ଖରାପ ଲାଗିଲେ ବି ସତ: ପୁରୁଷଙ୍କ ପାଖରେ ଅଛି ଏଭଳି…

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ କିଛି ବର୍ଣ୍ଣନା କରିଛନ୍ତି। ସେ ପୁରୁଷଙ୍କୁ ନେଇ ବହୁତ କଥା କହିଛନ୍ତି। ପୁରୁଷମାନଙ୍କର କେତେକ କଠୋର ସତ ସେ କହିଛନ୍ତି। ତାହା ଖରାପ ଲାଗିଲେ ମଧ୍ୟ ସତ। ତେବେ ସବୁ ପୁରୁଷ ଏକାପରି ହୋଇ ନ ଥାନ୍ତି। ଚାଣକ କହିଛନ୍ତିି, ଯେତେବେଳେ ଜଣେ ବ୍ୟକ୍ତି ନିଜର ଶକ୍ତି, ଯୁକ୍ତି କିମ୍ବା ସାମାଜିକ ପ୍ରାଧାନ୍ୟ ହରାଇଥାଏ ସେତେବେଳେ ସେ ଆକ୍ରମଣାତ୍ମକ ହୋଇଯାଏ। ଏହାର ପ୍ରଭାବ ମହିଳାଙ୍କ ଉପରେ ପଡ଼ିଥାଏ। ତେେବେ ଏହା ପୁରଷଙ୍କର ଏକ ଦୁର୍ବଳତା ଯାହା ସେମାନଙ୍କର ପ୍ରକୃତ ସ୍ବଭାବର ଅନ୍ୟମାନଙ୍କ ପାଖରେ ଧରାପଡ଼ିଯାଏ।

ଅହଂକାର: ପୁରୁଷମାନେ ସମାଜରେ ନିଜକୁ ବହୁ ଦିନ ଧରି ଶ୍ରେଷ୍ଠ ମନେ କରିଆସୁଛନ୍ତି। ଯେତେବେଳେ ଜଣେ ମହିଳା ତାଙ୍କୁ ପଛରେ ପକାଇଦିଏ କିମ୍ବା ପରାସ୍ତ କରେ, ତାଙ୍କର ଅହଂକାର ଭାଙ୍ଗିଯାଏ। ଏହି ଅହଂକାରକୁ ରକ୍ଷା କରିବା ପାଇଁ, ସେ ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣି ମହିଳାଙ୍କୁ ଅପମାନିତ କରିବାକୁ ଚେଷ୍ଟା କରନ୍ତି।

ପୁରୁଷ-ପ୍ରଧାନ : ସାମାଜିକ ଚିନ୍ତାଧାରା ଏପର୍ଯ୍ୟନ୍ତ ପୁରୁଷପ୍ରଧାନ। ଜଣେ ମହିଳାଙ୍କ ଚରିତ୍ରକୁ ପ୍ରଶ୍ନ କରିବା ସବୁଠାରୁ ସହଜ ଉପାୟ, କାରଣ ସମାଜ ଏହାକୁ ଶୀଘ୍ର ବିଶ୍ୱାସ କରେ।

ଦୁର୍ବଳତା ଲୁଚାଇବା: ନିଜର ପରାଜୟକୁ ଗ୍ରହଣ କରିବା ପରିବର୍ତ୍ତେ, ଜଣେ ଅସଫଳ ପୁରୁଷ ମହିଳାଙ୍କ ପ୍ରତିଛବିକୁ ମଳିନ କରି ନିଜର ଦୁର୍ବଳତା ଲୁଚାଇବାକୁ ଚେଷ୍ଟା କରନ୍ତି।
ଯଦିଓ ଏହା ଶତାବ୍ଦୀ ପୂର୍ବରୁ କୁହାଯାଇଥିଲା, ତଥାପି ଆଜି ମଧ୍ୟ ଏହା ସତ୍ୟ ମନେହୁଏ। କର୍ମକ୍ଷେତ୍ରରେ, ରାଜନୀତିରେ, କ୍ରୀଡ଼ାରେ କିମ୍ବା ପରିବାରରେ ମଧ୍ୟ, ଯେତେବେଳେ ମହିଳାମାନେ ପୁରୁଷମାନଙ୍କ ଅପେକ୍ଷା ଭଲ ପ୍ରଦର୍ଶନ କରନ୍ତି, ସେତେବେଳେ ସେମାନଙ୍କୁ ପ୍ରାୟତଃ ଦୋଷ ଦିଆଯାଏ।

ତେବେ ପୁରୁଷଙ୍କ ନାଲି ଆଖିର ଶିକାର ହେଉଥିବା
ମହିଳାମାନଙ୍କ ଉପରେ ଚାଣକ୍ୟ କହିଛନ୍ତି, ଚରିତ୍ରକୁ ଆକ୍ଷେପଦ୍ୱାରା ମହିଳାମାନେ କେବେବି ନିରାଶ ହେବା ଠିକ୍‌ନୁହେଁ। ବରଂ, ସେମାନେ ନିଜ ପରିଚୟ ଉପରେ ଦୃଢ଼ ବିସ୍ବାସ ରଖିବା ଉଚିତ। ଯେକୌଣସି ପରିସ୍ଥିତିରେ ନିଜ କାମ ଏବଂ ପ୍ରତିଭା ଉପରେ ବିଶ୍ୱାସ ରଖନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା, ପବନରେ ଓଲଟିଲା ପୂଜା ମଣ୍ଡପ: ଚାପି ହୋଇଗଲା କାର୍‌, ବାଇକ୍‌

ପାରାଦୀପ,୨୧।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ଲଘୁଚାପ ଜନିତ ବର୍ଷା, ପବନ ଯୋଗୁ ପାରାଦୀପ ପୋର୍ଟ ଆଣ୍ଡ…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଶନିଙ୍କ ଚାଲିବ ଦିଗ ବଦଳ: ୨୦୨୭ରେ କାହା ଉପରେ ଚଢ଼ିବ ସାଢେସାତୀ? କେଉଁ ରାଶି ପାଇବେ ମୁକ୍ତି, ପଢନ୍ତୁ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ସାଢେସାତୀକୁ ଏକ କଠିନ ସମୟ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଏହି ସମୟରେ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ, ବ୍ୟବସାୟ, ଚାକିରି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

୧୨ ବର୍ଷ ପରେ ସିଂହ ରାଶିରେ ଘଟୁଛି ଅଦ୍ଭୁତ ଘଟଣା: ୨୦୨୭ ଯାଏ ୩ ରାଶି ପାଇଁ ସୁବର୍ଣ୍ଣ ସମୟ, ମାଲାମାଲ ସହ ନୂଆ ଚାକିରି…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆସନ୍ତା ୩୧ ଅକ୍ଟୋବର ୨୦୨୬ରେ ଗୁରୁ ଗ୍ରହ ଏକ ବଡ଼ ରାଶି ପରିବର୍ତ୍ତନ କରିବେ। ଦିନ ୧୨ଟା ୦୧ ମିନିଟରେ ଗୁରୁ…

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

ବିଳମ୍ବିତ ରାତିରେ ନିଖୋଜ ହୋଇଗଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା, ଆଉ ତା’ପରେ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ମେରାଇନ ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଫିସେରୀ ଜେଟିରୁ ଏକ ମତ୍ସ୍ୟଜୀବୀଙ୍କ ଡଙ୍ଗା ନିଖୋଜ ହୋଇଯାଇଥିବା ଖବର ସାମନାକୁ ଆସିଛି। ମେରାଇନ…

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?