Home Left

ଏମ୍ସରୁ ଆସିଲା ବଡ଼ ଖବର: ଡ୍ୟୁଟିରେ ଥିବା ମହିଳା ଆଟେଣ୍ଡାଣ୍ଟ୍‌ଙ୍କୁ ଡାକ୍ତର ଚାମ୍ବରକୁ ଡାକି…

ଭୁବନେଶ୍ୱର,୨୮।୭(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ହସ୍ପିଟାଲରେ ଜଣେ ମହିଳା ଆଟେଣ୍ଡାଣ୍ଟ୍‌ ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସମ୍ପର୍କରେ ପୀଡ଼ିତା ଜଣକ ସୋମବାର ଖଣ୍ଡଗିରି ଥାନାରେ ଏତଲା ଦେଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।…

ଦୁର୍ନୀତି କରି ଯନ୍ତ୍ରୀ ଠିକାଦାର ମାଲାମାଲ, ୧୫ ଦିନରେ ଧୋଇଗଲା ୧୦ ଲକ୍ଷ ଟଙ୍କାର ପୋଲ

ଥୁଆମୂଳ ରାମପୁର,୨୮।୭(ଦୁର୍ଗା କୀର୍ତ୍ତି): ସରକାର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀମାନଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବିଭାଗୀୟ ଅଧିକାରୀଙ୍କ କାମ ଯୋଗୁ ତାହା ଅତି କମ୍‌ ଦିନ ମଧ୍ୟରେ ନଷ୍ଟ ହୋଇଯାଉଛି । ଟଙ୍କା ଆସୁଛି…

‘ଟ୍ରମ୍ପଙ୍କ ସାମ୍ନାରେ ୫୬ ଇଞ୍ଚର ଛାତି ୩୬ ଇଞ୍ଚକୁ ଖସିଯାଏ’: ତୃଣମୂଳ ସାଂସଦଙ୍କ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ

ନୂଆଦିଲ୍ଲୀ,୨୮।୭: ସଂସଦର ମୌସୁମୀ ଅଧିବେଶନରେ ଲୋକସଭାରେ ଅପରେଶନ ସିନ୍ଦୁର ଉପରେ ତୀବ୍ର ବିତର୍କ ସମୟରେ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରି କହିଛନ୍ତି ଯେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାମନାରେ ତାଙ୍କର…

ଗୋଳାବାରୁଦ କାରଖାନାକୁ ବିରୋଧ, ୧୫୦ ଜଣଙ୍କ ପାଇଁ ବିପଦରେ ପଡ଼ିବେ ଦେଢ଼ ଲକ୍ଷ

ଭଞ୍ଜନଗର,୨୮।୭(ବାବୁଲା ପ୍ରଧାନ): ମହାରାଷ୍ଟ୍ରର ଏକ ଘରୋଇ ବିସ୍ଫୋରକ ଉତ୍ପାଦନ କମ୍ପାନୀ ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଘାଟିପଲ୍ଲୀ ଓ ଲଣ୍ଡେଇହିଲଠାରେ ଗୋଳାବାରୁଦ କାରଖାନା ନିର୍ମାଣ ଯୋଜନା କରୁଛି। ତେଣୁ ଏହାକୁ ସଂପୃକ୍ତ ଅଞ୍ଚଳବାସୀ ଦୃଢ଼ ବିରୋଧ କରୁଛନ୍ତି। ଏହିଭଳି ପରିସ୍ଥିତିରେ ରବିବାର…

ୟୁନିଫାଏଡ ଅଟୋମେଶନ ସିଷ୍ଟମକୁ ଶିକ୍ଷକଙ୍କ ତୀବ୍ର ବିରୋଧ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଇଓଙ୍କୁ ଦାବିପତ୍ର

ଭଞ୍ଜନଗର,୨୮।୭(ବାବୁଲା ପ୍ରଧାନ): ରାଜ୍ୟ ସରକାରଙ୍କ ଗଣ ଶିକ୍ଷା ବିଭାଗ ପକ୍ଷରୁ ଗତ ସପ୍ତାହର ଗୁରୁବାର ଠାରୁ ୟୁନିଫାଏଡ ଅଟୋମେଶନ ସିଷ୍ଟମ ଲାଗୁ ହୋଇଛି। ଏହି ସିଷ୍ଟମ ଲାଗୁ ଦ୍ୱାରା ଶିକ୍ଷକ ମାନେ ବିଦ୍ୟାଳୟକୁ ଯିବାପରେ ନିଜ ମୋବାଇଲ ଫୋନରେ କ୍ଲକ ଇନ…

ବିବାହ ପ୍ରତିଶ୍ରୁତି ଦେଇ ରଖିଥିଲେ ସମ୍ପର୍କ, ଗର୍ଭବତୀ ଜାଣିବା ପରେ…

ଖଡ଼ିଆଳ,୨୮।୭(ସୁଜିତ କୁମାର ପ୍ରଧାନ): ନୂଆପଡା ଜିଲା ଖଡ଼ିଆଳ ବ୍ଲକ ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ପ୍ରତାରଣା କରାଯାଇଥିବା ନେଇ ଗତ ଜୁନ ୧୭ ତାରିଖ ଦିନ ଖଡ଼ିଆଳ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ସୁଦୂର ମୁମ୍ବାଇରୁ ଗିରଫ…

ବିଶ୍ବ ମାନବ ଚାଲାଣ ବିରୋଧୀ ଦିବସକୁ ନେଇ ସଚେତନତା

ରାଇକିଆ,୨୮।୭(ପ୍ରଦୀପ ବେହେରା): ଆସନ୍ତା ଜୁଲାଇ ୩୦ ତାରିଖ ହେଉଛି ବିଶ୍ବ ମାନବ ଚାଲାଣ ବିରୋଧୀ ଦିବସ ମାନବ ଚାଲାଣର ଶିକାର ହୋଇଥିବା ଲୋକଙ୍କ ପରିସ୍ଥିତି ବିଷୟରେ ସଚେତନତା ବୃଦ୍ଧି କରିବା ଏବଂ ସେମାନଙ୍କ ଅଧିକାରକୁ ପ୍ରୋତ୍ସାହିତ ଏବଂ ସୁରକ୍ଷା କରିବା ପାଇଁ…

ସାକ୍ଷୀଗୋପାଳ ନିକଟରେ ଦ୍ରୁତଗତିରେ ଆସୁଥିଲା ଟ୍ରେନ, ପାର୍‌ ହେବା ବେଳେ ଟ୍ରାକ୍‌ରେ ଅଟକିଗଲା ଟ୍ରାକ୍ଟର,ତା’ପରେ…

ସାକ୍ଷୀଗୋପାଳ,୨୮।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସୋମବାର ଅପରାହ୍ନରେ ସାକ୍ଷୀଗୋପାଳ ରେଳଷ୍ଟେସନ ଠାରୁ କିଛି ଦୂରରେ ଏକବଡ଼ ଧରଣର ରେଳ ଦୁର୍ଘଟଣାରୁ ପୁରୀ -ପାଟନା ଏକ୍ସପ୍ରେସ ଅଳ୍ପକେ ବର୍ତ୍ତିଯାଇଛି । ସାକ୍ଷୀଗୋପାଳ ରେଳ ଷ୍ଟେଶନ ଠାରୁ ପ୍ରାୟ ଦୁଇ କିଲୋମିଟର ଦୂର ବୀରରମଚନ୍ଦ୍ରପୁରୁ…

ମାନସିକ ଚାପ ହ୍ରାସ କରେ ଯୋଗ

ଶରୀରକୁ ସୁସ୍ଥ ରଖିବା ପାଇଁ ବ୍ୟାୟାମ ସହ ଯୋଗର ମଧ୍ୟ ଆବଶ୍ୟକତା ରହିଛି। ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଆମେ ଆମ ଶରୀରର ଯତ୍ନ ନେବାକୁ ଭୁଲିଯାଉଛେ। ଏହା ଦ୍ୱାରା ଆମେ ଅନେକ ରୋଗର ଶିକାର ହେଉଛେ। ତେଣୁ ଶରୀରକୁ ଫିଟ୍‌…

ଜମିଜମା ବିବାଦକୁ ନେଇ ଖଣ୍ଡାରେ ମରଣାତ୍ମକ ଆକ୍ରମଣ ଘଟଣା: ୩ ଜଣଙ୍କୁ ବାନ୍ଧିଲା ପୋଲିସ

ପୁରୁଷୋତ୍ତମପୁର,୨୮।୭(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ହାଣ୍ଡିଘର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗୋଟିଏ ପରିବାର ଉପରେ ସମ୍ପର୍କିୟ ଦାଦାଙ୍କ ପରିବାର ଜମିଜମା ବିବାଦକୁ ନେଇ ଖଣ୍ଡାରେ ହାଣିଥିବା ଅଭିଯୋଗ ହୋଇଛି। ଆହାତ ହୋଇଥିବା ବ୍ୟକ୍ତିମାନେ…

FIDE ମହିଳା ଚେସ୍‌ ବିଶ୍ବକପ ୨୦୨୫ ଟାଇଟଲ ଜିତିଲେ ଦିବ୍ୟା

ନୂଆଦିଲ୍ଲୀ,୨୮।୭: ଦିବ୍ୟା ଦେଶମୁଖ ହେଲେ ବିଶ୍ୱ ଚେସ୍‌ ଚାମ୍ପିୟନ । ୧୯ ବର୍ଷୀୟ ଯୁବ ଖେଳାଳି ଭାରତର କୋନେରୁ ହମ୍ପିକୁ ପରାସ୍ତ କରି FIDE ଚେସ୍‌ ବିଶ୍ୱକପ ଟାଇଟଲ ଜିତିଛନ୍ତି। ବିଶ୍ୱକପ ଜିତିବା ପରେ ଦିବ୍ୟା ଦେଶମୁଖ ଭାବପ୍ରବଣ ହୋଇଯାଇଛନ୍ତି। ଚେସ୍‌…

ବ୍ୟାଡମିଣ୍ଟନ ଖେଳିବା ବେଳେ ୨୫ ବର୍ଷୀୟ ଯୁବକଙ୍କର ହୃଦ୍‌ଘାତରେ ମୃତ୍ୟୁ

ନୂଆଦିଲ୍ଲୀ,୨୮।୭: ହାଇଦ୍ରାବାଦର ନାଗୋଲେ ଷ୍ଟାଡିୟମରେ ଶଟଲ୍‌ ବ୍ୟାଡମିଣ୍ଟନ ଖେଳୁଥିବା ବେଳେ ୨୫ ବର୍ଷୀୟ ଯୁବକ ଗୁଣ୍ଡଲା ରାକେଶଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଛି। ରାକେଶ ହାଇଦ୍ରାବାଦରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ ଏବଂ ସେ ଖମ୍ମାମ ଜିଲାର ତାଲ୍ଲାଡ଼ାର ପୂର୍ବତନ ଉପ-ସରପଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?