ନିଆଁଲାଗି ଜଳିପୋଡ଼ି ସବୁଛାରଖାର, ଚାହୁଁଚାହୁଁ ହୁହୁ ହୋଇଜଳିଲା
ନିରାକାରପୁର,୨।୩(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ଟାଙ୍ଗୀଥାନା ଅନ୍ତର୍ଗତ ବିନ୍ଧାଣିଆ ଗ୍ରାମରେ ନିଆଁ ଲାଗି ୭ ବଖରା ଘର ଜଳିଯାଇଛି। ଗ୍ରାମର ଚକର ବେହେରା, ପରୀକ୍ଷିତ ବେହେରା, ନାଲୁ ବେହେରା, ଖଲେଶ୍ୱର ବେହେରାଙ୍କର ପ୍ରାୟ ପ୍ରାୟ ୭ ବଖରା ଜଳିପୋଡି…
ହାତରେ ଲାଗିଥିଲା ମେହେନ୍ଦୀ, ବସଷ୍ଟାଣ୍ଡରେ ସୁଟ୍କେଶ ଭିତରେ ମିଳିଲା କଂଗ୍ରେସ ନେତ୍ରୀଙ୍କ ମୃତଦେହ, ରାହୁଲଙ୍କ ସହ କରିଥିଲେ ପଦଯାତ୍ରା
ନୂଆଦିଲ୍ଲୀ,୨।୩: ହରିୟାଣାରେ ପୌର ର୍ନିବାଚନ ଦିନ, ରୋହତକ ଦିଲ୍ଲୀ ରାଜପଥର ସାମ୍ପଲା ବସ ଷ୍ଟାଣ୍ଡ ନିକଟରେ ଜଣେ ମହିଳା କଂଗ୍ରେସ କର୍ମୀଙ୍କ ମୃତଦେହ ମିଳିବା ପରେ ଉତ୍ତେଜନା ପ୍ରକାଶ ପାଇଛି। ମହିଳା ଯୁବ କଂଗ୍ରେସ ପଦାଧିକାରୀଙ୍କ ନାମ ହିମାନୀ ନରୱାଲ। ଯିଏକି…
ପାକିସ୍ତାନୀ ଅଭିନେତ୍ରୀ ହାନିଆଙ୍କୁ ବିବାହ କରିବେ Salman Khan? ଖବରକୁ ନେଇ ବଲିଉଡରେ ହଇଚଇ
ମୁମ୍ବାଇ: ଆଜିକାଲି ବଲିଉଡ ଅଭିନେତା ସଲମାନ ଖାନ ତାଙ୍କର ପରବର୍ତ୍ତୀ ଫିଲ୍ମ ସିକନ୍ଦରର ମୁକ୍ତିଲାଭ ପାଇଁ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ସୁଟିଂ ପ୍ରାୟ ଶେଷ ହୋଇଛି ଏବଂ ଏବେ ର୍ନିମାତା ଏହାର ପୋଷ୍ଟ ପ୍ରଡକ୍ସନ ଉପରେ କାମ କରୁଛନ୍ତି। ଏହି ସମୟରେ,…
ଦାଦନ ଯାଇ ଫେରିନି ପୁଅ, ୪ ଦିନ ହେଲା ଘରେ ଜଳିନି ଚୁଲି
ମହାକାଳପଡ଼ା,୨ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ରାମନଗର ପଞ୍ଚାୟତ ବାହାକୁଦ ଗାଁର ପ୍ରହଲ୍ଲାଦ ବେହେରାଙ୍କ ପୁଅ ଅକ୍ଷୟ ଓରଫ ବୁଲୁ(୨୦) ନିଖୋଜ ଥିବା ନେଇ ଶନିବାର ଲିଖିତ ଅଭିଯୋଗ ହୋଇଛି। ଏହାକୁ ନେଇ ୪ଦିନ ହେବ…
ଧରିତ୍ରୀରେ ଖବର ପ୍ରକାଶ ପରେ ତତ୍ପରତା ଦେଖାଇଲା ଜଙ୍ଗଲ, ପରିବେଶ ବିଭାଗ: ଶୁଖି ଯାଇଥିବା ଗଛରେ ଦିଆଗଲା ପାଣି
ରାଇକିଆ,୨।୩(ପ୍ରଦୀପ ବେହେରା): ବନୀକରଣ ପାଇଁ ପ୍ରତ୍ୟେକ ବର୍ଷ ବ୍ୟାପକ ଚାରାରୋପଣ କରାଯାଉଅଛି ।ପରବର୍ତ୍ତୀ ସମୟରେ ଗଛ ଗୁଡ଼ିକର ସୁରକ୍ଷା ପାଇଁ ସଠିକ ତଦାରଖ କରାଯାଉ ନ ଥିବା ଯୋଗୁ ବହୁମୂଲ୍ୟ ଗଛ ନଷ୍ଟ ହେଉଛି । ବିଶେଷ କରି ମହାତ୍ମାଗାନ୍ଧୀ ନିଶ୍ଚିତ…
ଛାତ୍ର ବିଜେଡିର ଦୁଇଗୋଷ୍ଠୀ ମାରପିଟ: ୨ ଗୁରୁତର
କଟକ,୩।୨: ପ୍ରାୟ ସବୁ ଜାଗାରେ ବିଜେଡି ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳୁଥିବା ବେଳେ କଟକରେ ଛାତ୍ର ବିଜେଡିର ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଦୁଇଗୋଷ୍ଠୀ ମଧ୍ୟରେ ମାରପିଟ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି। ବାରବାଟୀ ଷ୍ଟାଡିୟମ ନିକଟରେ ପ୍ରବଳ ଗଣ୍ଡଗୋଳ ହୋଇଛନ୍ତି। ଲୁହା…
ମିନି ମାରାଥନରେ ଦୌଡିଲେ ମୁଖ୍ୟମନ୍ତ୍ରୀ Mohan Majhi
କରଞ୍ଜିଆ,୨।୩: ଶିମିଳିପାଳ ସୁରକ୍ଷା ବାର୍ତ୍ତା ନେଇ ଅନୁଷ୍ଠିତ ହୋଇଛି ମିନି ମାରାଥନ। ଏହାକୁ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଉଦ୍ଘାଟନବେଳେ ନିଜେ ଦୌଡରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ଶିମିଳିପାଳର ସୁରକ୍ଷା ପାଇଁ ଚଳିତ ବଜେଟରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ୫୦…
ଅନାସ୍ଥାଭୋଟରେ ପଦ ହରାଇଲେ ଝାରସୁଗୁଡ଼ା ବ୍ରଜରାଜନଗର ପୌରାଧ୍ୟକ୍ଷା
ଭୁବନେଶ୍ୱର,୨।୩: ପୁଣି ବିଜେଡିକୁ ଝଟ୍କା। ବିଜେଡି ହାତରୁ ଗଲା ବ୍ରଜରାଜନଗର ପୌର ପରିଷଦ । ବ୍ରଜରାଜନଗର ବିଜେଡି ପୌରାଧ୍ୟକ୍ଷା ଯାଜ୍ଞସେନୀ ଓରାମ ଅନାସ୍ଥା ଭୋଟରେ ତାଙ୍କ ପଦ ହରାଇଛନ୍ତି। ଅନାସ୍ଥା ସପକ୍ଷରେ ୨୨ଟି ଭୋଟ ଥିବାବେଳେ ବିପକ୍ଷରେ ମାତ୍ର ଗୋଟିଏ ଭୋଟ…
Airspace Breach: ଜେଲେନସ୍କିଙ୍କ ସହ ବଚସା: ଟ୍ରମ୍ପଙ୍କ ଘର ଉପରେ ଉଡିଲା ଯୁଦ୍ଧ ବିମାନ, ଆମେରିକାରେ ଚହଳ
ଓ୍ବାଶିଂଟନ୍,୨।୩:ଆମେରିକା ରାଷ୍ଟ୍ରପତିଙ୍କ ସୁରକ୍ଷାରେ ତ୍ରୁଟି। ଘର ଉପରେ ଉଡିଲା ଯୁଦ୍ଧ ବିମାନ। କହିରଖୁଛୁ ଆମେରିକା ବାୟୁସୀମା ଉଲ୍ଲଘଂନ କରି ଟ୍ରମ୍ପଙ୍କ ଫ୍ଲୋରିଡା ରିସର୍ଟ ଉପରେ ଉଡିଛି ତିନୋଟି ଯୁଦ୍ଧ ବିମା। ଏହା ପରେ, ସେଠାରେ F-16 ଯୁଦ୍ଧ ବିମାନ ମୁତୟନ କରାଯାଇଥିଲା।…
ଗଛରେ ବାଇକ୍ ପିଟି ୨ ଯୁବକ ଗୁରୁତର ଘଟଣା: ଆଖିବୁଜିଲେ ଜଣେ
ଦାରିଙ୍ଗବାଡି,୨।୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଦେଇ ଯାଇଥିବା ସିମନବାଡ଼ିର ୫୯ନଂ ଜାତୀୟ ରାଜପଥର ବୁଲାଣିରେ ଏକ ବିରାଟକାୟ ଗଛକୁ ବାଇକ ଧକ୍କା ଦେଇ ୨ ଜଣ ଗୁରୁତର ହୋଇଥିଲେ। ତେବେ ଗୁରୁତର ଯୁବକ ଟାଏସନ ପ୍ରଧାନଙ୍କ ବ୍ରହ୍ମପୁର ବଡ଼…
ଆଉ ହାତରୁ ଦେବାକୁ ପଡ଼ିବ ନାହିଁ ଟଙ୍କା: ବଢିଲା ଅଙ୍ଗନଓ୍ବାଡ଼ି ଅଣ୍ଡା ଦାମ, ଜାଣନ୍ତୁ କେତେରୁ କେତେ…
ଭୁବନେଶ୍ୱର,୨।୩: ବଢିଲା ଅଙ୍ଗନଓ୍ବାଡ଼ି ଅଣ୍ଡା ଦାମ । ଅଙ୍ଗନଓ୍ବାଡ଼ି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡା ଦାମ ୫ ଟଙ୍କାରୁ ୭ ଟଙ୍କାକୁ ବୃଦ୍ଧି ହୋଇଛି । ଶିଶୁମାନଙ୍କ ପୋଷଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଙ୍ଗନଓ୍ବାଡ଼ି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡାର…
ସ୍ବପ୍ନ ସାକାର ପାଇଁ ଶିବଲିଙ୍ଗ ଚୋରି
ଦ୍ୱାରକା(ଗୁଜରାଟ), ୨।୩: ଭିଡ୍ଭଞ୍ଜନ ମହାଦେବ ମନ୍ଦିରରୁ ଶିବଲିଙ୍ଗ ଆଣି ଘରେ ରଖିଲେ ପରିବାରର ସମସ୍ତ ସମସ୍ୟା ସମାଧାନ ସହ ସୁଖ, ଶାନ୍ତି ଫେରି ଆସିବ ବୋଲି ବହୁ ଦିନର ସ୍ବପ୍ନ ଥିଲା। ଝିଅର ଏଭଳି ସ୍ବପ୍ନକୁ ପୂରଣ କରିବା ପାଇଁ ପରିବାର…
Archives


