ଦୋକାନକୁ ବୋମା ଫିଙ୍ଗିବା ପଡ଼ିଲା ମହଙ୍ଗା
ପାତ୍ରପୁର,୭ା୩ (ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ଅନ୍ତର୍ଗତ ତୁରୁବୁଡ଼ି ଗାଁରେ ଏକ ଦୋକାନ ଉପରକୁ ବୋମା ଫିଙ୍ଗା ଘଟଣାରେ ପୋଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ଆସିକା ଅଞ୍ଚଳର…
Champions Trophy 2025 : ଟସ୍ ଜିତିଲେ ମ୍ୟାଚ୍ ହାରିବ ଟିମ୍ ଇଣ୍ଡିଆ! ସାଂଘାତିକ କଥା କହିଦେଲେ ଖେଳ ବିଶେଷଜ୍ଞ
ଦୁବାଇ,୭।୩: ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚରେ ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ଫାଇଟ ଖେଳାଯିବ । ଦୁବାଇ ଇଣ୍ଟରନାଶନଲ କ୍ରିକେଟ ଷ୍ଟାଡିୟମରେ ଏହି ଫାଇନାଲ ମୁକାବିଲା ଅନୁଷ୍ଠିତ ହେବାକୁ ଯାଉଛି । ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ଭାରତ ଏବଂ ନ୍ୟୁଜିଲାଣ୍ଡ ଦଳ ମୁହାଁମୁହିଁ ହେବେ। ପ୍ରଥମ…
ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ: ୫ ପଦବୀ ନିମନ୍ତେ ୮ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ
ଦିଗପହଣ୍ଡି,୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ୫ ପଦବୀ ନିମନ୍ତେ ଶୁକ୍ରବାର ନାମାଙ୍କନର ଶେଷ ଦିନ ଥିଲା। ତେବେ ଶୁକ୍ରବାର ସୁଦ୍ଧା ୮ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଆସନ୍ତା ୨୯ ତାରିଖରେ ନିର୍ବାଚନ ଅନୁଷ୍ଠିତ…
କଲେଜ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ଜେଲ ଗଲେ ଫେରାର ଅଭିଯୁକ୍ତ
ଦିଗପହଣ୍ଡି,୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳର ଏକ କଲେଜରେ ପଢୁଥିବା ଯୁକ୍ତ ୨ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଡେଙ୍ଗାଡିି ଗ୍ରାମର ନିରଞ୍ଜନ ଦାସ ନାମକ ଜଣେ ଗାଡ଼ି…
Odisha Electricity: ସୁରେଶ ପୂଜାରୀଙ୍କ ବଡ଼ ସୂଚନା, ଉପଭୋକ୍ତା ବିଲ ନ ଦେଇ ପାରିଲେ…
ଭୁବନେଶ୍ୱର,୭।୩: ବିଦ୍ୟୁତ ବିଲ୍କୁ ନେଇ ବଡ଼ ସୂଚନା ଦେଇଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ। ଗ୍ରୀଷ୍ମପ୍ରବାହ ମୁକାବିଲା ପ୍ରସ୍ତୁତି ନେଇ ମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। ଏଣିକି ଉପଭୋକ୍ତା ବିଲ ନ ଦେଇ ପାରିଲେ ଘରୁ ବିଦ୍ୟୁତ କଟିବନି। Odisha Electricity: ବିଲ…
୪ଦିନ ପରେ ଦୋଳଯାତ୍ରା: ବ୍ୟବସାୟୀଙ୍କ କବଜାରେ ରାସ୍ତା ଦେଖାଦେବ ଟ୍ରାଫିକ ସମସ୍ୟା
ଗଞ୍ଜାମ,୭ା୩(ବିଦ୍ୟାଧର ସାହୁ): ଆଉ ଚାରି ଦିନ ପରେ ଗଞ୍ଜାମ ସହରରେ ଅନୁଷ୍ଠିତ ହେବ ଐତିହାସିକ ଦୋଳ ପୂର୍ଣ୍ଣମୀ ଯାତ୍ରା। କେଉଁ ଆବାହନ କାଳରୁ ଏଠାରେ ଏହି ଯାତ୍ରା ଅନୁଷ୍ଠିତ ହୋଇ ଆସୁଛି। ୧୧ରୁ ଆରମ୍ଭ ହେଉଥିବା ଏହି ଯାତ୍ରାରେ ସମସ୍ତ ସାହିର…
ଫାଇନାଲ ରାଉଣ୍ଡରେ ଅରବିନ୍ଦ
ପ୍ରାଗ୍(ଚେକ୍ ରିପବ୍ଲିକ), ୭ା୩: ଭାରତୀୟ ଗ୍ରାଣ୍ଡମାଷ୍ଟର ଅରବିନ୍ଦ ଚିଦାମ୍ବରମ ପ୍ରାଗ୍ ମାଷ୍ଟର୍ସ ଚେସ୍ ଟୁର୍ନାମେଣ୍ଟର ରାଉଣ୍ଡରେ ଚେକ୍ ରିପବ୍ଲିକର ଡେଭିଡ ନାଭାରାଙ୍କ ସହ ତାଙ୍କ ଗେମ୍ ଡ୍ର ରଖିଛନ୍ତି। ଏଥିସହିତ ସେ ତାଙ୍କର ପ୍ରଥମ ପ୍ରମୁଖ ଟାଇଟଲର ନିକଟତର ହୋଇଛନ୍ତି। ଏହି…
୨ଦିନ ଘଡଘଡି ସହ ପ୍ରବଳ ବର୍ଷା, ପ୍ରବଳ ପବନ…IMD କଲା ଆଲର୍ଟ
ନୂଆଦିଲ୍ଲୀ,୭।୩: ପ୍ରବଳ ବେଗରେ ମାଡିଆସୁଛି ବର୍ଷାପବନ। ୨ଦିନ ଯାଏ ହେବ ଘଡିଘଡି ସହ ପ୍ରବଳ ବର୍ଷା। ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାଜଧାନୀ ଦିଲ୍ଲୀ ସମେତ ଦେଶର ଅନେକ ରାଜ୍ୟରେ ପ୍ରବଳ ପବନ ବହିବା ଯୋଗୁଁ ଲୋକମାନେ ଥଣ୍ଡା…
୨୫, ୩୦ ନା ୪୫…କେଉଁ ବୟସରେ ମହିଳା ଅଧିକ ଶକ୍ତିଶାଳୀ ରୁହନ୍ତି, ଜାଣିଲେ ତାଜୁବ ହୋଇଯିବେ
ଅଧିକାଂଶ ପୁରୁଷ ମହିଳାଙ୍କ ବୟସ ଓ ସେମାନଙ୍କର ଇଚ୍ଛା ବିଷୟରେ ଦ୍ୱନ୍ଦ୍ୱରେ ରୁହନ୍ତି । ବର୍ତ୍ତମାନ, ଫିଟ ରହିବା ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ଏକ ବଡ଼ ଆହ୍ବାନ । ମହିଳାମାନେ ଭଲ ଖାଦ୍ୟ ସହିତ ଚାପମୁକ୍ତ ଜୀବନ ଏବଂ…
ଭାଇ ବାହାଘର ଭୋଜିରେ ଯୋଗ ଦେଇ ଫେରୁଥିଲେ, ରାସ୍ତାରେ ଛକିବସିଥିଲା
କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଆମପାଣି ଥାନା ଅନ୍ତର୍ଗତ ଆମପାଣି ଘାଟି ବିରିମୁହାଣ ଛକ ନିକଟରେ ଶୁକ୍ରବାର ଏକ ବାଇକ୍କୁ କୌଣସି ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ବାଇକ୍ରେ ଥିବା ୩ ଯୁବକଙ୍କ ମଧ୍ୟରୁ…
ହରମନପ୍ରୀତ୍ଙ୍କୁ ଜରିମାନା, ଜାଣନ୍ତୁ କାହିଁକି…
ଲକ୍ଷ୍ନୌ,୭ା୩: ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହରମନପ୍ରୀତ୍ କୌରଙ୍କୁ ଶୁକ୍ରବାର ତାଙ୍କ ମ୍ୟାଚ୍ ଫି’ର ୧୦ ପ୍ରତିଶତ ଜରିମାନା ହୋଇଛି। ଗୁରୁବାର ସ୍ଥାନୀୟ ଏକ୍ନା କ୍ରିକେଟ ଷ୍ଟାଡିୟମରେ ୟୁପି ଓ୍ବାରିଅର୍ଜ ବିପକ୍ଷ ଓମେନ୍ସ ପ୍ରମିମିୟର ଲିଗ୍ (ଡବ୍ଲ୍ୟୁପିଏଲ୍) ମ୍ୟାଚରେ ସେ ଅମ୍ପାୟରଙ୍କ ନିଷ୍ପତ୍ତିର…
ଘରେ ପଶି କାଠ ପେଢ଼ି ଭାଙ୍ଗିଲେ ଚୋର, ପରେ…
ଭଞ୍ଜନଗର,୭।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ବ୍ରାହ୍ମଣପଦର ଗ୍ରାମର ସଞ୍ଜୁ ସେଠୀଙ୍କ ଘରୁ ବୁଧବାର ରାତିରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି ହୋଇଛି। ଶୁକ୍ରବାର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସେ ହେଲେ ଉକ୍ତ…
Archives


