ଜମାପନି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: କୃତୀ ଛାତ୍ରୀଛାତ୍ର ପୁରସ୍କୃତ
ନୂଆପଡ଼ା,୧୫।୨ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ଜମାପନି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ବାଗଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ସହଗୋଷ୍ଠୀ ଶିକ୍ଷା ଅଧିକାରୀ ଚୈତ ରାମ ନାଏକ…
ବିଶ୍ୱର ଧନି ବ୍ୟକ୍ତିଙ୍କୁ ଲାଗିଲା ଜବରଦସ୍ତ ଝଟକା
ଓ୍ବାଶିଂଟନ,୧୫।୨: ଓପନଏଆଇ୯୭.୪ବିଲିୟନ ଡଲାରରେ କମ୍ପାନୀ କିଣିବା ପାଇଁ ଏଲୋନ ମସ୍କ ଦେଇଥିବା ଅଫରକୁ ପ୍ରତ୍ୟାଖ୍ୟାନ କରିଛ। OpenAI ସାମ ଆଲ୍ଟମ୍ୟାନ ଦ୍ୱାରା ପରିଚାଳିତ । ଓପନଏଆଇର ବୋର୍ଡ ଅଧ୍ୟକ୍ଷ ବ୍ରେଟ ଟେଲର କହିଛନ୍ତି ଯେ ମସ୍କଙ୍କ ପ୍ରସ୍ତାବ କେବଳ ତାଙ୍କ ପ୍ରତିଯୋଗୀଙ୍କୁ…
‘ସେନା ବାହିନୀରେ ଯୋଗ ଦେବା ଲାଗି ପର୍ଯ୍ୟାପ୍ତ ସୁଯୋଗ ଆଣେ NCC’
ପୁରୁଷୋତ୍ତମପୁର,୧୫ା୨(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ପ୍ରତାପପୁର ରାଙ୍ଗାଭାଟଲା ତୁମ୍ବନାଥ ବିଦ୍ୟାପୀଠକୁ ଓଡ଼ିଶା ଏନ୍ସିସି ବାଟାଲିୟନ ବ୍ରହ୍ମପୁର କମାଣ୍ଡିଂ ଲେଫ୍ଟନେଣ୍ଟ କର୍ନେଲ ସମୀର କୁମାର କର ଆସି ଏନ୍ସ୍ସି ଓ୍ବିଙ୍ଗ୍କୁ ପରିଦର୍ଶନ କରିଛନ୍ତି। ପହଞ୍ଚିବା ପରେ ଏନ୍ସିସି କ୍ୟାଡେଟ୍ମାନେ ପ୍ରଥମେ…
ଲୋନ୍ ନାଁରେ ୭୫ ଲକ୍ଷ ଟଙ୍କା ଚଳୁ କରିଛନ୍ତି ପୂର୍ବତନ ମ୍ୟାନେଜର, ଥାନାରେ ମାମଲା
ଛତ୍ରପୁର,୧୫ା୨(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ବ୍ରହ୍ମପୁରର ବିସିସି ବ୍ୟାଙ୍କ (କେନ୍ଦ୍ରୀୟ ସମବାୟ ବ୍ୟାଙ୍କ)ର ଛତ୍ରପୁର ଶାଖାରେ ଲୋନ୍ ନାଁରେ ୭୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କା ପୂର୍ବତନ ମ୍ୟାନେଜର ଚଳୁ କରିଛନ୍ତି। ଏ ନେଇ ଛତ୍ରପୁର ଥାନା ଏକ ମାମଲା…
ଭାରତରେ ଆୟୋଜନ ହେବ କି ୨୦୩୬ ଅଲିମ୍ପିକ୍ସ: ଅମିତ ଶାହା କହିଲେ…
ହଲ୍ଦ୍ୱାନୀ, ୧୫ା୨(ପି.ଟି.):୩୮ତମ ଜାତୀୟ କ୍ରୀଡ଼ାର ପ୍ରତିଯୋଗିତାଗୁଡ଼ିକ ଗୁରୁବାର ଶେଷ ହୋଇଥିବା ବେଳେ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାଶନାଲ ସ୍ପୋଟର୍ସ କମ୍ପ୍ଲେକ୍ସଠାରେ ଉଦ୍ଯାପନୀ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ…
IND vs PAK: ଏଥିରେ ଲାଇଭ୍ ଦେଖିପାରିବେ ଭାରତ-ପାକିସ୍ତାନ ମ୍ୟାଚ, ଆଇସିସି ଦେଲା ସୂଚନା
ନୂଆଦିଲ୍ଲୀ,୧୫।୨: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଫେବୃଆରୀ ୧୯ରୁ ଆରମ୍ଭ ହେବ। ଭାରତର ପ୍ରଥମ ମ୍ୟାଚ ବାଂଲାଦେଶ ସହିତ ଅଛି। ଏହା ପରେ ଟିମ ଇଣ୍ଡିଆ ପାକିସ୍ତାନ ସହିତ ମୁକାବିଲା କରିବ। ଚାମ୍ପିଅନ୍ସ ଟ୍ରଫିର ଲାଇଭ ଷ୍ଟ୍ରିମିଂ ସମ୍ପର୍କରେ ଆଇସିସି ଗୁରୁତ୍ୱପୂର୍ଣ୍ଣ…
ଦୈନନ୍ଦିନ ଜୀବନରେ ମାଣ୍ଡିଆର ଆବଶ୍ୟକତା….
କର୍ଲାମୁଣ୍ଡା,୧୫।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ପଞ୍ଚାୟତ ବିଆର୍ ଆମ୍ବେଡକର ଉଚ୍ଚ ବିଦ୍ୟାଳୟ ଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ଦୁଇଦିନିଆ ଖାଦ୍ୟଶସ୍ୟ ମେଳା ଉଦ୍ଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କର୍ଲାମୁଣ୍ଡା…
ବଢିଲା ଅଡ଼ୁଆ: କେଜ୍ରିୱାଲଙ୍କ ବଙ୍ଗଳାର ହେବ ଯାଞ୍ଚ, ନିର୍ଦ୍ଦେଶ ଦେଲା ସିଭିସି
ନୂଆଦିଲ୍ଲୀ,୧୫।୨: ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ (CVC) ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। CPWD ଦ୍ୱାରା ଦାଖଲ କରାଯାଇଥିବା ଏକ ରିପୋର୍ଟ ଆଧାରରେ ଏହି ନିର୍ଦ୍ଦେଶ ଦିଆଯାଇଛି, ଯେଉଁଥିରେ ୬ ଫ୍ଲାଗଷ୍ଟାଫ ରୋଡରେ…
ଛାଡପତ୍ର ଗୁଜବରେ ବ୍ରେକ ଲଗାଇଲେ ଓବାମା! ଭାଲେଣ୍ଟାଇନ ଡେ’ରେ ମିଶେଲଙ୍କ ପାଇଁ ପୋଷ୍ଟ କଲେ…
ଓ୍ବାଶିଂଟନ,୧୫।୨: ଛାଡପତ୍ରର ଗୁଜବ ତଥା ଅନେକ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଶୁକ୍ରବାର (ଫେବୃଆରୀ ୧୪) ଭାଲେଣ୍ଟାଇନ୍ସ ଡେରେ ତାଙ୍କ ପତ୍ନୀ ମିସେଲ ଓବାମାଙ୍କ ସହ ନିଆଯାଇଥିବା ସେଲଫି ପୋଷ୍ଟ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି…
ବିଧାୟକଙ୍କ ବିରୋଧରେ ମାମଲା:ନିର୍ବାଚନ ସମୟରେ ପ୍ରକୃତ ତଥ୍ୟ ଦେଇ ନ ଥିବା ଅଭିଯୋଗ
ମାଲକାନଗିରି, ୧୫ା୨(ଦୁର୍ଯ୍ୟୋଧନ ପାତ୍ର):ନିର୍ବାଚନ ପ୍ରକ୍ରିୟା ସମୟରେ ଚିତ୍ରକୋଣ୍ଡାର କଂଗ୍ରେସ ବିଧାୟକ ମଙ୍ଗୁ ଖିଲ ମିଥ୍ୟା କାଗଜପତ୍ର ଦର୍ଶାଇବା ଓ ତାଙ୍କ ନାମରେ ମାମଲା ଥିବା ସତ୍ତ୍ୱେ ତାହା ଆଫିଡେଭିଟ୍ ସମୟରେ ଉଲ୍ଲେଖ ନ କରିବା ଅଭିଯୋଗ ନେଇ ଚିତ୍ରକୋଣ୍ଡାର ଆପ୍ ବିଧାୟକ…
ଭାଜପା କୋର୍ କମିଟି ବୈଠକ:ଫେବୃଆରୀ ଶେଷ ସୁଦ୍ଧା ବୋର୍ଡ, ନିଗମ, କମିଶନ ଅଧ୍ୟକ୍ଷ ପ୍ରକ୍ରିୟା ସରିବ
ଭୁବନେଶ୍ୱର,୧୫।୨(ସୁନୀତ ମିଶ୍ର):ରାଜ୍ୟରେ ଭାଜପା ସରକାରକୁ ଆସିବାର ୮ ମାସ ହୋଇଥିବାବେଳେ ଦଳୀୟ ସଂଗଠନ ଏବଂ ସରକାର ମଧ୍ୟରେ କିପରି ସମନ୍ବୟ ରକ୍ଷା କରାଯାଇ ଆଗକୁ ବଢ଼ିହେବ, ତା’ ଉପରେ ଶୀର୍ଷ ନେତୃତ୍ୱ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି। ଏନେଇ ଶୁକ୍ରବାର ଦଳର…
୯ ମାସ ପରେ ଘର ବାହୁଡ଼ା ହେଲେ ସୁର ରାଉତରାୟ, ଭାବବିହ୍ବଳ ହୋଇ କାନ୍ଦି ପକାଇଲେ, କହିଲେ…
ଭୁବନେଶ୍ୱର, ୧୫।୨: ନିଲମ୍ବନ ହଟିବା ପରେ ଘର ବାହୁଡ଼ା ହେଲେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ। ଶନିବାର ସୁର କଂଗ୍ରେସ ଭବନରେ ମୁଣ୍ଡିଆ ମାରି ଭିତରକୁ ପଶିଛନ୍ତି। ଏହି ସମୟରେ ସୁରଙ୍କ ସହ ବଡ଼ପୁଅ ସିଦ୍ଧାର୍ଥ ରାଉତରାୟ ଉପସ୍ଥିତ ଥିଲେ।…
Archives


