Home Left

Naba Das Murder: ସିଧା କହିଦେଲେ ପ୍ରଦୀପ ପୁରୋହିତ, ଦୀପାଳିଙ୍କ ଉପରେ ଚାପ ପକାଉଛନ୍ତି ବିଜେଡିର ଏହି ୨ ବଡ଼ମୁଣ୍ଡ

ଭୁବନେଶ୍ୱର,୨।୩: ନବ ଦାସଙ୍କୁ ନେଇ ସାଂଘାତିକ କଥା କହିଲେ ବରଗଡ ଏମପି ପ୍ରଦୀପ ପୁରୋହିତ। Naba Das Murder ଗଣମାଧ୍ୟମରେ ଏମପି କହିଛନ୍ତି, ନବଙ୍କ ପରିବାର ଉପରେ ଚାପ ପକାଉଛି ବିଜେଡି। CBI ତଦନ୍ତ ପାଇଁ ପରିବାର ଲେଖିଲେ ବିଜେଡିର ୨…

କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ଚାଷୀଙ୍କୁ ଦେଲେ ସହାୟତା ରାଶି

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ)୨।୩: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଇ ଦିନିଆ କେନ୍ଦୁଝର ଜିଲା ଗସ୍ତରେ ଆସି ଆଜି ପୂର୍ବାହ୍ନରେ କେନ୍ଦୁଝରରେ ପହଞ୍ଚିଛନ୍ତି। ମୟୂରଭଞ୍ଜରୁ ହେଲିକପ୍ଟରରେ ଆସି ଧରଣୀଧର ବିଶ୍ୱବିଦ୍ୟାଳୟ ପଡିଆରେ ଓହ୍ଲାଇ ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳାକୁ ଉଦଘାଟନ କରିଛନ୍ତି।…

ସଡ଼କ ଦୁର୍ଘଟଣା: ଶିକ୍ଷୟିତ୍ରୀଙ୍କ ମୃତ୍ୟୁ

ନୂଆପଡ଼ା,୨।୩ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ ସାରାବଙ୍ଗ ପଞ୍ଚାୟତ ମାଉଳିଭଟା ଛକ ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ମାଉଳିଭଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ସରସି ଯୋଶୀ (୪୯)। ସୂଚନା ମୁତାବକ…

ପ୍ରସ୍ତାବିତ ଷ୍ଟିଲ୍‌ ପ୍ଲାଣ୍ଟକୁ ବିରୋଧ ଦାବିରେ ମେଳି ବାନ୍ଧିଲେ ଚାଷୀ

ପାଟଣା,୨ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ଯମୁନାପଶି ହାଟ ପଡ଼ିଆଠାରେ ‘ଜିନ୍ଦଲ ହଟାଅ ଭିଟାମାଟି ବଞ୍ଚାଅ’ ଏକ ଜିନ୍ଦଲ ବିରୋଧୀ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଯମୁନାପଶି, କୋଡ଼ଖମଣ, ପଦ୍ମକେଶରପୁର, ନୂଆଖମଣ, କିର୍ମିଦାପୋଷି, ଧରୁଆପଡ଼ା, ରାଇକଳା, ନୂଆଗାଁ,…

ଦୁଗ୍ଧ ଶୀତଳୀକରଣ ପ୍ଲାଣ୍ଟରୁ କ୍ଷୀର ଚୋରି, ୪ ଗିରଫ

[contact-form][contact-field label=”Name” type=”name” required=”true” /][contact-field label=”Email” type=”email” required=”true” /][contact-field label=”Website” type=”url” /][contact-field label=”Message” type=”textarea” /][/contact-form] ବରଗଡ଼,୨।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ଗୁରୁଦ୍ୱାରା ଛକ-ରେଲ ଷ୍ଟେଶନ ରୋଡ୍‌ ପାର୍ଶ୍ୱରେ ରହିଥିବା ଦୁଗ୍ଧ ଶୀତଳୀକରଣ ପ୍ଲାଣ୍ଟରୁ ଦୁଗ୍ଧ (କ୍ଷୀର)…

ଟ୍ରେନ୍‌ରେ କଟିଗଲେ ବ୍ୟକ୍ତି, ଟ୍ରାକ୍‌ରେ ପଡ଼ିଛି ଖଣ୍ଡ ବିଖଣ୍ଡିତ ମୃତଦେହ

ପାରଳାଖେମୁଣ୍ଡି,୨ା୩(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ରେଳ ଟ୍ରାକ୍‌ରେ କଟି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ରେଳଷ୍ଟେଶନ ନିକଟରେ ପଡ଼ି ରହିଛି ମୃତଦେହ, ମୁଣ୍ଡ-ଗଣ୍ଡି ଅଲଗା ହୋଇଯାଇଥିବା ବେଳେ ମୃତକଙ୍କ ପରିଚୟ ମିଳିପାରିନାହିଁ। ବିଶାଖାପାଟଣା ଗୁଣୁପୁର ପାସେଞ୍ଜର ଟ୍ରେନ୍‌ରେ ଘଟଣା ଘଟିଥିବା ଜଣାପଡ଼ିଛି।…

ଖାଲି ପେଟରେ ଚାଲୁଛନ୍ତି କି? ଶରୀର ପାଇଁ ହୋଇପାରେ କ୍ଷତି

ନିକଟ ଅତୀତରେ, ଲୋକଙ୍କ ମଧ୍ୟରେ ଫିଟନେସ ପ୍ରତି ସଚେତନତା ବୃଦ୍ଧି ପାଇଛି। ଅନେକ ଲୋକ ନିଜ ସୱାସ୍ଥ୍ୟର ଯତ୍ନ ନେବା ପାଇଁ ନିୟମିତ ଚାଲନ୍ତି। ଚାଲିବା ସୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ଦୈନିକ ୨୦୦୦ ପାଦ ଚାଲିବା ଦ୍ୱାରା ମଧୁମେହ ଏବଂ…

ରାତିଅଧରେ ମାଡ଼ି ବସିଲା ଜିଲା ପ୍ରଶାସନ: ୧୯ ବାଲିଗାଡ଼ି ଜବତ

ସୋର,୨।୩(ଜନ୍ମେଜୟ ମିଶ୍ର): ଭଦ୍ରକ ଜିଲା ପ୍ରଶାସନ, ଏକ କାଳୀନ ୧୯ଟି ବେଆଇନ ବାଲି ଗାଡି ଜବତ କରିଛି। ଉପ ଜିଲାପାଳଙ୍କ ନିର୍ଦ୍ଦେଶରେ ଖଣି ଅଧିକାରୀ ଓ ସୋର ଅତିରିକ୍ତ ତହସିଲଦାର ସୋର ପୋଲିସ ରାତିଅଧିଆ ଚଢ଼ାଉ କରିଛି। ସୋର ଥାନା ୧୬…

Chandra Grahan 2025: ଦୋଳ ପୂର୍ଣ୍ଣିମାରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ

ନୂଆଦିଲ୍ଲୀ,୨।୩: ପ୍ରତିବର୍ଷ ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ରଗ୍ରହଣ ହୁଏ। ଧାର୍ମିକ ଦୃଷ୍ଟିକୋଣରୁ, ଗ୍ରହଣକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ଏହି କାରଣରୁ ହିନ୍ଦୁ ଧର୍ମରେ ଗ୍ରହଣ ସମୟରେ ସୂତକର ନିୟମ ପାଳନ କରାଯାଏ ଏବଂ ଅନେକ ପ୍ରକାରର କାର୍ଯ୍ୟକଳାପ ନିଷେଧ…

ଟ୍ରାଫିକ୍‌ରେ ହେଲମେଟ୍‌ ବଦଳରେ କାନ୍ଧରେ ଶୁଆ ରଖି ସ୍କୁଟି ଉଡ଼ାଇଲେ ଯୁବତୀ, ଲୋକେ କହିଲେ ଏମିତି…

ବେଙ୍ଗାଲୁରୁ ତା’ର ଟେକ୍ନୋଲୋଜି ଇଣ୍ଡଷ୍ଟ୍ରି ପାଇଁ ଯେତିକି ପ୍ରସିଦ୍ଧ, ଟ୍ରାଫିକ ସମ୍ବନ୍ଧୀୟ ଅନନ୍ୟ ଘଟଣା ପାଇଁ ମଧ୍ୟ ସେତିକି ଚର୍ଚ୍ଚାରେ ରହିଥାଏ । ପୁଣି ଥରେ ବେଙ୍ଗାଲୁରୁର ଟ୍ରାଫିକ୍‌ରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ଯାହା ସୋସିଆଲ ମିଡିଆରେ ଖୁବ୍‌…

Gold Price: ଓଡ଼ିଶାରେ ଏତେ ଖସିଗଲା ସୁନାଦର! ୧୦ଗ୍ରାମକୁ ହେଲା…

ଭୁବନେଶ୍ୱର,୨।୩: ଦେଶ ଓ ରାଜ୍ୟରେ ଜାରି ହୋଇଛି ସୁନା ଓ ରୂପାର ନୂଆ ଦର । ପ୍ରତିଦିନ ସୁନା ଓ ରୂପା ଦର ର୍ନିଦ୍ଧାରଣ କରାଯାଇଥାଏ । କେଉଁ ଦିନ ଦର କମିଥାଏ ତ କେବେ ବଢିଥାଏ ଆଉ ପୁଣି କେବେ…

ନିଆଁଲାଗି ଜଳିପୋଡ଼ି ସବୁଛାରଖାର, ଚାହୁଁଚାହୁଁ ହୁହୁ ହୋଇଜଳିଲା

ନିରାକାରପୁର,୨।୩(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ଟାଙ୍ଗୀଥାନା ଅନ୍ତର୍ଗତ ବିନ୍ଧାଣିଆ ଗ୍ରାମରେ ନିଆଁ ଲାଗି ୭ ବଖରା ଘର ଜଳିଯାଇଛି। ଗ୍ରାମର ଚକର ବେହେରା, ପରୀକ୍ଷିତ ବେହେରା, ନାଲୁ ବେହେରା, ଖଲେଶ୍ୱର ବେହେରାଙ୍କର ପ୍ରାୟ ପ୍ରାୟ ୭ ବଖରା ଜଳିପୋଡି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri