Home Left

କୋଟି କୋଟି ଟଙ୍କାର Foreign Currency ନେଇ ଶ୍ରୀଲଙ୍କା ଯାଉଥିବା ବ୍ୟକ୍ତିଙ୍କୁ ଧରିଲା ଇଡି

ବେଙ୍ଗାଲୁରୁ,୨୦।୨: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ବେଙ୍ଗାଲୁରୁ ବିମାନବନ୍ଦରରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶ୍ରୀଲଙ୍କା ନାଗରିକ ବିମଲରାଜ ଥୁରାଇସିଂମଙ୍କଠାରୁ ୨.୧୨କୋଟି ଟଙ୍କାର ବିଦେଶୀ ମୁଦ୍ରା ଜବତ କରିଛି। ସେ ଏହାକୁ ବେଆଇନ ଭାବରେ କଲମ୍ବୋ ନେବାକୁ ଚେଷ୍ଟା କରୁଥିଲେ। ଏହି…

ମହିଳାଙ୍କୁ କାହିଁକି କେବେ ବୟସ ପଚରାଯାଏନି? କାରଣ ଜାଣି ନ ଥିବେ…

Why shouldn’t ask girls age: ସାଧାରଣତଃ ଦେଖିଥିବେ ଝିଅ ବା ମହିଳାଙ୍କୁ କେବେ ବି ସେମାନଙ୍କ ବୟସ ପଚରା ଯାଏ ନାହିଁ । ଅନେକ ସମୟରେ ପୁରୁଷମାନେ ଭୁଲବଶତଃ ମହିଳାମାନଙ୍କ ବୟସ ପଚାରି ରାଗର ଶିକାର ହୋଇ ଥାଆନ୍ତି ।…

ଗୁମୁକାରେ ଚାଞ୍ଚଲ୍ୟ: ମହିଳାଙ୍କୁ ବଳାତ୍କାର ପରେ ହତ୍ୟା, ଅଭିଯୁକ୍ତଙ୍କୁ ଘେରିଲେ ଗ୍ରାମବାସୀ

କାଲିମେଳା,୨୦ା୨(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଗୁମୁକା ଗ୍ରାମରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ ଆଦିବାସୀ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଛି। ପରେ ଅଭିଯୁକ୍ତଙ୍କୁ ଗ୍ରାମବାସୀ ଅଟକ ରଖି ପରେ ପୋଲିସର ଜିମା ଦେଇଛନ୍ତି।…

ପାକିସ୍ତାନ କ୍ରିକେଟ ଟିମ୍‌କୁ ଗୁଳି କରିଦେବା ଦରକାର! କିଏ ଦେଲେ ଏମିତି ବିବାଦୀୟ ବୟାନ

କରାଚି,୨୦।୨: ଆଇସିସି ଚାମ୍ପିଅନ୍ସ ଟ୍ରଫିର ଉଦଘାଟନୀ ମ୍ୟାଚ ୧୯ ଫେବୃଆରୀରେ ଆୟୋଜକ ଏବଂ ଡିଫେଣ୍ଡିଂ ଚାମ୍ପିଅନ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିଲା। ପ୍ରଥମ ମ୍ୟାଚରେ ପାକିସ୍ତାନ ପରାଜୟ ବରଣ କରିଥିଲା ଏବଂ ୬୦ ରନରେ ପରାଜୟର ସାମ୍ନା କରିିଥିଲା। ପାକିସ୍ତାନ…

ଓଭରହେଡ୍‌ ଟ୍ୟାଙ୍କ ବସିଛି, ହେଲେ ଲୋକଙ୍କୁ ମିଳୁନି ପାଣି

ବରଗଡ଼,୨୦।୨(ପ୍ରେମାନନ୍ଦ ଖମାରୀ): ପାନୀୟଜଳ ଯୋଗାଣ ପାଇଁ ୧୦ହଜାର ଲିଟର ପାଣି ସଂରକ୍ଷିତ କ୍ଷମତା ସମ୍ପନ୍ନ ଓଭରହେଡ୍‌ ଟ୍ୟାଙ୍କ ବସିଛି। ପମ୍ପ ହାଉସ୍‌ ବି ରହିଥିବାବେଳେ ଗ୍ରାମର ବିଭିନ୍ନ ସ୍ଥାନରେ ଷ୍ଟାଣ୍ଡ୍‌ପୋଷ୍ଟ ମଧ୍ୟ ସ୍ଥାପିତ ହୋଇଥିଲା। କିନ୍ତୁ ପ୍ରାୟ ୧କୋଟି ୧୨ଲକ୍ଷ ଟଙ୍କା…

ପାଷ୍ଟିକ ପାତ୍ରରେ ଖାଦ୍ୟ ଖାଉଥିଲେ ସାବଧାନ, ଆସିପାରେ ହାର୍ଟଆଟାକ୍‌

ଆଜିକାଲି ପ୍ରତ୍ୟେକ ଘରେ Plastic Container ବ୍ୟବହାର ହେଉଛି। ଚା ପିଇବାଠାରୁ ଆରମ୍ଭ କରି ଖାଦ୍ୟ ଖାଇବା ପର୍ଯ୍ୟନ୍ତ ସବୁକିଛି ପାଇଁ ପ୍ଲାଷ୍ଟିକ ବାସନ ବ୍ୟବହାର କରାଯାଉଛି। ବଜାରରେ ମିଳୁଥିବା ଅନେକ ଖାଦ୍ୟ ସାମଗ୍ରୀ ମଧ୍ୟ ପ୍ଲାଷ୍ଟିକରେ ପ୍ୟାକିଂ ହୋଇଥାଏ। ଲୋକମାନେ…

ନୂଆ ବସ୍‌ଷ୍ଟାଣ୍ଡରେ ଜବରଦଖଲ ଉଚ୍ଛେଦ

ସୁନ୍ଦରଗଡ,୨୦ା୨(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲୁହୁରାଢିପା ସ୍ଥିତ ନୂଆ ବସଷ୍ଟାଣ୍ଡରେ ବୁଧବାର ପୌରପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଏହି ଉଚ୍ଛେଦ ପାଇଁ ଗତ ୧୪ତାରିଖରେ ପୌରପ୍ରଶାସନ ପକ୍ଷରୁ ଜବର ଦଖଲକାରୀ ଦୋକାନୀଙ୍କୁ ନୋଟିସ ଜାରି କରାଯାଇଥିଲା। ବୁଧବାର ସକାଳ…

ସ୍ବାମୀ ଆଉ ପରିବାର ସାଙ୍ଗରେ ଥିଲେ ଜଣେ ନାରୀ ବି ହୋଇପାରେ ସଫଳ, ଜାଣନ୍ତୁ ରେଖାଙ୍କ ସଫଳତାର କାହାଣୀ

ନୂଆଦିଲ୍ଲୀ,୨୦।୨: ଆମ ସମାଜରେ ଗୋଟିଏ କଥା ପ୍ରଚଳିତ ଅଛି ଯେ ପ୍ରତ୍ୟେକ ସଫଳ ପୁରୁଷଙ୍କ ପଛରେ ଜଣେ ମହିଳା ଥାଆନ୍ତି। ଏହା ସମ୍ପୂର୍ଣ୍ଣ ଠିକ। କିନ୍ତୁ ସମାନ କଥା ଜଣେ ସଫଳ ମହିଳାଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ। ଯଦି ଜଣେ ମହିଳା…

Cancer: ଘରେ ଅଛି କି ଏହି ୫ ଜିନିଷ, ଏହା କ୍ୟାନସର ସୃଷ୍ଟି କରିବାର ମୂଳ କାରଣ…

ଆମ ଘରେ ଏପରି ଅନେକ ଜିନିଷ ରହିଛି, ଯାହା କ୍ୟାନସର ବା କର୍କଟ ରୋଗର ଆଶଙ୍କା ବଢ଼ାଇଥାଏ। ଏଥିମଧ୍ୟରୁ କିଛି ବହୁତ ସାଧାରଣ, ଯାହାକୁ ଆମେ ପ୍ରାୟତଃ ବ୍ୟବହାର କରୁ। ରୋଷେଇ ଘରେ ବ୍ୟବହୃତ ଅନେକ ଜିନିଷ ଆମ ସ୍ବାସ୍ଥ୍ୟ ଉପରେ…

ଜଣଙ୍କ ନାଁ X II… Elon Musk ୧୩ ପିଲାଙ୍କ ନାଁ ଜାଣିଲେ ହେବେ ଆଶ୍ଚର୍ଯ୍ୟ, ଆପଣବି କହିବେ ନାଁ ନା ପାସଓ୍ବାର୍ଡ?

ଓ୍ବାଶିଂଟନ,୨୦।୨: ନିଜ କାମ ବ୍ୟତୀତ, ଏଲୋନ ମସ୍କ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି। ବର୍ତ୍ତମାନ, ସେ ତାଙ୍କର ୧୩ ପିଲାଙ୍କ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ପିଲାମାନଙ୍କ ନାମ ମଧ୍ୟ ଅନନ୍ୟ, ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ…

ମହାକୁମ୍ଭରେ ସ୍ନାନ କରୁଥିବା ମହିଳାଙ୍କ ଭଡ଼ିଓ କରି ବିକ୍ରି କରୁଥିବା ବ୍ୟକ୍ତିଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ

ପ୍ରୟାଗରାଜ,୨୦।୨: ଚଳିତ ବର୍ଷ ଆୟୋଜିତ ହୋଇଥିବା ଦିବ୍ୟ ଏବଂ ଭବ୍ୟ ମହାକୁମ୍ଭରେ ସଙ୍ଗମରେ ସ୍ନାନ କରିବାକୁ ଦେଶ ବିଦେଶରୁ ୫୫କୋଟିରୁ ଅଧିକ ଲୋକ ଆସିଛନ୍ତି। ଏହାରି ଭିତରେ କେତେକ ଲୋକ ମହାକୁମ୍ଭର ଛବିକୁ ଖରାପ କରିବାକୁ ଚେଷ୍ଟା କରୁଛନ୍ତି। ବିକୃତ ମାନସିକତା…

Burla Medical College: ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛାତ୍ରୀ ମିଳିବା ଘଟଣା: ଜଣାପଡିଲା ବଡ଼ କାରଣ, ଅଟୋରେ…

ସମ୍ବଲପୁର,୨୦।୨(ପ୍ରମୋଦ ବହିଦାର): ବୁର୍ଲା ଜ୍ୟୋତିବିହାରରୁ ଅଟଳ ଛକକୁ ସଂଯୋଗ କରୁଥିବା ଭିଆଇପି ରାସ୍ତା କଡ଼ରୁ ବୁଧବାର ରାତିରେ ସଂଜ୍ଞାହୀନ ଭାବେ ରକ୍ତାକ୍ତ ଅବସ୍ଥାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ଉଦ୍ଧାର କରିଛି ବୁର୍ଲା ପୋଲିସ। ତାଙ୍କୁ ପ୍ରଥମେ ବୁର୍ଲା ଭିମସାରରେ ଭର୍ତ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri