Home Left

ସରିଲା ମତଦାନ, ଗଣତି ସ୍ଥଗିତ

ରାୟଗଡ଼ା,୯।୧୦(ଆଶିଷ ରଞ୍ଜନ ପଣ୍ଡା)-ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଗୁରୁବାର ପୌର କାର୍ଯ୍ୟାଳୟରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ଅଧିକାରୀ ତଥା ଉପଜିଲାପାଳ ରମେଶ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଭୋଟିଂ ପ୍ରକ୍ରିୟା…

ଭାରତର ଏସିଆନ୍‌ କପ୍‌ ଯୋଗ୍ୟତା ଆଶା ଉଜ୍ଜୀବିତ

ସିଙ୍ଗାପୁର,୯।୧୦- ଭାରତ ଓ ସିଙ୍ଗାପୁର ମଧ୍ୟରେ ଗୁରୁବାର ଖେଳାଯାଇଥିବା ଏଏଫ୍‌ସି ଏସିଆନ କପ୍‌ କ୍ୱାଲିଫାଇଙ୍ଗ ଗ୍ରୁପ୍‌ ସି’ ମ୍ୟାଚ୍‌ ୧-୧ ଗୋଲରେ ଡ୍ର’ ରହିଛି। ମ୍ୟାଚ୍‌ଟି ଡ୍ର’ ଭାବେ ଶେଷ ହୋଇଥିବାରୁ ୨୦୨୭ ଏଏଫ୍‌ସି ଏସିଆନ କପ୍‌ ମୁଖ୍ୟ ଇଭେଣ୍ଟ ଲାଗି…

ବର୍ଷା ପରେ ଧାନ ଗଛରେ ଜଉପୋକ ରୋଗ ବଢୁଛି

ଭଞ୍ଜନଗର,୯।୧୦(ବାବୁଲା ପ୍ରଧାନ): ଆଜକୁ ଦୁଇ ମାସ ହେବ ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବାରମ୍ବାର ବର୍ଷା ହେଉଛି। ଏହାଦ୍ବାରା ଧାନ ଫସଲ ହୋଇଥିଲା। କିନ୍ତୁ ଅତ୍ୟଧିକ ବର୍ଷା ଯୋଗୁ ବିଗତ କିଛି ଦିନ ହେବ ଧାନ ଫସଲରେ ମାଟିଆଗୁଣ୍ଡି ଓ ଜଉ…

ମାଉଜର ସହ ୨ ଗିରଫ

ଭଞ୍ଜନଗର,୯।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଗୁରୁବାର ଦୁଇ ଜଣଙ୍କୁ ଗିରଫ କରିଛି। ପୋଲିସ ସେମାନଙ୍କଠାରୁ ଗୋଟିଏ ମାଉଜର, ୩ ରାଉଣ୍ଡ ଗୁଳି ସହ ଗୋଟିଏ ବାଇକ ଜବତ କରିଛି। ଗିରଫ ଦୁଇଜଣ ହେଲେ ସୁନିଲ ପ୍ରଧାନ ଓ ଲାଲୁ…

ଯୋଗୀ ସରକାରଙ୍କୁ ପ୍ରଶଂସା କଲେ ମାୟାବତୀ, ରାହୁଲ-ଅଖିଳେଶଙ୍କୁ କଲେ ଟାର୍ଗେଟ

ଲକ୍ଷ୍ନୌ,୯।୧୦: ବହୁଜନ ସମାଜ ପାର୍ଟି (BSP) ସୁପ୍ରିମୋ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଲକ୍ଷ୍ନୌରେ ଏକ ମେଗା ରାଲିକୁ ସମ୍ବୋଧିତ କରି ଅନେକ ପ୍ରସଙ୍ଗ ଉଠାଇଥିଲେ। ରାଲି ସମୟରେ, BSP ମୁଖ୍ୟ ମାୟାବତୀ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ଉଭୟ ସରକାରଙ୍କ…

ମା’ ଗଜଲକ୍ଷ୍ମୀଙ୍କୁ ଦର୍ଶନ କରି ପୂଜା କଲେ ବିଧାୟକ

ଗଞ୍ଜାମ୯।୧୦(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ ବଜାରଠାରେ ମହାଆଡମ୍ବରରେ ଚାଲିଛି ମା’ ଗଜଲକ୍ଷ୍ମୀଙ୍କ ପୂଜା । ଗୁରୁବାର ସାରେ ମା’ଙ୍କ ଆଳତିରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗଦେଇ ମା’ଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ…

ସ୍ଥାନୀୟ ନିର୍ବାଚନରେ ପଛୁଆ ବର୍ଗଙ୍କୁ ମିଳିବ ନାହିଁ ସଂରକ୍ଷଣ, ହାଇକୋର୍ଟ ଜାରି କଲେ ସ୍ଥଗିତାଦେଶ

ହାଇଦ୍ରାବାଦ,୯।୧୦: ତେଲଙ୍ଗାନା ହାଇକୋର୍ଟ ଗୁରୁବାର ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ (GO) MS ନମ୍ବର ୯ କାର୍ଯ୍ୟକାରୀ କରିବା ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି, ଯାହା ଆଗାମୀ ସ୍ଥାନୀୟ ନିର୍ବାଚନରେ ପଛୁଆ ବର୍ଗ (OBC) ପାଇଁ ୪୨ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିଥିଲା।…

କୋରାପୁଟରେ ୨୨୮ ଶିକ୍ଷକଙ୍କ ବଦଳି

କୋରାପୁଟ,୯।୧୦(ଅମିତାଭ ବେହେରା): କୋରାପୁଟ ଜିଲାରେ ବଡ଼ ଧରଣର ଶିକ୍ଷକ ବଦଳି ହୋଇଛି। ଜିଲାସ୍ତରୀୟ ବ୍ଲକ ଏବଂ ବ୍ଲକ ମଧ୍ୟରେ ୨୨୮ଜଣ ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ବଦଳି କରାଯାଇଛି। ବଦଳି ତାଲିକା ଜିଲା ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି। କୋରାପୁଟ ଜିଲା ଶିକ୍ଷା…

ତାରାତାରିଣି ପୂଜକଙ୍କୁ ଖଣ୍ଡାରେ ହାଣି ଆକ୍ରମଣ ଘଟଣା, ଜଣେ ନାବାଳକଙ୍କ ସମେତ ତିନି ଗିରଫ

ପୁରଷୋତ୍ତମପୁର,୯।୧୦ (ସବିତା ମିଶ୍ର): ଗଞ୍ଜାମଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଗୋବିନ୍ଦପୁରଠାରେ ଗତ ମାସ ୧୫ରେ ତାରାତାରିଣୀଙ୍କ ପୂଜକ ଗୋପିନାଥ ରଣାଙ୍କୁ ଅତି ନିର୍ମମ ଭାବରେ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ କରାଯାଇଥିଲା। ଏହି ଘଟଣାରେ ପୋଲିସ ଗୁରବାର ଜଣେ ନାବାଳକଙ୍କୁ ଗିରଫ…

ଚକରା ବିଷୋୟୀ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ: ଫାଇନାଲରେ ନରେଶ ଏକାଦଶ-ଆୟୋଜକ ମୁକାବିଲା

ଭଞ୍ଜନଗର,୯ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଖେଳପଡ଼ିଆରେ ରାଜ୍ୟସ୍ତରୀୟ ଚକରା ବିଷୋୟୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚାଲିଛି। ଗୁରୁବାର ଦୁଇଟି ସେମି ଫାଇନାଲ ମ୍ୟାଚ ହୋଇଥିଲା। ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି…

ଅଧିନାୟକ ହେବା ପରେ ବଡ଼ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କଲେଣି ଶୁବମନ, ଜାଣନ୍ତୁ କ’ଣ ରହିଛି ବଡ଼ ଟାର୍ଗେଟ

ନୂଆଦିଲ୍ଲୀ,୯।୧୦: ଶୁବମନ ଗିଲ ଭାରତର ଟେଷ୍ଟ ଦଳର ଅଧିନାୟକ ହେବା ସହିତ ଏବେ ତାଙ୍କୁ ODI ଅଧିନାୟକ ମଧ୍ୟ ନିଯୁକ୍ତ କରାଯାଇଛି। ଅଷ୍ଟ୍ରେଲିଆ ବିପକ୍ଷ ODI ଏବଂ T20 ମ୍ୟାଚ ପାଇଁ ଟିମ ଇଣ୍ଡିଆ ଘୋଷଣା କରାଯାଇଛି। ଏହା ସହିତ, ରୋହିତ…

କଫ ସିରପ ଖାଇ ଶିଶୁ ମୃତ୍ୟୁ ମାମଲାକୁ ନେଇ ଭାରତକୁ ଏମିତି ପ୍ରଶ୍ନ ପଚାରିଲା ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ

ଜେନେଭା,୯।୧୦: ଭାରତରେ କଫ ସିରପ ଖାଇବା ପରେ ୨୨ ଜଣ ପିଲାଙ୍କ ମୃତ୍ୟୁ ଘଟଣା ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ଏହି ସମୟରେ, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ମଧ୍ୟ ଏହି ବିଷୟରେ ପ୍ରଶ୍ନ ଉଠାଇଛି। ସେମାନେ ଭାରତୀୟ କର୍ତ୍ତୃପକ୍ଷଙ୍କୁ ପଚାରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?