Home Left

ମାଛମୁଣ୍ଡ ପାଇଁ ଗଡିଥିଲା ମୁଣ୍ଡ, ପଶ୍ଚିମବଙ୍ଗରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ଓଡିଶା ପୋଲିସ

ପୁରୁଷୋତ୍ତମପୁର,୩୧।୮(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଉପକଣ୍ଠ ପାଣ୍ଡିଆ ଛକ ନିକଟ ରୁଷିକୁଲ୍ୟା ନଦୀ ବ୍ରିଜ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ ଲୋକମାନ ସେଖ (୪୫)ଙ୍କ ହତ୍ୟା ମାମଲାରେ ପୁରୁଷୋତ୍ତମପୁର ପୋଲିସ ପଶ୍ଚିମବଙ୍ଗରୁ ଦୁଇ ଅଭିଯୁକ୍ତ ସୁନ୍ଦର ସେଖ (୨୮) ଓ…

ହକି ଏସିଆ କପ୍ ୨୦୨୫: ଭାରତୀୟ ଦଳର ଲଗାତାର ଦ୍ୱିତୀୟ ବିଜୟ, ରୋମାଞ୍ଚକର ମ୍ୟାଚ୍‌ରେ ଜାପାନ ୩-୨ ଗୋଲରେ ପରାସ୍ତ

ବିହାର,୩୧।୮: ହକି ଏସିଆ କପ୍ ୨୦୨୫ର ପୁଲ୍‌ ଏ ଗ୍ରୁପର ରୋମାଞ୍ଚକର ମୁକାବିଲାରେ ମଜବୁତ ଭାରତୀୟ ପୁରୁଷ ହକି ଦଳ ଜାପାନକୁ ୩-୨ ଗୋଲରେ ପରାସ୍ତ କରି ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି। ବିହାର ସ୍ପୋର୍ଟ୍ସ୍ ୟୁନିଭର୍ସିଟି ହକି ଷ୍ଟାଡିୟମରେ…

ଜଗନ୍ନାଥପ୍ରସାଦକୁ ମିଳିଲା ଏନ୍‌ଏସି ମାନ୍ୟତା, ପରସ୍ପରକୁ ମିଠା ଖୁଆଇ କଲେ ଆଲିଙ୍ଗନ

ଜଗନ୍ନାଥପ୍ରସାଦ,୩୧ା୮(ବିଭୁପ୍ରସାଦ ପଟ୍ଟନାୟକ): ବହୁଦିନର ସ୍ବପ୍ନ ଆଜି ପୂରଣ ହୋଇଛି। କିଏ ବାଣ ଫୁଟାଇ ଉତ୍ସବ ପାଳନ କରୁଛନ୍ତି ତ କିଏ ପରସ୍ପରକୁ ମିଠା ଖୁଆଇ ଆଲିଙ୍ଗନ କରୁଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦରେ। ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି…

ଚାଇନା ପ୍ରେମରେ ପଡ଼ିଲେଣି ମୋଦି! ନିଜ ମନ ପସନ୍ଦର କାର ଦେଇଦେଲେ ଜିନପିଙ୍ଗ, ପୁଟିନ ରୁଷିଆରୁ ଆଣିଛନ୍ତି…

ବେଜିଂ,୩୧।୮: ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀ ସମୟରେ ଚାଇନାର ତିଆନଜିନ ସହରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚାଇନା ସରକାର ଦୁଇ ଦିନ ପାଇଁ ଏକ ସ୍ବତନ୍ତ୍ର କାର ଦେଇଥିଲେ। ଏହି କାରଟି ହେଉଛି ‘ହଙ୍ଗକି ଏଲ-୫’, ଯାହାକୁ ଚାଇନାରେ…

‘ବୁଲା କୁକୁରଙ୍କ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ ହୋଇଗଲି’, କାହିଁକି ଏମିତି କହିଲେ ସୁପ୍ରିମକୋର୍ଟର ସିନିୟର ଜଜ

ନୂଆଦିଲ୍ଲୀ,୩୧।୮: କୋର୍ଟ ଭିତରେ ଏବଂ ବାହାରେ ହାଲକା ଫୁଲକା ମଜା ପାଇଁ ଜଣାଶୁଣା ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ବିକ୍ରମ ନାଥ ଶନିବାର କହିଛନ୍ତି ଯେ ବୁଲା କୁକୁର ମାମଲା ତାଙ୍କୁ ସାରା ବିଶ୍ୱରେ ପ୍ରସିଦ୍ଧ କରିଛି। ଅଗଷ୍ଟ ୨୨ରେ ଜଷ୍ଟିସ…

ପୂଜାପାଠ ପରେ ବିକିଥାନ୍ତେ ବାଘଛାଲ, ପୂର୍ବରୁ ଧରାପଡ଼ିଗଲେ ଅବସରପ୍ରାପ୍ତ ପୋଲିସ ଏଏସ୍‌ଆଇଙ୍କ ସହ…

ଭଞ୍ଜନଗର,୩୧ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ କର୍ମଚାରୀ ରବିବାର ସକାଳେ ଏକ କଲରାପତରିଆ ବାଘଛାଲକୁ ଜବତ କରିଛନ୍ତି। ଏହି ମାମଲାରେ ଜଣେ ଅବସରପ୍ରାପ୍ତ ପୋଲିସ ଏଏସ୍‌ଆଇ, ଜଣେ ବାବାଜୀଙ୍କ ସମେତ ୭ ଜଣକୁ ଗିରଫ କରାଯାଇଛି। ଏହି…

ସେପ୍ଟେମ୍ବର ମାସରେ ହେବ ବଡ଼ ପରିବର୍ତ୍ତନ: ସିଂହ ସମେତ ଏହି ରାଶିଙ୍କୁ ମିଳିବ ଭାଗ୍ୟର ସାଥ୍, ହେବେ ମାଲାମାଲ

ବର୍ଷର ୯ମ ମାସ, ସେପ୍ଟେମ୍ବର ଆରମ୍ଭ ହେବାକୁ ଯାଉଛି। ଗ୍ରହ ଏବଂ ନକ୍ଷତ୍ରର ଗତି ଦୃଷ୍ଟିରୁ ସେପ୍ଟେମ୍ବର ମାସ ବହୁତ ବିଶେଷ ହେବାକୁ ଯାଉଛି। ସୂର୍ଯ୍ୟ ବ୍ୟତୀତ ବୁଧ, ଶୁକ୍ର ଏବଂ ମଙ୍ଗଳ ମଧ୍ୟ ଏହି ମାସରେ ସେମାନଙ୍କର ରାଶି ପରିବର୍ତ୍ତନ…

ଅମିତ ଶାହାଙ୍କ ଉପରେ ଟିପ୍ପଣୀ କରି ଫସିଗଲେ ଓଡ଼ିଆ ବୋହୂ

ନୂଆଦିଲ୍ଲୀ,୩୧।୮: ନିକଟରେ ତୃଣମୂଳ କଂଗ୍ରେସ ଏମପି ତଥା ଓଡ଼ିଆ ବୋହୂ ମହୁଆ ମୋଇତ୍ରା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଏକ ବୟାନ ଦେଇଥିଲେ, ଯାହାକୁ ଭାଜପା କଡ଼ା ସମାଲୋଚନା କରିଥିଲା। ଏବେ ସେହି ବୟାନକୁ ନେଇ ମହୁଆ ମୋଇତ୍ରା ଏକ…

‘କିମ ଜୋଙ୍ଗ କାହିଁକି ପୁଟିନ ବି ଲାଜେଇ ଯିବେ’, ଟ୍ରମ୍ପଙ୍କ କ୍ୟାବିନେଟ ବୈଠକରେ ଏମିତି କ’ଣ ହେଲା ଯେ…

ଓ୍ବାଶିଂଟନ,୩୧।୮: ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା, ଯାହା ଖୁବ ଚର୍ଚ୍ଚାରେ ରହିଛି। ଏହି ବୈଠକ ତିନି ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା, କିନ୍ତୁ ସରକାରୀ କାମ ଅପେକ୍ଷା ଏଥିରେ ଟ୍ରମ୍ପଙ୍କ ପ୍ରଶଂସା ଅଧିକ…

ଭାରତ ଉପରେ କଟକଣା ବଢାଇବେ ଟ୍ରମ୍ପ, ୟୁରୋପୀୟ ଦେଶ ଉପରେ ପକାଉଛନ୍ତି ଚାପ

ନୂଆଦିଲ୍ଲୀ,୩୧।୮: ଯୁକ୍ରେନ୍‌ ଯୁଦ୍ଧ ପୃଷ୍ଠଭୂମିରେ ଅମେରିକାର ଟ୍ରମ୍ପ ପ୍ରଶାସନ ଭାରତକୁ ରୁଷୀୟ ତେଲ କିଣିବାରୁ ରୁଷିଆକୁ ଯୁଦ୍ଧ ଯନ୍ତ୍ରରେ “ଇନ୍ଧନ” ଯୋଗାଉଥିବା ଅଭିଯୋଗ କରିଛି। ସୂତ୍ର ଅନୁଯାୟୀ, ହ୍ୱାଇଟ୍‌ ହାଉସ୍‌ ୟୁରୋପିୟ ଦେଶମାନଙ୍କୁ ଭାରତ ଉପରେ ଅମେରିକା ଲାଗୁ କରିଥିବା ସମାନ…

ଦୀର୍ଘ ୫୨ ବର୍ଷପରେ ପୁରୁଷୋତ୍ତମପୁର ଏନଏସି ପାଳିଲା ସ୍ବାୟତ୍ତ ଶାସନ ଦିବସ

ପୁରୁଷୋତ୍ତମପୁର,୩୧।୮(ସୀମାଞ୍ଚଳ ମିଶ୍ର): ଗଞ୍ଜାମଜିଲା ପୁରୁଷୋତ୍ତମପୁର ଏନଏସିରେ ସ୍ବାୟତ୍ତ ଶାସନ ଦିବସ ନିର୍ବାହୀଅଧିକାରୀ ଗୋବିନ୍ଦ ଡନସେନାଙ୍କ ସଂଯୋଜନାରେ ଓ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ପୌରହିତ୍ୟରେ ରବିବାର ଇନଡୋର ଷ୍ଟାଡିୟମ ପରସରରେ ଅନୁଷ୍ଠିତ ହୋଇଯାଇଛି। ୧୯୭୩ରେ ଏନଏସି ପ୍ରତିଷ୍ଠାର ଦୀର୍ଘ ୫୨ ବର୍ଷପରେ ପ୍ରଥମକରି…

୨୭ ତାରିଖରୁ ନିଖୋଜ ଥିଲେ ମହିଳା, କ୍ୟାବିନ୍‌ରୁ ଦୁର୍ଗନ୍ଧ ଆସିବାରୁ ସାମ୍ନାକୁ ଆସିଲା ସତ

ପଟ୍ଟାମୁଣ୍ଡାଇ,୩୧ା୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧୀନ ଏଲ୍‌ଆଇସି ଅଫିସ ସମ୍ମୁଖ ମ୍ୟୁନିସିପାଲିଟି ଭେଣ୍ଡିଂଜୋନ୍‌ କ୍ୟାବିନ୍‌ରୁ ରବିବାର ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତା ମହିଳା ଜଣଙ୍କ ହେଲେ ଆଳି ନରେନ୍ଦ୍ରପୁର ଗ୍ରାମର ବନ୍ଦିତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?