Home Left

ୟୁରୋପୀୟ ଦେଶ ସହ କଥାବାର୍ତ୍ତା ପୂର୍ବରୁ ଆମେରିକାକୁ କଡ଼ା ବାର୍ତ୍ତା ଦେଲା ଇରାନ

ତେହରାନ,୨୨।୭: ଇରାନ ତା’ର ପରମାଣୁ କାର୍ଯ୍ୟକ୍ରମ ଜାରି ରଖିବାକୁ ଘୋଷଣା କରିଛି। ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି କହିଛନ୍ତି ଯେ ଇସ୍ରାଏଲୀ ଏବଂ ଆମେରିକା ଆକ୍ରମଣ ଇରାନର ପରମାଣୁ ସ୍ଥାନକୁ କ୍ଷତି ପହଞ୍ଚାଇଛି, କିନ୍ତୁ ଆମେ ପରମାଣୁ କାର୍ଯ୍ୟକ୍ରମ ଜାରି…

ପୁଣି ଲଘୁଚାପ: ଆସନ୍ତାକାଲିଠାରୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୨।୭: ଆସନ୍ତା ୨୪ରେ ଉତ୍ତର ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଫଳରେ ଆସନ୍ତାକାଲିଠାରୁ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲାରେ ଅରେଞ୍ଜ ଓ ୟେଲୋ ଆଲର୍ଟ ହୋଇଛି। ମାଲକାନାଗିରି, କୋରାପୁଟ…

ସିବିଏସ୍‌ଇ ସ୍କୁଲରେ ସିସିଟିଭି ବାଧ୍ୟତାମୂଳକ

ନୂଆଦିଲ୍ଲୀ,୨୨ା୭: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ସ୍କୁଲଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ସୁରକ୍ଷା ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବା ପାଇଁ ସିସିଟିଭି କ୍ୟାମେରା ସଂଯୋଗକୁ ବାଧ୍ୟତାମୂଳକ କରିଛି। ବୋର୍ଡ ପକ୍ଷରୁ ଏହାର ଆଫିଲିଏଶନ୍‌ ବାଇଲଜ୍‌-୨୦୧୮ରେ ଥିବା ଚାପ୍ଟର ୪ (ଫିଜିକାଲ ଇନ୍‌ଫ୍ରାଷ୍ଟ୍ରକ୍ଚର)ରେ ସଂଶୋଧନ ଅଣାଯାଇଛି।…

୧୦୦ କୋଟି କ୍ଲବ୍‌ରେ ‘ସୈୟାରା’

ମୁମ୍ବାଇ: ମୋହିତ ସୁରୀଙ୍କ ନିର୍ଦ୍ଦେଶିତ ‘ସୈୟାରା’ ଫିଲ୍ମ ନବାଗତ ଅହାନ ପାଣ୍ଡେ ଏବଂ ଅଭିନେତ୍ରୀ ଅନୀତ ପଡ୍ଡା ଲଭ୍‌ କେମେଷ୍ଟ୍ରିକୁ ଦର୍ଶକ ଖୁବ୍‌ ପସନ୍ଦ କରୁଛନ୍ତି। ରିଲିଜ୍‌ର ପ୍ରଥମ ୩ ଦିନରେ ‘ସୈୟାରା’ ଫିଲ୍ମ ୧୦୦ କୋଟି କ୍ଲବ୍‌ରେ ପହଞ୍ଚିଛି। ସାକ୍‌ନିଲ୍କର…

ଧନକର: ଇସ୍ତଫା ନା ବିଦା

ନୂଆଦିଲ୍ଲୀ,୨୨ା୭: ବରିଷ୍ଠ ନେତାମାନଙ୍କ ସ୍ବାଭାବିକ ଅବସର ବୟସ ୭୫ ବର୍ଷ ହେବା ଉଚିତ ବୋଲି ଜୁଲାଇ ୯ରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ କହିଥିଲେ। ମହାରାଷ୍ଟ୍ରର ନାଗପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତକରି ସେ ଦେଇଥିବା ଏହି ମନ୍ତବ୍ୟକୁ…

ୟୁଏଇରେ ସ୍ତ୍ରୀଙ୍କୁ ହତ୍ୟାକଲେ ଭାରତୀୟ

ଶାରଜା, ୨୨ା୭: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଜଣେ ଭାରତୀୟ ମହିଳାଙ୍କର ମୃତ୍ୟୁ ହୋଇଯାଇଛି। ମୃତ ମହିଳା ହେଉଛନ୍ତି କେରଳର ଅତୁଲ୍ୟା ଶେଖର। ରବିବାର ଶାରଜାସ୍ଥିତ ନିଜ ଆପାର୍ଟମେଣ୍ଟରୁ ତାଙ୍କ ମୃତଦେହ ଜବତ ହୋଇଛି। ଅତୁଲ୍ୟାଙ୍କ ଗଳା ଚିପି ସ୍ବାମୀ ସତୀଶ…

ଗୋଟିଏ ଦିନ ପୂର୍ବରୁ ଥିଲେ ନିଖୋଜ, ଆଜି ପୋଖରୀରୁ ମିଳିଳା ମୃତଦେହ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ ଦଡିବାଡ଼ି ଗ୍ରାମର ଯଶବନ୍ତ ନାୟକଙ୍କ (୫୦) ମୃତଦେହ ମଙ୍ଗଳବାର ସକାଳ ସମୟରେ ପୋଖରୀରୁ ଉଦ୍ଧାର କରାଯାଇଛି। ସୋମବାର ସେ ନିଖୋଜ ରହିଥିବା ବେଳେ ତାଙ୍କ ପୋଷାକ, ଚପଲ ଆଦି…

ହୃଦଘାତରେ ଯବାନଙ୍କ ପରଲୋକ: ନକ୍ସଲ ବିରୋଧୀ ଶିବିରରେ ଥିଲେ କାର୍ଯ୍ୟରତ

ଭଞ୍ଜନଗର,୨୨।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ତନରଡା ଅଷ୍ଟମ ସ୍ବତନ୍ତ୍ର ଭାରତୀୟ ସଂରକ୍ଷିତ ବାହିନୀର ବରିଷ୍ଠ ହାବିଲଦାର ସଞ୍ଜୟ କିଷାନ (୪୦)ଙ୍କ ହୃଦଘାତରେ ପରଲୋକ ହୋଇଛି। ଏ ହାକୁ ନେଇ ଯବାନମାନଙ୍କ ମଧ୍ୟରେ ଶୋକରଛାୟା ଖେଳିଯାଇଛି। ତନରଡା ବାଟାଲିୟନ କାର୍ଯ୍ୟାଳୟ ପରିସରରେ…

ସୌମ୍ୟାଶ୍ରୀ ଆତ୍ମାହୁତି ଘଟଣାର ରହସ୍ୟ ଖୋଲିବ ୭ ସାଇକେଲ୍‌!

ବାଲେଶ୍ୱର,୨୨ା୭(ବାଞ୍ଛାନିଧି ଦେ):କ୍ରାଇମବ୍ରାଞ୍ଚର ସିଏଡବ୍ଲ୍ୟୁ ଆଣ୍ଡ ସିଡବ୍ଲ୍ୟୁ ଶାଖା ଡିିଏସ୍‌ପି ଇମାନ କଲ୍ୟାଣ ନାୟକ, ଇନ୍ସପେକ୍ଟର ପାଞ୍ଚାଳି ରାଉତ ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ପହଞ୍ଚତ୍ ୨ଘଣ୍ଟା ଧରି ଘଟଣାର ବିଭିନ୍ନ ଦିଗ ଉପରେ ତଦନ୍ତ କରିଥିଲେ। ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଫିରୋଜ…

ମେରିଲରେ ୨୦୦ ମିଲିୟନ ଡଲାର ବିନିଯୋଗ କରିବ ADIA: ଭାରତୀୟ ମେଡଟେକ୍ କମ୍ପାନୀକୁ ବିଶ୍ବସ୍ତରୀୟ ସମର୍ଥନ

ନୂଆଦିଲ୍ଲୀ,୨୨।୭: ଆବୁଧାବି ନିବେଶ ପ୍ରାଧିକରଣ (ଏଡିଆଇଏ)ର ଏକ ସମ୍ପୂର୍ଣ୍ଣ ମାଲିକାନାଧୀନ ସହାୟକ କମ୍ପାନୀ ଭାରତର ଅଗ୍ରଣୀ ମେଡିକାଲ ଉପକରଣ କମ୍ପାନୀ ମାଇକ୍ରୋ ଲାଇଫ ସାଇନ୍ସେସ୍ ପ୍ରାଇଭେଟ୍ ଲିମିଟେଡ୍ (ମେରିଲ୍)ରେ ୨୦୦ ମିଲିୟନ ଆମେରିକୀୟ ଡଲାର ବିନିଯୋଗ କରିବାକୁ ଚୁକ୍ତି କରିଛି। ଏହି…

କଛାରପଡ଼ାରେ ପାନୀୟଜଳ ସମସ୍ୟା: ନାଳ ଚୁଆ ଉପରେ ଭରସା

ନୂଆପଡ଼ା,୨୨ା୭(ମକାରୁ ବେମାଲ):କେନ୍ଦ୍ର ଓ ରାଜ୍ୟ ସରକାର ବିଶୁଦ୍ଧ ପାନୀୟଜଳ ଯୋଗାଇଦେବା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀକରି ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ଉକ୍ତ ଯୋଜନା ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ସ୍ବାଧୀନତାର ଦୀର୍ଘବର୍ଷ ପରେ…

ବସୁଧା ପ୍ରକଳ୍ପ ଅଚଳ, ଝରଣା ପାଣି ପିଉଛନ୍ତି ଲୋକେ

ଥୁଆମୂଳ ରାମପୁର, ୨୨ା୭ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପୁରୁଣାଗୁମାରେ ବସୁଧା ଯୋଜନାରେ ନିର୍ମାଣ ହୋଇଥିବା ପାନୀୟଜଳ ପ୍ରକଳ୍ପ ଅଚଳ ଯୋଗୁ ଲୋକେ ଝରଣା ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ସୂଚନାକ୍ରମେ ପୁରୁଣାଗୁମାରେ କିଛିବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?