ବଡ଼ ହୃଦୟ ଦେଖାଇଲେ ମୁକେଶ ଅମ୍ବାନୀ: ଦାନ କରିଦେଲେ ଏତିକି ଟଙ୍କା
ମୁମ୍ବାଇ,୧୧।୧୦: ଭାରତର ସବୁଠାରୁ ଧନୀ ବ୍ୟବସାୟୀ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଉତ୍ତରାଖଣ୍ଡର ପବିତ୍ର ଭୂମିରେ ପହଞ୍ଚିଥିଲେ। ସେ ଦୁଇଟି ଚାରଧାମ କେଦାରନାଥ ଏବଂ ବଦ୍ରିନାଥ ମନ୍ଦିର ପରିଦର୍ଶନ କରିଥିଲେ। ସେଠାରେ ପହଞ୍ଚିବା ପରେ, ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି…
ଭାଜପାର ବଢୁଛି ଶକ୍ତି: ଦଳରେ ମିଶିଲେ ଶତାଧିକ ଯୁବତୀଯୁବକ
ନୂଆପଡ଼ା,୧୧ା୧୦ (ମକାରୁ ବେମାଲ):ନୂଆପଡ଼ା ଜିଲା ଭାଜପା କାର୍ଯ୍ୟାଳୟଠାରେ ଶୁକ୍ରବାର ଅନୁଷ୍ଠିତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିଲେ ଶତାଧିକ ଯୁବତୀଯୁବକ ଦଳରେ ସାମିଲ ହୋଇଥିଲେ। ଜିଲା ସଭାପତି କମଲେଶ ଦୀକ୍ଷିତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ମିଶ୍ରଣ ପର୍ବରେ ସୁଶାନ୍ତ କୁମାର ପତି, ପ୍ରକାଶ…
‘ଦିଲ୍ଲୀରେ ଡିଲ୍ କରିଦେଲେ କହ୍ନେଇ’: ଶ୍ରୀମୟୀଙ୍କ ପୋଷ୍ଟକୁ ନେଇ ରାଜନୀତିରେ ହଇଚଇ, ଜାଣନ୍ତୁ କାହାକୁ ଏମିତି କହିଲେ…
ଭୁବନେଶ୍ୱର,୧୧।୧୦: ପୁଣି ସୋସିଆଲ ମିଡିଆରେ ବର୍ଷିଲେ ନାରୀନେତ୍ରୀ ଶ୍ରୀମୟୀ ମିଶ୍ର। ପରୋକ୍ଷରେ ପାଣ୍ଡିଆନଙ୍କୁ ଶ୍ରୀମୟୀ ଟାର୍ଗେଟ କରିଛନ୍ତି। ଏପରିକି କହ୍ନେଇ, ସନ୍ନ୍ୟାସୀ କହି ପରୋକ୍ଷରେ ତାଚ୍ଛଲ୍ୟ କରିଛନ୍ତି। ଶ୍ରୀମୟୀ କହିଛନ୍ତି, କର୍ମୀ ଅନାଇ ବସିଛନ୍ତି, ଦିଲ୍ଲୀରେ ଡିଲ୍ କରିଦେଲେ କହ୍ନେଇ।ଦଳ ପାଇଁ…
ଫ୍ଲାଏଆଶ୍ରେ ପଡ଼ିଆ ପୋତିବାକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ
ବରଗଡ଼,୧୧।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭେଡ଼େନ ବ୍ଲକ ଅନ୍ତର୍ଗତ ଥୁଆପାଲି ଅଞ୍ଚଳର ଏକ ପଡ଼ିଆରେ ବିଭିନ୍ନ କାରଖାନାରୁ ନିଷ୍କାସିତ ଫ୍ଲାଏ ଆସ୍ ପକାଇବାକୁ ନେଇ ୨ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଫ୍ଲାଏଆସ୍ ପକାଇବାକୁ ବିରୋଧ କରି ଗତ କିଛିଦିନ ତଳେ ସ୍ଥାନୀୟ କିଛି ଲୋକ…
ମାଓବାଦୀଙ୍କୁ ପ୍ରତିହତ କରିବାକୁ ଅଣ୍ଟାଭିଡ଼ିଲା କନ୍ଧମାଳ ପୋଲିସ: ବିଭିନ୍ନ ସ୍ଥାନରେ ଖୋଲିଲା ବିଏସଏଫ କ୍ୟାମ୍ପ
ଦାରିଙ୍ଗବାଡି, ୧୧/୧୦ (ଅରୁଣ ସାହୁ): ମାଓବାଦୀଙ୍କୁ ପ୍ରତିହତ କରିବାକୁ ଅଣ୍ଟା ଭିଡିଛି କନ୍ଧମାଳ ପୋଲିସ। ଗତ କିଛି ଦିନ ହେଲା ମାଓବାଦୀ କନ୍ଧମାଳ ଜିଲା ଦାରିଙ୍ଗବାଡି ଏବଂ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ପୁଣି ନିଜ ଉପସ୍ଥିତ ଜାହିର କରିଥିବା ପୋଲିସ ପାଇଁ…
ବି ଟେକ ଛାତ୍ରଙ୍କ ମୃତ୍ୟୁ ଘଟଣା: ଏତେ ଟଙ୍କା ସହାୟତା ଦେଲେ ବିଡିଓ
ଦିଗପହଣ୍ଡି,୧୦।୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ଡେଙ୍ଗାଓସ୍ତା ଗ୍ରାମ ମେନ ରୋଡ଼ର ଯୁକ୍ତ ୩ ଛାତ୍ର ସୁଧାକର ମାଦଳା ଗୁରୁବାର ଅପରାହ୍ନ ୧ଟାରେ ମୃତ୍ୟୁବରଣ କରିଥିଲେ। ଶୁକ୍ରବାର ସକାଳେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ପରିବାର…
ଦିଗହରା ଆଦି ସେବାକେନ୍ଦ୍ର: ଆରମ୍ଭରୁ ଯୋଜନାରେ ବିଭ୍ରାଟ
ଦାରିଙ୍ଗବାଡି, ୧୧।୧୦ (ଅରୁଣ ସାହୁ): ଜନଜାତି ସାମ୍ପ୍ରଦାୟର ଜୀବନଜୀବିକା ସ୍ବାବଲମ୍ବୀ କରାଇବା ସହ ନିଜ ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ସାମାଜିକ ସୁରକ୍ଷାକୁ ଶକ୍ତିଶାଳୀ କରିବା ଜନସଚେତନ କରି ନିଜ ଅଞ୍ଚଳକୁ ବିକାଶ ଦିଗରେ ଆଗଧାଡିରେ ରଖିବା ନିଜ ଅଞ୍ଚଳର ଉନ୍ନତି…
ଆମେ ସବୁ ହାସ୍ୟାଭିନେତା
ପ୍ରାୟ ଦେଢ଼ ଦଶନ୍ଧି ତଳର କଥା। ଜଣେ ବରିଷ୍ଠ ସହକର୍ମୀଙ୍କ ସହ ଯାତ୍ରା ଦେଖିବାକୁ ଯାଇଥିଲି। ଯାତ୍ରା ସରିବା ପରେ ସହକର୍ମୀ ଜଣକ ଜଣେ ଅଭିନେତାଙ୍କୁ ଦେଖା କରିବାକୁ କହିଲେ ଯେ କି ତାଙ୍କର ବାଲ୍ୟବନ୍ଧୁ ଥିଲେ। ଆମେ ଯେତେବେଳେ ସେ…
ରାଜସ୍ବ ବଳକା ନା ବିକାଶ ନିଅଣ୍ଟ
ଓଡ଼ିଆ ଖବରକାଗଜଗୁଡ଼ିକରେ ଅତି ପ୍ରମୁଖ ଭାବରେ ପ୍ରକାଶ ପାଇଛି,୨୦୨୨-୨୩ ଆର୍ଥିକ ବର୍ଷର ହିସାବ ଅନୁଯାୟୀ ଦେଶର ୫ଗୋଟି ରାଜସ୍ବ ବଳକା ରାଜ୍ୟ ମଧ୍ୟରୁ ଓଡ଼ିଶା ଗୋଟିଏ ଏବଂ ସ୍ଥାନ ତୃତୀୟ। ଏହି ବର୍ଷ ଓଡ଼ିଶାର ରାଜସ୍ବ ବଳକା ଥିଲା ୨୬,୭୦୦ କୋଟି…
ଗୋଟିଏ ଟୁଇଟ୍
ଆଜିକାଲି ଅନେକ ବଡ଼ ବଡ଼ କାହାଣୀ ଯେମିତି ଟୁଇଟ୍ରୁ ଆରମ୍ଭ ହୋଇଥାଏ ଏହା ଠିକ୍ ସେମିତି ହୋଇଥିଲା। ଏକ ମଧ୍ୟମ ଆକାରର ବାଣିଜି୍ୟକ ସଂସ୍ଥା ଦ୍ୱାରା କରାଯାଇଥିବା ସୋସିଆଲ ମିଡିଆ ପୋଷ୍ଟ ସ୍ପଷ୍ଟ ଘୋଷଣା କରିଥିଲା ଯେ ଚେନ୍ନାଇ କଷ୍ଟମ୍ସ ଦ୍ୱାରା…
ସାଗଯୁରୀ ଉନ୍ନୀତ ହାଇସ୍କୁଲରେ କ୍ଲଷ୍ଟର ସ୍ତରୀୟ ସୁରଭି: ଅଂଶଗ୍ରହଣ କଲେ ୧୧୫ ଛାତ୍ରୀଛାତ୍ର
ଅମରପାଲି, ୧୧।୧୦(ପୀତାମ୍ବର ସାହୁ ): ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କ ଠାରେ କିଛି ନା କିଛି ପ୍ରତିଭା ଅଛି। ଏହି ପ୍ରତିଭାର ବିକାଶ କରିବାକୁ ସମସ୍ତେ ପ୍ରୟାସ କରିବା ଆବଶ୍ୟକ। ଏନେଇ ପିଲାଙ୍କ ଅଭିଭାବକ, ଶିକ୍ଷୟିତ୍ରୀ, ଶିକ୍ଷକ ତତ୍ପରତା ପ୍ରକାଶ କରିବା ଜରୁରୀ। ପିଲାଙ୍କ…
ସକାଳୁ ସକାଳୁ ୭.୧ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଝଟକା
ନୂଆଦିଲ୍ଲୀ,୧୧।୧୦: ଦକ୍ଷିଣ ଆମେରିକା ଏବଂ ଆଣ୍ଟାର୍କଟିକା ମଧ୍ୟରେ ଅବସ୍ଥିତ ଡ୍ରେକ ପାସେଜରେ ଶନିବାର ୭.୧ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଝଟକା। ଭୂମିକମ୍ପଟି ରାତି ପ୍ରାୟ ୧:୫୯ ରେ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ଅନୁଯାୟୀ, ଏହାର…

