Home Left

ଦେଶରେ ୫୦% ମହିଳାଙ୍କ ମାନସିକ ସ୍ବାସ୍ଥ୍ୟ ଖରାପ, କାରଣ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୭।୩: ଆଜିର ସମୟରେ, ଦୁର୍ବଳ ମାନସିକ ସ୍ବାସ୍ଥ୍ୟ ଏକ ବଡ଼ ସମସ୍ୟା ହୋଇଗଲାଣି। ମହିଳାମାନେ ମଧ୍ୟ ଏହାର ଶିକାର ହେଉଛନ୍ତି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (NCRB) ଅନୁଯାୟୀ, ଭାରତରେ ଆତ୍ମହତ୍ୟା କରୁଥିବା ଲୋକଙ୍କ ମଧ୍ୟରୁ 36.6% ହେଉଛନ୍ତି ମହିଳା, ଯେଉଁଥିରୁ…

ଆମେରିକା ସହିତ ବିବାଦ ମଧ୍ୟରେ ଭାରତ ସହ ହାତ ମିଳାଇଲା ଚାଇନା! ବିଶ୍ୱରେ ହଇଚଇ

ବେଜିଂ,୭।୩: ଟାରିଫ୍‌କୁ ନେଇ ଚାଇନା ଏବଂ ଆମେରିକା ମଧ୍ୟରେ ଉତ୍ତେଜନା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଆମେରିକା ଚିନି ଆମଦାନୀ ଉପରେ ୨୦ ପ୍ରତିଶତ ଟାରିଫ୍‌ ଘୋଷଣା କରିଛି। ଏସବୁ ଭିତରେ, ଚାଇନାର ନଜର ଏବେ ଭାରତ ଉପରେ ରହିଛି। ଚାଇନା…

ବାଘ ସୁରକ୍ଷାରେ ନିୟୋଜିତ ମହିଳା: ୨୪ ଘଣ୍ଟା ଜଙ୍ଗଲରେ କରନ୍ତି ପାଟ୍ରୋଲିଂ, ପ୍ରତିଦିନ ମୃତ୍ୟୁକୁ କରନ୍ତି ସାମ୍ନା

ସାରା ବିଶ୍ୱରେ ୮ ମାର୍ଚ୍ଚକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବରେ ପାଳନ କରାଯାଇଆସୁଛି। ସମାଜରେ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଉଜ୍ଜ୍ୱଳ କରୁଥିବା ଏହି ବିଶେଷ ଦିନରେ ଆଜି ଆମେ ଆପଣଙ୍କୁ ପଶ୍ଚିମ ଚମ୍ପାରଣ ଜିଲ୍ଲାର କିଛି ଏପରି ମହିଳାଙ୍କ କାହାଣୀ କହୁଛୁ,…

Steve Smith Retirement: ଷ୍ଟିଭ ସ୍ମିଥଙ୍କୁ ମିଳିବ ଏତେଟଙ୍କା ପେନସନ! ଜାଣନ୍ତୁ ଆଉ କେଉଁସବୁ ସୁବିଧା ମିଳିବ

ନୂଆଦିଲ୍ଲୀ,୭।୩:ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଖେଳାଳି ତଥା ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥ ODI ଫର୍ମାଟରୁ ଅବସର ନେଇସାରିଛନ୍ତି। ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲରେ ଭାରତଠାରୁ ହାରିବା ପରେ, ଏହି ଅଷ୍ଟ୍ରେଲିୟ ଖେଳାଳି ଦିନିକିଆ କ୍ରିକେଟକୁ ଅଲବିଦା କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଷ୍ଟିଭ ସ୍ମିଥ…

ଉତ୍ତମ ମହାନ୍ତିଙ୍କ ଘରେ ଧର୍ମେନ୍ଦ୍ର: ଅପରାଜିତା, ବାବୁଙ୍କ ସହ କଲେ ଆଲୋଚନା

  ଭୁବନେଶ୍ୱର,୭।୩: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକପ୍ରିୟ ଅଭିନେତା ସ୍ବର୍ଗତ ଉତ୍ତମ ମହାନ୍ତିଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ପହଞ୍ଚିଛନ୍ତି। ସେ ତାଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଦେବା ସହ ଅପରାଜିତା ମହାନ୍ତି, ବାବୁସାନଙ୍କ ସମେତ ପରିବାରଙ୍କୁ ଭେଟଛନ୍ତି ଧର୍ମେନ୍ଦ୍ର । ଓଡ଼ିଆ…

ଆସନ୍ତାକାଲି ଗଞ୍ଜାମ ଆସିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କେଉଁ ରାସ୍ତା ବନ୍ଦ କେଉଁ ରାସ୍ତା ରହିବ ଖୋଲା

ଛତ୍ରପୁର,୭ା୩(ସନ୍ତୋଷ ପାଢ଼ୀ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତକାଲି ଅର୍ଥାତ୍‌ ଶନିବାର ଗଞ୍ଜାମ ଜିଲା ଗସ୍ତରେ ଆସି ବ୍ରହ୍ମପୁରଠାରେ ସୁଭଦ୍ରା ଯୋଜନାରେ ଦ୍ୱିତୀୟ କିସ୍ତି ବଣ୍ଟନର ଶୁଭାରମ୍ଭ କରିବେ। ଏଥିଲାଗି ଟ୍ରାଫିକ୍‌ ଆଡଭାଇଜାରି ଜାରି କରାଯାଇଛି। ଏ ସମ୍ପର୍କରେ ଜିଲା ସୂଚନା…

କେଜରିଓ୍ବାଲଙ୍କୁ ମିଳିବ Z ବର୍ଗର ସୁରକ୍ଷା

ନୂଆଦିଲ୍ଲୀ,୭।୩: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜରିୱାଲଙ୍କୁ Z ବର୍ଗର ସୁରକ୍ଷା ଜାରି ରହିବ । ସୁରକ୍ଷା ସମୀକ୍ଷା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । କେଜ୍ରିୱାଲଙ୍କୁ Z…

‘ଗଣିତ ଇସଲାମ ମାଧ୍ୟମରେ ଦୁନିଆକୁ ଆସିଛି’ ପୁଣି ଏମିତି କିଛି କହି ବିବାଦରେ ଶମା ମହମ୍ମଦ, ଭାଜପା କଲା କଟାକ୍ଷ

ନୂଆଦିଲ୍ଲୀ,୭।୩: ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ବିଷୟରେ ବିବାଦୀୟ ବୟାନ ଦେଇଥିବା କଂଗ୍ରେସ ମୁଖପାତ୍ର ଶମା ମହମ୍ମଦ ପୁଣି ଥରେ ଖବରର ଶିରୋନାମାରେ। ଏଥର ସେ ଇସଲାମ ବିଷୟରେ ଏପରି ଏକ ବୟାନ ଦେଇଛନ୍ତି, ଯାହା ସୋସିଆଲ ମିଡିଆରେ ଚର୍ଚ୍ଚାର…

ଜମ୍ମୁ-କଶ୍ମୀର ବଜେଟରେ ମୁଖ୍ୟମନ୍ତ୍ରୀ ଓମାରଙ୍କ ବଡ଼ ଘୋଷଣା: ମାଗଣାରେ ମିଳିବ…

ଜମ୍ମୁ-କଶ୍ମୀର,୭।୩: ଜମ୍ମୁ-କଶ୍ମୀର ବିଧାନସଭାରେ ଶୁକ୍ରବାର ବଜେଟ ଉପସ୍ଥାପିତ ହୋଇଛି। ବଜେଟ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲ୍ଲା ଅନେକ ବଡ଼ ଘୋଷଣା କରିଛନ୍ତି। ଜମ୍ମୁ-କଶ୍ମୀରର ମହିଳାମାନଙ୍କୁ ମାଗଣା ବସ୍‌ ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲ୍ଲା କହିଛନ୍ତି। ଏପରିକି ପ୍ରତି…

କେନ୍ଦୁଝର ଆସିବେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୭ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଆସିବେ। ମୁଖ୍ୟମନ୍ତ୍ରୀ ଶ୍ରୀ ନିଳାଚଳ ନିଖିଳ ଉତ୍କଳ ପାଲାକାର ପରିଷଦ ଶାଖା କେନ୍ଦୁଝର ଜିଲା ମା’ ତାରିଣୀ ପାଲାକାର ପରିଷଦ କେନ୍ଦୁଝରର ୪୭ତମ ବାର୍ଷିକ ସମ୍ମିଳନୀ ଆସନ୍ତା ୮ରୁ ୧୦…

ଭାଇରାଲ ହେଲା IIT ବାବାଙ୍କ ମାର୍କସିଟ୍‌: ଦଶମ, +୨ରେ ରଖିଥିଲେ ଏତିକି…

ନୂଆଦିଲ୍ଲୀ,୭।୩: ପ୍ରୟାଗରାଜ ମହାକୁମ୍ଭରୁ ଚର୍ଚ୍ଚାକୁ ଆସିଥିବା ଆଇଆଇଟି ବାବା ଲଗାତାର ଭାବରେ ଖବରର ଶିରୋନାମାରେ ରହିଆସିଛନ୍ତି। ଯଦିଓ ତାଙ୍କର ପ୍ରକୃତ ନାମ ଅଭୟ ସିଂ, କିନ୍ତୁ ବିଶ୍ୱ ଏବେ ତାଙ୍କୁ IIT ବାବା ଭାବରେ ଜଣାଯାଉଛି। ପ୍ରକୃତରେ, ଅଭୟ ସିଂହ IIT…

ଟାଉନ ଥାନା ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

କୋରାପୁଟ,୭ା୩(ଅମିତାଭ ବେହେରା): ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଶୁକ୍ରବାର କୋରାପୁଟ ଜିଲାର କୋରାପୁଟ ଟାଉନ ଥାନା ଓ ଶୁଙ୍କି ଥାନାର ଉଦ୍‌ଘାଟନ କରିଛନ୍ତି। ସମସ୍ତ ଥାନାରେ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି। କୋରାପୁଟ ସହରର ଗ୍ୟାରେଜ କଲୋନୀ ନିକଟରେ ନୂତନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri