Home Left

ଶେଷରେ ମିଳିଲା ବିଜୁବାବୁଙ୍କ ଭଙ୍ଗା ପ୍ରତିମୂର୍ତ୍ତି: ମୁଣ୍ଡଜୋଡିଲେ ବିଜୁପ୍ରେମୀ

ନିଶ୍ଚିନ୍ତକୋଇଲି, ୫।୩(ଅଶୋକ କୁମାର ମହାପାତ୍ର): ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପୂର୍ବରୁ ରାଜନୈତିକ ଛକାପଞ୍ଝା ଆରମ୍ଭ ଭିତରେ କଟକ ଜିଲା ମାହାଙ୍ଗା ନିର୍ବାଚନମଣ୍ଡଳୀ ଅଧୀନ ଉମର ପଞ୍ଚାୟତ ହନୁମାନ ଛକ ନିକଟରେ ଥିବା ତାଙ୍କ ପ୍ରତିମୂର୍ତ୍ତିରୁ କୌଣସି ଦୁର୍ବୃତ୍ତ ମଙ୍ଗଳବାର…

Watch Video: ଅଷ୍ଟ୍ରେଲିଆକୁ ହରାଇବା ପରେ କୋହଲି-ରୋହିତଙ୍କ ବ୍ରୋମାନ୍ସ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୫।୩: ଭାରତୀୟ ଦଳ ଚାମ୍ପିୟନ୍ସ ଟ୍ରଫିର ଫାଇନାଲରେ ପହଞ୍ଚିଛି। ସେମିଫାଇନାଲରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ସେହି ସମୟରେ, ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟ ହାସଲ କରିବା ପରେ, ଭାରତୀୟ ଡ୍ରେସିଂ ରୁମର ଖେଳାଳି ଏବଂ ସପୋର୍ଟ ଷ୍ଟାଫ ଖୁସିରେ ଡେଇଁ…

କଥାକଟା କଟିହେଲେ ମେୟର-ବିଧାୟକ: ୪ ବର୍ଷରେ ଯାହା…

ଭୁବନେଶ୍ୱର,୫।୩: ଭାଜପା ଦେଉଥିବା ସୁଭଦ୍ରା ଯୋଜନାକୁ କଟାକ୍ଷ କଲେ ମେୟର ସୁଲୋଚନା ଦାସ। ତେବେ ମେୟରଙ୍କ ବୟାନର ଉତ୍ତର ରଖିଛନ୍ତି ବିଧାୟକ ବାବୁ ସିଂ। ସେ କହିଛନ୍ତି, ୨୪ ବର୍ଷରେ ଯାହା କରି ନ ଥିଲେ ତାହା ଆମେ କରିଛୁ। ଭୋଟ…

ସୁଭଦ୍ରା ଯୋଜନାକୁ କଟାକ୍ଷ କଲେ ମେୟର କହିଲେ….

ଭୁବନେଶ୍ୱର,୫।୩: ଭାଜପା ଦେଉଥିବା ସୁଭଦ୍ରା ଯୋଜନାକୁ କଟାକ୍ଷ କଲେ ମେୟର ସୁଲୋଚନା ଦାସ। ସେ କହିଛନ୍ତି , ୫ ହଜାରରେ ମହିଳା କିଭଳି ସଶକ୍ତ ହେବ। ଏବେ ସୁଦ୍ଧା କେତେ ମହିଳା ସଶକ୍ତ ହୋଇଛନ୍ତି ବୋଲି ମେୟର ପ୍ରଶ୍ନ କରିଛନ୍ତି। ବିଜେଡି…

ଯୋଗୀଙ୍କୁ ବୋମାରେ ଉଡାଇଦେବାକୁ ଧମକ, ଭିଡିଓ ଭାଇରାଲ ପରେ ହଇଚଇ

ଲକ୍ଷ୍ନୌ,୫।୩: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୋମାରେ ଉଡାଇଦେବାକୁ ଧମକ ଦିଆଯାଇଛି। ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପୋଲିସ ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ…

ଦୁବାଇରୁ ଡ୍ରେସ୍‌ରେ ଲୁଚାଇ ସୁନା ଆଣୁଥିଲେ ଏହି ଅଭିନେତ୍ରୀ: ମାଡ଼ିବସିଲା ପୋଲିସ

ବେଙ୍ଗାଲୁରୁ,୫।୩:କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗିରଫ କରାଯାଇଛି। ସୁନା ଚୋରା ଚାଲାଣ ଅଭିଯୋଗରେ ବିମାନବନ୍ଦରରେ ଅଭିନେତ୍ରୀଙ୍କୁ ଧରାଯାଇଥିଲା। ତଲାସି ସମୟରେ ତାଙ୍କଠାରୁ ୧୪.୮ କିଲୋଗ୍ରାମ ସୁନା ଜବତ କରାଯାଇଥିଲା।ଏହା ପରେ ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ ତାଙ୍କୁ…

ଭାରତ ଜିତିବା ପରେ ପଡ଼ିଆକୁ ଦୌଡି ଆସିଲେ ଅଜଣା ବ୍ୟକ୍ତି, ରାହୁଲଙ୍କୁ ଧରି କରିବାକୁ ଲାଗିଲେ ଏମିତି, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୫।୩: ଭାରତ ଚାମ୍ପିୟନ୍ସ ଟ୍ରଫି ୨୦୨୫ର ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ ପ୍ରବେଶ କରିଛି। ଟିମ ଇଣ୍ଡିଆର ବିଜୟ ପରେ ତୁରନ୍ତ ପଡ଼ିଆରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଜଣେ ବ୍ୟକ୍ତି ସୁରକ୍ଷା ବଳୟ ଭାଙ୍ଗି ପଡ଼ିଆ ଭିତରକୁ ପ୍ରବେଶ କରିଥିଲେ।…

ପୁଣି ଲଜ୍ଜ୍ୟା: ନାବାଳିକାଙ୍କୁ ଗର୍ଭବତୀ କଲେ ନାବାଳକ, ଚାରିଆଡେ ଚର୍ଚ୍ଚା…

ଭଦ୍ରକ,୫।୩(କାଳୀପଦ ରାୟ): ନାବାଳିକାଙ୍କୁ ଗର୍ଭବତୀ ଅଭିଯୋଗରେ ନାବାଳକ ଗିରଫ ହୋଇଛନ୍ତି। ସୂଚନାଯୋଗ୍ୟ, ନୟାକଣୀଡ଼ିହି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଭଲପାଇ ଶାରୀରିକ ସମ୍ପର୍କ ରଖିଥିଲେ ସେହି ଗ୍ରାମରେ ଜଣେ ନାବାଳକ। ନାବାଳିକା ଜଣଙ୍କ ଆଠ ମାସର ଗର୍ଭବତୀ ଥିବାର ଜଣାପଡିଛି। ଏନେଇ…

ଦୁଇ ପରିବାର ମଧ୍ୟରେ ମାରପିଟ: ୧ ମୃତ, ୪ ଆହତ

ବଲାଙ୍ଗୀର,୫।୩:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅଠଗାଁରେ ଦୁଇ ପରିବାର ମଧ୍ୟରେ ମାରପିଟ ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ମଙ୍ଗଳବାର ରାତିରେ ଅଠଗାଁର ଦୁଇ ପଡୋଶୀ ବାଗ ପରିବାର ଓ ରଣା…

ପୋଖରୀରୁ ୨ ଛାତ୍ରଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର: ପୋଲିସ ତଦନ୍ତ ଆରମ୍ଭ

ମହାକାଳପଡ଼ା,୫।୩(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧିନ ମାର୍ଶାଘାଇ ଥାନା ଅନ୍ତର୍ଗତ ସ୍ଥାନୀୟ ଖୁରୁସିଆ ପଞ୍ଚାୟତ ମା’ ବ୍ରହ୍ମାଣି ପୀଠ ପରିସର ପୋଖରୀରେ ଦୁଇ ଛାତ୍ରମାନଙ୍କ ମୃତଶରୀର ଉଦ୍ଧାର କରାଯାଇଛି। ମୃତ ଦୁଇ ସପ୍ତମ ଶ୍ରେଣୀ ଛାତ୍ର ନିକଟ…

Contraceptive Pills: ଗର୍ଭନିରୋଧକ ବଟିକା ଖାଇଲେ ମହିଳାଙ୍କ ମଧ୍ୟରେ ଦେଖାଯିବ ପୁରୁଷତ୍ୱ ପରିବର୍ତ୍ତନ, ରିସର୍ଚରେ ବଡ଼ ଖୁଲାସା

ନୂଆଦିଲ୍ଲୀ,୫।୩: ଅସୁରକ୍ଷିତ ଯୌନ ସମ୍ପର୍କ ପରେ ମହିଳା କିମ୍ବା ଝିଅମାନେ ଗର୍ଭନିରୋଧକ ବଟିକା ନିଅନ୍ତି ଏବଂ ନିଶ୍ଚିତ ହୁଅନ୍ତି ଯେ ସେମାନେ ଅନାବଶ୍ୟକ ଗର୍ଭଧାରଣରୁ ମୁକ୍ତି ପାଇଛନ୍ତି। ଏବଂ ଏହା ମଧ୍ୟ ସତ୍ୟ। ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଏହାକୁ ଅତ୍ୟଧିକ…

ଆଗାମୀ ୨୫ ବର୍ଷ ମଧ୍ୟରେ ହୁ ହୁ ହୋଇ ବଢିବ ମୁସଲମାନ ଜନସଂଖ୍ୟା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୫।୩: ବିଶ୍ୱ ତଥା ଦେଶରେ ଅନେକ ଧର୍ମ ଅଛି, ଯାହାର ଅନୁଗାମୀଙ୍କ ସଂଖ୍ୟା କୋଟି କୋଟି। ଏସବୁ ମଧ୍ୟରେ ଖ୍ରୀଷ୍ଟିଆନ, ଇସଲାମ ଏବଂ ହିନ୍ଦୁ ଧର୍ମର ଲୋକଙ୍କ ସଂଖ୍ୟା ସର୍ବାଧିକ। ୟୁରୋପ, ଆମେରିକା, ଏସିଆ ଏବଂ ଆଫ୍ରିକା ଭଳି ମହାଦେଶରେ ଖ୍ରୀଷ୍ଟିଆନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri