Home Left

ଜଣେ ବ୍ୟକ୍ତିଙ୍କୁ ପ୍ରେମ କରି ବସିଲେ ମା’-ଝିଅ, ବିବାହ ପରେ ପ୍ରେମିକ ସହ ମିଶି ସ୍ବାମୀଙ୍କୁ କଲେ ହତ୍ୟା…, ସୋନମଙ୍କ ପରି କରିଥିଲେ ଯୋଜନା

ହାଇଦ୍ରାବାଦ,୨୬।୬: ତେଲଙ୍ଗାନାରେ ରାଜା ରଘୁବଂଶୀ ହତ୍ୟାକାଣ୍ଡ ଭଳି ଏକ ମାମଲା ସାମ୍ନାକୁ ଆସିଛି। ବିବାହର ମାତ୍ର ଗୋଟିଏ ମାସ ପରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା, ଯେଉଁଥିରେ ଏବେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ପୋଲିସର ସୂଚନା ଅନୁଯାୟୀ, ତେଜେଶ୍ୱର ନାମକ…

ମୋଦିଙ୍କ ଅପମାନ ସହି ପାରିଲେନି ଆମେରିକାରେ ଥିବା ପାକିସ୍ତାନ ରାଷ୍ଟ୍ରଦୂତ, ଖ୍ବାଜା ମହମ୍ମଦ ଆସିଫଙ୍କର ନେଲେ କ୍ଲାସ

ଇସଲାମାବାଦ,୨୬।୬: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ମହମ୍ମଦ ଆସିଫ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ଏପରି କଥା କହିଛନ୍ତି ଯେ ତାଙ୍କ ନିଜ ଲୋକମାନେ ତାଙ୍କୁ ପରାମର୍ଶ ଦେବା ଆରମ୍ଭ କରିଛନ୍ତି। ଗୋଟିଏ ପଟେ ପାକିସ୍ତାନର ପ୍ରଧାନମନ୍ତ୍ରୀ, ବୈଦେଶିକ ମନ୍ତ୍ରୀ ଏବଂ…

ଚାରି ବର୍ଷ ପରେ ଇଂଲଣ୍ଡ ଟେଷ୍ଟ ଦଳକୁ ପ୍ରତ୍ୟାବର୍ତ୍ତନ କଲେ ଏକ୍ସପ୍ରେସ ବୋଲର ଜୋଫ୍ରା ଆର୍ଚର

ନୂଆଦିଲ୍ଲୀ,୨୫ା୬: ଇଂଲଣ୍ଡ ଭାରତ ବିପକ୍ଷରେ ଜୁଲାଇ ୨ରୁ ବାର୍ମିଂହାମରେ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ଏକ୍ସପ୍ରେସ ବୋଲର ଜୋଫ୍ରା ଆର୍ଚର ଚାରି ବର୍ଷ ପରେ ଟେଷ୍ଟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଲିଡସରେ…

ପ୍ରେମରେ ପଡ଼ିଥିଲେ ୧୬ ବର୍ଷର ଝିଅ, ବାପା ନେଲେ ଭୟଙ୍କର ପଦକ୍ଷେପ: ପ୍ରେମିକ ଜାଣିବାରୁ…

ପାଟନା,୨୬।୬: ବିହାରର ମୋତିହାରୀ ଜିଲାର ତୁର୍କୌଲିଆ ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ନୟା ଟୋଲାର ବାସିନ୍ଦା ମନୋଜ ସିଂହ ପ୍ରେମ ସମ୍ପର୍କ ଯୋଗୁ ତାଙ୍କ ୧୬ ବର୍ଷୀୟା ଝିଅ ଚାନ୍ଦନୀ କୁମାରୀଙ୍କୁ ଗଳାକାଟି ହତ୍ୟା କରିଥିଲେ…

ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଆସିଲା ଆଜ୍ଞାମାଳ: ରଥଖଳାରୁ ସିଂହଦ୍ୱାର ଆସିବ ୩ ରଥ

ପୁରୀ,୨୬ା୬: ଶୁକ୍ରବାର ମହାବାହୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଚତୁର୍ଦ୍ଧାମୂର୍ତ୍ତି ରତ୍ନବେଦି ଛାଡ଼ି ବଡ଼ଦାଣ୍ଡକୁ ଆସିବେ ଭକ୍ତଙ୍କୁ ତାଙ୍କର ଦିବ୍ୟ ଦର୍ଶନ ଦେବାକୁ। ଏନେଇ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇପଡିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଆଜ୍ଞାମାଳ ଆସି ରଥକୁ ବିଜେ ହୋଇଛି।…

ରାସ୍ତା ଶୋଚନୀୟ, ବିଦ୍ୟାଳୟକୁ ଯିବା ବେଳେ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ଦାରିଙ୍ଗବାଡ଼ି,୨୬ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ପଞ୍ଚାୟତର ଅଲାଞ୍ଜୁରୀ ରାସ୍ତାର ୬ ଶହ ମିଟର ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ରାସ୍ତା ସାରା ଖାଲଖମା ହୋଇ ରହିଥିବା ବେଳେ ଏବେ ଲଘୁଚାପଜନିତ ବର୍ଷା ଯୋଗୁ ବେହାଲ ହୋଇପଡ଼ିଛି। ବିଦ୍ୟାଳୟକୁ…

ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି, ସ୍ବାମୀଙ୍କ ବିନା ଅନୁମତିରେ ମୁସଲିମ ମହିଳା ‘ଖୁଲା’ ତଲାକ ନେଇପାରିବେ

ହାଇଦ୍ରାବାଦ,୨୬।୬: ଏକ ଐତିହାସିକ ରାୟରେ, ତେଲଙ୍ଗାନା ହାଇକୋର୍ଟ କହିଛନ୍ତି ଯେ ମୁସଲିମ ମହିଳାମାନଙ୍କର ଖୁଲା ମାଧ୍ୟମରେ ବିବାହ ଶେଷ କରିବାର ସମ୍ପୂର୍ଣ୍ଣ ଏବଂ ନିଃସର୍ତ୍ତ ଅଧିକାର ଅଛି। ଏହା ସହିତ, ଏଥିପାଇଁ ସ୍ବାମୀଙ୍କ ଅନୁମୋଦନ ଆବଶ୍ୟକ ନାହିଁ। ଖୁଲା ହେଉଛି ଇସଲାମିକ…

୭୦ ଲକ୍ଷ ଟଙ୍କା ଆତ୍ମସାତ୍‌ କରି ବ୍ୟାଙ୍କ କିରାଣି ଗିରଫ

ଦିଗପହଣ୍ଡି,୨୬ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୟୁନିୟନ ବ୍ୟାଙ୍କ ଶାଖାର କିରାଣି ଲକ୍ଷାଧିକ ଟଙ୍କା ଆତ୍ମସାତ୍‌ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଗିରଫ ଜଣକ ହେଲେ ଉକ୍ତ ବ୍ୟାଙ୍କ ଶାଖାର କିରାଣି ପ୍ରିୟମ ପ୍ରଥମ ସାବତ। ସେ ଚଞ୍ଚକତା କରି…

୨ ଦଳିତଙ୍କୁ ଅଧା ଲଣ୍ଡା କରି ଆଣ୍ଠୁରେ ଚଲେଇବା ଘଟଣା:କାର୍ଯ୍ୟାନୁଷ୍ଠାନ ଦାବି

ଛତ୍ରପୁର, ୨୬।୬(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ଖାରିଗୁମ୍ମା ଗାଁରେ ଗୋଚାଲାଣ ଅଭିଯୋଗରେ ୨୨ ତାରିଖରେ ୨ ଦଳିତ ବାବୁଲା ନାୟକ ଓ ବୁଲୁ ନାୟକଙ୍କୁ ଅଧା ଲଣ୍ଡା କରି ଆଣ୍ଠୁରେ ଚଲେଇ ନିର୍ଯାତନା ଦିଆଯାଇଥିଲା। ଏହାକୁ ଷ୍ଟେଟ…

‘ମୁକ୍ତ ପକ୍ଷୀକୁ ଆକାଶରେ ବି ଭୟଥାଏ’, ଥରୁରଙ୍କ ଭାଜପା ପ୍ରେମକୁ ଦେଖି ଖୁବ ବର୍ଷିଲେ ଏହି କଂଗ୍ରେସ ନେତା

ନୂଆଦିଲ୍ଲୀ,୨୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅପରେଶନ ସିନ୍ଦୂର ପାଇଁ ପ୍ରଶଂସା କରିବା ପରେ, କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜନ ଖାର୍ଗେ ଦଳର ଏମପି ଶଶି ଥରୁରଙ୍କୁ ଟାର୍ଗେଟ କରିଥିଲେ। ଏହା ପରେ, ତିରୁଭାନନ୍ତପୁରମ ଏମପି ଥରୁର ଖାର୍ଗେଙ୍କୁ ଏକ ତାଚ୍ଛଲ୍ୟପୂର୍ଣ୍ଣ ଜବାବ…

୧୩ ମହଲା ଉପରେ Sad Reel କରୁଥିଲେ ଯୁବତୀ: ତା’ପରେ ଘଟିଲା ଏମିତି କିଛି….

ବେଙ୍ଗାଲୁରୁ,୨୬।୬:ବେଙ୍ଗାଲୁରୁର ପରପ୍ପାନା ଆଗ୍ରାହାରା ଅଞ୍ଚଳରେ ଜଣେ ୨୦ ବର୍ଷୀୟା ଯୁବତୀ ୧୩ ମହଲାରୁ ପଡ଼ି ମୃତ୍ୟୁ ଘଟିଛି। ଏହି ଘଟଣା ଏକ ନିର୍ମାଣାଧୀନ କୋଠାରେ ଘଟିଛି। ଏଠାରେ ମହିଳା ଜଣକ ସୋସିଆଲ ମିଡିଆ ପାଇଁ ଏକ ରିଲ ଶୁଟିଂ କରୁଥିଲେ ବୋଲି…

ଟିମ୍‌ ଇଣ୍ଡିଆକୁ ମିଳିଲା ଆଉ ଜଣେ ‘ବୈଭବ ସୂର୍ଯ୍ୟବଂଶୀ’; ବାପା ଟ୍ରକ୍‌ ଡ୍ରାଇଭର, ଦ୍ୱିଶତକ ପରେ ଶତକ ମାରି…

ନୂଆଦିଲ୍ଲୀ,୨୬।୬: ବୈଭବ ସୂର୍ଯ୍ୟବଂଶୀ IPLରେ ବିସ୍ଫୋରକ ବ୍ୟାଟିଂ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଶେଷକରି ୩୫ ବଲ୍‌ରେ ଶତକ ମାରି ସେ ଚର୍ଚ୍ଚାକୁ ଆସିଥିଲେ। ଏବେ ଇଂଲଣ୍ଡରେ ମଧ୍ୟ ତାଙ୍କଠାରୁ ସମାନ ପ୍ରଦର୍ଶନ ଆଶା କରାଯାଉଛି। ଭାରତର ୧୯ ବର୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?