ଅମୂଲ କ୍ଷୀର ମୂଲ୍ୟ ବୃଦ୍ଧି: ମେ ୧ ରୁ ଲାଗୁ ହେବ ନୂଆ ଦର
ଅହମଦାବାଦ, ୩୦।୪: ମଦର ଡେରୀ ପରେ ଅମୂଲ ମଧ୍ୟ କ୍ଷୀରର ମୂଲ୍ୟ ବୃଦ୍ଧି କରିଛି। ଗୁଜରାଟ କୋ-ଅପରେଟିଭ ମିଲ୍କ ମାର୍କେଟିଂ ଫେଡେରେସନ (ଜିସିଏମଏମଏଫ) ଘୋଷଣା କରିଛି ଯେ ମେ ୧, ୨୦୨୫ ଠାରୁ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା…
IPL ୨୦୨୫ ଫସିଲା BCCI: ରୋବୋଟ୍ କୁକୁର ଯୋଗୁ ମିଳିଲା ହାଇକୋର୍ଟଙ୍କ ନୋଟିସ, ଏବେ…
ନୂଆଦିଲ୍ଲୀ,୩୦।୪: ଅଡ଼ୁଆରେ ଫସିଛି ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ(ବିସିସିଆଇ)। IPL ମଝିରେ BCCI ତାର ରୋବୋଟ କୁକୁର ଯୋଗୁ ଏକ ନୋଟିସ ପାଇଛି। ଦିଲ୍ଲୀ ହାଇକୋର୍ଟ ଏହି ନୋଟିସ ବିସିସିଆଇକୁ ପଠାଇଛନ୍ତି। ପ୍ରକୃତରେ, BCCI IPL ମ୍ୟାଚ ସମୟରେ କୁକୁର…
ପହଲଗାମ ଆକ୍ରମଣ ପରେ ଭାରତ ସମର୍ଥନରେ ତାଲିବାନ; ପାକିସ୍ତାନକୁ ଝଟକା
ନୂଆଦିଲ୍ଲୀ/କାବୁଲ, ୩୦।୪: ଜମ୍ମୁ ଓ କାଶ୍ମୀରର ପହଲଗାମରେ ୨୨ ଏପ୍ରିଲ ୨୦୨୫ରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ ଆଫଗାନିସ୍ତାନର ତାଲିବାନ ସରକାର ଏକ ଅପ୍ରତ୍ୟାଶିତ ପଦକ୍ଷେପରେ ଭାରତକୁ ସମର୍ଥନ ଜଣାଇଛି। ଏହି ଘଟଣା ପାକିସ୍ତାନ ପାଇଁ ଏକ ବଡ଼ ରାଜନୈତିକ ଓ…
ଶିକ୍ଷା ବିଭାଗ ପକ୍ଷରୁ ଡ୍ରପ୍ଆଉଟ୍ ସର୍ଭେ କାର୍ଯ୍ୟ ଆରମ୍ଭ
ବାଲିଗୁଡ଼ା,୩୦ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକରେ ବୁଧବାରଠାରୁ ଡ୍ରପ୍ ଆଉଟ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହା ମେ’ ୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ବ୍ଲକ ଶିକ୍ଷାଧିକାରୀ ମହେଶର ମାଝି ଓ ସିଆରସିସି ସୌଦାମିନି ସାହୁଙ୍କ…
PM Kisan Yojana: ଅଟକିଯିବ ପିଏମ୍ କିଷାନର ୨୦ କିସ୍ତି ଟଙ୍କା? ଜାଣି ନିଅନ୍ତୁ କାରଣ…
ନୂଆଦିଲ୍ଲୀ,୩୦।୪: ଦେଶର କୋଟି କୋଟି ଚାଷୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଲାଭ ପାଉଛନ୍ତି। ଏହି ଯୋଜନା ଅଧୀନରେ ଚାଷୀମାନଙ୍କୁ ପ୍ରତିବର୍ଷ ୬,୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଏ, ଯାହା ସିଧାସଳଖ ସେମାନଙ୍କ ଆକାଉଣ୍ଟକୁ ତିନୋଟି କିସ୍ତିରେ (ପ୍ରତ୍ୟେକ…
ମାସିକିଆ ରିଚାର୍ଜ ପ୍ଲାନ ପାଇଁ ପାକିସ୍ତାନ ଖର୍ଚ୍ଚ କରୁଛି ୧୦୦୦ରୁ ଅଧିକ ଟଙ୍କା, ଜାଣନ୍ତୁ ଭାରତ ଠାରୁ କେତେ ମହଙ୍ଗା?
ନୂଆଦିଲ୍ଲୀ, ୩୦।୪: ଭାରତ ଓ ପାକିସ୍ତାନରେ ମୋବାଇଲ ସେବାର ଚାହିଦା ଦିନକୁ ଦିନ ବଢୁଛି। ଉଭୟ ଦେଶରେ ଶସ୍ତା ଡାଟା ଓ କଲିଂ ପ୍ଲାନ ଉପଲବ୍ଧ ଥିବାବେଳେ ପ୍ରଶ୍ନ ଉଠୁଛି, କେଉଁ ଦେଶରେ ମାସିକ ମୋବାଇଲ ରିଚାର୍ଜ ଖର୍ଚ୍ଚ ଅଧିକ ଶସ୍ତା?…
ଭାରତ-ପାକିସ୍ତାନ ସୈନ୍ୟ ମଧ୍ୟରେ ଆଲୋଚନା: ପାକିସ୍ତାନକୁ ଚେତାବନୀ ଦେଲା ଭାରତ
ନୂଆଦିଲ୍ଲୀ, ୩୦।୪: ପାହାଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ, ଗତକାଲି (ମଙ୍ଗଳବାର) ଭାରତ ଓ ପାକିସ୍ତାନର ସୈନ୍ୟ ଅପରେସନ୍ ମହାନିର୍ଦ୍ଦେଶକମାନେ ହଟ୍ଲାଇନ୍ ମାଧ୍ୟମରେ ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ପାକିସ୍ତାନ ଦ୍ୱାରା…
ହାତୀ ଆକ୍ରମଣରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
କେନ୍ଦୁଝର,୩୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଗୁରୁବାର କେନ୍ଦୁଝର ବନଖଣ୍ଡର ତେଲକୋଇ ରେଞ୍ଜ ଅଞ୍ଚଳରେ ଜଙ୍ଗଲୀ ହାତୀ ଆକ୍ରମଣରେ ଜଣେ ୪୫ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ସ୍ବାମୀ ଗୁରୁତର ହୋଇଛନ୍ତି। ମୃତ ମହିଳାଙ୍କ ନାମ ଲାବଣ୍ୟ ପଲେଇ ଏବଂ ଆହତଙ୍କ ନାମ…
ଦୁଇ ବର୍ଷ ତଳେ ଜଣଙ୍କ ଘରେ ନିଆଁ ଲଗାଇ ଦେଇଥିଲେ ଅଭିଯୁକ୍ତ, ଏବେ ଭୋଗିବେ ୭ ବର୍ଷ ଜେଲ୍ଦଣ୍ଡ
ଭଞ୍ଜନଗର,୩୦ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କନ୍ଧ ନୂଆଁପଲ୍ଲୀ ଗ୍ରାମରେ ୨୦୨୩ରେ ନିଆଁ ଲଗାଇବା ଅଭିଯୋଗରେ ଅଭିଯୁକ୍ତ କାର୍ତ୍ତିକ ସାହୁଙ୍କୁ ଭଞ୍ଜନଗର ସହକାରୀ ଦୌରା ଜଜ ଦେବାଶିଷ ବିଷୋୟୀ ବୁଧବାର ୭ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ଏଥିସହ…
ବାଂଲାଦେଶ କରୁଛି ବଡ଼ ଯୁଦ୍ଧ ପ୍ରସ୍ତୁତି, ଜାଣନ୍ତୁ କାହାସହ?
ଢାକା, ୩୦।୪: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ବାଂଲାଦେଶ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ରିପୋର୍ଟ ପ୍ରକାଶ ପାଇଛି। ଏକ ସାମ୍ପ୍ରତିକ ଖବର ଅନୁଯାୟୀ, ବାଂଲାଦେଶ ସେନା ମୁଖ୍ୟ ଜେନେରାଲ ଓାକାର ଉଜ ଜମାନ ନିକଟରେ…
ଦିନେ ନକ୍ସଲଙ୍କ ଗଡ଼ ଥିଲା କାରେଗୁଟ୍ଟା: ବିଶାଳ ଅପରେଶନ ପରେ ଦଖଲ କଲେ ସୁରକ୍ଷା କର୍ମୀ
ଛତିଶଗଡ଼, ୩୦।୪: ଛତିଶଗଡ଼ର ଏହି ସ୍ଥାନଟି ଦିନେ ଥିଲା ନକ୍ସଲଙ୍କ ଗଡ଼। ଜାଗାଟିର ନାଁ କାରେଗୁଟ୍ଟା ପାହାଡ଼। କିଛିଦିନ ତଳେ ବିଜାପୁରରେ ଅନୁଷ୍ଠିତ ନକ୍ସଲ ବିରୋଧୀ ଅଭିଯାନ ପରେ ନକ୍ସଲଙ୍କୁ ତଡ଼ି ଏବେ ଏ ପାହାଡ଼ଟିକୁ ସୁରକ୍ଷା କର୍ମୀ ଦଖଲ କରିଛନ୍ତି।…
କ୍ରିପ୍ଟୋ ଠକେଇ: ଦୋଷୀକୁ ୭ ବର୍ଷ ସଶ୍ରମ କାରାଦଣ୍ଡ
କଟକ, ୩୦।୪: କ୍ରିପ୍ଟୋ ନିବେଶ ନାମରେ ଶହ ଶହ ଜମାକାରୀଙ୍କ ନିକଟରୁ ୧.୧୩ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗରେ ବାଲେଶ୍ୱର ଓପିଆଇଡି ଅଦାଲତ ମୁଖ୍ୟ ଅଭିଯୁକ୍ତ ନୀଲେଶ କରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ତାଙ୍କୁ ୭ ବର୍ଷ ସଶ୍ରମ…
Archives


