ହମାସକୁ ଧମକ ଦେଲେ ଟ୍ରମ୍ପ, ବନ୍ଧକଙ୍କୁ ନ ଛାଡିଲେ ଭୋଗିବାକୁ ପଡିବ ପରିଣାମ
ଓ୍ବାଶିଂଟନ,୧୫।୨: ଗାଜାରେ ହମାସ ଦ୍ୱାରା ବନ୍ଧକଙ୍କୁ ମୁକ୍ତ କରିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେ ଶୁକ୍ରବାର କହିଥିଲେ ଯେ ଯଦି ସମସ୍ତ ବନ୍ଧକଙ୍କୁ ଶନିବାର (ଫେବୃଆରୀ ୧୫) ଅପରାହ୍ନ (ସ୍ଥାନୀୟ ସମୟ) ସୁଦ୍ଧା…
Champions Trophy 2025: ଦୁବାଇ ଅଭିମୁଖେ ଟିମ୍ ଇଣ୍ଡିଆ, ସାଥିରେ ଗଲେନି ପରିବାର
ମୁମ୍ବାଇ,୧୫।୨: ଭାରତୀୟ କ୍ରିକେଟ ଦଳ ଶନିବାର ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଦୁବାଇ ଗସ୍ତ କରିଛି। ଟିମ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀର ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ସମେତ କିଛି ଖେଳାଳି ମୁମ୍ବାଇରୁ ଯାଇଛନ୍ତି। ଟିମ ଇଣ୍ଡିଆ ଦୁଇଟି…
Watch: ପାକିସ୍ତାନରେ ଲାଗିଲା ‘କୋହଲି ଜିନ୍ଦାବାଦ’ ସ୍ଲୋଗାନ: ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୧୫।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନ ଆୟୋଜକତାରେ ଖେଳାଯିବ। କେବଳ ଟିମ ଇଣ୍ଡିଆ ଦୁବାଇରେ ଏହାର ମ୍ୟାଚ ଖେଳିବ। ଭାରତୀୟ ଦଳ ଟୁର୍ନାମେଣ୍ଟ ପାଇଁ ପାକିସ୍ତାନ ଗସ୍ତ କରିବାକୁ ମନା କରିଦେଇଥିଲା। ଅନେକ ପାକିସ୍ତାନୀ ପ୍ରଶଂସକ ସେଠାରେ ବିରାଟ କୋହଲିଙ୍କୁ ଖେଳୁଥିବା…
କାହିଁକି ପ୍ରମିଳା କହିଲେ ଗୃହରେ ମନ ଗଡ଼ା କାହାଣୀ କହୁଛନ୍ତି ବରିଷ୍ଠ ସଦସ୍ୟ
ଭୁବନେଶ୍ୱର,୧୫।୨:ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଲା ମଲ୍ଲିକ ଜୟନାରାୟଣଙ୍କ ବିବୃତିକୁ ବାଦ ଦେବାକୁ ଦାବି କରିଛନ୍ତି। ସେ କହିଛନ୍ତି, ବରିଷ୍ଠ ସଦସ୍ୟ ଗୃହରେ ମନ ଗଡ଼ା କାହାଣୀ କହୁଛନ୍ତି । ଗୃହର ସଦସ୍ୟ ନଥିବା ଲୋକଙ୍କ ନାମ ବିବରଣୀରୁ ବାଦ ଦିଆଯାଉ…
ଶିକ୍ଷାଦାନର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ: କୃତି ପ୍ରତିଯୋଗୀ ପୁରସ୍କୃତ
ବାଲିଗୁଡା,୧୫।୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ନୁଆସାହିସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (କେଜିବିଭି)ର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଛାତ୍ରୀମାନଙ୍କ ଦ୍ୱାରା ସ୍ବାଗତ ସଙ୍ଗୀତ ଆୟୋଜନ ପରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର…
ବିଜେଡିରେ ଥାଇ ବିଜେଡିକୁ ନିନ୍ଦିଲେ, କହିଲେ ଯେଉଁ ପ୍ରତିଶ୍ରୁତି ଦେଇ ଦଳ ମୋତେ…
ଭୁବନେଶ୍ୱର,୧୫।୨ କଂଗ୍ରେସକୁ ଫେରିବା ନେଇ ପରୋକ୍ଷରେ ଇସାରା ଦେଲେ ଡା. ପ୍ରଫୁଲ୍ଲ ମାଝୀ। ସେ କହିଛନ୍ତି, ଅନେକ ପ୍ରତିଶ୍ରୁତି ଦେଇ ବିଜେଡି ମୋତେ ଦଳରେ ସାମିଲ କରିଥିଲା। ହେଲେ କୌଣସି ପ୍ରତିଶ୍ରୁତି ବିଜେଡି ରଖିଲା ନାହିଁ। ଲୋକଙ୍କ କାମ ପାଇଁ କଂଗ୍ରେସ…
ଭାରତୀୟ ଖବରଦାତାଙ୍କ ଉପରେ ବିଗିଡ଼ିଲେ ଟ୍ରମ୍ପ୍, ଜାଣନ୍ତୁ କାହିିଁକି…
ଓ୍ବାଶିଂଟନ,୧୫।୨ : ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ରାଷ୍ଟ୍ରପତି ଟ୍ରମ୍ପ୍ ମିଳିତ ପ୍ରେସ୍ କନ୍ଫରେନ୍ସକୁ ସମ୍ବୋଧିତ କରୁଥିବାବେଳେ ଜଣେ ଭାରତୀୟ ଖବରଦାତାଙ୍କ ଉପରେ ବିଗିଡ଼ିଥିଲେ। ଆମେରିକାରେ ଭାରତ ବିରୋଧୀ କାର୍ଯ୍ୟକଳାପ ନେଇ ଖବରଦାତା ଜଣକ ଟ୍ରମ୍ପ୍ଙ୍କୁ ପ୍ରଶ୍ନ କରିଥିଲେ। ଏଠାରେ ଭାରତ ବିରୋଧୀ…
ପୁରୁଷୋତ୍ତମପୁରକୁ ଫେରୁଛନ୍ତି ଦବଙ୍ଗ ଅଧିକାରୀ, ଛାନିଆ ହେଲେଣି ଅପରାଧୀ-ମାଫିଆ
ପୁରୁଷୋତ୍ତମପୁର,୧୫ା୨(ସୀମାଞ୍ଚଳ ମିଶ୍ର): ଭୁବନେଶ୍ୱର ସ୍ପେଶାଲ ବ୍ରାଞ୍ଚ୍ରେ ଡିଏସ୍ପି ଭାବେ କାର୍ଯ୍ୟ କରୁଥିବା ଡଃ.ଦୀପକ କୁମାର ମିଶ୍ରଙ୍କୁ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏସ୍ଡିପିଓ ଭାବେ ବଦଳି ହୋଇଛି। ଏହାକୁ ନେଇ ଶୁକ୍ରବାର ସରକାରଙ୍କ ଗୃହବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପୁରୁଷୋତ୍ତମପୁର…
ମସ୍କଙ୍କ ମାଲିକାନା ପରେ ଏକ୍ସରେ ଘୃଣା ମନ୍ତବ୍ୟ ୫୦% ବଢ଼ିଛି
ଓ୍ବାଶିଂଟନ,୧୫।୨: ଆମେରିକୀୟ ବିଲିୟନେୟାର ଏଲନ୍ ମସ୍କ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ଏକ୍ସ’କୁ କିଣିବା ପରେ ଏହି ପ୍ଲାଟ୍ଫର୍ମରେ ଘୃଣା ମନ୍ତବ୍ୟ ପୂର୍ବାପେକ୍ଷା ୫୦ ପ୍ରତିଶତ ବଢ଼ିଥିବା ଏକ ନୂଆ ବିଶ୍ଳେଷଣରେ ଦର୍ଶାଯାଇଛି। ବର୍କେଲସ୍ଥିତ ୟୁନିଭର୍ସିଟି ଅଫ୍ କାଲିଫର୍ନିଆର ଗବେଷକମାନେ ମଧ୍ୟ ୨୦୨୩…
ସାମ୍ବାଦିକଙ୍କୁ ସୁରକ୍ଷା, ପେନସନ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଓୟୁଜେର ସ୍ମାରକପତ୍ର
ଛତ୍ରପୁର,୧୫।୨(ସନ୍ତୋଷ ପାଢ଼ୀ): ଓଡ଼ିଶା ସାମ୍ବାଦିକ ୟୁନିଅନ (ଓୟୁଜେ) ଗଞ୍ଜାମ ଜ଼ିଲା କମିଟି ପକ୍ଷରୁ ସାମ୍ବାଦିକମାନଙ୍କ ୩ ଦଫା ଦାଦି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜ଼ିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଦାବିଗୁଡିକ ମଧ୍ୟରେ ଅବସରପ୍ରାପ୍ତ ସାମ୍ବାଦିକମାନଙ୍କୁ ମାସିକ ଅନ୍ୟୁନ ୨୫ ହଜାର…
ଗୃହରେ ଜୟନାରାୟଣଙ୍କ ବିସ୍ଫୋରକ ବୟାନ: କ’ଣ ପାଣ୍ଡିଆନଙ୍କ ଇଙ୍ଗିତରେ…
ଭୁବନେଶ୍ୱର,୧୫।୨: ବିଧାନସଭାରେ ଭାଜପା ନେତା ବିସ୍ଫୋରକ ବୟାନ ଦେଇଛନ୍ତି। ତଥ୍ୟ ରଖି ଭାଜପା ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ଗୃହକୁ କ’ଣ ପାଣ୍ଡିଆନ ଚଳାଇବେ? ଏ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ପଏଣ୍ଟ ଅଫ ଅର୍ଡର ଉଠାଇ ବିରୋଧୀଙ୍କୁ ଟାର୍ଗେଟ କରିବା…
ବୈକୁଣ୍ଠପୁରୀ ଜଗନ୍ନାଥ ମନ୍ଦିର ଚଳଚଞ୍ଚଳ
ଲାଞ୍ଜିଗଡ଼,୧୫।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ୍ର ବୈକୁଣ୍ଠପୁରୀଠାରେ ନିର୍ମିତ ଜଗନ୍ନାଥ ମନ୍ଦିରର ପ୍ରଥମ ବାର୍ଷିକ ମହୋତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳ ୮ଘଣ୍ଟା ସମୟରୁ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ଅପରାହ୍ନ ୧ଟା ସମୟରେ ପୂଜାକାର୍ଯ୍ୟ ଶେଷ…
Archives


