୨୫୦ ଟଙ୍କା କ୍ଷତି ହେବା ଯୋଗୁ କୋର୍ଟରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କଲେ ଯୁବକ, ପୁରା ଘଟଣା ଜାଣିଲେ…
ପାଟନା,୨୧।୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଯୋଗୁ ବିହାରର ଜଣେ ଯୁବକଙ୍କ ୨୫୦ ଟଙ୍କା କ୍ଷତି ହୋଇଥିଲା। ଏହାକୁ ନେଇ ସେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଲୋକ ସଭାରେ ବିରୋଧୀ ଦଳ ନେତା ଥିବା ରାହୁଲଙ୍କ ବିରୋଧରେ ଜଣେ ଦୁଗ୍ଧ…
ଦେହ ବ୍ୟବସାୟ ଘଟଣାର ପର୍ଦ୍ଦାଫାଶ: କାମ ଦେବା ବାହାନାରେ ଦେହ ବ୍ୟବସାୟରେ ଲଗାଉଥିଲେ
କେନ୍ଦୁଝର,୨୧ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାରୁ ଜଣେ ୧୬ ବର୍ଷ ବୟସ୍କା ପିତୃମାତୃହୀନ ନାବାଳିକାଙ୍କୁ ଭୁବନେଶ୍ୱର ଚାଲାଣ କରି ଦେହ ବ୍ୟବସାୟରେ ଲଗାଯାଇଥିଲା। ପୋଲିସ ତାଙ୍କୁ ଉଦ୍ଧାର କରିଥିବା ବେଳେ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ କାଉନସେଲିଂ ବେଳେ ଘଟଣାର…
ମହାକୁମ୍ଭରେ ବୁଡ଼ ପକାଇଲେ ସୁଧା ମୁର୍ତ୍ତି: ବ୍ୟବସ୍ଥା ଦେଖି ଯୋଗୀ ଆଦିତ୍ୟନାଥଙ୍କ ଦୀର୍ଘାୟୁ କାମନା କଲେ…
ଲକ୍ଷ୍ନୌ,୨୧।୧: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ରାଜ୍ୟ ସଭା ଏମ୍ପି ସୁଧା ମୂର୍ତ୍ତି ପହଞ୍ଚିଛନ୍ତି। ତିନି ଦିନ ଯାଏ ସେ ସେଠାରେ ରହିବେ। ସେହି ସମୟରେ ସେ ବୁଡ଼ ପକାଇବା ସହ ତର୍ପଣ କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି। ଏହି ମେଳା…
ମହାକାଶରେ ବିରଳ ଦୃଶ୍ୟ, ପୃଥିବୀ ପାଖକୁ ମାଡି ଆସିଲେ ୪ଟି ଗ୍ରହ
ନୂଆଦିଲ୍ଲୀ,୨୧।୧: ,୨୧।୧: ମହାକାଶରେ ମହାଜାଗତିକ ଦୃଶ୍ୟ । ଗତ କିଛି ଦିନ ହେବ ଆମ ସୌରମଣ୍ଡଳର ୪ଟି ଗ୍ରହ ଶୁକ୍ର, ଶନି, ବୃହସ୍ପତି ଓ ମଙ୍ଗଳ ଗ୍ରହ ରାତି ଆକାଶରେ ଖାଲି ଆଖିରେ ଦୃଶ୍ୟମାନ ହେଉଛି। ଏହି ଗ୍ରହମାନଙ୍କ ସହିତ ୟୁରେନସ…
ଓଡ଼ିଆ ଭାଷାରେ MBA ଶିକ୍ଷା ପାଇବେ ଓଡ଼ିଶାର ଛାତ୍ରଛାତ୍ରୀ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର
ଭୁବନେଶ୍ୱର, ୨୧।୧: ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (IGNOU) ଓଡ଼ିଆ MBA ପୁସ୍ତକ ପ୍ରସ୍ତୁତ କରିଥିବାରୁ ଓଡ଼ିଶାର ଛାତ୍ରଛାତ୍ରୀମାନେ ଏବେ ଓଡ଼ିଆ ଭାଷାରେ MBA (ମାଷ୍ଟର ଅଫ୍ ବିଜନେସ୍ ଆଡମିନିଷ୍ଟ୍ରେସନ୍) ଶିକ୍ଷା ପାଇବେ। ପ୍ରଥମ ଥର ପାଇଁ IGNOU ଓଡ଼ିଆ…
ସ୍କୁଟିକୁ ଧକ୍କା ଦେଲା ଟ୍ରକ; ୨ ନାବାଳିକା ମୃତ, ଜଣେ ଗୁରୁତର
ବଣାଇଁ,୨୧।୧ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ଲହୁଣୀପଡ଼ା ଥାନା ରାଜମୁଣ୍ଡା ବାଇପାସରେ ମଙ୍ଗଳବାର ଅପରାହ୍ନ ସମୟରେ ଏକ ଟ୍ରକ ଧକ୍କାରେ ଦୁଇ ନାବାଳିକା ମୃତ୍ୟୁ ବରଣ କରିଛନ୍ତି। ସ୍କୁଟିରେ ଥିବା ତିନି ଜଣ ଆରୋହୀ ଗୁରୁତର ଆହତ ହୋଇ ପ୍ରଥମେ ଲହୁଣିପଡ଼ା…
ଟ୍ରେନ୍ ଉପରକୁ ଚଢ଼ିଗଲେ ବୃଦ୍ଧ, ବିଦ୍ୟୁତ୍ ଆଘାତରେ ମୃତ୍ୟୁ
ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ରେଳ ଷ୍ଟେଶନରେ ଅଟକି ରହିଥିବା ମାଲବାହୀ ଟ୍ରେନ ଉପରକୁ ଜଣେ ବୃଦ୍ଧ ଚଢ଼ି ଯାଇଥିବାବେଳେ ୨୫ ହଜାର କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି। ମୃତକ ହେଲେ ନୂଆପଡ଼ା ଜିଲା ରାଜଖରିଆର ଥାନା…
ରିସର୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ୬୬ଜଣ ଜୀବନ୍ତ ଦଗ୍ଧ
ଅଙ୍କରା,୨୧।୧: ତୁର୍କୀର ଏକ ରିସର୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଅତି କମରେ ୬୬ ଜଣ ପୋଡ଼ିହୋଇ ମୃତ୍ୟୁବରଣ କରିଛନ୍ତି। ଏଥିସହ ୫୧ଜଣ ଆହତ ହୋଇଥିବା ଖବର ମଧ୍ୟ ରହିଛି। ଆହତମାନେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ନିଆଁକୁ ନିୟନ୍ତ୍ରଣ କରାଯାଇଛି।…
ଦାୟିତ୍ୱ ନେବା ପରେ ଟ୍ରମ୍ପଙ୍କୁ ଶକ୍ତ ଝଟ୍କା ଦେଲେ ଜଣେ ଭାରତୀୟ, ଆମେରିକାରେ ଚହଳ
ଓ୍ବାଶିଂଟନ୍,୨୧।୧:ଆମେରିକୀୟ ରାଜନୀତିରେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଭାରତୀୟ ବଂଶୋଦ୍ଭବ ବିବେକ ରାମସ୍ବାମୀ। ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣର କିଛି ଘଣ୍ଟା ମଧ୍ୟରେ, ବିବେକ ଘୋଷଣା କରିଥିଲେ ଯେ ସେ ରାଷ୍ଟ୍ରପତି ଟ୍ରମ୍ପ ପ୍ରଶାସନରେ ତାଙ୍କୁ ଦିଆଯାଇଥିବା ଦାୟିତ୍ୱରୁ ଓହରି ଯାଉଛନ୍ତି।…
ମୁଖ୍ୟମନ୍ତ୍ରୀଙ୍କ କ୍ୱାର୍ଟର୍ସ ନିକଟରେ କମ୍ପି ଉଠିଥିଲା ଅଞ୍ଚଳ, ୨ ଶହ ବାଇକ୍ ଜବତ
ଭୁବନେଶ୍ୱର,୨୧।୧: ମୁଖ୍ୟମନ୍ତ୍ରୀଙ୍କ ତାଗିଦ ପରେ ବିକଟାଳ ଶବ୍ଦ କରି ସହରରେ ଆତଙ୍କ ଖେଳାଉଥିବା ଅସାମାଜିକ ବାଇକ୍ ଚାଳକଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଛି କମିଶରେଟ୍ ପୋଲିସ। ସକାଳୁ ସନ୍ଧ୍ୟା ମଧ୍ୟରେ ପୋଲିସ ୨ ଶହ ବାଇକ୍ ଜବତ କରି ସେଥିରୁ ସାଇଲେନ୍ସର ବାହାର…
ବ୍ଲକ କାର୍ଯ୍ୟାଳୟକୁ ଖବରଦାତାଙ୍କ ପ୍ରବେଶ ନିଷେଧ କଲେ ବିଡିଓ
ସାନଖେମୁଣ୍ଡି,୨୧।୧: ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟକୁ ଖବରଦାତାମାନଙ୍କୁ ପ୍ରବେଶ ନିଷେଧ କରାଯାଇଛି। ଏହାକୁ ନେଇ ଖବରଦାତାମାନେ ଗଣମାଧ୍ୟମର କଣ୍ଠରୋଧ କରାଯାଉଥିବା ଅଭିଯୋଗ କରିଛନ୍ତି। ଖବରଦାତା ବ୍ଳକ କାର୍ଯ୍ୟାଳୟକୁ ଆସିଲେ କାଳେ ଦୁର୍ନୀତି ପଦାକୁ ଆସିବ ସେନେଇ ଖବରଦାତାଙ୍କୁ ବାରଣ କରାଯାଇଥିବା…
ଶୀତଦିନେ ରୁପି ସମସ୍ୟା ରହୁଛି କି….ଆପଣାନ୍ତୁ ଏହି ଉପାୟ
ଶୀତଦିନେ କେଶ ଝଡିବା ସମସ୍ୟା ଅଧିକ ହୋଇଥାଏ। ଏହାର ମୁଖ୍ୟ କାରଣ ହେଉଛି ରୁପି। ବାୟୁମଣ୍ଡଳରେ ଥଣ୍ଡାର ପ୍ରଭାବ ଯୋଗୁଁ କେଶମୂଳ ଅଧିକ ଶୁଷ୍କ ହୋଇ ଏପରି ହୋଇଥାଏ। ତେଣୁ ରୁପି ଦୂର କରିବା ପାଇଁ ଜାଣି ରଖନ୍ତୁ କିଛି ଘରୋଇ…
Archives


