ଆକାଶରେ ‘ବାହୁବଳୀ’ ହେବ ଭାରତ, ପ୍ରତିରକ୍ଷା ମନ୍ତ୍ରଣାଳୟର ବଡ଼ ଯୋଜନା
ନୂଆଦିଲ୍ଲୀ,୧୨।୩: ଭାରତୀୟ ବାୟୁସେନା ଆଗାମୀ ୫ ରୁ ୧୦ବର୍ଷ ମଧ୍ୟରେ ଏହାର ବିମାନ ବାହିନୀରେ ୧୧୪ଟି ଯୁଦ୍ଧ ବିମାନ ଯୋଡିବ। ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ଉଚ୍ଚସ୍ତରୀୟ କମିଟି ଏହି ଯୋଜନାରେ ସମ୍ମତି ପ୍ରଦାନ କରିଛି। ଆଗାମୀ ବର୍ଷଗୁଡ଼ିକରେ ଏହି ଯୁଦ୍ଧ ବିମାନଗୁଡ଼ିକ…
ବାହିନୀପତିଙ୍କୁ ଭେଟିଲେ କଂଗ୍ରେସ ପ୍ରଭାରୀ ଅଜୟଲଲ୍ଲୁ
ଭୁବନେଶ୍ୱର,୧୨।୩: ତାରା ବାହିନୀପତିଙ୍କୁ ଭେଟିଲେ କଂଗ୍ରେସ ପ୍ରଭାରୀ ଅଜୟ ଲଲ୍ଲୁ। ତାରାଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ଅଜୟ। ମହିଳା ଓ ଛାତ୍ରୀଙ୍କ ପାଇଁ ଲଢୁଥିବାରୁ ଧନ୍ୟବାଦ ଜଣାଇଲେ। କିଛି ସମୟ ପରେ ଆଜି କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ବିଧାନସଭାରୁ ୭…
୨ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
ସାବରଙ୍ଗ,୧୨ା୩(କାଳିପଦ ରାୟ): ଭଦ୍ରକ ଜିଲା ନୟାକଣିଡ଼ିହି ଥାନା ଅଧୀନ ଲକ୍ଷ୍ମୀଦାସପୁର ଗ୍ରାମରେ ବ୍ୟାବସାୟିକ ଶତ୍ରୁତାକୁ ନେଇ ଦୁଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ସେମାନେ ହେଲେ ତାରାକାନ୍ତ ବଳ ଓ ରମାକାନ୍ତ ବଳ, ସେମାନେ ବଜାରରୁ ଫେରୁଥିବା ବେଳେ ମଙ୍ଗଳବାର ୬ରୁ…
ଗୋଟିଏ ମାସରେ ୧୭ କିଲୋ ଓଜନ ହ୍ରାସ କରି ସମସ୍ତଙ୍କୁ ଚମକାଇଦେଲେ ହନି ସିଂ: ଜାଣନ୍ତୁ କ’ଣ ଥିଲା ତାଙ୍କ ଡାଏଟ୍ ପ୍ଲାନ୍
ଓଜନ ଯେତେ ସହଜରେ ବଢ଼ିଥାଏ, ତାହାକୁ ହ୍ରାସ କରିବା ମଧ୍ୟ ସେତିକି କଷ୍ଟକର। ଓଜନ ହ୍ରାସ କରିବା ସମୟରେ ସମର୍ପଣ, ଶୃଙ୍ଖଳା, ଧୈର୍ଯ୍ୟ ଏବଂ ଉପଯୁକ୍ତ ମାର୍ଗଦର୍ଶନ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହାର ସବୁଠାରୁ ବଡ଼ ଉଦାହରଣ ହେଉଛନ୍ତି ରାପର୍ ୟୋ ୟୋ…
ହୋଲି ଗୀତରେ କାହିଁକି ଥାଏ ଜୋଗିରା ସା ରା ରା…୯୯% ଲୋକ ଜାଣି ନ ଥିବେ ଏହାର ଅର୍ଥ
ହୋଲି ଗୀତଗୁଡ଼ିକ ଉତ୍ସାରେ ପରିପୂର୍ଣ୍ଣ। ଫିଲ୍ମୀ ଗୀତ ହେଉ କିମ୍ବା ଲୋକଗୀତ… ସେମାନଙ୍କ ମଧ୍ୟରୁ ହୋଲିଗୀତରେ ଆପଣ ପ୍ରାୟତଃ ଜୋଗିରା ସା ରା ରା… ଶୁଣିଥିବେ। ହେଲେ ଜାରନ୍ତି କି ଏହାର ଅର୍ଥ କ’ଣ? ହୋଲି ଗୀତରେ ଏହି କଥା କେଉଁଠାରୁ…
ଅଗ୍ନିକାଣ୍ଡରେ ଜଳିଗଲା ଘର-ଗୁହାଳ: ସହାୟତା ପ୍ରଦାନ କଲେ ତହସିଲଦାର
ଦିଗପହଣ୍ଡି,୧୨ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡରେ ଉଜ୍ଜ୍ୱଳ ଗୌଡ଼ଙ୍କ ବାସଗୃହ ସମେତ ଗୁହାଳ ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ୨ଟି…
ଟେଷ୍ଟ କ୍ରିକେଟକୁ ୧୫୦ ବର୍ଷ ପୂରଣ: ଜାଣନ୍ତୁ ପ୍ରଥମ ଟେଷ୍ଟ ମ୍ୟାଚ୍ କେଉଁ ଦଳ ଜିତିଥିଲା
ନୂଆଦିଲ୍ଲୀ,୧୨।୩: ୨୦୨୭ ବର୍ଷ ପାଇଁ ଏକ ଅଜବ ଏବଂ ଐତିହାସିକ ଟେଷ୍ଟ ମ୍ୟାଚ ଘୋଷଣା କରାଯାଇଛି। ପୁରୁଷ ଟେଷ୍ଟ କ୍ରିକେଟ ଇତିହାସର ୧୫୦ ବର୍ଷ ପୂରଣ ଉପଲକ୍ଷେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଏକ ଦିବା-ରାତ୍ର ଗୋଲାପୀ ବଲ ମ୍ୟାଚ ଆୟୋଜନ…
ବିବାହର ୨୨ ଦିନ ପରେ ଝୁଲିପଡ଼ିଲେ ସ୍ବାମୀ-ସ୍ତ୍ରୀ: କାଗଜରେ ଲେଖି ଦେଇଗଲେ ଏମିତି କଥା, ପୋଲିସ ଆଶ୍ଚର୍ଯ୍ୟ
ଲକ୍ଷ୍ନୌ,୧୨।୩: ଉତ୍ତର ପ୍ରଦେଶର ଫାରୁଖାବାଦର ଜଣେ ଯୁବକ ଫେବୃଆରୀ ୧୭ରେ ତାଙ୍କ ପ୍ରେମିକାଙ୍କୁ ବିବାହ କରିଥିଲେ। ଉଭୟଙ୍କ ପରିବାର ଏହି ସମ୍ପର୍କର ବିରୋଧରେ ଥିଲେ। ସେଥିପାଇଁ ଦୁହେଁ ଘରୁ ଫେରାର ହୋଇ ବିବାହ କରିଥିଲେ। ପରେ ଦୁହେଁ ଗାଜିଆବାଦର କବିନଗର ଆସି…
ବାହିନୀପତିଙ୍କ ବିସ୍ଫୋରକ ବୟାନ: ଆମ ବିଧାୟକ କେହି…
ଭୁବନେଶ୍ୱର,୧୨।୩।: କଂଗ୍ରେସ ବିଧାୟକ ତାରା ବାହିନୀପତି ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଆମ ବିଧାୟକ କେହି ଗୃହକୁ ଯିବେନି, ଗାନ୍ଧିମୂର୍ତ୍ତି ତଳେ ଧାରଣାରେ ବସିବେ। ଗୃହରେ ଯାହା ଘଟିଲା ଏହା ଭାଜପାର ଗଣତନ୍ତ୍ର ଓ ଓଡ଼ିଆ ଅସ୍ମିତା ଅନେକ ସମୟରେ…
ଅଧିକାରକୁ ଅବରୋଧ: ତେଜି ଉଠୁଛି ଅସନ୍ତୋଷ
ବରଗଡ଼,୧୨।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଦିବ୍ୟାଙ୍ଗମାନଙ୍କୁ ନେଇ ଗଠିତ ପ୍ୟାରେଣ୍ଟସ୍ ଆସୋସିଏଶନ ୮ଦଫା ଦାବି ଉପରେ ପ୍ରଶାସନର ଅଣଦେଖା ପ୍ରତିବାଦରେ ମଙ୍ଗଳବାର ସହର ଉପକଣ୍ଠ ହଲଦୀପାଲି ଛକରେ ଜାତୀୟ ରାଜପଥ ଅବରୋଧ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେଠାରେ ଦିବ୍ୟାଙ୍ଗମାନେ ସମବେତ…
ହୋଲି ପୂର୍ବରୁ କୋଟି କୋଟି ପରିବାରକୁ ବଡ଼ ଉପହାର ଦେଲେ ସରକାର
ଲକ୍ଷ୍ନୌ,୧୨।୩: ହୋଲି ପୂର୍ବରୁ, ଉତ୍ତର ପ୍ରଦେଶ ସରକାର ରାଜ୍ୟର ୧.୮୬ କୋଟି ପରିବାରକୁ ଏକ ବଡ଼ ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ, ପରିବାରଗୁଡ଼ିକୁ ୧,୮୯୦ କୋଟି ଟଙ୍କାରେ ଗ୍ୟାସ ସିଲିଣ୍ଡର ରିଫିଲ ସବସିଡି ବଣ୍ଟନ କରାଯାଇଛି। ଲକ୍ଷ୍ନୌରେ ଏକ…
ମୁସଲମାନ ବିଧାୟକଙ୍କୁ ରାସ୍ତାରେ ଫିଙ୍ଗି ଦେବୁ: ଭାଜପା ନେତାଙ୍କ ବିବାଦୀୟ ମନ୍ତବ୍ୟ
କୋଲକାତା,୧୨।୩: ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ଝଗଡ଼ା କାହାକୁ ଅଛପା ନାହିଁ। ରାଜ୍ୟର ମମତା ସରକାରଙ୍କ ବିରୋଧରେ ଭାଜପା ସର୍ବଦା ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରିଆସିଛି। ଏହି କାରଣରୁ ଅନେକ ସମୟରେ ଦୁଇ ପକ୍ଷ ମଧ୍ୟରେ…
Archives


