Home Left

ଛାତ୍ର ବିଜେଡିର ଦୁଇଗୋଷ୍ଠୀ ମାରପିଟ: ୨ ଗୁରୁତର

କଟକ,୩।୨: ପ୍ରାୟ ସବୁ ଜାଗାରେ ବିଜେଡି ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳୁଥିବା ବେଳେ କଟକରେ ଛାତ୍ର ବିଜେଡିର ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଦୁଇଗୋଷ୍ଠୀ ମଧ୍ୟରେ ମାରପିଟ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି। ବାରବାଟୀ ଷ୍ଟାଡିୟମ ନିକଟରେ ପ୍ରବଳ ଗଣ୍ଡଗୋଳ ହୋଇଛନ୍ତି। ଲୁହା…

ମିନି ମାରାଥନରେ ଦୌଡିଲେ ମୁଖ୍ୟମନ୍ତ୍ରୀ Mohan Majhi

କରଞ୍ଜିଆ,୨।୩: ଶିମିଳିପାଳ ସୁରକ୍ଷା ବାର୍ତ୍ତା ନେଇ ଅନୁଷ୍ଠିତ ହୋଇଛି ମିନି ମାରାଥନ। ଏହାକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଉଦ୍‌ଘାଟନବେଳେ ନିଜେ ଦୌଡରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ଶିମିଳିପାଳର ସୁରକ୍ଷା ପାଇଁ ଚଳିତ ବଜେଟରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ୫୦…

ଅନାସ୍ଥାଭୋଟରେ ପଦ ହରାଇଲେ ଝାରସୁଗୁଡ଼ା ବ୍ରଜରାଜନଗର ପୌରାଧ୍ୟକ୍ଷା

ଭୁବନେଶ୍ୱର,୨।୩: ପୁଣି ବିଜେଡିକୁ ଝଟ୍‌କା। ବିଜେଡି ହାତରୁ ଗଲା ବ୍ରଜରାଜନଗର ପୌର ପରିଷଦ । ବ୍ରଜରାଜନଗର ବିଜେଡି ପୌରାଧ୍ୟକ୍ଷା ଯାଜ୍ଞସେନୀ ଓରାମ ଅନାସ୍ଥା ଭୋଟରେ ତାଙ୍କ ପଦ ହରାଇଛନ୍ତି। ଅନାସ୍ଥା ସପକ୍ଷରେ ୨୨ଟି ଭୋଟ ଥିବାବେଳେ ବିପକ୍ଷରେ ମାତ୍ର ଗୋଟିଏ ଭୋଟ…

Airspace Breach: ଜେଲେନସ୍କିଙ୍କ ସହ ବଚସା: ଟ୍ରମ୍ପଙ୍କ ଘର ଉପରେ ଉଡିଲା ଯୁଦ୍ଧ ବିମାନ, ଆମେରିକାରେ ଚହଳ

ଓ୍ବାଶିଂଟନ୍‌,୨।୩:ଆମେରିକା ରାଷ୍ଟ୍ରପତିଙ୍କ ସୁରକ୍ଷାରେ ତ୍ରୁଟି। ଘର ଉପରେ ଉଡିଲା ଯୁଦ୍ଧ ବିମାନ। କହିରଖୁଛୁ ଆମେରିକା ବାୟୁସୀମା ଉଲ୍ଲଘଂନ କରି ଟ୍ରମ୍ପଙ୍କ ଫ୍ଲୋରିଡା ରିସର୍ଟ ଉପରେ ଉଡିଛି ତିନୋଟି ଯୁଦ୍ଧ ବିମା। ଏହା ପରେ, ସେଠାରେ F-16 ଯୁଦ୍ଧ ବିମାନ ମୁତୟନ କରାଯାଇଥିଲା।…

ଗଛରେ ବାଇକ୍‌ ପିଟି ୨ ଯୁବକ ଗୁରୁତର ଘଟଣା: ଆଖିବୁଜିଲେ ଜଣେ 

ଦାରିଙ୍ଗବାଡି,୨।୩(ଅରୁଣ ସାହୁ): କନ୍ଧମାଳ ଜିଲା  ଦାରିଙ୍ଗବାଡ଼ି ଥାନା ଦେଇ ଯାଇଥିବା ସିମନବାଡ଼ିର ୫୯ନଂ ଜାତୀୟ ରାଜପଥର ବୁଲାଣିରେ ଏକ ବିରାଟକାୟ ଗଛକୁ ବାଇକ ଧକ୍କା ଦେଇ ୨ ଜଣ ଗୁରୁତର ହୋଇଥିଲେ।  ତେବେ ଗୁରୁତର ଯୁବକ ଟାଏସନ ପ୍ରଧାନଙ୍କ ବ୍ରହ୍ମପୁର ବଡ଼…

ଆଉ ହାତରୁ ଦେବାକୁ ପଡ଼ିବ ନାହିଁ ଟଙ୍କା: ବଢିଲା ଅଙ୍ଗନଓ୍ବାଡ଼ି ଅଣ୍ଡା ଦାମ, ଜାଣନ୍ତୁ କେତେରୁ କେତେ…

ଭୁବନେଶ୍ୱର,୨।୩: ବଢିଲା ଅଙ୍ଗନଓ୍ବାଡ଼ି ଅଣ୍ଡା ଦାମ । ଅଙ୍ଗନଓ୍ବାଡ଼ି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡା ଦାମ ୫ ଟଙ୍କାରୁ ୭ ଟଙ୍କାକୁ ବୃଦ୍ଧି ହୋଇଛି । ଶିଶୁମାନଙ୍କ ପୋଷଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଙ୍ଗନଓ୍ବାଡ଼ି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡାର…

ସ୍ବପ୍ନ ସାକାର ପାଇଁ ଶିବଲିଙ୍ଗ ଚୋରି

ଦ୍ୱାରକା(ଗୁଜରାଟ), ୨।୩: ଭିଡ୍‌ଭଞ୍ଜନ ମହାଦେବ ମନ୍ଦିରରୁ ଶିବଲିଙ୍ଗ ଆଣି ଘରେ ରଖିଲେ ପରିବାରର ସମସ୍ତ ସମସ୍ୟା ସମାଧାନ ସହ ସୁଖ, ଶାନ୍ତି ଫେରି ଆସିବ ବୋଲି ବହୁ ଦିନର ସ୍ବପ୍ନ ଥିଲା। ଝିଅର ଏଭଳି ସ୍ବପ୍ନକୁ ପୂରଣ କରିବା ପାଇଁ ପରିବାର…

ମାନିବାକୁ ନାରାଜ

ହାଟଡିହୀ,୨l୩(ଶୁଭକାନ୍ତ ନାୟକ)କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ତରତରାଠାରେ ଶନିବାର ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏଥିରେ ପଦ୍ମ ଧରିଥିବା ଅନ୍ୟ ଦଳର ଶତାଧିକ ନେତା ଓ କର୍ମୀଙ୍କୁ କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ, ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର…

Heatwave in Odisha: ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର,୨ା୩(ଅନୁରାଧା ମହାରଣା)ରାଜ୍ୟରେ ପାରଦ ଉପର ମୁହାଁ ହୋଇଛି। ମାର୍ଚ୍ଚ ଆରମ୍ଭରୁ ଡରାଇଲାଣି ତାତି। ଶନିବାର ୩୮.୫ ଡିଗ୍ରୀ ତାପମାତ୍ରା ସହ ଟିଟିଲାଗଡ଼ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ଏଥିସହ ରାଜ୍ୟର ପ୍ରାୟ ୧୧ ସହରରେ ତାପମାତ୍ରା ୩୭ ଡିଗ୍ରୀ କିମ୍ବା ତା’ଠାରୁ…

ଶ୍ରମିକଙ୍କ ବଞ୍ଚିବା ଆଶା କ୍ଷୀଣ: ଅଷ୍ଟମ ଦିନରେ ୪ ଶ୍ରମିକ ଠାବ

ହାଇଦ୍ରାବାଦ,୧।୩: ତେଲଙ୍ଗାନାର ନଗରକୁର୍ନୁଲ ଜିଲାରେ ଥିବା ଏସ୍‌ଏଲ୍‌ବିସି ଟନେଲ ଭୁଶୁଡ଼ି ୮ ଶ୍ରମିକ ଏହା ଭିତରେ ୮ ଦିନ ହେଲା ଫସିରହିଥିବାରୁ ସେମାନଙ୍କ ବଞ୍ଚତ୍ବା ଆଶା କ୍ଷୀଣ ହେବାରେ ଲାଗିଛି। ଶନିବାର ଅଷ୍ଟମ ଦିନରେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଉଦ୍ଧାରକାରୀ…

ଯୁବତୀଙ୍କୁ ବଳାତ୍କାର: ନ୍ୟାୟ ନ ମିଳିଲେ ଆତ୍ମାହୁତି ଚେତାବନୀ

ଲାଞ୍ଜିଗଡ଼,୧ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅଞ୍ଚଳର ଜଣେ ୧୮ବର୍ଷୟ ଯୁବତୀଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଅଭିଯୁକ୍ତ ବିଜେପୁର ଗ୍ରାମର ଶିବ ନାଏକ(୫୨)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଯୁବତୀ ଜଣକ ଶୁକ୍ରବାର ସକାଳେ…

ୟୁନିଭର୍ସିଟି କ୍ୟାମ୍ପସ୍‌ରେ ଶିକ୍ଷାମନ୍ତ୍ରୀଙ୍କୁ ଆକ୍ରମଣ

କୋଲକାତା,୧।୩: ପଶ୍ଚିମବଙ୍ଗ ଯାଦବପୁର ୟୁନିଭର୍ସିଟି କ୍ୟାମ୍ପସ୍‌ ଭିତରେ ରାଜ୍ୟ ଶିକ୍ଷାମନ୍ତ୍ରୀ ବ୍ରତ୍ୟ ବସୁଙ୍କୁ ଏସ୍‌ଏଫ୍‌ଆଇ (ଷ୍ଟୁଡେଣ୍ଟସ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆ) ନେତାମାନେ ଶନିବାର ଆକ୍ରମଣ କରିଛନ୍ତି। ଟିଏମ୍‌ସି ସମର୍ଥତ୍ତ ପଶ୍ଚିମବଙ୍ଗ କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରଫେସର ସଂଘ (ଡବ୍ଲ୍ୟୁଇବିସିୟୁପିଏ) ବୈଠକରେ ଯୋଗଦେବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri