Home Left

ଆଜି ଅନ୍ତର୍ଜାତୀୟ ମହିଳା:ନିଜ ପ୍ରଚେଷ୍ଟା ବଳରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଏହିସବୁ ମହିଳା

ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ନିଜସ୍ବ ପ୍ରଚେଷ୍ଟା ବଳରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଅନ୍ୟମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ଆଉ ଅନେକଙ୍କୁ ରୋଜଗାର ଦେବାରେ ସମର୍ଥ ହୋଇଥିବା କେତେକ ମହିଳାଙ୍କ ସମ୍ପର୍କରେ ପ୍ରତିବେଦନ। ପିଲାବେଳେ କଳା…

ଭାରତରେ ୨୯ ଲକ୍ଷ ଭିଡିଓ ହଟାଇଲା YouTube, କାରଣ ଜାଣିଲେ …

ନୂଆଦିଲ୍ଲୀ,୮।୩: କମ୍ପାନୀ YouTubeର ନୀତି ଉଲ୍ଲଂଘନ କରୁଥିବା ଭିଡିଓ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କମ୍ପାନୀ ତା’ର ରିପୋର୍ଟରେ କହିଛି ଯେ ଗତ ବର୍ଷ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ, YouTubeର ସମ୍ପ୍ରଦାୟ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରୁଥିବା ୨୯ ଲକ୍ଷ ଭିଡିଓ…

୩ ଦିନିଆ ରିମାଣ୍ଡରେ ରାନ୍ୟା ରାଓ

ବେଙ୍ଗାଲୁରୁ, ୮।୩ : ସୁନା ଚୋରାଚାଲାଣ ମାମଲାରେ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ୩ ଦିନିଆ ରିମାଣ୍ଡରେ ପଠାଯାଇଛି। ଡାଇରେକ୍ଟୋରେଟ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍ସ(ଡିଆର୍‌ଆଇ)ର ଯୁକ୍ତି ପରେ ବେଙ୍ଗାଲୁରୁସ୍ଥିତ ଇକୋନୋମିକ୍‌ ଅଫେନ୍ସ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ରାନ୍ୟାଙ୍କୁ ଜେରା ସମୟରେ ଏକ…

ଧମାକାଦାର ପ୍ଲାନ, ଆଜି ରିଚାର୍ଜ କଲେ ମିଳିବ ୩୩୬ ଦିନର ଭ୍ୟାଲିଡିଟି, ଫ୍ରିରେ ପାଇବେ…

ଯଦି ଆପଣ ରିଲାଏନ୍ସ ଜିଓର ପ୍ରିପେଡ ସିମ ବ୍ୟବହାର କରନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଦରକାରୀ। ଆଜି ଆମେ ଆପଣଙ୍କୁ ଏପରି ଏକ ଶସ୍ତା ରିଚାର୍ଜ ପ୍ଲାନ ବିଷୟରେ କହିବୁ ଯାହା ୧୮୦୦ ଟଙ୍କାରୁ କମ ମୂଲ୍ୟରେ ୩୩୬…

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ, ସୁରେଇ ନିହାତି ଦେଖିବାକୁ ମିଳୁଥିଲା। କ୍ରମେ ଯେତେବେଳେ ଫ୍ରିଜ୍‌ର ଚାହିଦା ବଢିଲା ଲୋକେ ମାଠିଆ,…

୩୫ ଫୁଟ କୂଅରେ ପଡ଼ିଗଲେ ମହିଳା, ପରେ…

ପାଟଣା,୭।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପଶି ପଞ୍ଚାାୟତ କାଶିପୁର ଗ୍ରାମର ଜଣେ ୫୦ବର୍ଷର ମହିଳା କ୍ଷୀରୋଦିନି ମହାନ୍ତ ଶୁକ୍ରବାର ସାରେ ୩୫ ଫୁଟ କୂଅରେ ପଡ଼ିଯାଇଥିଲେ। ମୁଣ୍ଡ ବୁଲାଇ ଦେବାରୁ ଘର ନିକଟ କୂଅରେ ସେ…

ମୋହନ ବିଶି ପାଇଲେ ରାଜ୍ୟପାଳ ପୁରସ୍କାର

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଧର୍ମଗଡ ବ୍ଲକ ବେହେରାସ୍ଥିତ ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ତଥା ଯୁବ ରେଡ୍‌କ୍ରସ ପରାମର୍ଶଦାତା ମୋହନ ଚରଣ ବିଶି ପୁରସ୍କୃତ ହୋଇଛନ୍ତି। ଭୁବନେଶର ରାଜଭବନର ନୂଆ ଅଭିଷେକ…

ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ

ଲାଞ୍ଜିଗଡ଼,୭ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବାତେଲିମା ପଞ୍ଚାୟତ ବାଣିପଙ୍ଗାସ୍ଥିତ ସରକାରୀ ଏସ୍‌ଏସ୍‌ଡି ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ବସନ୍ତ କୁମାର ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଥୁଆମୂଳ ରାମପୁର…

ଆନ୍ତର୍ଜାତୀୟ ବିଜ୍ଞାନ ପ୍ରଦର୍ଶନୀ: ରାଜମିସ୍ତ୍ରୀଙ୍କ ଝିଅ ଯିବେ ଜାପାନ

ବରଗଡ଼,୭।୩(ପ୍ରେମାନନ୍ଦ ଖମାରୀ): ଆନ୍ତର୍ଜାତୀୟ ବିଜ୍ଞାନ ପ୍ରଦର୍ଶନୀରେ ଭାଗ ନେବା ପାଇଁ ବରଗଡ଼ ଜିଲାର ୨ଝିଅ ମନୋନୀତ ହୋଇଛନ୍ତି। ସେମାନେ ହେଲେ, ଭଟଲି ବ୍ଲକ କେଶାଇପାଲି ଗ୍ରାମର ଦିବ୍ୟାସା ପ୍ରଧାନ ଏବଂ ସୋହେଲା ବ୍ଲକ ଅନ୍ତର୍ଗତ ସରକଣ୍ଡା ଗ୍ରାମର ଟିକେଶ୍ୱରୀ ଭୁଏ। ବରଗଡ଼ର…

Video: ଯୁବକଙ୍କ ହାତଅଙ୍କା ଚିତ୍ରରେ ଅଟୋଗ୍ରାଫ ଦେଲେ ମୋଦି, ଭିଡରେ କାନ୍ଦି ପକାଇଲେ ଯୁବକ, ଭିଡିଓ ଭଇରାଲ

ସୁରଟ,୭।୩: ଧାଡିଏ ଅଟୋଗ୍ରାଫ ପାଇଁ କାନ୍ଦି ପକାଇଲେ ଯୁବକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଟୋଗ୍ରାଫ ପାଇଁ କାନ୍ଦି ପକାଇଲେ ଯୁବକ। ସମ୍ପ୍ରତି ଭାଇରାଲ ହୋଇଥିବା ଏକ ଭିଡିଓରେ ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି। ଭିଡିଓରେ, ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀ ମୋଦି…

ମେଧାବୃତ୍ତିରେ ସଫଳ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା

ପାଟଣା,୭ା୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ତୁରୁମୁଙ୍ଗା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର କବ୍ୟେଶ ବେହେରା ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷାରେ ବ୍ଲକ୍‌ରେ ୧ମ, ଝରଣା ମହାନ୍ତ ୩ୟ, ଅର୍ଚ୍ଚିତା ମହାନ୍ତ ୫ମ ସ୍ଥାନ ଅଧିକାର କରିଥିବାରୁ ବିଦ୍ୟାଳୟ…

ବ୍ରହ୍ମପୁରରେ ସୁଭଦ୍ରା ଦ୍ବିତୀୟ କିସ୍ତି ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଛତ୍ରପୁର, ୭ା୩(ସନ୍ତୋଷ ପାଢ଼ୀ)- ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଶନିବାର ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ଗଞ୍ଜାମ ଜିଲାର ବ୍ରହ୍ମପୁର ବିବେକ ବିହାରଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିବେ। ବିବେକ ବିହାରରେ ସକାଳ ସାଢେ ୧୧ଟାରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri