ଏହି ଯୁବ ବିଡ଼ିଓଙ୍କୁ ନେଇ ବଢୁଛି ଚର୍ଚ୍ଚା: ଜନଜାତିଙ୍କ ଘରେ ଘରେ ପହଞ୍ଚି ବୁଝୁଛନ୍ତି ସମସ୍ୟା
ଦାରିଙ୍ଗବାଡି,୧।୮(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଯୁବ ପ୍ରଶାସକ ତଥା ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସେ ଏବେ ତାଙ୍କ କାର୍ଯ୍ୟଧାରକୁ ନେଇ ସାମାଜିକ ଗଣମାଧ୍ୟମରେ ବହୁ ପ୍ରଶଂସା ସାଉଁଟିଛନ୍ତି। ସମସ୍ତଙ୍କ ମୁହଁରେ ବିଡ଼ିଓ ହେବ…
ଯନ୍ତ୍ରୀଙ୍କୁ ପରିସ୍ରା ପିଆଇବା ଘଟଣା: ବନ୍ଧାହେଲେ ପିଅନ
ଆର୍.ଉଦୟଗିରି,୧।୮: RWSS ବିଭାଗୀୟ ଯନ୍ତ୍ରୀଙ୍କୁ ପରିସ୍ରା ପିଆଇବା ଘଟଣାରେ ସମ୍ପୃକ୍ତ ପିଅନଙ୍କୁ ଆର୍. ଉଦୟଗିରି ଥାନା ପୋଲିସ ଶୁକ୍ରବାର ଗିରଫ କରିଛି। ପାଣି ବଦଳରେ ଯନ୍ତ୍ରୀଙ୍କୁ ପରିସ୍ରା ପିଇବାକୁ ଦେଇଥିଲେ ପିଅନ। ସୂଚନାଯୋଗ୍ୟ, ଗଜପତି ଜିଲା ଆର୍.ଉଦୟଗିରି ବ୍ଲକ ଆରଡବ୍ଲ୍ୟୁଏସ୍ଏସ୍ରେ ଜଣେ…
ଶିକ୍ଷକଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ: ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ସମ୍ପୃକ୍ତି ଅଭିଯୋଗ
ଭବନୀପାଟଣା,୧।୮(ଉତ୍ତମ କୁମାର ଦାଶ):ସ୍ବତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଉ ୩ ଜଣଙ୍କୁ କ୍ରାଇମବ୍ରାଞ୍ଚ ଉଠାଇ ନେଇଛି। ସେଥିମଧ୍ୟରୁ କଳାହାଣ୍ଡିରୁ ଜଣେ ପ୍ରଧାନ ଶିକ୍ଷକ ରହିଛନ୍ତି। ଗୁରୁବାର ପୂର୍ବାହ୍ନରେ କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ…
ବନ୍ଦ ହେବାକୁ ଯାଉଛି WhatsApp! ଜାଣନ୍ତୁ କାରଣ କ’ଣ
ନୂଆଦିଲ୍ଲୀ,୧।୮: ଯଦି ଆପଣ ନେଟିଭ ଆପ ମାଧ୍ୟମରେ ୱିଣ୍ଡୋଜ ୧୧ରେ ହ୍ବାଟ୍ସଆପ ବ୍ୟବହାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ମେଟା ଏହାର ସଦ୍ୟତମ ବିଟା ଅପଡେଟରେ ପ୍ରାୟ ନିଶ୍ଚିତ କରିଛି ଯେ ୱିଣ୍ଡୋଜ ୧୧ରେ ହ୍ବାଟ୍ସଆପ ନେଟିଭ…
ଭିତ୍ତିଭୂମି ନାହିଁ, ୟୁଏଏସ ନାହିଁ: ବିଇଓ ଅଫିସ ଆଗରେ ଗର୍ଜିଲା ପ୍ରାଥମିକ ଶିକ୍ଷକ ସଂଘ
ଥୁଆମୂଳ ରାମପୁର,୧।୮(ଦୁର୍ଗା କୀର୍ତ୍ତି): ବିଦ୍ୟାଳୟରେ ଆବଶ୍ୟକୀୟ ଭିତ୍ତିଭୂମି ନ ଥାଇ ୟୁ.ଏ.ଏସ ଲାଗୁ କରିବା ବିଭାଗୀୟ ଦୂରଦୃଷ୍ଟି ଅଭାବ ବୋଲି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ କୁହାଯାଇଛି। ୟୁ.ଏ.ଏସ ପ୍ରଚଳନକୁ ବିରୋଧ କରି ଗୋଷ୍ଠୀଶିକ୍ଷା…
ବନ୍ଧୁର ପଥ ପରେ
ରାସ୍ତାର ଦୁଇ ପାର୍ଶ୍ୱରେ ଦୁଇଟି ଜମି। ବହୁଦିନରୁ ପଡ଼ିଆ ପଡ଼ିଛି। ଦିନେ ଜମିମାଲିକ ଜଣେ କୃଷକଙ୍କୁ ଗୋଟିଏ ପଡ଼ିଆ ବିକିଦେଲେ। କୃଷକ ପ୍ରଥମେ ଘାସ, ବଣ ବୁଦା ସଫାକରି ଜମି ଚାରିପଟେ ବାଡ଼ ଘେରିଦେଲେ। ରାସ୍ତା ସେପଟେ ପଡ଼ିଆ ପଡ଼ିଥିବା ଜମି…
“ଆମ ସମ୍ପର୍କରେ ବିରକ୍ତିର ବିଷୟ”: ରୁଷିଆଠୁ ତେଲ କିଣିବା ନେଇ ଭାରତକୁ ଆମେରିକାର ଅଭିଯୋଗ
ଓ୍ବାଶିଂଟନ୍,୧।୮: ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଗୁରୁବାର କହିଛନ୍ତି ଯେ, ଭାରତର ରୁଷିଆଠାରୁ ତୈଳ କ୍ରୟ ନେଇ ନୂଆଦିଲ୍ଲୀ ଓ ୱାଶିଂଟନ ମଧ୍ୟରେ ସମ୍ପର୍କରେ “ବିରକ୍ତିର ବିଷୟ” ସୃଷ୍ଟି କରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ଭାରତରୁ ଆସୁଥିବା…
‘କେବେ ପ୍ରତାରଣା କରିନାହିଁ’: ଛାଡ଼ପତ୍ର, ଆତ୍ମହତ୍ୟା ଚିନ୍ତା ଉପରେ ମୁହଁ ଖୋଲିଲେ ଯୁଜବେନ୍ଦ୍ର ଚହଲ
ନୂଆଦିଲ୍ଲୀ,୧।୮: ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ସ୍ପିନର ଯୁଜବେନ୍ଦ୍ର ଚହଲ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ସହ ଛାଡପତ୍ର ଏବଂ ନିଜର ମାନସିକ ସ୍ୱାସ୍ଥ୍ୟ ସଂଘର୍ଷ ନେଇ ପ୍ରଥମ ଥର ପାଇଁ ମୌନ ଭାଙ୍ଗିଛନ୍ତି। ରାଜ ଶମାନୀଙ୍କ ପଡ଼କାଷ୍ଟରେ ଚହଲ ଖୋଲାଖୋଲି…
ସ୍ତ୍ରୀଙ୍କ ଶରୀରରେ କିରୋସିନ ଢାଳି ହତ୍ୟା କଲେ ନିଷ୍ଠୁର ସ୍ବାମୀ
ଦେବଗଡ,୧।୮(ଶଶାଙ୍କ ଶେଖର ଝାଙ୍କର):ବାରକୋଟ ଥାନା ଅନ୍ତର୍ଗତ ରେଙ୍ଗାଳି ଗ୍ରାମରେ ସ୍ତ୍ରୀ ଶରୀରରେ କିରୋସିନ ଢାଳି ନିଆଁ ଲଗାଇବା ସହ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୀଡ଼ିତା ମହିଳାଙ୍କର କଟକ ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ମହିଳା…
UPI ୟୁଜର୍ସଙ୍କୁ ଝଟକା: ଆଜିଠୁ ହେଲା ନୂଆ ନିୟମ, ଚେକ୍ କରିନିଅନ୍ତୁ
ନୂଆଦିଲ୍ଲୀ,୧।୮: ଆଜିଠାରୁ ଏକ ନୂତନ ମାସ ଆରମ୍ଭ ହୋଇଛି। ଏହି ନୂତନ ମାସ କିଛି ପରିବର୍ତ୍ତନ ଆଣିଛି। ଯଦି ଏହି ପରିବର୍ତ୍ତନଗୁଡ଼ିକ ସିଧାସଳଖ ଆପଣଙ୍କ ଜୀବନ ସହିତ ଜଡିତ, ତେବେ ଆପଣଙ୍କ ପାଇଁ ଏହା ଜାଣିବା ଗୁରୁତ୍ୱପୂର୍ଣ୍ଣ। ୧ ଅଗଷ୍ଟରୁ UPIର…
ଧରିତ୍ରୀ ପ୍ରଭାବ: ଜେଜେମା’, ନାତୁଣୀଙ୍କ ଘରେ ପହଞ୍ଚିଲା ପ୍ରଶାସନ
ନୂଆପଡ଼ା,୧ା୮ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ କେନ୍ଦୁବାହାରା ପଞ୍ଚାୟତ ସନବାହାଲି ଗାଁରେ ଅସହାୟ ଜେଜେମା’ଙ୍କ ନାତୁଣୀଙ୍କ ଭବିଷ୍ୟତ ଚିନ୍ତା ଶୀର୍ଷକ ଖବର ଧରିତ୍ରୀରେ ସୋମବାର ପ୍ରକାଶିତ ହେଲା ପରେ ଜିଲା ପ୍ରଶାସନ ତପତ୍ରତା ଦେଖାଇଛି। ଗୁରୁବାର ଜିଲା ଶିଶୁ ସୁରକ୍ଷା ଅଧିକାରୀ…
LPG ସିଲିଣ୍ଡର ମୂଲ୍ୟରେ ୩୩.୫୦ ଟଙ୍କା କମିଲା; ଆଜିଠାରୁ ନୂଆ ମୂଲ୍ୟ ଲାଗୁ
ନୂଆଦିଲ୍ଲୀ,୧।୮: ତୈଳ ବିପଣନ କମ୍ପାନୀମାନେ ୧୯ କିଲୋଗ୍ରାମର ବାଣିଜ୍ୟିକ LPG ସିଲିଣ୍ଡରର ମୂଲ୍ୟ ୩୩.୫୦ ଟଙ୍କା ହ୍ରାସ କରିଛନ୍ତି। ଏହି ନୂଆ ମୂଲ୍ୟ ଆଜି, ଅଗଷ୍ଟ ୧, ୨୦୨୫ ଗୁରୁବାରଠାରୁ ଦେଶବ୍ୟାପୀ ଲାଗୁ ହେବ। ଏହି ମୂଲ୍ୟ ହ୍ରାସ ଦେଶର ବାଣିଜ୍ୟିକ…

