ରାସ୍ତା ନିର୍ମାଣରେ ବିଳମ୍ବକୁ କେନ୍ଦ୍ର କରି ଏନ୍‌.ଏଚ୍‌ ଅବରୋଧ କରିଛନ୍ତି ଲୋକେ। ରାସ୍ତାରୋକୋ ଯୋଗୁ ଅଟକି ରହିଥିଲା ଅନେକ ଯାନବାହନ। କେନ୍ଦୁଝର ଜିଲାର ଲାଇଫ୍‌ଲାଇନ୍‌ କୁହାଯାଉଥିବା ୨୦ ନଂ ଜାତୀୟ ରାଜପଥର ଆନନ୍ଦପୁର…

ନିରାଡମ୍ବର ବିବାହ କଲେ ଜଲିଉଡ ଯୋଡ଼ି, ଆଉ ବାକି ଥିଲା ଯାତ୍ରାର ଦୁଇଟି ସିନ୍‌ ଫେରାର ହୋଇ….

ଭୁବନେଶ୍ୱର,୧୯।୫: ବିବାହ ବନ୍ଧନରେ ଆବଦ୍ଧହେଲେ ଜଲିଉଡ ସେଲିବ୍ରିଟି ଯୋଡ଼ି। ଅଭିନେତା ରୁଦ୍ର ମିଶ୍ର ଓ ଅଭିନେତ୍ରୀ ସ୍ମରଣିକା ପ୍ରିୟଦର୍ଶିନୀ ନିରାଡମ୍ବରରେ ବିବାହ କରିଛନ୍ତି। ନିରାଡମ୍ବର ଭାବେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି। ଯାତ୍ରା ଚଣ୍ଡାଶୋକରେ ଉଭୟଙ୍କୁ ଦେଖିବାକୁ ମିଳିଥିଲା। ତେବେ ଚର୍ଚ୍ଚା…

୧୦ ଟଙ୍କାର ନୋଟ ଖୋଲିବ ହନିମୁନ୍‌ ମର୍ଡର ମିଷ୍ଟ୍ରି: ଏବେ ସନ୍ଦେହ ଘେରରେ ସୋନମଙ୍କ ଭାଇ

ଇନ୍ଦୋର,୧୯।୬: ମେଘାଳୟର ଇନ୍ଦୋର ବ୍ୟବସାୟୀ ରାଜା ରଘୁବଂଶୀଙ୍କ ହତ୍ୟାକାଣ୍ଡରେ ଏପର୍ଯ୍ୟନ୍ତ ତ୍ରିକୋଣୀୟ ପ୍ରେମ ହତ୍ୟାର ପ୍ରକୃତ କାରଣ ବୋଲି ବିବେଚନା କରାଯାଉଥିଲା। କିନ୍ତୁ ଏବେ ମାମଲାର କାହାଣୀ ବଦଳିପାରେ। ଏବେ ସୋନମଙ୍କ ଭାଇ ଗୋବିନ୍ଦ ରଘୁବଂଶୀ ମଧ୍ୟ ଏହି ମାମଲାରେ ସନ୍ଦେହ…

ମୋହନ ସରକାରଙ୍କ ବଡ଼ ଘୋଷଣା: ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୫୦୦ ଟଙ୍କା

ଭୋପାଳ,୧୯।୬: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଦୀପାବଳିରୁ ପ୍ରତି ମାସରେ ଲାଡଲି ଭଉଣୀଙ୍କୁ ୧୫୦୦ ଟଙ୍କା ଦିଆଯିବ। ଲାଡଲି ବେହନା ଯୋଜନା ଅଧୀନରେ ମଧ୍ୟପ୍ରଦେଶରେ ଯୋଗ୍ୟ ମହିଳାଙ୍କୁ ୧୨୫୦ ଟଙ୍କା ଦିଆଯାଉଛି।…

ପୁସ୍ତକ ନ ଥାଇ ୨୧ରେ ଖୋଲିବ କେନ୍ଦ୍ରୀୟ ବିଦ୍ୟାଳୟ, ସଜଡ଼ା ଚାଲିଛି ଭିତ୍ତିଭୂମି

ଭଞ୍ଜନଗର,୧୯ା୬(ବାବୁଲା ପ୍ରଧା): ଗ୍ରୀଷ୍ମ ଛୁଟି ସରିବା ପରେ ଆସନ୍ତା ୨୧ ତାରିଖରୁ କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକ ଶିକ୍ଷାଦାନ ପାଇଁ ଖୋଲିବ। ଏହାପୂର୍ବରୁ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ସଜଡ଼ା ଚାଲିଛି। ଅପରପକ୍ଷେ ଚଳିତ ଶିକ୍ଷାବର୍ଷଠାରୁ ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପୁସ୍ତକ ବଦଳିଛି। କିନ୍ତୁ ଚଳିତ…

ଇରାନରେ ରାଜ୍‌ କରିବେ ଏହି ୩ ରାଜକୁମାରୀ: ଜାଣନ୍ତୁ କେମିତି

ତେହେରାନ,୧୯।୬: ଇସ୍ରାଏଲ ସହିତ ଯୁଦ୍ଧ ମଧ୍ୟରେ, ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ଶାସନ ବିପଦରେ ପଡ଼ିଛି। ଆମେରିକା ଏବଂ ଇସ୍ରାଏଲ ଖାମେନେଇଙ୍କୁ ହଟାଇବାକୁ ଚାହୁଁଛନ୍ତି। ଖାମେନେଇଙ୍କ ପରିବାରରେ ମଧ୍ୟ ତାଙ୍କ ବିରୋଧରେ ସ୍ବର ଉଠିବାରେ ଲାଗିଛି। ଫ୍ରାନ୍ସରେ ରହୁଥିବା…

ସାଇପ୍ରସ ରାଷ୍ଟ୍ରପତିଙ୍କ ସ୍ତ୍ରୀଙ୍କୁ ଏମିତି ଉପହାର ଦେଲେ ମୋଦି: ସବୁଠୁ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାଇପ୍ରସରେ ଜୋରଦାର ସ୍ବାଗତ କରାଯାଇଥିଲା। ସାଇପ୍ରସ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ସର୍ବୋଚ୍ଚ ନାଗରିକ ପୁରସ୍କାର ‘ଗ୍ରାଣ୍ଡ କ୍ରସ ଅଫ ଦି ଅର୍ଡର ଅଫ ମାକାରିଓସ III’ରେ ସମ୍ମାନିତ କରିଥିଲେ। ସାଇପ୍ରସ ରାଷ୍ଟ୍ରପତି ନିକୋସ କ୍ରିଷ୍ଟୋଡୋଲିଡ୍ସ ତାଙ୍କୁ…

୨୪ ଜୁନରୁ ଏସବୁ ରାଶିର ଭାଗ୍ୟ ଖୋଲିବ, ଆକସ୍ମିକ ଧନଲାଭ ସାଙ୍ଗକୁ…

ଜ୍ୟୋତିଷଶାସ୍ତ୍ରରେ ଗୁରୁ ବୃହସ୍ପତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ ଭାବେ ବିବେଚନା କରାଯାଏ। ବୃହସ୍ପତିଙ୍କୁ ଜ୍ଞାନ, ଶିକ୍ଷକ, ଧାର୍ମିକ କାର୍ଯ୍ୟ, ଶିକ୍ଷା, ଦାନ-ପୂଣ୍ୟ, ବୁଦ୍ଧି ଆଦିର କାରକ ବୋଲି କୁହାଯାଏ। ଏବେ ଗୁରୁଙ୍କ ସ୍ଥିତି ପରିବର୍ତ୍ତନର ପ୍ରଭାବ ୧୨ ରାଶିରେ ଦେଖିବାକୁ ମିଳିପାରେ। ବର୍ଷକ…

ବିରାଟଙ୍କ କୋଚଙ୍କଠାରୁ ଟ୍ରେନିଂ ନେଉଛନ୍ତି ତାଙ୍କ ଭଣଜା, ରାଜକୁମାର ଶର୍ମା ଭେଟିଦେବେ ଆଉ ଜଣେ ମହାନ କ୍ରିକେଟର!

ନୂଆଦିଲ୍ଲୀ,୧୯।୬: ବିରାଟ କୋହଲି ପ୍ରାୟତଃ ସୋସିଆଲ ମିଡିଆରେ ଶିରୋନାମାରେ ରହିଥାଆନ୍ତି। ପୁଣିଥରେ ଏହି ଭାରତୀୟ ବ୍ୟାଟସମ୍ୟାନ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି। କିନ୍ତୁ, ଏଥର ତାଙ୍କ ଖେଳ ପାଇଁ ନୁହେଁ ବରଂ ଅନ୍ୟ ଏକ କାରଣ ପାଇଁ ସେ ଚର୍ଚ୍ଚାରେ ଅଛନ୍ତି। ଆଧୁନିକ…

ଘଟଣାର ସପ୍ତାହକ ପରେ କାର୍ଯ୍ୟାନୁଷ୍ଠାନ ଶୂନ: ନ୍ୟାୟ ଅପେକ୍ଷାରେ ପରିବାର ଲୋକେ

ଭଦ୍ରକ,୧୯ା୬(ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅନ୍ତର୍ଗତ ବାଲିଗାଁଁ ସାହୁସାହି ୧୧ନମ୍ବର ଓ୍ବାର୍ଡରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଦୀର୍ଘଦିନ ଧରି ଏହି ଗ୍ରାମର ରମାକାନ୍ତ ସାହୁ ଓ ନାରାୟଣ ସାହୁଙ୍କ ପରିବାର ମଧ୍ୟରେ ବିବାଦ ଲାଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?