Home Left

ପୋଲିସଙ୍କ ପାଇଁ ଖୁସିଖବର: ମିଳିବ ସ୍ପିଡ୍‌ ବାଇକ, ବୋଲେରୋ

ଭୁବନେଶ୍ୱର,୧୦।୩: ଏଥର ଅପରାଧୀଙ୍କୁ ଧରିବା ହେବ ସହଜ । ପୋଲିସକୁ ମିଳିବ ସ୍ପିଡ ବାଇକ ଓ ବୋଲେରୋ। ରାଜ୍ୟ ସରକାରଙ୍କ ପକ୍ଷରୁ ଅପରାଧ ନିୟନ୍ତ୍ରଣ ପାଇଁ ସ୍ପିଡ ଗାଡ଼ି ସ୍ପିଡ ବାଇକ ଓ ବୋଲେରୋ ଯୋଗାଇ ଦିଆଯିବ । ପୋଲେିସଙ୍କୁ ମିଳିବ…

ସେନା ଅଧିକାରୀ-ବାନ୍ଧବୀଙ୍କୁ ଅସଦାଚରଣ ମାମଲା: ଓଡ଼ିଶା ସରକାରଙ୍କୁ ତଦନ୍ତ ରିପୋର୍ଟ ଦେଲ ନ୍ୟାୟିକ କମିଶନ

ଭୁବନେଶ୍ୱର,୧୦।୩: ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କ ଉପରେ ପୋଲିସର ଅତ୍ୟାଚାରର ତଦନ୍ତ ପାଇଁ ଗଠିତ ନ୍ୟାୟମୂର୍ତ୍ତି ଚିତ୍ତ ରଞ୍ଜନ ଦାସ କମିଶନ ସୋମବାର ଗୃହ ବିଭାଗ ସଚିବଙ୍କୁ ୨୮୨ ପୃଷ୍ଠାର ରିପୋର୍ଟ ପ୍ରଦାନ କରିଛନ୍ତି। ଗତବର୍ଷ ଅକ୍ଟୋବର ୧ ତାରିଖରୁ…

ନୟାଗଡ଼ରେ ଭୟଙ୍କର ବାଣ ବିସ୍ଫୋରଣ: ୨ଗୁରୁତର

ନୟାଗଡ଼,୧୦।୩: ନୟାଗଡ଼ ଜିଲା ସଦର ଥାନା ମାଲିସାହି ପଞ୍ଚାୟତ ହୀରାଦେଇପୁର ଗାଁ ସୋମବାର ଭୟଙ୍କର ବାଣ ବିସ୍ଫୋରଣ ଘଟିଛି। ବାଣ ବିସ୍ଫୋରଣରେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ନୟାଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ଭୁବନେଶ୍ୱର…

ରବିନ୍ଦ୍ର ଜାଡେଜାଙ୍କ ବଡ଼ ଘୋଷଣା: ODI ଫର୍ମାଟରୁ ଅବସରକୁ ନେଇ…

ନୂଆଦିଲ୍ଲୀ,୧୦।୩: ଚାମ୍ପିୟନ୍ସ ଟ୍ରଫି ୨୦୨୫ ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ବିରାଟ କୋହଲି, ରୋହିତ ଶର୍ମା ଏବଂ ରବିନ୍ଦ୍ର ଜାଡେଜାଙ୍କ ODI ଫର୍ମାଟରୁ ଅବସର ନେବାର ଗୁଜବ ଶୀର୍ଷରେ ଥିଲା। ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ନିଜର ସ୍ପେଲ ସମାପ୍ତ କରିବା ପରେ…

ପ୍ରେମାନନ୍ଦ ମହାରାଜଙ୍କ ଭୟଙ୍କର ଭବିଷ୍ୟବାଣୀ: କହିଲେ କଳିଯୁଗରେ କ’ଣ ଘଟିବ, ଶୁଣିଲେ ଥରିଉଠିବେ…

ନୂଆଦିଲ୍ଲୀ,୧୦।୩: ପ୍ରେମାନନ୍ଦ ଜୀ ମହାରାଜଙ୍କ କୌଣସି ପରିଚୟର ଆବଶ୍ୟକତା ନାହିଁ। ବୃନ୍ଦାବନର ପ୍ରସିଦ୍ଧ ସନ୍ଥଙ୍କୁ ଭେଟିବା ପାଇଁ ଦେଶ ଏବଂ ବିଦେଶରୁ ଲୋକମାନେ ଆସନ୍ତି। ଆଜିକାଲି ସେ ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି। ତାଙ୍କ ସତସଙ୍ଗ ମାଧ୍ୟମରେ ସେ ଲୋକମାନଙ୍କୁ ସାଂସାରିକ…

୩ ବର୍ଷର କନ୍ୟା ଅନୁଷ୍କାଙ୍କ ୨ କିଡ଼ନୀ ଖରାପ: ସହାୟତା ଲାଗି ପ୍ରତିଶ୍ରୁତି ଦେଲା ସ୍ବାସ୍ଥ୍ୟ ଟିମ

ଛତ୍ରପୁର, ୧୦।୩(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମପଞ୍ଚାୟତର ଲକ୍ଷ୍ମଣନଗର ଅଞ୍ଚଳର ଏନ.କ୍ରିଷ୍ଣା ରେଡ୍ଡୀ ଓ ଉର୍ମିଳା ରେଡ୍ଡୀଙ୍କ ୩ ବର୍ଷର କନ୍ୟା ଅନୁଷ୍କାଙ୍କ ଦୁଇଟି କିଡ଼ନୀ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । କଟକ ଶିଶୁ…

‘ସେ ଅହଂକାରୀ ରାଜା ଭଳି…’ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ

ଚେନ୍ନାଇ,୧୦।୩: ସଂସଦ ବଜେଟର ଦ୍ୱିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ହିଁ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ବିରୋଧୀ ଦଳ ଅନେକ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଥିଲେ। ଏହି କାରଣରୁ ଲୋକ ସଭାର କାର୍ଯ୍ୟକୁ ମଧ୍ୟ ସ୍ଥଗିତ…

ଆତ୍ମହତ୍ୟା କଲେ ଜିଏସଟି ବିଭାଗର ଡେପୁଟି କମିଶନର

ଗାଜିଆବାଦ,୧୦।୩: ସୋମବାର ଉତ୍ତର ପ୍ରଦେଶର ଗାଜିଆବାଦର ଜିଏସଟି ବିଭାଗର ଡେପୁଟି କମିଶନର ସଞ୍ଜୟ ସିଂହ ୧୪ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। କୁହାଯାଉଛି ଯେ ୫୯ ବର୍ଷୀୟ ସଞ୍ଜୟ ସିଂହ ହଠାତ ତାଙ୍କ ସୋସାଇଟିର ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ। ଏହି…

୨୦୨୭ ଓ୍ବାଲର୍ଡ କପ ପ୍ଲାନକୁ ନେଇ ରୋହିତଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୩: ରବିବାର ଭାରତ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିବା ମାତ୍ରେ ସମଗ୍ର ଦେଶରେ ଉତ୍ସବ ପାଳନ କରାଯାଇଥିଲା। ଯେମିତି ସାରା ଦେଶରେ ହୋଲି ପୂର୍ବରୁ ଦୀପାବଳି ପାଳନ ଆରମ୍ଭ ହୋଇଗଲା। ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ଷ୍ଟମ୍ପ ଧରି…

ଭାଜପା-ବିଜେଡି ଉପରେ ବର୍ଷିଲେ ନରସିଂହ ମିଶ୍ର, କହିଲେ ଭାଇ-ଭାଇ ହୋଇ…

ବଲାଙ୍ଗୀର,୧୦ା୩(ସୁନୀଲ କୁମାର ମହାନ୍ତି): ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନାର ପ୍ରତିବାଦ ଏବଂ ମହିଳାମାନଙ୍କ ସୁରକ୍ଷା ଦାବିରେ ଜିଲା କଂଗ୍ରେସ ପକ୍ଷରୁ ସୋମବାର ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଜିଲା କଂଗ୍ରେସ ସଭାପତି ଅଶୋକ ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରିଷ୍ଠ…

ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟିଥିଲେ, ନାବାଳକଙ୍କ ସମେତ ୫ ଗିରଫ

ସଇଁତଳା,୧୦ା୩(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଥାନା ଅନ୍ତର୍ଗତ ଘୁନସର ଗାଁ ହାଇସ୍କୁଲ ଛକ ନିକଟରେ ଗତ ୮ ତାରିଖ ବିଳମ୍ବିତ ରାତିରୁ ଚାରିଚକିଆ ଗାଡ଼ି ଯୋଗେ ବଲାଙ୍ଗୀରରୁ ନିଜ ଗାଁ ଡୁମେରମୁଣ୍ଡାକୁ ଫେରୁଥିବା ବେଳେ ଘୁନସର କଲେଜ ଛକ…

ଭାରତ ପାଇଁ ଖୁସି ଖବର! Mark Carney କାନାଡ଼ାର ନୂଆ ପ୍ରଧାନମନ୍ତ୍ରୀ

ଓଟାଓ୍ବା,୧୦।୩: ବ୍ୟାଙ୍କ ଅଫ କାନାଡା ଏବଂ ବ୍ୟାଙ୍କ ଅଫ ଇଂଲଣ୍ଡର ପୂର୍ବତନ ଗଭର୍ଣ୍ଣର ମାର୍କ କାର୍ନିଙ୍କୁ କାନାଡାର ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ କରାଯାଇଛି। ସେ ଜଷ୍ଟିନ ଟ୍ରୁଡୋଙ୍କ ସ୍ଥାନ ନେବେ। ୫୯ ବର୍ଷୀୟ କାର୍ନି ୮୫.୯ ପ୍ରତିଶତ ଭୋଟ ପାଇଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri