Home Left

Mahakumbh 2025: ସଙ୍ଗମ ଜଳ ସ୍ନାନ ପାଇଁ ଉପଯୁକ୍ତ ନୁହେଁ…ଯୋଗୀ ସରକାରଙ୍କୁ ଟାର୍ଗେଟ୍‌ କଲେ ଶଙ୍କରାଚାର୍ଯ୍ୟ

ପ୍ରୟାଗରାଜ,୧୯।୨: ପ୍ରୟାଗରାଜ ମହାକୁମ୍ଭର ବେଳାଭୂମିର ଜଳସ୍ତର ସମ୍ପର୍କରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଦ୍ୱାରା ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(NGT) ନିକଟରେ ଦାଖଲ କରାଯାଇଥିବା ରିପୋର୍ଟ ଭୟଙ୍କର ରହିଛି। ଜାନୁଆରୀ ୯ ରୁ ୨୧ ମଧ୍ୟରେ ମୋଟ ୭୩ଟି ବିଭିନ୍ନ ସ୍ଥାନରୁ…

ଯୁବନେତା ଘର ଉପରେ ପକାଇଥିଲେ ବୋମା, ପଡ଼ିଲା ମହଙ୍ଗା

ଗୋପାଳପୁର,୧୯।୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ଗତ ୭ ତାରିଖ ରାତିରେ ଜଣେ ବିଜେଡି ଯୁବନେତା ସୁବାଶିଷ ସାହୁଙ୍କ ଘର ଉପରେ ବୋମାମାଡ଼ ହୋଇଥିଲା। ଏହି ଘଟଣାରେ ମଙ୍ଗଳବାର ପୋଲିସ ଜଣଙ୍କୁ ଗିରଫ କରିଛି। ସେ ଜଣେ ଭାଜପା କର୍ମୀ…

ଏବେ ଆହୁରି ସୁରକ୍ଷିତ ହେବ ଅନ୍‌ଲାଇନ ପେମେଣ୍ଟ, PhonePe ଲଞ୍ଚ୍‌ କଲା…

ନୂଆଦିଲ୍ଲୀ, ୧୯।୨: ଭାରତ ଡିଜିଟାଲାଇଜେଶନ କ୍ଷେତ୍ରରେ ନିରନ୍ତର ଆଗକୁ ବଢ଼ୁଛି। ଦେଶରେ ଡିଜିଟାଲ ପେମେଣ୍ଟରେ ମଧ୍ୟ ଏକ ବିରାଟ ବୃଦ୍ଧି ଘଟିଛି। ଡିଜିଟାଲ ପେମେଣ୍ଟରେ ଏବେ ଏକ ବଡ଼ ପରିବର୍ତ୍ତନ ଆଣି, PhonePe କ୍ରେଡିଟ ଏବଂ ଡେବିଟ କାର୍ଡ ପାଇଁ ଏକ…

ଅଧରାତିରେ ଇନ୍ଦିରା ଗାନ୍ଧୀ କରିଥିଲେ ଏମିତି କାମ…ରାହୁଲଙ୍କ ଉପରେ ବର୍ଷିଲେ ଅନୁରାଗ

ନୂଆଦିଲ୍ଲୀ,୧୯।୨: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଲୋକସଭାରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ। ସେ ଏହାକୁ ଅଧରାତିରେ ନିଆଯାଇଥିବା ଏକ ତରବରିଆ ନିଷ୍ପତ୍ତି ବୋଲି ବର୍ଣ୍ଣନା କରିଥିଲେ। ଏବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ଏମ୍‌ପି…

ହଠାତ ମଣ୍ଡିରେ ପହଞ୍ଚିଗଲେ ତହସିଲଦାର: ସ୍ଥତି ଅନୁଧ୍ୟାନ କରି…

ଗଞ୍ଜାମ,୧୯।୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ବିଭିନ୍ନ ପଞ୍ଚାୟତରେ ଥିବା ଧାନ ମଣ୍ଡିଗୁଡିକୁ ବୁଲି ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ଅନୁଧ୍ୟାନ କରିଛନ୍ତି। ପୂର୍ବାହ୍ନରେ ସନ୍ତୋଷପୁର ଓ଼ ହୁମ୍ମା ଏବଂ ଅପରାହ୍ନରେ ଗୋଖରକୁଦା ମଣ୍ଡିକୁ ଯାଇ ତହସିଲଦାର ବୁଲି ଦେଖିଥିଲେ। ଏହି ସମୟରେ…

କଜଳପାତିଆ ଭଦ୍ରଲୋକି

କାଉ କଳା, କୋଇଲି ମଧ୍ୟ କଳା। ଯଦି କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗେ କାଉ କହେ ମୁଁ ବଡ଼, କୋଇଲି ମଧ୍ୟ କୁହେ ସିଏ ବଡ଼। କେହି କାହାକୁ ଛାଡ଼ିବାର ନୁହନ୍ତି। କାଉ କହେ ମୁଁ ଯଦି ସକାଳେ…

ଓଡ଼ିଶା ଜନଜାତିଙ୍କ ସାମଗ୍ରିକ ବିକାଶ

ଓଡ଼ିଶାରେ ୬୪ ଜନଜାତି ବାସ କରନ୍ତି, ଯାହାଙ୍କ ସଂଖ୍ୟା ୨୦୧୧ ଜନଗଣନା ଅନୁଯାୟୀ ୯୫ ଲକ୍ଷରୁ ଅଧିକ ଏବଂ ଏହା ରାଜ୍ୟର ମୋଟ ଜନସଂଖ୍ୟାର ପ୍ରାୟ ୨୨.୮ ପ୍ରତିଶତ। ଦେଶରେ ଥିବା ମୋଟ ଜନଜାତି ୧୦.୪୩ କୋଟିର ୯.୨% ଓଡ଼ିଶାରେ ବାସକରନ୍ତି।…

Russia-Ukraine War: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ବଡ଼ ବୟାନ ଦେଲେ ପୁଟିନ୍‌, କହିଲେ ଜେଲେନସ୍କିଙ୍କ ସହ କଥା ହେବାକୁ ରାଜି, କିନ୍ତୁ…

ମସ୍କୋ, ୧୯।୨: ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ, ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଅନ୍ତ ସମ୍ପର୍କରେ ଆଲୋଚନା ଜୋର ଧରିବା ଆରମ୍ଭ କରିଛି। ଘଟଣାକ୍ରମରେ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ କହିଛନ୍ତି ଯେ ଆବଶ୍ୟକ ହେଲେ…

ଆରପାରିରେ ପୂର୍ବତନ ଏମ୍‌ପି ମୃତ୍ୟୁଞ୍ଜୟ ନାୟକ

ଫୁଲବାଣୀ,୧୯।୨(ରାକେଶ କୁମାର ରାଉତ): ଆରପାରିରେ ପୂର୍ବତନ ଏମ୍‌ପି ମୃତ୍ୟୁଞ୍ଜୟ ନାୟକ। କଂଗ୍ରେସରୁ ୩ ଥର ଜିତି ଏମ୍‌ପି ହୋଇଥିବା ଫୁଲବାଣୀର ମୃତ୍ୟୁଞ୍ଜୟ ନାୟକ(୭୨)ଙ୍କ ମଙ୍ଗଳବାର ସନ୍ଧ୍ୟାରେ ପରଲୋକ ହୋଇଛି। ଅସୁସ୍ଥତା କାରଣରୁ ସେ ଗତ କିଛିଦିନ ହେଲା ବ୍ରହ୍ମପୁର ମେଡିକାଲ, ଦୁଇଦିନ…

ଆତ୍ମହତ୍ୟା କରିବାକୁ ଯାଉଥିଲେ ଯୁବକ, Metaର ଆଲର୍ଟ ଯୋଗୁ ବଞ୍ଚିଗଲା ଜୀବନ, ସମ୍ପୂର୍ଣ୍ଣ ଘଟଣା ଜାଣିଲେ…

ଲକ୍ଷେ୍‌ନ,୧୯।୨: ଉତ୍ତର ପ୍ରଦେଶର ଶାହଜାହାନପୁରରେ ମେଟାର ସତର୍କତା ଏବଂ ପୋଲିସର ତତ୍ପରତା ଯୋଗୁ ଜଣେ ଯୁବକଙ୍କ ଜୀବନ ରକ୍ଷା ପାଇଯାଇଛି। ପ୍ରକୃତରେ, ଘର ବଣ୍ଟନକୁ ନେଇ ବିବାଦ ଯୋଗୁ ଜଣେ ଯୁବକ ଫାଶି ଦେଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲେ। ସେ…

ଅନ୍‌ଲାଇନରେ ଅଶ୍ଳୀଳ କଣ୍ଟେଣ୍ଟ ରୋକିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୯ା୨:ୟୁଟ୍ୟୁବ୍‌ ଏବଂ ଅନ୍ୟାନ୍ୟ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକରେ ‘ଅଶ୍ଳୀଳ କଣ୍ଟେଣ୍ଟ’ ପୋଷ୍ଟ ହେଉଥିବାରୁ ସେଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ବିଚାର କରନ୍ତୁ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର ଆହ୍ବାନ ଦେଇଛନ୍ତି। କେତେକ ଚ୍ୟାନେଲ୍‌ ଏହି ପ୍ଲାଟ୍‌ଫର୍ମଗୁଡ଼ିକର ଦୁରୁପଯୋଗ କରୁଥିବାରୁ ସର୍ବୋଚ୍ଚ…

ଏଲ୍‌ଆଇସିର ସ୍ମାର୍ଟ ପେନ୍‌ସନ ପ୍ଲାନ୍‌

ଭୁବନେଶ୍ୱର,୧୯।୨(ଅନୁରାଧା ମହାରଣା): ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି) ପକ୍ଷରୁ୍‌ ସ୍ମାର୍ଟ ପେନ୍‌ସନ ପ୍ଲାନ୍‌ ଆରମ୍ଭ ହୋଇଛି। ମଙ୍ଗଳବାର ନୂଆଦିଲ୍ଲୀଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅର୍ଥ ମନ୍ତ୍ରଣାଳୟର ଡିଏଫ୍‌ଏସ୍‌ ସଚିବ ଏମ୍‌. ନାଗାରାଜୁ, ଡ. ଏମ୍‌.ପି. ତାଙ୍ଗିରଲା, ପ୍ରଶାନ୍ତ କୁମାର ଗୋୟଲଙ୍କ ସମେତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri