Home Left

ପୋଲ ମରାମତି ପାଇଁ ଜାତୀୟ ରାଜପଥରେ ଗାଡ଼ି ଜାମ୍‌

ଦାରିଙ୍ଗବାଡି, ୧।୭ (ଅରୁଣ ସାହୁ): ୫୯ନଂ ଜାତୀୟ ରାଜପଥ ପିପଳପଙ୍କା ଗ୍ରାମ ନିକଟ ଏକ ଅଣ ଓସାରିଆ ପୋଲକୁ ମରାମତି ପାଇଁ ଅଘୋଷିତ ରାସ୍ତା ଅବରୋଧ କରାଯାଇଛି। ଗାଡ଼ି ମଟରା ଅଟକି ରହିବା ଯୋଗୁ ବ୍ରହ୍ମପୁର, ରାଇପୁର, ଦାରିଙ୍ଗବାଡ଼ି, ସୋରଡ଼ା, ଭଞ୍ଜନଗର…

ଭାରତ-ପାକିସ୍ତାନ କ୍ରିକେଟ୍ ମହାମୁକାବିଲା: ଅପରେଶନ୍ ସିନ୍ଦୁର ପରେ ପ୍ରଥମଥର କ୍ରିକେଟ ଗ୍ରାଉଣ୍ଡରେ ହେବେ ମୁହାଁମୁହିଁ

ନୂଆଦିଲ୍ଲୀ/ବାର୍ମିଂହାମ: ଅପରେସନ୍ ସିନ୍ଦୁର ପରେ ପ୍ରଥମ ଥର ପାଇଁ ଭାରତ ଓ ପାକିସ୍ତାନ କ୍ରିକେଟ୍ ମଇଦାନରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ଐତିହାସିକ ମୁକାବିଲା ଇଂଲଣ୍ଡର ଏଡଜବାଷ୍ଟନ କ୍ରିକେଟ୍ ଗ୍ରାଉଣ୍ଡରେ ଜୁଲାଇ ୨୦, ୨୦୨୫ରେ ଅନୁଷ୍ଠିତ ହେବ। ବିଶ୍ୱ ଚାମ୍ପିଅନସିପ୍ ଅଫ୍…

ବିଭିନ୍ନ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା: ଦାରିଙ୍ଗବାଡି ବ୍ଲକ ରେ ବିକ୍ଷୋଭ ଶୋଭାଯାତ୍ରା ସହ ଦୋକାନ ବଜାର ବନ୍ଦ

ଦାରିଙ୍ଗବାଡି,୧।୭(ଅରୁଣ ସାହୁ): ବିଭିନ୍ନ ସଂଗଠନ ପକ୍ଷରୁ ମଙ୍ଗଳବାର ଭାରତବନ୍ଦ ଡାକରା ଦିଆଯାଇଥିଲା ଏଥିରେ ଦାରିଙ୍ଗବାଡି ବ୍ଲକ ପ୍ରଭାବିତ ହୋଇଥିଲା। ଉକ୍ତ ବ୍ଲକର ଦୁର୍ଗମ କାଟିଙ୍ଗିଆ ପଞ୍ଚାୟତ ସମେତ ବ୍ରାହ୍ମଣୀଗାଁ, ଦାରିଙ୍ଗବାଡି ଏବଂ ସିମନବାଡିରେ ଦୋକାନବଜାର ବନ୍ଦ ରହିବା ସହ କିଛି ସ୍ଥାନରେ…

ସଞ୍ଜୁ ସାମସନ ହେବେ CSK ଅଧିନାୟକ? ଡିଲ୍‌ ପାଇଁ ପ୍ରସ୍ତୁତ…

ନୂଆଦିଲ୍ଲୀ,୧।୭: ଚର୍ଚ୍ଚାରେ ଭାରତୀୟ ଦଳର ଉଇକେଟକିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ। ଅନ୍ତର୍ଜାତୀୟ କ୍ରିକେଟ ସହିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ମଧ୍ୟ ନିଜର ଛାପ ଛାଡ଼ିଥିବା ଏହି କ୍ରିକେଟରଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ସେ IPL ୨୦୨୬ ରେ ଏକ ନୂତନ…

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ: କୋଟିପତି ହେବେ ଏହି ୪ରାଶି, ମିଳିବ ବଡ଼ ବଡ଼ ଡିଲ୍‌!

ବୁଲଗାରିଆର ପ୍ରସିଦ୍ଧ ଭବିଷ୍ୟବକ୍ତା ବାବା ଭେଙ୍ଗା ୨୦୨୫ ପାଇଁ ଭବିଷ୍ୟବାଣୀ କରି ଚର୍ଚ୍ଚାରେ ଅଛନ୍ତିି। ତାଙ୍କ ଅନୁସାରେ, ବୃଷ, ମିଥୁନ, ସିଂହ ଏବଂ କୁମ୍ଭ ରାଶିର ବ୍ୟକ୍ତିମାନେ ଏହି ବର୍ଷ ଅତ୍ୟନ୍ତ ଭାଗ୍ୟଶାଳୀ ହେବେ। ଏହି ଭବିଷ୍ୟବାଣୀ ବ୍ୟକ୍ତିଗତ ପରିଶ୍ରମ ଏବଂ…

ପୁଣି ବଡ଼ ଦୁର୍ଘଟଣା! ଟେକଅଫ୍‌ର କିଛି ସମୟ ପରେ ୯୦୦ଫୁଟ୍‌ ତଳକୁ ଖସିଗଲା ଏୟାର ଇଣ୍ଡିଆ ବିମାନ…

ନୂଆଦିଲ୍ଲୀ,୧।୭: ଜୁନ ୧୨ରେ ଅହମ୍ମଦାବାଦରେ ଏୟାର ଇଣ୍ଡିଆ ଦୁର୍ଘଟଣାର ପ୍ରାୟ ୨ ଦିନ ପରେ, ଆଉ ଏକ ବିମାନ ଦୁର୍ଘଟଣା ହେବାକୁ ଯାଉଥିଲା, କିନ୍ତୁ ପାଇଲଟଙ୍କ ସତର୍କତା ଯୋଗୁଁ, ଦୁର୍ଘଟଣା ପୂର୍ବରୁ ବିମାନକୁ ନିୟନ୍ତ୍ରଣ କରାଯାଇଥିଲା। ଅହମ୍ମଦାବାଦରେ ଏୟାର ଇଣ୍ଡିଆ ଫ୍ଲାଇଟ…

ମାଲିକ କହୁଛନ୍ତି ୭୦ ଘଣ୍ଟା କାମ କରନ୍ତୁ ଭାରତୀୟ, ସେପଟେ ନିଜ କମ୍ପାନୀ କହୁଛି ଓଭରଟାଇମକୁ ନା..

ବେଙ୍ଗାଲୁରୁ, ୧।୭: ଭାରତୀୟ ଆଇଟି କମ୍ପାନୀ ଇନ୍‌ଫୋସିସ୍ ଏବେ କର୍ମଚାରୀଙ୍କୁ କାମ ଓ ଜୀବନର ସନ୍ତୁଳନ ବଜାୟ ରଖିବାକୁ ପରାମର୍ଶ ଦେଉଛି। କମ୍ପାନୀ ଏକ ଅଭ୍ୟନ୍ତରୀଣ ଅଭିଯାନ ଆରମ୍ଭ କରିଛି, ଯେଉଁଥିରେ ଏଚ୍‌ଆର ଟିମ୍ କର୍ମଚାରୀଙ୍କ କାର୍ଯ୍ୟସମୟକୁ ଅନୁଧ୍ୟାନ କରୁଛି ଏବଂ…

ଲଗାଣ ବର୍ଷା ଯୋଗୁ ଜାତୀୟ ରାଜପଥରେ ଧସିଲା ମାଟି ଅତଡ଼ା: ଯାନବାହାନ ଚଳାଚଳ ବାଧାପ୍ରାପ୍ତ

ବଣାଇଁ, ୧।୭(ପ୍ରଦୀପ ତ୍ରିପାଠୀ):ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ଅଞ୍ଚଳରେ ଲାଗିରହିଛି ଲଗାଣ ବର୍ଷା। ବଣ ପାହାଡ଼ ଘେରା ଉପଖଣ୍ଡରେ ଜଙ୍ଗଲି ଝରଣା ଓ ନଦୀ ନାଳରେ ବନ୍ୟାଜଳ ପ୍ରବାହିତ ହେଉଛି। ନୂତନ ଭାବେ ନିର୍ନିତ ରାଜାମୁଣ୍ଡା-ପାଣିକୋଇଲି ୫୨୦ ନମ୍ବର ଜାତୀୟ ରାଜପଥର…

ସ୍ବାମୀଙ୍କ ସାମ୍ନାରେ ଭାଇ ପରିଚୟ ଦେଇ, ଏମିତି କାମ କରିଦେଲେ ଅଭିନେତ୍ରୀ, କାବା ହୋଇଯିବେ…

ମୁମ୍ବାଇ: ଟେଲିଭିଜନ ଜଗତର ଜଣାଶୁଣା ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ପୂର୍ବ ସ୍ବାମୀ ରାଜା ଚୌଧୁରୀ ନିକଟରେ ଏକ ସାକ୍ଷାତକାରରେ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି। ସେ ଦାବି କରିଛନ୍ତି ଯେ ଶ୍ୱେତା ତାଙ୍କ ଦ୍ୱିତୀୟ ସ୍ବାମୀ ଅଭିନବ କୋହଲିଙ୍କୁ ପ୍ରଥମେ ‘ଭାଇ’ କହି…

ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଯୋଗୁ ୨୦୩୦ ସୁଦ୍ଧା ମୃତ୍ୟୁମୁଖରେ ପଡ଼ିବେ ୧.୫ କୋଟି ଲୋକ! ଆସିଲା ଚାଞ୍ଚଲ୍ୟକର…

ଓ୍ବାଶିଂଟନ୍‌,୧।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ବିଦେଶୀ ମାନବିକ ସହାୟତାରେ ବ୍ୟାପକ ହ୍ରାସ ଦ୍ୱାରା ୨୦୩୦ ସୁଦ୍ଧା ସାରା ବିଶ୍ୱରେ ଭୋକ ଏବଂ ମହାମାରୀରେ ୧.୪ କୋଟିରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇପାରେ। ମେଡିକାଲ ଜର୍ଣ୍ଣାଲ ଦି ଲାନସେଟ (The…

ବେଙ୍ଗାଲୁରୁ ଦଳାଚକଟା ପାଇଁ ଆରସିବି ଦାୟୀ, ପୋଲିସ ଈଶ୍ୱର ନୁହେଁ: ଟ୍ରିବ୍ୟୁନାଲ

ବେଙ୍ଗାଲୁରୁ,୧।୭: ସେଣ୍ଟ୍ରାଲ ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ (ସିଏଟି) ପକ୍ଷରୁ କୁହାଯାଇଛି ଯେ, ଜୁନ ୪ ତାରିଖରେ ବେଙ୍ଗାଲୁରୁରେ ହୋଇଥିବା ଷ୍ଟାମ୍ପେଡ୍‌ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଦାୟୀ, ଯେଉଁଥିରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ। ଟ୍ରିବ୍ୟୁନାଲ କହିଛି,…

ଦାୟିତ୍ୱ ନେଲେ ନୂଆ ଅଧ୍ୟକ୍ଷ

ଛତ୍ରପୁର,୧।୭(ଦିଲ୍ଲୀପ ସାମଲ): ନରେନ୍ଦ୍ରପୁର ଗ୍ରାମରେ ଥିବା କ୍ଷେତ୍ରମୋହନ ବିଜ୍ଞାନ କନିଷ୍ଠ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବରେ ଡ଼ଃ. ହୃଷିକେଶ ପଣ୍ଡା ଦାୟିତ୍ୱ ଗ୍ରହଣ କରିଛନ୍ତ। ପୂର୍ବତନ ଅଧ୍ୟକ୍ଷ ଡ଼ଃ. ଶରତ ଚନ୍ଦ୍ର ପାଳଙ୍କ କାର୍ଯ୍ୟକାଳ ସାରିବା ପରେ ଡ଼ଃ. ପଣ୍ଡା ଆନୁଷ୍ଠାନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?