Home Left

ଅତାବିରା ଓକିଲ ସଂଘ ନିର୍ବାଚନ : ନିରୋଦ ସଭାପତି, ହିତେନ୍ଦ୍ରୀୟ ସମ୍ପାଦକ

ସରଣ୍ଡା, ୨୯।୩(ଯୁଧିଷ୍ଠିର ମହାପାତ୍ର): ବରଗଡ ଜିଲା ଅତାବିରା ଓକିଲ ସଂଘର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଏଥିରେ ନିରୋଦ ଚନ୍ଦ୍ର ମହାକୁଡ ସଭାପତି ନିର୍ବାଚିତ ହୋଇଛନ୍ତି। ସେହିପରି ତ୍ରିପୁରାରୀ ଚାନ୍ଦ ଉପସଭାପତି, ହିତେନ୍ଦ୍ରୀୟ ପ୍ରଧାନ ସମ୍ପାଦକ, ମନୋଜ କୁମାର କୁମାର…

ମ୍ୟାନମାର ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୧୦୦୦ଟପିଲା ୨୩୦୦ରୁ ଅଧିକ ଆହତ

ନାପିଦାଉ,୨୯।୩: ଶୁକ୍ରବାର ମ୍ୟାନମାର ଏବଂ ଥାଇଲ୍ୟାଣ୍ଡରେ ଘଟିଥିବା ଭୂମିକମ୍ପ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଅନେକ କୋଠା ଭୁଶୁଡ଼ି ପଡ଼ିଛି। ଏହାର ଭଗ୍ନାବଶେଷ ତଳେ ଶହ ଶହ ଲୋକ ପୋତି ହୋଇ ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ସନ୍ଧାନ ଅଭିଯାନ ଏବେ…

ଫାଇନାଲ ମୁକାବିଲାରେ ବୋଲର୍‌ ଏକାକି ନେଲେ ୧୧ ଉଇକେଟ, ଇତିହାସ ରଚିଲା ଟିମ୍‌ 

କାନ୍‌ବେରା,୨୯।୩: ଦକ୍ଷିଣ ଅଷ୍ଟ୍ରେଲିଆ ଦଳ ସେଫିଲ୍ଡ ସିଲ୍ଡ ଟାଇଟଲ ଜିତି ଇତିହାସ ରଚିଛି। ଏହି ଟୁର୍ନାମେଣ୍ଟର ଫାଇନାଲରେ କୁଇନ୍ସଲ୍ୟାଣ୍ଡକୁ ପରାସ୍ତ କରି ଦଳ ୨୯ ବର୍ଷ ପରେ ଟାଇଟଲ ଜିତିଛି। ଦକ୍ଷିଣ ଅଷ୍ଟ୍ରେଲିଆ ଟୁର୍ନାମେଣ୍ଟ ଫାଇନାଲକୁ ୪ ଉଇକେଟରେ ଜିତିଥିବା ବେଳେ…

ମୃତ୍ୟୁରେ ସର୍ବାଙ୍ଗ ଶରୀର ଦାନ କରିବେ ମହିଳା ଚାଷୀ ରାମବାଇ , ଚୁକ୍ତିପତ୍ରରେ କଲେ ସ୍ବାକ୍ଷର

ବରଗଡ଼, ୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ ବ୍ଲକ ଅନ୍ତର୍ଗତ ଜମୁର୍ଡା ଗ୍ରାମର ଚର୍ଚ୍ଚିତ ମହିଳା ଚାଷୀ ରାମବାଇ ଦାସ ଏବେ ପୁଣି ଚର୍ଚ୍ଚାରେ । ମୃତ୍ୟୁ ପରେ ସର୍ବାଙ୍ଗ ଶରୀର ଦାନ ପାଇଁ ସେ ଚୁକ୍ତିପତ୍ରରେ ସ୍ବାକ୍ଷର କରିଛନ୍ତି। ଏକଦା ମହିଳା ଚାଷୀ…

ଭଞ୍ଜନଗର ମେଡ଼ିକାଲରେ ଚିକିତ୍ସାବେଳେ ଅବହେଳା ଅଭିଯୋଗ: ରକ୍ତ ନେବାବେଳେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ

ଭଞ୍ଜନଗର,୨୯।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲରେ ଶନିବାର ସକାଳୁ ସକାଳୁ ଜଣେ ଗର୍ଭବତୀ ମହିଳା ଚିକିତ୍ସା ଅବହେଳାରୁ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି। ମହିଳାଜଣକ ହେଲେ ବେଲଙ୍ଗୁଠା ବ୍ଲକ ପୁରୁଣା ଉଦ୍ରା ଗ୍ରାମର ଟିକିନା ସାମଲ। ଟିକିନାଙ୍କ ମୃତ୍ୟୁ…

ବରପାଲି ଓକିଲ ସଂଘ ନିର୍ବାଚନ : ମନୋଜ ସଭାପତି, ଈଶ୍ବର ସମ୍ପାଦକ ନିର୍ବାଚିତ

ବରପାଲି, ୨୯।୩(ଚିତ୍ତରଞ୍ଜନ ସାହୁ): ବରଗଡ ଜିଲା ବରପାଲି ଓକିଲ ସଂଘର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଏଥିରେ ମନୋଜ କୁମାର ପଟ୍ଟନାୟକ ସଭାପତି ନିର୍ବାଚିତ ହୋଇଛନ୍ତି। ସେହିପରି ସୁଧିର ମେହେର ଉପସଭାପତି, ଈଶ୍ବର ନାଗ ସମ୍ପାଦକ, ମହେନ୍ଦ୍ର କୁମାର ଗହିର…

ରାଜ୍ୟରେ ବଢୁଛି ସ୍ବାମୀ ପରିତ୍ୟକ୍ତାଙ୍କ ସଂଖ୍ୟା, ସାଂଘାତିକ ବୟାନ ଦେଲେ ପ୍ରଭାତୀ

ଭୁବନେଶ୍ୱର,୨୯।୩: ରାଜ୍ୟରେ ବଢୁଛି ଅସହାୟ, ସ୍ବାମୀ ପରିତ୍ୟକ୍ତାଙ୍କ ସଂଖ୍ୟା । ଏନେଇ ଗୃହରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଚଳିତ ବର୍ଷ ୧୧,୫୯୮ ଅସହାୟ, ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ଚିହ୍ନଟ କରାଯାଇଛି । ସେଥିମଧ୍ୟରୁ ବଲାଙ୍ଗୀରରେ ସର୍ବାଧିକ ୩୭୨୯…

ବଡ଼ ଖବର: ନଡ୍ଡା କରିବେ ସଭାପତି ଘୋଷଣା

ଭୁବନେଶ୍ୱର,୨୯।୩: ଓଡ଼ିଶା ଗସ୍ତରେ ଆସୁଛନ୍ତି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏପ୍ରିଲ ୧୨ରେ ଓଡ଼ିଶା ଆସୁଛନ୍ତି ନଡ୍ଡା । ନଡ୍ଡାଙ୍କ ଗସ୍ତ ସମ୍ପର୍କରେ ଭାଜପା ଏମପି ସୁକାନ୍ତ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏହି ଗସ୍ତ ସମୟରେ ବିଭିନ୍ନ…

ସମ୍ବଲପୁରରେ ମଧ୍ୟାହ୍ନ ସୁଦ୍ଧା ୪୩ ପ୍ରତିଶତ ମତଦାନ

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଓକିଲ ସଂଘର ନିର୍ବାଚନ ପରିପ୍ରେକ୍ଷୀରେ ଜାରି ରହିଛି ମତଦାନ। ସମ୍ବଲପୁର ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ଶନିବାର ସକାଳ ସାଢ଼େ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ। ସମ୍ବଲପୁର ଓକିଲ ସଂଘରେ ମୋଟ୍‌…

ଖଣ୍ଡପଡ଼ା ବାର ଆସୋସିଏଶନ୍‌ ବିର୍ବାଚନ: ସଂଗ୍ରାମ ମିଶ୍ର ସଭାପତି,ବିକ୍ରମ କେଶରୀ ଦେଓ ସଂପାଦଜ

ଖଣ୍ଡପଡା,୨୯।୩(ଅଜୟ କୁମାର ମହାରଣା): ଖଣ୍ଡପଡ଼ା ବାର ଆସୋସିଏଶନ୍‌ର 2025-2 ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ ଶନିବାର ବାର ଆସୋସିଏଶନ୍‌ କାର୍ଯାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବାର ଆସୋସିଏଶନ୍‌ର ସଭାପତି ଭାବେ ତୃତୀୟ ଥର ପାଇଁ ବରିଷ୍ଠ ଆଇନ୍‌ଜୀବି ସଂଗ୍ରାମ କେଶରୀ…

ଧନୀ କରିଦେବ ଏହି ସରକାରୀ ଯୋଜନା, ମାତ୍ର ଏତିକି ଟଙ୍କା ଜମା କଲେ ହୋଇଯିବେ କୋଟିପତି

ନୂଆଦିଲ୍ଲୀ,୨୯।୩: ଯେତେବେଳେ ସଞ୍ଚୟ କରିବା କଥା ଆସେ, ଲୋକମାନେ ପ୍ରାୟତଃ ଏପରି ସ୍ଥାନରେ ସେମାନଙ୍କର ଟଙ୍କା ନିବେଶ କରନ୍ତି ଯେଉଁଠାରେ ସେମାନେ ଭଲ ଲାଭ ପାଇପାରିବେ। ଯେତେବେଳେ ଆମେ ଭଲ ଏବଂ ଲାଭଜନକ ରିଟର୍ଣ୍ଣ ବିଷୟରେ କଥା ହେଉ, ପ୍ରଥମେ ଯାହା…

ପିସିସି ସଭାପତିଙ୍କ ତାରାତାରିଣୀ ଦର୍ଶନ: ରାଜ୍ୟରେ ମହିଳାଙ୍କ ସୁରକ୍ଷା ଲାଗି କଲେ କାମନା

ପୁରୁଷୋତ୍ତମପୁର,୨୯।୩(ସିମାଞ୍ଚଳ ମିଶ୍ର):ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ତାରାତାରିଣୀଙ୍କୁ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତଚରଣ ଦାସ ଦର୍ଶନ କରିଛନ୍ତି। ସେଠାରେ ପୂଜାର୍ଚ୍ଚନା କରି ରାଜ୍ୟରେ ଯେପରି ମହିଳାମାନେ ସୁରକ୍ଷିତ ରହିବେ ସେନେଇ କାମନା କରିଛନ୍ତି। ପିସିସି ସଭାପତିଙ୍କ ସହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri