ରାମକୃଷ୍ଣଙ୍କୁ ମିଳିଲା ବଡ଼ ଦାୟିତ୍ୱ
ଉମରକୋଟ,୧୦।୩(ସନ୍ତୋଷ ଶତପଥୀ): ବରିଷ୍ଠ ଆଇନଜୀବୀ ତଥା ଭାଜପା ବରିଷ୍ଠ ନେତା ରାମକୃଷ୍ଣ ନାୟକଙ୍କୁ ନବରଙ୍ଗପୁର ଏମ୍ପି ବଳଭଦ୍ର ମାଝିଙ୍କ ଉମରକୋଟ ପୌର ପରିଷଦ ପ୍ରତିନିଧିଭାବେ ମନୋନୀତ କରାଯାଇଛି। ଏମ୍ପି ବଳଭଦ୍ର ମାଝି ଉମରକୋଟ ପୌର ନିର୍ବାହୀ ଅଧିକାରୀଙ୍କୁ ଏ ନେଇ ଚିଠି…
ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ: ସଭାପତି ପଦବୀ ପାଇଁ ସବୁ ନାମାଙ୍କନ ରଦ୍ଦ କଲେ ନିର୍ବାଚନ ଅଧିକାରୀ
ଦିଗପହଣ୍ଡି,୧୦।୩(ଅଶେଷ ନାଥ ମିଶ୍ର): ମାର୍ଚ୍ଚ ୨୯ ତାରିଖ ଦିନ ହେବାକୁ ଥିବା ଆଇନଜୀବୀଙ୍କ ନିର୍ବାଚନକୁ ନେଇ ସମଗ୍ର ଓଡ଼ିଶାରେ ଉଷ୍ମତା ଲାଗିରହିଛି। ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ସଭାପତି ପଦବୀ ପାଇଁ ୩ ଆଶାୟୀଙ୍କ ନାମାଙ୍କନକୁ ନିର୍ବାଚନ ଅଧିକାରୀ ଚନ୍ଦ୍ରଧଜ ସିଂ…
ଗୋଲାପ ଚାଷ ଦେଖିଲେ କେନ୍ଦ୍ରୀୟ ଟିମ୍
ରାମନାଗୁଡ଼ା,୧୦।୩ (ସଞ୍ଜୟ ପ୍ରଧାନ): କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ଅଭିଯାନର ଏକ ଟିମ୍ ସୋମବାର ରାୟଗଡ଼ା ଜଲା ରାମନାଗୁଡ଼ା ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେମାନେ ପ୍ରଥମେ ରାମନାଗୁଡା ବ୍ଲକ୍ ଅନ୍ତର୍ଗତ ପାରୀକ୍ଷିତି ପଞ୍ଚାୟତ ଅଧୀନରେ ଥିବା…
ଛାତ୍ରୀଛାତ୍ରଙ୍କୁ ପର୍ଯ୍ୟଟନକ୍ଷେତ୍ର ବୁଲାଇବା ନାମରେ ଚଞ୍ଚକତା ଚର୍ଚ୍ଚା: ୩ ଶହ ଜଣଙ୍କୁ ୪ ବସ୍
ଦାରିଙ୍ଗବାଡି,୧୧।୩ (ଅରୁଣ ସାହୁ): ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ସମେତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଉଛି। ଏହି କ୍ରମରେ ଦାରିଙ୍ଗବାଡି ବ୍ଲକର ୨୫୪ ବିଦ୍ୟାଳୟରୁ ବିଦ୍ୟାଳୟ ପିଛା ଗୋଟିଏ ଲେଖାଏଁ ଛାତ୍ରୀଛାତ୍ରଙ୍କୁ ପର୍ଯ୍ୟଟନକ୍ଷେତ୍ର ବୁଲିବା ପାଇଁ ରାଜ୍ୟ ସରକାର ଦାରିଙ୍ଗବାଡି…
ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରି ଏତିକି କୋଟି କ୍ଷତି ସହିଲା ପାକିସ୍ତାନ, ଜାଣିଲେ ହେବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ,୧୦।୩: ରବିବାର ଚାମ୍ପୟନ୍ସ ଟ୍ରଫିର ଫାଇନାଲ ମ୍ୟାଚ ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୪ ଉଇକେଟ୍ରେ ପରାସ୍ତ କରି ଟ୍ରଫି ହାତେଇଛି। ଭାରତର ଏହି ବିଜୟ ପାକିସ୍ତାନକୁ ଗଭୀର ଆଘାତ ଦେଇଛି। ଏହି କାର୍ଯ୍ୟକ୍ରମ…
ଆତ୍ମସମର୍ପଣ କରିଥିବା ଦମ୍ପତିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲା ମାଓବାଦୀ ସଙ୍ଗଠନ
ମାଲକାନଗିରି,୧୦ା୩(ନୃସିଂହ ଚରଣ ମହାନ୍ତି)-ଛତିଶଗଡ ବିଜାପୁରରେ ଗତ କିଛିଦିନ ତଳେ ଏକ ମାଓବାଦୀ ଦମ୍ପତି ଆତ୍ମସମର୍ପଣ କରିଥିଲେ। ସେମାନଙ୍କ ନାମରେ ଅର୍ଥ ଲୁଟ ଭଳି ସଙ୍ଗୀନ ଅଭିଯୋଗ ଆଣି ଏକ ପ୍ରେସ୍ ବିବୃତ୍ତି ଜାରି କରିଛି ମାଓବାଦୀ ସଙ୍ଗଠନ। ମିଳିଥିବା ସୂଚନା ଅନୁଯାୟୀ,…
ଚୋରା ଚାଲାଣ ବେଳେ ଧରାପଡିଥିଲା ୩ ଟ୍ରାକ୍ଟର
ଦିଗପହଣ୍ଡି,୧୦|୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ସୋମବାର ୩ ଜଣ ଗାଡ଼ି ଚାଳକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଗିରଫ ଅଭିଯୁକ୍ତ ମାନେ ହେଲେ ଦିଗପହଣ୍ଡି ଥାନା ଚୁଡୁଙ୍ଗପୁର ଗ୍ରାମର ଲିଟୁ ବାଡ଼ତ୍ୟା, ଏ. କାଳିଆ ପାତ୍ର…
ହୋଷ୍ଟ ପାକିସ୍ତାନ, ହେଲେ ଭାରତ ଚାମ୍ପିୟନ: ଟ୍ରଫି ପ୍ରଦାନବେଳେ ମଞ୍ଚକୁ ଗଲେନି ପିସିବିର କୌଣସି ଅଧିକାରୀ
ନୂଆଦିଲ୍ଲୀ,୧୦।୩: ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫିର ଆୟୋଜକ ଥିଲା, କିନ୍ତୁ ଯେତେବେଳେ ରୋହିତ ଶର୍ମା ଏବଂ ଦଳକୁ ବିଜେତା ଟ୍ରଫି ଦିଆଯାଉଥିଲା, ସେତେବେଳେ ପାକିସ୍ତାନ କ୍ରିକେଟ ବୋର୍ଡର କୌଣସି ଅଧିକାରୀ ମଞ୍ଚରେ ଉପସ୍ଥିତ ନ ଥିଲେ। ଭାରତ ତା’ର ମ୍ୟାଚ ଦୁବାଇରେ ଖେଳୁଥିଲା,…
ହକି ଇଣ୍ଡିଆର ବାର୍ଷିକ ପୁରସ୍କାର: ଦୌଡ଼ରେ ଓଡ଼ିିଶାର ଅମିତ ରୋହିଦାସ, ସୁନେଲିତା
ନୂଆଦିଲ୍ଲୀ,୧୦ା୩: ହକି ଇଣ୍ଡିଆ ବାର୍ଷିକ ପୁରସ୍କାର ଉତ୍ସବ ପାଇଁ ରେକର୍ଡ ୧୨ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି। ଏଥର ୭ଟି ବିଭାଗରେ ୩୨ଜଣ ଖେଳାଳିଙ୍କୁ ପୁରସ୍କୃତ କରାଯିବ। ଏହି ଇଭେଣ୍ଟ ଶନିବାର ଅନୁଷ୍ଠିତ ହେବ। ୨୦୨୪ ସିଜନରେ ଉଚ୍ଚକୋଟୀର…
ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ସମର୍ଥନ: ଜଣାଇଲା କୋସଲ ମିଳିତ କ୍ରିୟାନୁଷ୍ଠାନ କମିଟି
ବଲାଙ୍ଗୀର,୧୦।୧୩ : ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ସାରେ କୋସଲ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ସମର୍ଥନ ଜଣାଇ କୋସଲ ମିଳିତ କ୍ରିୟାନୁଷ୍ଠାନ କମିଟି ତୀବ୍ର ପ୍ରତିକ୍ରିୟା ପ୍ରକାଶ…
ବାଲ୍ୟବିବାହ ନିବାରଣ ସଚେତନ
ଦିଗପହଣ୍ଡି,୧୦|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମସ୍ଥିତ ରାମଜୀ ଡିଗ୍ରୀ କଲେଜ ପରିସରରେ ସୋମବାର ” ବାଲ୍ୟବିବାହ ନିବାରଣ” ସଂପର୍କିତ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଜାତୀୟ ସେବା ସଂସ୍ଥା, ଯୁବ ରେଡକ୍ରସ ଓ…
ନବନିର୍ମିତ ମନ୍ଦିରକୁ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି
ରାଇକିଆ,୧୦ା୩ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଏକ ସପ୍ତାହ ବ୍ୟାପୀ ଚାଲିଥିବା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ମନ୍ଦିର ପ୍ରବେଶ ଉତ୍ସବ ଶେଷ ହୋଇଛି। ସୋମବାର ପୂର୍ବାହ୍ନ ୧୦ଟା ପରେ ଗଣେଶ, ଲକ୍ଷ୍ମୀ, ସନ୍ତୋଷୀ, ବିମଳାଙ୍କ ବିଗ୍ରହ ସ୍ଥାପନ…
Archives


