Home Left

ପୁଣି ଖସିଲା ସୁନାଦର, ଚେକ୍‌ କରନ୍ତୁ ଆପଣଙ୍କ ସହରରେ କେତେ…

ନୂଆଦିଲ୍ଲୀ,୮।୩: ସାଧାରଣତଃ ପର୍ବପର୍ବାଣୀ ସମୟରେ ସୁନା ଏବଂ ରୂପାର ମୂଲ୍ୟ ବୃଦ୍ଧି ପାଉଥିବା ଦେଖାଯାଏ, କିନ୍ତୁ ହୋଲିର କିଛି ଦିନ ପୂର୍ବରୁ ସୁନାର ମୂଲ୍ୟ କ୍ରମାଗତ ଭାବରେ ହ୍ରାସ ପାଇବାରେ ଲାଗିଛି। ଆଜି, ୮ ମାର୍ଚ୍ଚ ୨୦୨୫ରେ, ଭାରତରେ ସୁନା ମୂଲ୍ୟରେ…

Women’s Day: ଘରର ଲକ୍ଷ୍ମୀମାନେ କରନ୍ତୁ ଏସବୁରେ ନିବେଶ, ହେବେ ମାଲାମାଲ୍‌

ମାର୍ଚ୍ଚ ୮ରେ ଆନ୍ତର୍ଜାତୀୟ ମହିଳା ଦିବସ ହେଉଛି ମହିଳା ସଶକ୍ତିକରଣ ଏବଂ ସେମାନଙ୍କ ଅଧିକାର ବିଷୟରେ ସଚେତନତା ବୃଦ୍ଧି କରିବାର ଏକ ଦିନ। ଏହି ଅବସରରେ ଏହା ବୁଝିବା ଗୁରୁତ୍ୱପୂର୍ଣ୍ଣ ଯେ ଆର୍ଥିକ ସ୍ବାଧୀନତା ମହିଳାମାନଙ୍କୁ ଆତ୍ମର୍ନିଭରଶୀଳ କରିବା ଦିଗରେ ଏକ…

କେବେ ବି କରନ୍ତୁନି ଏପରି ଭୁଲ୍‌, କୋପ କରିବେ ମହାଲକ୍ଷ୍ମୀ, ଦେଖାଯିବ ଧନର ଅଭାବ

ଧାର୍ମିକ ଗ୍ରନ୍ଥଗୁଡ଼ିକରେ, ମା’ ଲକ୍ଷ୍ମୀଙ୍କୁ ଧନ ଏବଂ ସମୃଦ୍ଧିର ଦେବୀ ଭାବରେ ବିବେଚନା କରାଯାଏ। ଯେଉଁ ଘରେ ତାଙ୍କର ଆଶୀର୍ବାଦ ରହିଥାଏ, ସେହି ଘରେ ଧନ ଏବଂ ସମୃଦ୍ଧି ରହିଥାଏ। କିନ୍ତୁ କେତେବେଳେ, ଜାଣତରେ କିମ୍ବା ଅଜାଣତରେ, ଆମେ ଏପରି ଭୁଲ୍‌…

ହ୍ବାଇଟ ହାଉସରେ ମାହୋଲ ଗରମ: କ୍ୟାବିନେଟ ବୈଠକ ଟ୍ରମ୍ପଙ୍କ ଆଗରେ ହଠାତ୍‌ ରାଗିଗଲେ ମସ୍କ, ଆଉ ତା’ପରେ…

ଓ୍ବାଶିଂଟନ୍‌,୮।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କ୍ୟାବିନେଟ ବୈଠକ ସମୟରେ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏବଂ ଶିଳ୍ପପତି ଏଲନ ମସ୍କଙ୍କ ମଧ୍ୟରେ ଏକ ଉଷ୍ମ ବିତର୍କ ଆରମ୍ଭ ହେବା ପରେ ଉତ୍ତେଜନା ବୃଦ୍ଧି ପାଇଥିଲା। ରିପୋର୍ଟ ଅନୁଯାୟୀ, କର୍ମଚାରୀଙ୍କ କାଟନୀଛଟନୀ…

ରବିବାର ଭାରତ-ନ୍ୟୁଜିଲାଣ୍ଡ ମୁହାଁମୁହିଁ : ଫାଇନାଲ ମ୍ୟାଚରେ କେମିତି ରହିବ ପାଗ, ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୮।୩: ଭାରତ ଏବଂ ନ୍ୟୁଜିଲାଣ୍ଡ ଦଳ ୨୦୨୫ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ପାଇଁ ପ୍ରସ୍ତୁତ। ଏହି ମ୍ୟାଚ ରବିବାର ଦୁବାଇରେ ଅନୁଷ୍ଠିତ ହେବ। ଏହି ମ୍ୟାଚ ସମୟରେ ପାଗ ସଫା ରହିବ ବୋଲି ଆଶା କରାଯାଉଛି। ବର୍ଷା ହେବାର କୌଣସି ସମ୍ଭାବନା…

Womens Day 2025: ଦିନେ ପୁରୁଷଙ୍କ ଦ୍ୱାରା ଆଦୃତ ହେଉଥିଲା ଗୋଲାପୀ ରଙ୍ଗ, ମହିଳା କେମିତି କଲେ ପସନ୍ଦ

ପୋଷାକ ହେଉ କିମ୍ବା ଖେଳଣା କିମ୍ବା ଅନ୍ୟ କୌଣସି ଜିନିଷ, ଯଦି ତାହା ଗୋଲାପୀ ରଙ୍ଗର ହୁଏ ତେବେ ଏହା ମହିଳାଙ୍କର ବୋଲି କୁହାଯାଏ। ଗୋଲାପୀ ଓଠ ଏବଂ ଗାଲ ଉପରେ ମଧ୍ୟ ଅନେକ ଗୀତ ତିଆରି ହୋଇଛି। ଏହି ରଙ୍ଗକୁ…

ଅନ୍ତର୍ଜାତୀୟ ମହିଳା ଦିବସ: ଆମକୁ ମଦ ନୁହଁ, ପାଣି ଦରକାର କହି ଦାବି କଲେ ମହିଳା

ଦାରିଙ୍ଗବାଡ଼ି,୮ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସାରିଙ୍ଗିଇର୍ପି ପଡ଼ିଆ ଠାରେ ଶନିବାର ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ନାରୀ ମହାସଙ୍ଗର ସଭାନେତ୍ରୀ ଲୁସିମା ପ୍ରଧାନଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର…

Champions Trophy 2025: ଏହି ପାକିସ୍ତାନୀ ବୋଲର ଖୋଲାଖୋଲି ମାଗିଲେ କ୍ଷମା, ଭାରତ ବିପକ୍ଷରେ ଖେଳିଥିବା ମ୍ୟାଚରେ କରିଥିଲେ ଏମିତି…

ଦୁବାଇ,୮।୩: ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ୨୩ ଫେବୃଆରୀରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତୀୟ ଦଳ ଏକପାଖିଆ ଭାବରେ ବିଜୟୀ ହୋଇଥିଲା। କିନ୍ତୁ ଏହି ମ୍ୟାଚ ସମୟରେ, ଜଣେ ପାକିସ୍ତାନୀ ଖେଳାଳି ଏକ ଅଜବ ଉପାୟରେ…

IPL 2025ରେ ବୁମ୍‌ରାଙ୍କ ଖେଳିବା ଉପରେ ଆସିଲା ବଡ଼ ଅପଡେଟ୍‌, ବଢିଲା ଚିନ୍ତା

ନୂଆଦିଲ୍ଲୀ,୮।୩: ଜସପ୍ରିତ ବୁମ୍‌ରାଙ୍କୁ କ୍ରିକେଟ ମଇଦାନକୁ ଫେରିବା ପାଇଁ ଆହୁରି ଅପେକ୍ଷା କରିବାକୁ ପଡ଼ିପାରେ। ଆଘାତ ଯୋଗୁ ବୁମ୍‌ରା ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଖେଳିପାରିନଥିଲେ, ଏବେ ଏକ ନୂତନ ଅପଡେଟ ଆସିଛି ଯେ ସେ ଆଇପିଏଲ ୨୦୨୫ର ପ୍ରଥମ ଦୁଇ ସପ୍ତାହରେ…

Women’s Day 2025: ଭାରତ ଇତିହାସରେ ପ୍ରଥମ ଥର, ଆଜି ମହିଳାଙ୍କ ହାତରେ ରହିବ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷା

ନୂଆଦିଲ୍ଲୀ,୮।୩: ଆଜି 8 ମାର୍ଚ୍ଚରେ ସାରା ବିଶ୍ୱରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି। ଏହି ଅବସରରେ, ଭାରତରେ ମଧ୍ୟ ଏକ ଐତିହାସିକ କାର୍ଯ୍ୟ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟ ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ,…

ଭଡ଼ାଘରେ ପଡ଼ିଛି ସ୍ବାମୀଙ୍କ ମୃତଦେହ, ସ୍ତ୍ରୀ ଫେରାର

ପାରଳାଖେମୁଣ୍ଡି,୮ା୩(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ନଗର ପଲ୍ଲୀ ସାହିର ଏକ ଭଡ଼ାଘରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବାବେଳେ ସ୍ତ୍ରୀ ଫେରାର ହୋଇଯାଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ମୃତକ ଜଣଙ୍କ ହେଉଛନ୍ତି ଗୁଣୁପୁର ନିକଟ ଜଗନ୍ନାଥପୁର ପଞ୍ଚାୟତ…

ଅନୁଭବଙ୍କ ସହ ନିର୍ବନ୍ଧ ପରେ ଫଟୋ ଶେୟାର ଜାଗୃତି, ସୋସିଆଲ ମିଡିଆରେ ଲେଖିଲେ…

ଭୁବନେଶ୍ୱର,୮।୩: ଓଲିଉଡ଼ର ବହୁ ଚର୍ଚ୍ଚିତ ଚେହେରା ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ନିର୍ବନ୍ଧ ଶେଷ ହୋଇଛି। ମଧ୍ୟପ୍ରଦେଶ ଝିଅ ଜାଗୃତି ଶୁକ୍ଳାଙ୍କ ସହ ଅନୁଭବଙ୍କର ନିର୍ବନ୍ଧ ହୋଇଛି। ବର୍ଷାଙ୍କ ସହ ବିବାହ ବିଚ୍ଛେଦ ସମୟରେ ଜାଗୃତିଙ୍କୁ ନେଇ ଅନେକ ଆଲୋଚନା ହୋଇଥିଲା। ଅନେକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri