ମାଡ଼ି ଆସୁଛି ଯୋଡା ଲଘୁଚାପ: ପ୍ରବଳରୁ ଅତି ପ୍ରବଳ ବର୍ଷା ଆଲର୍ଟ, ୨୪ ଘଣ୍ଟାରେ…
ଭୁବନେଶ୍ୱର,୨୯।୬: : ବଙ୍ଗୋପସାଗରରେ ନୂଆ ଲଘୁଚାପ ସୃଷ୍ଟି ହେବା ଫଳରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଉତ୍ତର ବଙ୍ଗୋପସାଗର ଏବଂ ଓଡ଼ିଶା ଓ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ଦୁଇଟି…
ରଥଯାତ୍ରାରେ ‘ଶୂନ୍ୟ ମୃତ୍ୟୁ’ ଲକ୍ଷ୍ୟ ସଫଳ ହୋଇଛି
ଭୁବନେଶ୍ୱର,୨୯ା୬(ସୁନିତ୍ ମିଶ୍ର): ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଶୂନ୍ୟ ମୃତ୍ୟୁ ସରକାରଙ୍କ ଲକ୍ଷ୍ୟ ଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦିଗ୍ଦର୍ଶନରେ ସେବା ଓ ସୁରକ୍ଷା ନୀତିକୁ ପାଥେୟକରି ମହାପ୍ରଭୁଙ୍କ ୩ ରଥକୁ ଶରଧାବାଲିରେ ପହଞ୍ଚାଇବାରେ ସଫଳ ହୋଇଛୁ ବୋଲି ରାଜ୍ୟ…
୩ ଦିନରେ ଭାଜପାର ନୂଆ ସଭାପତି
ଭୁବନେଶ୍ୱର,୨୯ା୬(ସୁନିତ୍ ମିଶ୍ର): ଭାଜପାର ନୂଆ ରାଜ୍ୟ ସଭାପତି କିଏ ହେବେ, ସେନେଇ ଆସନ୍ତା ସୋମବାର ଜଣାପଡ଼ିଯିବ। ଏନେଇ ଦଳ ତରଫରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଦଳର ସଭାପତି ନିର୍ବାଚନ ଲାଗି ରବିବାର ନୋଟିସ ଜାରି ହେବ। ସୋମବାର ନାମାଙ୍କନପତ୍ର ଦାଖଲ କରାଯିବ…
ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ : ପଡିଲା ମହଙ୍ଗା ଥାନାରେ…
ଭବାନୀପାଟଣା,୨୯।୬(ଉତ୍ତମ କୁମାର ଦାଶ): ସୋସିଆଲ ମିଡିଆରେ ଯାଦବ (ଗୌଡ଼) ସମ୍ପ୍ରଦାୟକୁ ଜଣେ ଯୁବକଙ୍କ ଆକ୍ଷେପମୂଳକ ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଛି। ଶନିବାର ଏହାକୁ ନେଇ ଭବାନୀପାଟଣା ସହର ଯାଦବ ସମାଜ ପକ୍ଷରୁ ସ୍ଥାନୀୟ ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ…
Reel ବାଲା ମ୍ୟାଜିକ ରିୟଲ ଲାଇଫରେ ଦେବ ଅଦ୍ଭୁତ ଲାଭ, ହଳଦୀପାଣି ଦୂର କରିବ ଏସବୁ ରୋଗ
ନୂଆଦିଲ୍ଲୀ: Instagram ରେ ସମସ୍ତେ ହଳଦୀ ପାଣି ପାଇଁ ପାଗଳ ହେଉଛନ୍ତି। ଏହି ଟ୍ରେଣ୍ଡ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅନ୍ଧାରରେ ସମସ୍ତେ ପାଣିରେ ହଳଦୀ ମିଶାଇ ପିଇବାର ଦେଖାଯାଉଛି। ହଳଦୀ ପାଣି କେବଳ ରିଲରେ ଯାଦୁ ନୁହେଁ ବରଂ ବାସ୍ତବ…
ଘରେ ପଡ଼ିଛି କି କାହା ଖରାପ ନଜର, ଲାଗି ରହୁଛି ସ୍ବାସ୍ଥ୍ୟ ସମସ୍ୟା, ହେବା କାମ ବିଗୁଡୁଛି; ଜାଣନ୍ତୁ ଉପାୟ…
ଘର ଉପରେ ଖରାପ ନଜର ପଡ଼ିଲେ ସମସ୍ତଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡ଼ିଥାଏ। ଘରେ କଳହ ଲାଗି ରହେ। ନାନାଦି ସମସ୍ୟା ଯୋଗୁ ଘରେ ଅଶାନ୍ତି ବାସ କରେ। ଏମିତିରେ କିପରି ଆପଣ ନିଜକୁ ଖରାପ ନଜରରୁ ରକ୍ଷା କରିବେ, କେଉଁ…
ବାଇକ୍ ଦୁର୍ଘଟଣାରେ ଚାଲିଗଲା ଶିଶୁଙ୍କ ଜୀବନ, ୫ ଗୁରୁତର
ନୂଆପଡ଼ା,୨୮ା୬ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ଥାନା ଅଞ୍ଚଳରେ ଶନିବାର ବାଇକ୍ ଦୁର୍ଘଟଣାରେ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି। ମଳିଥିବା ସୂଚନା ମୁତାବକ, କୋମନା ଥାନା ଜତଗଡ ପଞ୍ଚାୟତ ଗଡଗଡ ବାହଲି ଗାଁର ରାଇସିଂ…
କୋଟିଆରେ ୫ ମନ୍ତ୍ରୀଙ୍କ ରୁଦ୍ଧଦ୍ୱାର ବୈଠକ
ପଟ୍ଟାଙ୍ଗି,୨୮ା୬(ଶରତ କୁମାର ଧଳ)-କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ କୋଟିଆ ପଞ୍ଚାୟତରେ ପ୍ରଥମଥର ରାଜ୍ୟର ୫ ମନ୍ତ୍ରୀ ରଥଯାତ୍ରାରେ ଅଂଶଗ୍ରହଣ କରିଥିବାରୁ ସୀମାନ୍ତବାସୀଙ୍କୁ ଉତ୍ସାହିତ କରିଛି। କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ପରିସରସ୍ଥିତ ଅତିଥି ଭବନରେ ଏକ ରୁଦ୍ଧଦ୍ୱାର ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି।…
‘ଆଦାନୀଙ୍କ ଇଚ୍ଛା ଅନୁସାରେ ଘୁଞ୍ଚିଲା ରଥଟଣା’
ଭୁବନେଶ୍ୱର,୨୮ା୬(ସୁନିତ୍ ମିଶ୍ର): ଚଳିତ ବର୍ଷ ତ୍ରୁଟି ଶୂନ୍ୟ ଓ ସ୍ମରଣୀୟ ରଥଯାତ୍ରା ହେବ ଏବଂ ଏକ ଦିବ୍ୟ ଅନୁଭୂତି ନେଇ ଭକ୍ତମାନେ ଫେରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ କିନ୍ତୁ ଅବ୍ୟବସ୍ଥିତ ଓ ମହାବିଭ୍ରାଟରେ ରଥଯାତ୍ରା ସମ୍ପନ୍ନ ହେଲା। ଦୋଷ ଏବଂ ତ୍ରୁଟି…
ପାର୍କିଂକୁ ନେଇ ଦୁଇ ପଡ଼ୋଶୀ ଗଣ୍ଡଗୋଳ: ବୁଲିଲା ଖଣ୍ଡା, ଭିଡିଓ ଭାଇରାଲ
ଗୋପାଳପୁର,୨୮।୬(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳରେ ରାସ୍ତା ମଝିରେ ଟ୍ରାକ୍ଟର ରଖିବା ନେଇ ଦୁଇ ପଡୋଶୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଏଥିରେ ପଡୋଶୀ ଜଣକ ରାଗିଯାଇ ଖଣ୍ଡା ଧରି ଅନ୍ୟଜଣଙ୍କ ଘର ସମ୍ମୁଖରେ ଆତଙ୍କ ଖେଳାଇଛନ୍ତି। ଏହାର…
ଶେଫାଳିଙ୍କ ଅସମୟ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ସ୍ବାମୀ ପରାଗ
ମୁମ୍ବାଇ: ବଲିଉଡରେ ‘କାଣ୍ଟା ଲଗା ଗାର୍ଲ’ ଭାବରେ ପ୍ରସିଦ୍ଧ ଶେଫାଳି ଜରିୱାଲାଙ୍କ ୪୨ ବର୍ଷ ବୟସରେ ମୃତ୍ୟୁ ଘଟିଛି। ଅଭିନେତ୍ରୀଙ୍କ ଶେଷକୃତ୍ୟ ମୁମ୍ବାଇରେ କରାଯାଇଥିଲା। ଯେଉଁଠାରେ ତାଙ୍କ ପରିବାର ବ୍ୟତୀତ ଅନେକ ଟିଭି ଷ୍ଟାର ଯୋଗ ଦେଇଥିଲେ। ଅଭିନେତ୍ରୀଙ୍କୁ ଶେଷ ବିଦାୟ…
୧ରୁ ଖୋଲିବ ହୋଟେଲ, ଜଳଖିଆ ଦୋକାନ
ଧର୍ମଶାଳା,୨୮ା୬(ଶବି ପ୍ରସାଦ ମହାନ୍ତି): ଯାଜପୁର ଜିଲାରେ ଆସନ୍ତା ୧ ତାରିଖରୁ ସମସ୍ତ ହୋଟେଲ୍, ଜଳଖିଆ ଦୋକାନ, ମୃଦୁ ପାନୀୟ କାରଖାନା ଓ ଉଠା ଦୋକାନ ଆଦି ଖୋଲିବ। ଏନେଇ ଜିଲାପାଳ ଚିଠି ସଂଖ୍ୟା ୪୮୬୩, ତା:୨୮/୦୬/୨୦୨୫ରେ ଶନିବାର ଏକ ନିର୍ଦ୍ଦେଶନାମା ଜାରି…

