ଏକ ରାଷ୍ଟ୍ର, ଏକ ଶିକ୍ଷା ବ୍ୟବସ୍ଥା
କୌଣସି ରାଷ୍ଟ୍ରର ପ୍ରଗତିର ମୂଳଦୁଆ ହେଉଛି ଶିକ୍ଷା ବ୍ୟବସ୍ଥା। ଏହା ଦେଶର ନାଗରିକମାନଙ୍କ ମନ ଓ ଭବିଷ୍ୟତକୁ ଗଠନ କରିଥାଏ। ଭାରତ ଭଳି ଏକ ବିବିଧତାପୂର୍ଣ୍ଣ ଦେଶରେ, ଯେଉଁଠାରେ ଶିକ୍ଷା ଗୁଣବତ୍ତା ଏବଂ ଅଭିଗମ୍ୟତାରେ ଅସମାନତା ଦେଖିବାକୁ ମିଳେ, ସେଠାରେ ଏକ…
ଏଇ ସମାଜରେ ଏଇ ମଣିଷ
ଏକ ସମୃଦ୍ଧ ରାଷ୍ଟ୍ର ଗଠନ କରିବାକୁ ହେଲେ ଏକ ମାନବୀୟ ଶୃଙ୍ଖଳାରେ ନିବଦ୍ଧ ସମାଜ ଗଠନ କରିବାକୁ ପଡ଼ିଥାଏ, ଯେଉଁଥିରେ ଥାଏ ବିବେକର ମର୍ଯ୍ୟାଦା। ଦେବାନେବା ସମାଜରେ ବ୍ୟକ୍ତିର ସମାଜ ପ୍ରତି କିଛି ଦାୟିତ୍ୱ ଓ କର୍ତ୍ତବ୍ୟ ଥାଏ, ସମାଜର ମଧ୍ୟ…
ଚାଇନା ଆଗୁଆ
ଭାରତୀୟ ଜନତା ପାର୍ଟି (ଭାଜପା) ଏଇ ଦଶନ୍ଧିରେ ଭାରତରେ ତାହାର ବିଚାରଧାରାକୁ ଶକ୍ତିଶାଳୀ କରିଥିଲାବେଳେ ଅନ୍ୟ କୌଣସି ବିଷୟରେ ଅଗ୍ରଗତି କରିପାରିଲା ନାହିଁ। ଦେଖିବାକୁ ଗଲେ ୨୦୧୫ରେ ଚାଇନାର ପ୍ରଧାନମନ୍ତ୍ରୀ ଲି କେକିୟାଙ୍ଗ୍ ବିଦେଶୀ ପ୍ରଯୁକ୍ତି ଉପରେ ନିର୍ଭରଶୀଳତା ହ୍ରାସ କରିବା…
ଛାତ୍ରୀଛାତ୍ରଙ୍କ ଦକ୍ଷତା ବୃଦ୍ଧି କରିବ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ
ଦିଗପହଣ୍ଡି,୧୬ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡା ପଞ୍ଚାୟତ ଚାଞ୍ଚଡ଼ାପଲ୍ଲୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ନିପୁଣ ଓଡ଼ିଶା ମେଳା-୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ…
ସରଣ୍ଡାର ଡାକ୍ତରଙ୍କୁ ମଧୁମେହରେ ଫେଲୋଶିପ୍ ସମ୍ମାନ
ସରଣ୍ଡା/ସୋହେଲା,୧୬।୨(ଯୁଧିଷ୍ଠିର ମହାପାତ୍ର/ଅଶ୍ୱିନି ପାତ୍ର): ବରଗଡ଼ ଜିଲା ସରଣ୍ଡା ଗ୍ରାମର ଯୁବ ଡାକ୍ତର ମେଘନାଦ ମେହେରଙ୍କୁ ଅହମଦାବାଦଠାରେ ମଧୁମେହରେ ଫେଲୋଶିପ ସମ୍ମାନରେ ସମ୍ମାନିତ କରାଯାଇଛି। ମଧୁମେହ ଭାରତର ବାର୍ଷିକ ସମ୍ମିଳନୀରେ ପଦ୍ମଶ୍ରୀ ଡା. ଭି .ମୋହନ ମେଘନାଦଙ୍କୁ ସମ୍ମାନିତ କରିଛନ୍ତି। ଗୁରୁବାର ଅହମଦାବାଦରେ…
ବାସ୍ତବ ଅର୍ଥନୈତିକ ଅଭିବୃଦ୍ଧି ହାର ୭.୨%
ଭୁବନେଶ୍ୱର,୧୬।୨(ଅନୁରାଧା ମହାରଣା): ବିଧାନସଭାରେ ୨୦୨୫-୨୬ ବର୍ଷ ନିମନ୍ତେ ସୋମବାର ବଜେଟ ଉପସ୍ଥାପନ କରାଯିବ। ଏହାର ଅବ୍ୟବହିତ ପୂର୍ବରୁ ରାଜ୍ୟ ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଶନିବାର ଓଡ଼ିଶା ଅର୍ଥନୈତିକ ସର୍ଭେ-୨୦୨୪-୨୫ ରିପୋର୍ଟ ପ୍ରକାଶ ପାଇଛି। ୨୦୨୪-୨୫ରେ ମୋଟ ରାଜ୍ୟ…
ଇଟାଭାଟି ନିକଟରୁ ମିଳିଲା ମୃତଦେହ: ମୁହଁରେ ଲାଗିଛି ଲଙ୍କାଗୁଣ୍ଡ, ପାଖରେ ପଡ଼ିଛି ମଦ ବୋତଲ
ରାଇଘର, ୧୫।୨(କିରଣ ପଟ୍ଟନାୟକ): ନବରଙ୍ଗପୁର ଜିଲା ରାଇଘର ବ୍ଲକ୍ ବିଜୁ ପଟ୍ଟନାୟକ ମଡର୍ନ ସ୍କୁଲ ପାଖ ଏକ ଇଟାଭାଟି ନିକଟରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ମିଳିଛି। ସେ ହେଲେ ରାଇଘର ବ୍ଲକ୍ ମାରଙ୍ଗପାଲି ଗ୍ରାମର ପବିତ୍ର ହରିଜନ(୨୮)। ମୃତବ୍ୟକ୍ତିଙ୍କ ମୁହଁରେ…
ବଧୂ ଘର ଦୁଆର ମୁହଁରେ ପହଞ୍ଚିଥିଲେ ବରଯାତ୍ରୀ, ହଠାତ୍ ଘୋଡ଼ାରେ ବସିଥିବା ବରଙ୍କର ହେଲା ହୃଦଘାତ..ମୃତ୍ୟୁ
ବିବାହ ଲାଗି ହସଖୁସିରେ ଫାଟି ପଡ଼ୁଥିଲା ଘର। ବର ମଧ୍ୟ ଘୋଡ଼ାରେ ବସି ବରଯାତ୍ରୀ ନେଇ ପହଞ୍ଚିଥିଲେ। ହେଲେ ହଠାତ୍ କିଛି ଏଭଳି ଘଟିଲା ଯେ ଦୁଃଖର କଳାବାଦଲ ଘୋଟିଯାଇଥିଲା। ବିବାହ ମଜାରେ ଲୁହ ବାଧା ଦେଇଥିଲା। କାରଣ ବରଙ୍କୁ ହଠାତ୍…
ଦୁବାଇ ପହଞ୍ଚିବା ପରେ ପୁରୁଣା ଭୁଲ୍ ଦୋହରାଇଲେ ରୋହିତ ଶର୍ମା? ବିମାନବନ୍ଦରରେ ଅପେକ୍ଷା କଲେ…
ନୂଆଦିଲ୍ଲୀ,୧୫।୨: ଚାମ୍ପିଅନ୍ସ ଟ୍ରଫି ପାଇଁ ଟିମ୍ ଇଣ୍ଡିଆ ଦୁବାଇ ପହଞ୍ଚି ସାରିଛି। ଏହି ଟୁର୍ନାମେଣ୍ଟ ପାଇଁ ମନୋନୀତ ଖେଳାଳିମାନେ ଭାରତୀୟ ଦଳର ସପୋର୍ଟ ଷ୍ଟାଫ୍ଙ୍କ ସହିତ ଶନିବାର ସାରେ ବିମାନ ଯାତ୍ରା କରିଥିଲେ। କିଛି ଘଣ୍ଟା ମଧ୍ୟରେ ଦଳଟି ଦୁବାଇ ବିମାନବନ୍ଦରରେ…
ପୁତୁରାର ଫାଉଡ଼ା ମାଡ଼ରେ ଚାଲିଗଲା କାକାଙ୍କ ଜୀବନ
ତରଭା,୧୫ା୨(ମାନଭଞ୍ଜନ ମିଶ୍ର): ସୁବର୍ଣ୍ଣପୁର ଜିଲା ତରଭା ଥାନା ପାଣିମୁରା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଚାଷଜମିକୁ ପାଣି ମଡାଇବାକୁ କେନ୍ଦ୍ରକରି ଗୋଟିଏ ପରିବାରର ଦୁଇ ଭାଇଙ୍କ ମଧ୍ୟରେ କଳହ ଉଗ୍ରରୂପ ନେଇଥିଲା। ପୁତୁରାଙ୍କ ଫାଉଡ଼ା ମାଡ଼ରେ କାକାଙ୍କ ମୃତ୍ୟୁ…
ମହାକୁମ୍ଭରେ ପୁଣି ନିଆଁ: ଜଳିଗଲା ୭ ତମ୍ବୁ
ପ୍ରୟାଗରାଜ,୧୫।୨: ପ୍ରୟାଗରାଜ ମହାକୁମ୍ଭ ମେଳା ସ୍ଥଳରେ ଶନିବାର ପୁଣିଥରେ ନିଆଁ ଲାଗି ୭ଟି ତମ୍ବୁ ଜଳିଯାଇଛି। ସେକ୍ଟର ୧୮ ଏବଂ ୧୯ ମଧ୍ୟଭାଗରେ ହଠାତ୍ ନିଆଁ ଲାଗିଯାଇଥିଲା। ଅଗ୍ନିଶମ ବିଭାଗ ଏବଂ ଉଦ୍ଧାରକାରୀ ଦଳ ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ କେହି…
Anubhav Mohanty ବହିରେ ସବୁକଥା ଲେଖିଦେଲେ ଜାଗୃତି, ସମ୍ପର୍କରେ ଆସିଲା ନୂଆ ଟ୍ବିଷ୍ଟ!
ଭୁବନେଶ୍ୱର,୧୫।୨: ପ୍ରକାଶ ପାଇଛି ଓଡିଶାର ଲୋକପ୍ରିୟ ସୁପରଷ୍ଟାର ତଥା ରାଜନେତା Anubhav Mohanty ବାୟୋଗ୍ରାଫି। ତେବେ ଏହି ବାୟୋଗ୍ରାଫିର ରଚନା କରିଛନ୍ତି Jagrati Shukla। ଏହାର ଓଡ଼ିଆ ଅନୁବାଦ କରିଛନ୍ତି ମାନସ ପଢିଆରୀ। ଅନୁଭବ ମହାନ୍ତି ତଥା Varsha Priyadarshini ସବୁବେଳେ…
Archives


