Home Left

ମଦ, ଗଞ୍ଜେଇ ବିକ୍ରି ବନ୍ଦ ଦାବିରେ ଧାରଣା

ନୂଆପଡ଼ା,୧ା୯ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ଟାନୱାଟ ପଞ୍ଚାୟତ ରତିପାଲି ଗାଁରେ ବେଆଇନ ଭାବରେ ଦେଶୀ, ବିଦେଶୀ ମଦ ସାଙ୍ଗକୁ ଗଞ୍ଜେଇ ଓ କୋରେକ୍ସ ବିକ୍ରୟ ହେଉଛି। ଏହାକୁ ବନ୍ଦ କରିବା ପାଇଁ ଗ୍ରାମବାସୀ ବିଭିନ୍ନ ସମୟରେ ଜିଲା ଅବକାରୀ,…

ଚପଲରେ ଲୁଚିଥିବା ସାପ କାମୁଡ଼ିବାରୁ ସଫ୍ଟଓ୍ୱେୟାର ଇଞ୍ଜିନିୟରଙ୍କ ମୃତ୍ୟୁ

ବେଙ୍ଗାଲୁରୁ,୧।୯: ବେଙ୍ଗାଲୁରୁରେ ଶନିବାର ୪୧ ବର୍ଷୀୟ ସଫ୍ଟଓ୍ୱେୟାର ଇଞ୍ଜିନିୟର ମଞ୍ଜୁ ପ୍ରକାଶଙ୍କର ଚପଲରେ ଲୁଚିଥିବା ବିଷାକ୍ତ ସାପ କାମୁଡ଼ିବାରୁ ମୃତ୍ୟୁ ହୋଇଛି। ମଞ୍ଜୁ ଟିସିଏସ୍‌ରେ କାର୍ଯ୍ୟରତ ଥିଲେ ଓ ରଙ୍ଗନାଥ ଲେଆଉଟରେ ରହୁଥିଲେ। ପୋଲିସ ଓ ପରିବାର ସୂତ୍ରରୁ ଜଣାପଡ଼ିଛି, ମଞ୍ଜୁ…

ଗୋପାଳପୁର ବେଳାଭୂମିକୁ ବୁଲୁ ବୁଲୁ ଲଜ୍‌ରେ ପହଞ୍ଚିଲେ ପ୍ରେମୀଯୁଗଳ, ରୁମ୍‌ରେ ଘଟିଲା…

ଗୋପାଳପୁର,୧।୯(ନବୀନ ରାଜ ଆଚାରୀ): ସୋମବାର ଅପରାହ୍ନରେ ଗଞ୍ଜାମ ଜିଲା ଗୋପାଳପୁର ଥାନା ପରିସରରେ ଏକ ଅଭାବନୀୟ ଘଟଣା ଘଟିଛି। ଗୋପାଳପୁର ଥାନାକୁ ଅଭିଯୋଗ ପାଇଁ ଆସି ନାବାଳିକା ଜଣଙ୍କ ପର୍ସରେ ଆଣିଥିବା ଏକ କାଚ ସିଶାରୁ ଔଷଧ କାଢି ଖାଇ ଦେଇଥିଲେ।…

କଳାହାଣ୍ଡି ଗଡ଼ଜାତ ଅଞ୍ଚଳରେ ନୂଆଁଖାଇ: ଆଜି ଭବାନୀପାଟଣାରେ ବସିଲା ସ୍ବତନ୍ତ୍ର ନୂଆଁଖାଇ ବଜାର

ଭବାନୀପାଟଣା,୧ା୯ (ଉତ୍ତମ କୁମାର ଦାଶ)- ନୂଆଁଖାଇ କଳାହାଣ୍ଡି ଜିଲାର ଏକ ମୁଖ୍ୟ ପରମ୍ପରା। ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲାରେ ସପ୍ତମୀ ତିଥିରେ ନୂଆଁଖାଇ ପାଳନ ହେଉଥିବାବେଳେ କଳାହାଣ୍ଡିରେ ପ୍ରତିପଦାଠାରୁ ଆରମ୍ଭ ହୋଇ ଦଶହରା ଦଶମୀ ପର୍ଯ୍ୟନ୍ତ ଚାଲିଥାଏ। ମଙ୍ଗଳବାର ଜିଲାର ଗଡ଼ଜାତ…

ଦିଗପହଣ୍ଡିରେ ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗିତା: ଭାଗନେଲେ ୨୫୦ ପ୍ରତିଯୋଗୀ

ଦିଗପହଣ୍ଡି,୧।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋମବାର ଦିଗପହଣ୍ଡିସ୍ଥିତ ପିଏମଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ୨ ଦିନିଆ ପଦ୍ମନାଭପୁର ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ଏହି କ୍ରୀଡା…

କାମୁଡ଼ି ଦେଲା ସାପ: ଗୁରୁତରଙ୍କୁ ଖଟିଆରେ ବୁହାଗଲା ୩ କି.ମି.

ଦଶମନ୍ତପୁର,୧ା୯(ଅରବିନ୍ଦ ନାୟକ): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅଧୀନ ଲୁଲ୍ଲା ପଞ୍ଚାୟତ ପଦୁଗୁଡ଼ା ଗଁାରେ ସାପ କାମୁଡ଼ାରେ ଗୁରୁତର ଯୁବକଙ୍କୁ ଗ୍ରାମବାସୀ ଖଟିଆରେ ୩ କି.ମି. ଯାଏ ବୋହି ଚିକିତ୍ସାଳୟକୁ ନେଇଥିବା ସୋମବାର ଦେଖିବାକୁ ମିଳିଛି। ଗୁରୁତର ହେଲେ ସାରଥୀ ସାଉଁନ୍ତାଙ୍କ…

ଏସ୍କେଲେଟରରେ ଘଟିଲା ଏମିତି : ମହିଳାଙ୍କୁ କାଖେଇଦେଲେ ଯୁବକ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ ମଧ୍ୟ କରିଦିଏ। ଆଜିର ସମୟରେ, ସବୁଠି ଏସ୍କେଲେଟର ସାଧାରଣ ହୋଇଗଲାଣି। ଯାହା ସାହାଯ୍ୟରେ ଲୋକମାନେ…

ଶିକ୍ଷକଙ୍କ ପାଇଁ TET ପାସ୍ ବାଧ୍ୟତାମୂଳକ: ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ,୧।୯: ସୁପ୍ରିମକୋର୍ଟ ସୋମବାର ରାୟ ଦେଇଛନ୍ତି ଯେ, ଶିକ୍ଷକତା ସେବାରେ ଜାରି ରହିବା କିମ୍ବା ପଦୋନ୍ନତି ପାଇଁ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଟିଇଟି) ବାଧ୍ୟତାମୂଳକ। ଜଷ୍ଟିସ ଦୀପଙ୍କର ଦତ୍ତା ଓ ଅଗଷ୍ଟିନ ଜର୍ଜ ମସିହଙ୍କ ଖଣ୍ଡପୀଠ ଏକ ରାୟରେ କହିଛନ୍ତି, ଯେଉଁ…

ନକଲି ସାର ଗୋଦାମରେ ଅଚାନକ ପହଞ୍ଚିଲେ କୃଷି ବିଭାଗ ଅଧିକାରୀ, ଭିତରେ ଥିଲା…

କୋଟପାଡ଼,୧।୯(ରାଜଶେଖର ): କୋରାପୁଟ ଜିଲା କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ୧୨ ୱାର୍ଡ ଇଣ୍ଡୋର ଷ୍ଟାଡିୟମ ନିକଟରେ ଏକ ନକଲି ସାର ଗୋଦାମ ଉପରେ ଚଢାଉ ହେଇଥିବା ଜଣାପଡିଛି। ଉକ୍ତ ଗୋଦାମରେ ନକଲି ସାର ସହ କିଛି ରଙ୍ଗ, ଖଲି ବସ୍ଥା, ଏକ…

ମୋଦିଙ୍କ ସହ କଥା ହୋଇ ଖୁସିଖବର ଦେଲେ ପୁଟିନ୍‌, ଶୁଣିଲେ ନିଆଁ ହୋଇଯିବେ ଟ୍ରମ୍ପ

ନୂଆଦିଲ୍ଲୀ,ମସ୍କୋ, ୧।୯: ସୋମବାର ଚାଇନାର ତିଆନଜିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସାକ୍ଷାତ ସମୟରେ ସମସ୍ତଙ୍କ ନଜର ତାଙ୍କ ଉପରେ ଥିଲା। ଦୁଇ ନେତା ପରସ୍ପରକୁ ଏପରି ଭେଟିଥିଲେ ଯେପରି ଦୁହେଁ ଭଲ ବନ୍ଧୁ ।…

ଟେଷ୍ଟ କ୍ରିକେଟ୍‌ରୁ ବ୍ରେକ୍‌ ନେଲେ ଏହି ଖେଳାଳି

ଲଣ୍ଡନ, ୧ା୯: ଇଂଲଣ୍ଡ ପେସର ଜେମି ଓଭର୍ଟନ ସୋମବାର ଟେଷ୍ଟ ତଥା ରେଡ୍‌-ବଲ କ୍ରିକେଟରୁ ଅନିଶ୍ଚିତ କାଳ ପାଇଁ ବ୍ରେକ୍‌ ନେଇଛନ୍ତି। ସମସ୍ତ ଫର୍ମାଟରେ ଖେଳିବା ତାଙ୍କ ଲାଗି ସମ୍ଭବ ନଥିବାରୁ ସେ ଏହି ନିଷ୍ପତ୍ତି ନେଇଥିବା କରିଛନ୍ତି। ୩୧ ବର୍ଷୀୟ…

ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଜଙ୍ଗଲ ବିଭାଗର ସହଯୋଗ ଲୋଡିଲେ ଭିଏସଏସ କର୍ମକର୍ତ୍ତା, ଦାବି ପତ୍ରରେ କହିଲେ…

ଭଞ୍ଜନଗର,୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଜଗନ୍ନାଥପ୍ରସାଦ ରେଞ୍ଜର କେତେକ ଅଞ୍ଚଳରେ ବନ୍ୟପ୍ରାଣୀ ବିପଦରେ ପଡୁଛନ୍ତି। ବନ୍ୟପ୍ରାଣୀମାନେ ବିଶେଷ କରି ହାତୀ ଜଙ୍ଗଲରୁ ବାହାରି ଲୋକଙ୍କ ବ୍ୟାପକ କ୍ଷତି କରୁଛନ୍ତି। କେତେକ ଅଞ୍ଚଳରେ ଜଙ୍ଗଲ କ୍ଷୟ ହେଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?