Home Left

Caste Census: ୨୦୧୧ର ଜାତି ଜନଗଣନା କାହିଁକି ଆଜି ଯାଏ ପ୍ରକାଶ କରାଯାଇ ନାହିଁ? ଜାଣନ୍ତୁ ବଡ଼ କାରଣ

ନୂଆଦିଲ୍ଲୀ,୨।୫: ବହୁ ଦିନ ଧରି ଜାତି ଜନଗଣନା ପାଇଁ ଦାବି ହୋଇଆସୁଛି, କିନ୍ତୁ ଏବେ କେନ୍ଦ୍ର ସରକାର କହିଛନ୍ତି ଯେ 2025 ମସିହାରେ ହେବାକୁ ଥିବା ଜନଗଣନାରେ ଜାତି ଜନଗଣନା କରାଯିବ। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ 2011 ମସିହାରେ…

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ

ଭୁବନେଶ୍ୱର,୨।୫: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ସେ ଆସନ୍ତା ୧୦ରେ ଦୁଇଦିନିଆ ଗସ୍ତରେ ଆସିବେ। ଏ ନେଇ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ଶାହା ୧୦ରେ ଭୁବନେଶ୍ୱରରେ ପହଞ୍ଚି ଜଟଣୀ…

ହିନ୍ଦୁ କର୍ମୀଙ୍କୁ ଛୁରି ଭୁସି ହତ୍ୟା

ବେଙ୍ଗାଲୁରୁ,୨ା୫: ହିନ୍ଦୁ କର୍ମୀ ସୁବାସ ଶେଟ୍ଟୀଙ୍କ ହତ୍ୟା ପରେ ଦକ୍ଷିଣ କନ୍ନଡ ଜିଲାରେ ଏକ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ସତର୍କତାମୂଳକ ପଦକ୍ଷେପ ସ୍ବରୂପ, ମାଙ୍ଗାଲୋରରେ ପ୍ରବଳ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସୁବାସ ହତ୍ୟା ମାମଲା ପରେ ମାଙ୍ଗାଲୁରୁର କନ୍ନୁର,…

କଶ୍ମୀରରେ ବନ୍ୟା ପାକିସ୍ତାନ ପାଇଁ ପାଲଟିବ କାଳ! ଧୋଇଯିବ Pok

ନୂଆଦିଲ୍ଲୀ,୨।୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ଭୟଭୀତ। ପାକିସ୍ତାନ ବର୍ତ୍ତମାନ ଅନେକ ପ୍ରସଙ୍ଗରେ ଆକ୍ରମଣର ସମ୍ମୁଖୀନ ହେଉଛି। ଗୋଟିଏ ପଟେ ଭାରତ ପାକିସ୍ତାନ ସମ୍ପର୍କରେ ଅନେକ କଠୋର ନିଷ୍ପତ୍ତି ନେଇଛି ଏବଂ ଅନ୍ୟପଟେ ପଡ଼ୋଶୀ ଦେଶ ଏବେ…

କେତେ ଭୟଙ୍କର ପରମାଣୁ ବୋମା (Atomic Bomb), ଯେଉଁଠି ପଡ଼ିବ କେତେ କ୍ଷତି ହେବ? ଜାଣନ୍ତୁ…

ନୂଆଦିଲ୍ଲୀ,୨।୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ଭାରତ ଯେକୌଣସି ସମୟରେ ପାକିସ୍ତାନ ଉପରେ ଆକ୍ରମଣ କରିପାରେ। ଭାରତର ଆକ୍ସନକୁ ଦେଖି ପାକିସ୍ତାନ ଭିତରେ ଭୟର ବାତାବରଣ ଦେଖିବାକୁ ମିଳୁଛି। ଯେତେବେଳେ ପାକିସ୍ତାନ ସବୁଥର ପରି…

ପାକିସ୍ତାନରେ ୧୨ଦିନ ପାଇଁ ଲକ୍‌ଡାଉନ ଘୋଷଣା, ଯୁଦ୍ଧ ପାଇଁ…

ଇସଲାମବାଦ,୨।୫: ପାକିସ୍ତାନରେ ଲକ୍‌ଡାଉନ ଘୋଷଣା ହୋଇଛି। ପାକ୍‌ର ଖୈବର ପଖତୁନଖୱା ପ୍ରଦେଶର ଖୈବର ଜିଲାରେ ମଙ୍କିପକ୍ସ ଭୂତାଣୁ ସଂକ୍ରମଣର ଏକ ମାମଲା ଚିହ୍ନଟ ହେବା ପରେ ୧୨ ଦିନିଆ ସ୍ମାର୍ଟ ଲକଡାଉନ ଘୋଷଣା କରିଛି। ଏହି ନିଷ୍ପତ୍ତି ଭୂତାଣୁର ସମ୍ଭାବ୍ୟ ସଂକ୍ରମଣକୁ…

ସହକାରୀ ଯନ୍ତ୍ରୀଙ୍କୁ ଦୁର୍ବ୍ୟବହାର ଘଟଣା: ୪ ଦିନରେ ପହଞ୍ଚିଲା ଆନ୍ଦୋଳନ

ଆନନ୍ଦପୁର,୨ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ମୋଚିନ୍ଦ। ପଞ୍ଚାୟତର ଏକ ଠିକାକାମକୁ ନେଇ ବ୍ଲକ ଏମ୍‌ପି ପ୍ରତିନିଧି ବ୍ଲକ ସହକାରୀ ଯନ୍ତ୍ରୀଙ୍କୁ ଗାଳିଗୁଲଜ ଘଟଣାକୁ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନ…

ପୁଣି ଧମକାଇଲା ପାକିସ୍ତାନ, କହିଲା ସିନ୍ଧୁ ନଦୀରେ ରକ୍ତ ବୁହାଇବୁ, Bilawal Bhuttoଙ୍କ ଯୁଦ୍ଧ ଧମକୁ ନେଇ ଚର୍ଚ୍ଚା

ଇସଲାମାବାଦ,୨।୫: ସିନ୍ଧୁ ଜଳ ଚୁକ୍ତିନାମାକୁ ନେଇ ପାକିସ୍ତାନରେ ରାଜନୈତିକ ଉଷ୍ମତା ଶୀର୍ଷରେ ପହଞ୍ଚିଛି। ଏହି ସମୟରେ, ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଅଧ୍ୟକ୍ଷ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜରଦାରୀ ଭାରତ ବିରୋଧରେ ଯୁଦ୍ଧ ଧମକ ଦେଇଛନ୍ତି। ସେ…

ଭାରତ ନା ପାକିସ୍ତାନ, କାହାପଟେ ଉତ୍ତର କୋରିଆ? ନାଁ ଜାଣିଲେ ହୋଇଯିବେ କାବା!

ପ୍ୟୋଙ୍ଗୟାଙ୍ଗ,୨।୫: ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ ଜୋଙ୍ଗ ଉନଙ୍କ ନୀତି ଓ କୂଟନୀତି ସର୍ବଦା ବିଶ୍ୱର ଧ୍ୟାନ ଆକର୍ଷଣ କରିଥାଏ। ଭାରତ ଓ ପାକିସ୍ତାନ ମଧ୍ୟରେ ଦୀର୍ଘ ଦିନର ବିବାଦ ମଧ୍ୟରେ ଏକ ପ୍ରଶ୍ନ ଉଠୁଛି: କିମ ଜୋଙ୍ଗ ଉନ…

‘ମୋତେ ୨୨୭ ଲୋକଙ୍କୁ ମାରିବାକୁ ମିଳିଛି ଲାଇସେନ୍ସ…’, ଅଡିଓ କ୍ଲିପ ମାମଲାରେ ବଢିଲା ଶେଖ ହାସିନାଙ୍କ ଟେନସନ

ଢାକା,୨।୫: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସମସ୍ୟା ପୁଣି ବଢ଼ିବା ପରି ମନେ ହେଉଛି। ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ଶେଖ ହାସିନା ଏବଂ ତାଙ୍କ ସହଯୋଗୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। ଏକ ଅଡିଓ କ୍ଲିପ ଆଧାରରେ, ଜଷ୍ଟିସ…

ସାଇକେଲ-ବାଇକ୍‌ ମୁହାଁମୁହିଁ, ୨ ଗୁରୁତର, ଚିକିତ୍ସା ବ୍ୟବସ୍ଥା କରାଇଲେ ବିଧାୟକ

ଭଞ୍ଜନଗର,୨ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଦଶପଲ୍ଲା ମୁଖ୍ୟ ରାସ୍ତାର କୋଟିବିରାଡ଼ି ନିକଟରେ ଶୁକ୍ରବାର ମଧ୍ୟାହ୍ନରେ ଏକ ବାଇକ୍‌ ଓ ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ କୋଟିବିରାଡ଼ିର ଉଦୟ ନାୟକ ଓ ବାଲିସାହିର…

ପାକିସ୍ତାନକୁ ଲାଗିବ ଆଉ ଏକ ବଡ଼ ଝଟକା! ଏବେ IMFରୁ ଋଣ ମିଳିବାକୁ ନେଇ ଝୁଲୁଛି ଖଣ୍ଡା

ନୂଆଦିଲ୍ଲୀ,୨।୫: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କରେ ଆହୁରି ତିକ୍ତତା ଦେଖାଦେଇଛି। ଭାରତ ପାକିସ୍ତାନ ବିରୁଦ୍ଧରେ ଅନେକ କଠୋର ପଦକ୍ଷେପ ନେଇଛି। ଯାହା ଯୋଗୁ ପାକିସ୍ତାନ ଏବେ ଖୁବ ରାଗିଯାଇଛି। ଏବେ ବିଶ୍ୱାସ କରାଯାଉଛି ଯେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri