ସୂଚନାଦାତାଙ୍କ ତଥ୍ୟ ରହିବ ଗୁପ୍ତ, ସତର୍କ ରହିଲେ ଅନ୍ଲାଇନ୍ ଠକେଇରୁ ମିଳିବ ମୁକ୍ତି
ଭଞ୍ଜନଗର,୬ା୩(ବାବୁଲା ପ୍ରଧାନ): ଭଞ୍ଜନଗର ପୋଲିସ ପକ୍ଷରୁ ଗୁରୁବାର ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ସାଇବର ଠକେଇରୁ କିଭଳି ମୁକୁଳିବା, ଭାରତର ଯେ କୌଣସି ସ୍ଥାନରେ କିଭଳି ଏତଲା ଦେଇପାରିବା, ଅନ୍ଲାଇନ ଏତଲା କିଭଳି ଦିଆଯିବ ଏବଂ ନୂଆ ଆଇନ…
CISFରେ ଆସିଲା ବମ୍ପର ନିଯୁକ୍ତି: ଦଶମ ପାସ୍ କରିଥିଲେ ସୁବର୍ଣ୍ଣ ସୁଯୋଗ, ଶେଷ ତାରିଖ…
ନୂଆଦିଲ୍ଲୀ,୬।୩: ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଖୁସି ଖବର। କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CISF) କନଷ୍ଟେବଳ ଏବଂ ଟ୍ରେଡସମ୍ୟାନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଆବେଦନ ପ୍ରକ୍ରିୟା ୫ ମାର୍ଚ୍ଚ ୨୦୨୫ରୁ ଆରମ୍ଭ…
କୋହଲିଙ୍କ ଉପରେ ରାଗିଛନ୍ତି କି କୋଚ ଗୌତମ ଗମ୍ଭୀର: ନିଜେ କଲେ ଖୁଲାସା
ଦୁବାଇ,୬।୩: ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ଭାରତୀୟ ଦଳର ବିଜୟର ନାୟକ ଥିଲେ ବିରାଟ କୋହଲି। ଭାରତର ଓପନର ରୋହିତ ଶର୍ମା ଏବଂ ଶୁବମନ ଗିଲ ଶୀଘ୍ର ପାଭିଲିୟନ ଫେରିଯାଇଥିଲେ। କିନ୍ତୁ ବିରାଟ କୋହଲି ଟିମ ଇଣ୍ଡିଆକୁ…
ଚିକେନ୍ କି ମଟନ୍ ନୁହେଁ ଏହି ମାଂସ ଖାଇବାକୁ ପସନ୍ଦ କରନ୍ତି ଡୋନାଲ୍ଡ ଟ୍ରମ୍ପ, ଜାଣିଲେ ଆଶ୍ଚର୍ଯ୍ୟ ହେବେ
ଓ୍ବାଶିଂଟନ୍,୬।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଦ୍ୱିତୀୟ ରାଷ୍ଟ୍ରପତି କାର୍ଯ୍ୟକାଳର ଶପଥ ନେବା ପୂର୍ବରୁ ହିଁ ତାଙ୍କର ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ଅଛନ୍ତି। ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ, ସେ ଟାରିଫ୍ ଲାଗୁ କରିବା…
ଦାମୀ ଫ୍ଲାଟ୍ ବିକି ପୂରା ଗାଁ କିଣିଦେଲେ ଦମ୍ପତି, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଆଜିକାଲି ଲୋକେ ଶାନ୍ତିରେ ରହିବା ପାଇଁ ଜନଗହଳିପୂର୍ଣ୍ଣ ସ୍ଥାନ ଛାଡ଼ି ଗ୍ରାମାଞ୍ଚଳ ଆଡ଼କୁ ମୁହାଁଉଛନ୍ତି। ସେମିତି ଏକ ଦମ୍ପତିଙ୍କ କ୍ଷେତ୍ରରେ ସମାନ ଘଟଣା ଘଟିଛି। ଯାହା ଆଶ୍ଚର୍ଯ୍ୟଜନକ ମଧ୍ୟ। ଏକ ରିପୋର୍ଟ ଅନୁଯାୟୀ, ୪୭ ବର୍ଷୀୟା ଲିଜ ମର୍ଫି ଏବଂ ତାଙ୍କ…
USAID Funding: ସ୍ପଷ୍ଟୀକରଣ ଦେଲେ ଭାରତ ସରକାର, କଂଗ୍ରେସର ଅସ୍ଥିରୀକରଣ ଏଜେଣ୍ଡା ଜାରି
ନୂଆଦିଲ୍ଲୀ,୬ା୩: ଭାରତ USAID ପାଣ୍ଠି ଉପରେ ସ୍ପଷ୍ଟୀକରଣ ରଖିବା ପରେ ମଧ୍ୟ କଂଗ୍ରେସ ଏହାର ‘ଅସ୍ଥିରୀକରଣ ଏଜେଣ୍ଡା’ ଜାରି ରଖିଛି। USAID ପାଣ୍ଠି ଭାରତରେ ଭୋଟରଙ୍କ ମତଦାନକୁ ପ୍ରଭାବିତ କରିବା ପାଇଁ ବ୍ୟବହାର କରାଯାଉଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟୀକରିବା…
ଦୁଃସ୍ବପ୍ନ ସ୍ବପ୍ନ ଦେଖିବା ପରେ ଲାଗେ ଡର, ରକ୍ଷା ପାଇବା ପାଇଁ ଉପାୟ…
ନିଦରେ ସ୍ବପ୍ନ ଦେଖିବା ସାଧାରଣ କଥା। କିନ୍ତୁ ବେଳେବେଳେ ନିଦରେ ଏମିତି କିଛି ସ୍ବପ୍ନ ଦେଖିଥାଉ, ଯାହା ଖୁବ୍ ଭୟଙ୍କର ହୋଇଥାଏ। ନିଦ ଭାଙ୍ଗିଲା ପରେ ବି ଡର ଡର ଲାଗେ। ଏମିତି ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ସ୍ବପ୍ନଶାସ୍ତ୍ରରେ କିଛିଟା…
କହୁକହୁ ଏମିତି କହିଦେଲେ ଅମର, ସରକାର କିଛି ତ୍ରୁଟି କରିନାହାନ୍ତି, ନବୀନ ବାବୁଙ୍କୁ ନିମନ୍ତ୍ରଣ…
ଭୁବନେଶ୍ୱର,୬ା୩ : ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀଙ୍କ ଏକ ବୟାନ ଏବେ ରାଜନୈତକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଅମର କହିଛନ୍ତି, ପଞ୍ଚାୟତିରାଜ ଦିବସ ପାଳନ ରାଜ୍ୟ ସରକାରଙ୍କ ନିଷ୍ପତ୍ତି। ଏଥିରେ କୌଣସି ତ୍ରୁଟି ନାହିଁ କି ବିଚ୍ୟୁତି ନାହିଁ।…
ଫାଇନାଲ ମ୍ୟାଚରେ ବର୍ଷା ସମ୍ଭାବନା: ଏମିତି ହେଲେ ଏହି ହାତେଇବ ଚାମ୍ପିୟନ୍ସ ଟ୍ରଫି, IIC ଦେଲା ବଡ଼ ଅପଡେଟ୍
ନୂଆଦିଲ୍ଲୀ,୬।୩: ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ରବିବାର ଦୁବାଇରେ ଅନୁଷ୍ଠିତ ହେବ। ଭାରତ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିବାବେଳେ ନ୍ୟୁଜିଲ୍ୟାଣ୍ଡ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି।…
ବଡ଼ ପାପ କରିଛନ୍ତି ମହମ୍ମଦ ଶାମି: ଆହ୍ଲାଙ୍କ ନିକଟରେ ଜବାବ ଦେବାକୁ ପଡିବ
ନୂଆଦିଲ୍ଲୀ,୬।୩: ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ନେଇ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି। ଚାମ୍ପିଅନ୍ସ ଟ୍ରଫି ମ୍ୟାଚ ସମୟରେ ଶାମି ଖେଳୁଥିବା ସମୟରେ ପାଣି ପିଉଥିବାର ନଜର ଆସିଥିଲେ। ସେବେଠାରୁ ସେ କିଛି ଧର୍ମଗୁରୁଙ୍କ ଟାର୍ଗେଟରେ ଅଛନ୍ତି। ମୌଲାନା…
ଜେଲ ଯିବେ ରାମ ଗୋପାଳ ବର୍ମା!
ମୁମ୍ବାଇ,୬।୩: ଚେକ୍ ବାଉନ୍ସ ମାମଲାରେ ଖ୍ୟାତନାମା ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କୁ ବଡ଼ ଝଟ୍କା ଲାଗିଛି। କୋର୍ଟ ତାଙ୍କର ଜେଲ୍ଦଣ୍ଡକୁ କରିବା ଲାଗି ଦାୟର ଯାଚିକାକୁ ଖାରଜ କରିଦେଇଛନ୍ତି। କେବଳ ଏତିକି ନୁହେଁ ନିର୍ଦ୍ଦେଶକଙ୍କ ବିରୋଧରେ ଜାମିନ ବିହୀନ ପରଓ୍ବାନା…
ଥାନା ଘେରାଉ କଲେ ଉତ୍ତ୍ୟେକ୍ତ ଲୋକେ
ନିଶ୍ଚିନ୍ତକୋଇଲି,୬ା୩(ଅଶୋକ ମହାପାତ୍ର): ଦାଦନ ଠିକାଦାରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ପ୍ରତିବାଦରେ ଗୁରୁବାର ବହୁ ମହିଳା ଓ ପୁରୁଷ ନିଶ୍ଚିନ୍ତକୋଇଲି ଥାନା ଘେରାଉ କରିଥିବାର ଜଣାଯାଇଛି। ନିଶ୍ଚିନ୍ତକୋଇଲି ଗ୍ରାମର ରବୀନ୍ଦ୍ର ଦାସଙ୍କ ସାନ ପୁଅ ସନ୍ତୋଷ କୁମାର…
Archives


