ଚହଲଙ୍କୁ ମିଳିଗଲା ନୂଆ ଗର୍ଲଫ୍ରେଣ୍ଡ: ମିଷ୍ଟ୍ରି ଗର୍ଲଙ୍କ ସହ ଦେଖିଲେ ଫାଇନାଲ୍ ମ୍ୟାଚ୍, ଜାଣନ୍ତୁ ସେ କିଏ
ଦୁବାଇ,୧୦।୩: ଟିମ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଟାଇଟଲ ଜିତିଛି। ଭାରତ ଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଏହି ମ୍ୟାଚ ଦୁବାଇରେ ଖେଳାଯାଇଥିଲା। ଟିମ ଇଣ୍ଡିଆର ସ୍ପିନର ୟୁଜବେନ୍ଦ୍ର ଚହଲ ମଧ୍ୟ ଏହି ମ୍ୟାଚ ଦେଖିବାକୁ ଆସିଥିଲେ। ଚହଲ ବର୍ତ୍ତମାନ ଭାରତୀୟ…
ସମବାୟରେ ପରଦେଶୀ ନିଯୁକ୍ତି
ଦକ୍ଷିଣ ଆଫ୍ରିକା ନିକଟ ଭାରତ ମହାସାଗରରେ ମରିସସ୍ ଦେଶ କେତେକ ଛୋଟ ଛୋଟ ଦ୍ୱୀପକୁ ନେଇ ଗଠିତ। ୭ ସେପ୍ଟେମ୍ବର ୨୦୨୪ ମସିହା ସୁଦ୍ଧା ମରିସସ୍ର ଜନସଂଖ୍ୟା ୧୬,୭୦,୬୩୦ ଥିଲା। ଉକ୍ତ ଦ୍ୱୀପପୁଞ୍ଜ ଫରାସୀମାନଙ୍କ ଦ୍ୱାରା ୧୭୧୫ ମସିହାରୁ ୧୮୧୦ ମସିହା…
ମାଲାମାଲ୍ ହେଲା ଟିମ୍ଇଣ୍ଡିଆ: ଜାଣନ୍ତୁ କାହାକୁ କେତେ କ’ଣ ମିଳିଲା
ଦୁବାଇ,୧୦।୩: ଭାରତ ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଟାଇଟଲ ଜିତିଛି। ଇତିହାସରେ ଏହା ତୃତୀୟ ଥର ଟିମ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ଜିତିଛି। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଭାରତକୁ ୨୫୨ ରନର ଟାର୍ଗେଟ ମିଳିଥିଲା, ଯାହାକୁ…
Video: ଚାମ୍ପିୟନ୍ ଭାରତକୁ ଟ୍ରଫି ଦେଲେ ଜୟ ଶାହା, ଦେଖନ୍ତୁ ଭିଡିଓ
ଦୁବାଇ,୯।୩: ରବିବାର ଅନୁଷ୍ଠିତ ଆକର୍ଷଣୀୟ ଫାଇନାଲ ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରି ରେକର୍ଡ ତୃତୀୟ ICC ଚାମ୍ପୟନ୍ସ ଟ୍ରଫି ଟାଇଟଲ ହାସଲ କରିଛି ଭାରତ। ଏଥିସହ ଭାରତ ଇତିହାସ ରଚି ନିଜ ନାମ ଲିପିବଦ୍ଧ କରିଛି। ଏହି ବିଜୟ…
ଶାମିଙ୍କ ଅଲୋଡ଼ା ରେକର୍ଡ
ଦୁବାଇ,୯ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ନ୍ୟୁଜିଲାଣ୍ଡ ବିପକ୍ଷ ଆଇସିସି ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଏକ ଅଲୋଡ଼ା ରେକର୍ଡର ଅଧିକାରୀ ହୋଇଛନ୍ତି। ଟୁର୍ନାମେଣ୍ଟରେ ଭାରତ ପାଇଁ ମିଳିତ ସର୍ବାଧିକ ଉଇକେଟ ନେଇଥିବା ଶାମି ନ୍ୟୁଜିଲାଣ୍ଡର ବ୍ୟାଟରଙ୍କ ବିପକ୍ଷରେ ଉଇକେଟ ନେବାରେ…
Video: ତୃତୀୟ ଚାମ୍ପିଅନ୍ସ ଟ୍ରଫି ଜିତିଲା ଭାରତ, ଖୁସିର ଅନୁଷ୍କା ଶର୍ମାଙ୍କୁ ଆଲିଙ୍ଗନ କଲେ ବିରାଟ କୋହଲି
ଦୁବାଇ, ୯।୩: ରବିବାର ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୪ ୱିକେଟରେ ରୋମାଞ୍ଚକର ବିଜୟ ପରେ ଭାରତ ରେକର୍ଡ ତୃତୀୟ ଆଇସିସି ଚାମ୍ପିଅନ୍ସ ଟ୍ରଫି ଉଠାଇ ଇତିହାସ ରଚିଛି। ଭାରତୀୟ ଦଳ ସମଗ୍ର ଟୁର୍ଣ୍ଣାମେଣ୍ଟରେ ଅପରାଜିତ ରହି ବିଶ୍ୱ କ୍ରିକେଟରେ ସେମାନଙ୍କର ପ୍ରାଧାନ୍ୟକୁ…
ଦୀପକଙ୍କୁ ଉଦୀୟମାନ ସାଇବର ସୁରକ୍ଷା ଉଦ୍ୟୋଗୀ ସମ୍ମାନ
ନୂଆଦିଲ୍ଲୀ,୯।୩: ଦେଶର ପ୍ରମୁଖ ଷ୍ଟାର୍ଟଅପ ତଥା ସାଇବର ସୁରକ୍ଷା ସମାଧାନ ସଂସ୍ଥା ଥ୍ରେଟସିସ୍ ଟେକ୍ନୋଲୋଜିଜର ପ୍ରତିଷ୍ଠାତା ତଥା ସିଇଓ ଦୀପକ କୁମାର ନାଥଙ୍କୁ ନିକଟରେ ଆଉ ଏକ ଜାତୀୟସ୍ତରର ସମ୍ମାନ ମିଳିଛି। ଏପରିକି ସାଇବର ସୁରକ୍ଷା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନକୁ…
ନ୍ୟୁୟର୍କର ଲଙ୍ଗ୍ ଆଇଲାଣ୍ଡରେ ଲାଗିଲା ନିଆଁ: ଜରୁରୀ ସ୍ଥିତି ଜାରି
ନ୍ୟୁୟର୍କ,୯।୩: ଆମେରିକାର ନ୍ୟୁୟର୍କ ଅନ୍ତର୍ଗତ ଲଙ୍ଗ୍ ଆଇଲାଣ୍ଡରେ ନିଆଁ ଯୋଗୁ ଧୂଆଁର ଘନ ଆସ୍ତରଣ ଅଞ୍ଚଳକୁ ଆଚ୍ଛାଦିତ କରି ରଖିଛି। ଫଳରେ ନ୍ୟୁୟର୍କ ଗଭର୍ନର କାଥି ହୋଚୁଲ୍ ସେଠାରେ ଜରୁରୀ ସ୍ଥିତି ଘୋଷଣା କରିଛନ୍ତି। ନିଆଁ ଭୟରେ ପ୍ରମୁଖ ରାଜପଥଗୁଡ଼ିକୁ ବନ୍ଦ…
କୋଭିଡ୍ ଲୁଚାଇଥିଲା ଚାଇନା: ୨୪ ବିଲିୟନ ଡଲାର ଜରିମାନା କଲେ ବିଚାରପତି
ଓ୍ବାଶିଂଟନ,୯।୩: କୋଭିଡ୍-୧୯ ମହାମାରୀକୁ ଲୁଚାଇବା ଏବଂ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ)କୁ ଗଚ୍ଛିତ କରି ରଖିବାର ମନୋମୁଖୀ କାର୍ଯ୍ୟ ପାଇଁ ଚାଇନା ସରକାର ଦାୟୀ ବୋଲି ଆମେରିକା ମିସୌରୀ ରାଜ୍ୟର ଜଣେ ବିଚାରପତି କହିଛନ୍ତି। ୨୦୧୯ରେ ଚାଇନାରୁ ଉତ୍ପନ୍ନ ଏହି ଭୂତାଣୁ…
ଚାମ୍ପିୟନ୍ସ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୯ା୩: ଭାରତୀୟ ଦଳ ୪ ଉଇକେଟରେ ନ୍ୟୁଜିଲାଣ୍ଡକୁ ହରାଇ ଆଇସିସି ଚାମ୍ପିୟନ୍ସ ଟ୍ରଫି ହାସଲ କରିଛନ୍ତି। ଏହି ଉପଲବ୍ଧି ପରେ ଭାରତୀୟ ଦଳ ନିକଟକୁ ସୋସିଆଲ ମିଡିଆରେ ଅଭିନନ୍ଦନର ସୁଅ ଛୁଟିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ…
Video: ତୃତୀୟ ଚାମ୍ପିଅନ୍ସ ଟ୍ରଫି ଜିତିଲା ଭାରତ: ଷ୍ଟମ୍ପ ଧରି ଦାଣ୍ଡିଆ ଖେଳିଲେ ରୋହିତ ଶର୍ମା, ବିରାଟ କୋହଲି
ଦୁବାଇ,୯।୨: ରବିବାର ଭାରତ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ୪ ୱିକେଟରେ ରୋମାଞ୍ଚକର ବିଜୟ ସହିତ ତୃତୀୟ ଆଇସିସି ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଜିତି ଇତିହାସ ରଚିଲା। ଅଧିନାୟକ ରୋହିତ ଶର୍ମା ଆଗରୁ ନେତୃତ୍ୱ ନେଇଥିଲେ ୭୬ ରନର…
ଧରିତ୍ରୀ ଲାଇଭ୍ ଖବରଦାତାଙ୍କୁ ଆକ୍ରମଣ: ଦୁଇ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର,୯।୨(ସତ୍ୟଜିତ୍ ରାଉତ): ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡା ରୋଡରେ ରବିବାର ଧରିତ୍ରୀ ଲାଇଭ୍ ଖବରଦାତା ଦେବୀପ୍ରସାଦ ସାହୁଙ୍କୁ ଆକ୍ରମଣ ହୋଇଛି। ଗାଡି ସାଇଡ୍ କରିବାକୁ କହିବାରୁ ଦୁଇଜଣ ଅସାମାଜିକ ବ୍ୟକ୍ତି ଉତ୍ତ୍ୟକ୍ତ ହୋଇ ଧରିତ୍ରୀ ଲାଇଭ୍ ଟିମ୍କୁ ହଠାତ୍ ଆକ୍ରମଣ…
Archives


