ଟିକସ ଫାଙ୍କି କରାଯାଉଛି ଜମି ରେଜେଷ୍ଟ୍ରି : ମାଲାମାଲ କର୍ମଚାରୀ
ବଲାଙ୍ଗୀର,୧୪ା୧୨(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀରରେ ଏବେ ସରକାରୀ ଟିକସ ଫାଙ୍କି ପାଇଁ ନୂଆ ତରିକାରେ ଜମି ରେଜେଷ୍ଟ୍ରି କରାଯାଉଥିବା ଜଣାପଡିଛି। ଏଥିରେ ରାଜସ୍ବ ବିଭାଗ ଏବଂ ସବ୍ରେଜେଷ୍ଟ୍ରି ଅଫିସର କେତେଜଣ ଅଧିକାରୀ ଓ କର୍ମଚାରୀ ମାତିଥିବା ଜଣାପଡିଛି। ପ୍ଲଟ୍ ରେଜେଷ୍ଟ୍ରି ପାଇଁ…
ଦେଶୀମଦ ପ୍ରସ୍ତୁତି ଘଟଣା: ମା’-ପୁଅ ଗଲେ ଜେଲ୍
ଦିଗପହଣ୍ଡି,୧୪ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲି ନିକଟ ବେଲପଡ଼ା ଗ୍ରାମରେ ବେଆଇନ ଭାବେ ଦେଶୀମଦ ପ୍ରସ୍ତୁତ କରି ଚୋରା ଚାଲାଣ କରୁଥିବା ଘଟଣାରେ ଫେରାର ଥିବା ଗ୍ରାମର ମନାସ ମଲ୍ଲିକ ଏବଂ ତାଙ୍କ ପୁଅ କ୍ରିଷ୍ଣା ମଲ୍ଲିକଙ୍କୁ…
ଜାରିହୋଇଥିଲା ୧୪୪ ଧାରା: ବିବାଦୀୟ ଜମିରୁ କାଟିନେଲେ
ବେଲଗୁଣ୍ଠା,୧୪ା୧୨(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ସରକାରୀ କଟକଣା ସତ୍ତ୍ୱେ ଆଇନକୁ ଉଲ୍ଲଂଘନ କରି ୧୪୪ ଧାରା ଲାଗିଥିବା ଏକ ବିବାଦୀୟ ଜମିରୁ ଏକ ଦଳିତ ଗୋଷ୍ଠୀ ଧାନ କାଟି ନେଇଛନ୍ତି। ଯାହା ଜମି ବିବାଦକୁ ଏକ ଭିନ୍ନ ମୋଡ଼ ଦେଇଛି। ସୂଚନାଯୋଗ୍ୟ ବେଲଗୁଣ୍ଠା…
ଗିରଫ ଭୟରେ ଆଗୁଆ ହାଇକୋର୍ଟ ପହଞ୍ଚିଲେ ଅତୁଲଙ୍କ ସ୍ତ୍ରୀ
ବେଙ୍ଗାଲୁରୁ,୧୪।୧୨: ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ସ୍ତ୍ରୀ ନିକିତା ସିଙ୍ଗାଣିଆ ଏବଂ ତାଙ୍କ ଶ୍ୱଶୁରଘର ସଦସ୍ୟମାନେ ଆହ୍ଲାବାଦ ହାଇକୋର୍ଟରେ ଏକ ଜାମିନ ଆବେଦନ କରିଛନ୍ତି। କୁହାଯାଉଛି ଯେ ଗିରଫକୁ ଏଡାଇବା ପାଇଁ ନିକିତା ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି। ଶୁକ୍ରବାର ଦାଖଲ…
୧୧ ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି,୧୪ା୧୨(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ସୁକ୍ମା ଜିଲା ପୋଲିସ ନିକଟରେ ମାଓବାଦୀ ସଂଗଠନର ୧୧ ସକ୍ରିୟ ସଦସ୍ୟ ଶନିବାର ଆତ୍ମସମର୍ପଣ କରିଛନ୍ତି। ଏମାନେ ହେଲେ ଯୋଗେନ୍ଦ୍ର ଯାଦବ, ହେମଲା ଦେବା, ମାଡବୀ ଗଙ୍ଗା, ମଡକମ ନଙ୍ଗା, ମଡକମ ମୁକେଶ, ହେମଲା ଜଗା, ବାରସେ…
ବାପା, ସାନଭାଇଙ୍କୁ ମରଣାନ୍ତକ ଆକ୍ରମଣ କରି ବଡ଼ ଗଲେ ଜେଲ୍
ଦିଗପହଣ୍ଡି,୧୪ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ବୃନ୍ଦାବନ ଗୌଡ଼ ଏବଂ ତାଙ୍କ ସାନପୁଅ ଶଙ୍କର ଗୌଡ଼ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ସମ୍ପୃକ୍ତ ବୃନ୍ଦାବନଙ୍କ ବଡ଼ପୁଅ ରାଜେନ୍ଦ୍ର ଗୌଡ଼ଙ୍କୁ ଶନିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ…
ଜେଲରେ କେମିତି କଟିଥିଲା ଅଲ୍ଲୁ ଅର୍ଜୁନଙ୍କ ରାତି
ନୂଆଦିଲ୍ଲୀ,୧୪।୧୨: ସାା ଥିଏଟରରେ ଦଳାଚକଟା ପରେ ଅଲୁ ଅର୍ଜୁନଙ୍କୁ ୧୪ ଦିନିଆ ରିମାଣ୍ଡରେ ଗିରଫ କରାଯାଇଥିଲା। ସାରା ରାତି ଜେଲରେ ରହିବା ପରେ ତାଙ୍କୁ ସକାଳେ ଜେଲରୁ ମୁକ୍ତ କରାଯାଇଥିଲା। ଚଞ୍ଚଲଗୁଡା ଜେଲ ଛାଡିବା ପରେ ମୁଁ ଅଫିସକୁ ଯାଇ ତା’ପରେ…
ସ୍ତ୍ରୀଙ୍କୁ ଜୀବନରୁ ମାରିଦେବକୁ ସଡଯନ୍ତ୍ର କରିଥିଲେ କନଷ୍ଚେବଳ ସ୍ବାମୀ, ଆଜିବି…
ବଲାଙ୍ଗୀର,୧୪।୧୨: ନୃଶଂସ ସ୍ବାମୀ, ସ୍ତ୍ରୀଙ୍କୁ ଜୀବନରୁ ମାରିଦେବାକୁ କରିଥିଲେ ଉଦ୍ୟମ। ଏଭଳି ସାଂଘାତିକ ଅଭିଯୋଗ ଆସିଛି ଜଣେ ପୋଲିସ କର୍ମଚାରୀଙ୍କ ବିରୋଧରେ । ନିଜ ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ କରି ଫେରାର ଅଛନ୍ତି ସ୍ବାମୀ । ଗତ ସୋମବାର ବଲାଙ୍ଗୀର ସହରରେ…
ସୋଲାର ପ୍ଲେଟ୍ ଗୋଦାମରେ ଲାଗିଲା ନିଆଁ: ଜଳିଗଲା ଲକ୍ଷାଧିକ ଟଙ୍କାର ସୋଲାର ପ୍ଲେଟ୍
କେନ୍ଦୁଝର,୧୪ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର ଅପରାହ୍ନରେ ଧରଣୀଧର ବିଶବିଦ୍ୟାଳୟ ପାଖରେ ଥିବା ଏକ ସୋଲାର ପ୍ଲେଟ୍ ଗୋଦାମରେ ନିଆଁ ଲାଗି ଯିବାରୁ ବ୍ୟାପକ ନଷ୍ଟ ହୋଇଛି। ଶଟ୍ସର୍କିଟ୍ରୁ ଏହି ଅଗ୍ନକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ବାହାରେ ଏକ ଅସ୍ଥାୟୀ ସେଡ୍ ଭିତରେ…
ଚାଇନାକୁ ବଡ଼ ଝଟ୍କା ଦେଲା ଭାରତ! ଏବେ ସାରା ବିଶ୍ୱ ରହିବ ହାତ ମୁଠାରେ
ନୂଆଦିଲ୍ଲୀ,୧୪।୧୨: ଭାରତର ବଢୁଥିବା ଶକ୍ତିକୁ ବିଶ୍ୱ ଅଭିବାଦନ ଜଣାଉଛି। ଭାରତର ଅର୍ଥନୈତିକ ଏବଂ ବୈଦେଶିକ ନୀତି ସବୁଆଡେ ସମାଲୋଚିତ ହେଉଛି। ବର୍ତ୍ତମାନ ଭାରତ ଇରାନ ଏବଂ ଆର୍ମେନିଆ ସହିମ୍ମିKଶଇଏକ ବଡ଼ ଗେମ୍ ଖେଳିଛି। ଇରାନ ଏବଂ ଆର୍ମେନିଆ ସହିତ ଭାରତ ବିଶ୍ୱ…
ମାଞ୍ଜା ସୂତାରେ ଗୁଡି ଉଡ଼ାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ: ଡିସିପି
କଟକ,୧୪।୧୨: ଆଗକୁ ମକର ସଂକ୍ରାନ୍ତି। ଆରମ୍ଭ ହୋଇଯିବ ଗୁଡି ଉଡ଼ା। ଗୁଡି ଉଡ଼ା ସମୟରେ ଘଟୁଥିବା ଦୁର୍ଘଟଣାକୁ ଦୃଷ୍ଟିରେ ରଖି କଟକ କମିଶନରେଟ ପୋଲିସ ପକ୍ଷରୁ ଦୃଢ ପଦକ୍ଷେପ ନିଆଯାଇଛି। ମାଞ୍ଜା ସୂତା ବିକ୍ରି କିମ୍ବା ସୂତାରେ ଗୁଡ଼ି ଉଡ଼ାଇଲେ ପୋଲିସ…
ଦାରିଙ୍ଗବାଡ଼ିରେ ପ୍ରବଳ ଶୀତ: ଅସହାୟଙ୍କ ମୁହଁରେ ହସ ଫୁଟାଇବାକୁ ଲାୟନ୍ସ କ୍ଲବର ପ୍ରୟାସ
ଦାରିଙ୍ଗବାଡି,୧୪।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତ ୩ ଦିନ ହେଲା ପ୍ରବଳ ଶୀତ ଅନୁଭୂତି ହେଉଛି। ଅସହ୍ୟ ଶୀତ ଯୋଗୁ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ନିଆଁ ଭରସା ତେବେ ଲୋକଙ୍କୁ ଶୀତ ଦାଉରୁ ରକ୍ଷା ପାଇଁ…
Archives


