ଭକ୍ତିମୟ ପରିବେଶରେ ମେଳଣ ପଡ଼ିଆ, ବିମାନରେ ବସିଲେ ଦୋଳଗୋବିନ୍ଦ
ପାଟଣା,୧୪ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ଶୁକ୍ରବାର ରାଧା କୃଷ୍ଣଙ୍କ ଦୋଳ ପୂର୍ଣ୍ଣିମା ଓ ହୋଲି ଉତ୍ସବ ସମ୍ପନ୍ନ ହୋଇଛି। ଏହି ବ୍ଲକ ବଡ଼ ପାଟଣା ପଞ୍ଚାୟତ ସ୍ବାମବିରଜୟ ଗୋବିନ୍ଦପୁର ଶାସନ, ଦୁର୍ଗାଦେଇପୁର, କାମେଶ୍ୱର ପୁର ,ଶିବ ନାରାୟଣ…
ଖୁଣ୍ଟରେ ପିଟିହେଲା କାର୍: ଚାଲିଗଲା ଦମ୍ପତିଙ୍କ ଜୀବନ
ବାଣପୁର,୧୪।୩ (ଦିଲୀପ କୁମାର ସ୍ବାଇଁ): ଦୋଳ ପୂର୍ଣ୍ଣିମା ଅବସରରେ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଥିବା ବେଳେ ଖୋର୍ଦ୍ଧା ଜିଲା ନୂଆଗଡ଼ରୁ ଆସିଛି ଏକ ଦୁଃଖଦ ଘଟଣା। ୧୬ ନମ୍ବର ଜାତୀୟ ନୂଆଗଡ଼ ଓଭରବ୍ରିଜ ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ…
ପୋଲିସ ଘରେ କଳାକନା ବୁଲାଇଲେ ଚୋର, ଲୁଟିନେଲେ ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନାଗହଣା
ପାରଳାଖେମୁଣ୍ଡି,୧୪ା୩(ଗିରିଧାରୀ ପରିଚ୍ଛା): ଲୋକଙ୍କ ଭିତରେ ଏବେ କୋକୁଆ ଭୟ। ସହରରେ ଚୋରି ଘଟଣାରେ ରୋକ୍ ଲଗାଇ ପାରୁନି ପୋଲିସ। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ପାଖାପାଖି ୨୦ରୁ ଊଦ୍ଧର୍ବ ଚୋରି ହୋଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି। କିଛି ଚୋରି…
ଏବେ ବି ରହିଛି ଭାଇଚାରା: ଏଠାରେ ହିନ୍ଦୁ-ମୁସଲମାନ ମିଶି ଖେଳନ୍ତି ହୋଲି
ହୋଲି ପର୍ବ ପ୍ରେମ ଏବଂ ସଦ୍ଭାବର ପ୍ରତୀକ। ହୋଲି କେବଳ ରଙ୍ଗ ଖେଳିବାର ପର୍ବ ନୁହେଁ ବରଂ ଏହା ଭାରତର ଗଙ୍ଗା ଯମୁନା ସଂସ୍କୃତିର ସହଭାଗୀ ଐତିହ୍ୟକୁ ମଧ୍ୟ ପ୍ରଦର୍ଶିତ କରେ। ଯଦିଓ ଆଜିର ରାଜନୀତି ଯୁଗରେ, ହିନ୍ଦୁ-ମୁସଲମାନ ନାମରେ ହୋଲି…
ପାରଦ ଉପରମୁହାଁ: ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ
ଭୁବନେଶ୍ୱର,୧୪।୩: ରାଜ୍ୟରେ ଗତ କିଛିଦିନ ହେଲା ତାପମାତ୍ରା ବଢ଼ି ଚାଲିଛି। ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳିରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ବୁଧବାର, ଗୁରୁବାର ଭଳି ଶୁକ୍ରବାର ମଧ୍ୟ ତାପମାତ୍ରା ବଢିବାରେ ଲାଗିଛି। ସାଢ଼େ ୧୧ରେ ତାପମାତ୍ରା ୩୭ ଡିଗ୍ରୀ ଟପି ଯାଇଛି।…
ସପ୍ତାହରେ ଦୁଇଥର ଖାଆନ୍ତୁ ଚୁନାମାଛ
ସପ୍ତାହକୁ ଦୁଇ ଥର ମାଛ ଖାଇବା ଦ୍ୱାରା ହୃତପିଣ୍ଡ ସୁସ୍ଥ ରହିବା ସହ ହାର୍ଟଆଟାକ ଆଶଙ୍କା ହ୍ରାସ ପାଇଥାଏ। ମାଛରେ ପ୍ରଚୁର ମାତ୍ରାରେ ଓମେଗା ୩ ଫ୍ୟାଟି ଏସିଡ ଥାଏ। ଯାହା ହୃଦରୋଗ ଜନିତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ।…
ଭାରତର ପ୍ରଶ୍ନରେ ଘାଇଲା ହେଲା ବାଂଲାଦେଶ, ଏବେ ଉପଦେଶ ଦେଉଛନ୍ତି ୟୁନୁସ ସରକାର
ଢାକା,୧୪।୩: ବାଂଲାଦେଶରେ ଚାଲିଥିବା ମୌଳବାଦ ଏବଂ ସଂଖ୍ୟାଲଘୁଙ୍କ ପ୍ରତି ଦୁର୍ବ୍ୟବହାର ଉପରେ ଭାରତ ଗଭୀର ଚିନ୍ତା ପ୍ରକାଶ କରିଛି। ଏହା ଉପରେ, ବାଂଲାଦେଶ ଭାରତ ଦ୍ୱାରା ଉଠାଯାଇଥିବା ପ୍ରଶ୍ନର ଉତ୍ତର ଦେଇଛି। ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମହମ୍ମଦ ରଫିକୁଲ ଆଲାମ…
ଜଙ୍ଗଲରେ ଚରୁଥିବା ବେଳେ ହଠାତ୍ ଟଳିପଡ଼ିଲେ ୧୫ ଛେଳି, ମାଲିକ ଅଚେତ
ଢେଙ୍କାନାଳ,୧୪ା୩(ରତନ ନାୟାର): ଢେଙ୍କାନାଳ ସଦର ଥାନା ସୋଗରପଷି ପଞ୍ଚାୟତ ଆରଦା ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଙ୍ଗଲରେ ଚରୁଥିବା ଅବସ୍ଥାରେ ୧୫ରୁ ଊର୍ଦ୍ଧ୍ୱ ଛେଳିଙ୍କ ଅକସ୍ମାତ ମୃତ୍ୟୁ ଘଟିଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଏପଟେ ଛେଳି ମଡ଼କ…
‘ସବୁ କ୍ରେଡିଟ୍ ଭାରତକୁ ଯାଉଛି…’, ମିଚେଲ ଷ୍ଟାର୍କଙ୍କ ପରେ ଗ୍ଲେନ ମ୍ୟାକଗ୍ରା ଟିମ ଇଣ୍ଡିଆକୁ କଲେ ପ୍ରଶଂସା, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୧୪।୩: ନିକଟରେ, ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଚାମ୍ପିୟନ୍ସ ଟ୍ରଫି ଟାଇଟଲ ଜିତିଛି। କିନ୍ତୁ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳର ବିଜୟ ଉପରେ ଲଗାତାର ପ୍ରଶ୍ନ ଉଠାଯାଉଛି। ବିଶେଷକରି, ପାକିସ୍ତାନ ଏବଂ ଇଂଲଣ୍ଡର ପୂର୍ବତନ କ୍ରିକେଟରମାନେ ଅଭିଯୋଗ କରିଥିଲେ…
ଶିଶୁକୁ ଉଦ୍ଧାର କରିବାକୁ ଯାଇ ବୁଡ଼ିଗଲେ ନାବାଳକ
ରାୟଗଡ଼ା,୧୪ା୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ନିକଟସ୍ଥ ଝୁଲା ପୋଲ ବୁଲିବାକୁ ଆସିଥିବା ଜଣେ ୧୭ ବର୍ଷୀୟ ନାବାଳକ ନାଗାବଳୀ ନଦୀରେ ବୁଡ଼ଯାଇଛନ୍ତି। ମୃତକ ଜଣକ ହେଲେ ଆନ୍ଧ୍ରପ୍ରଦେଶ ରାଜ୍ୟ ବିଜୟଓ୍ବାଡା ଜିଲା ସଦର ମହକୁମାର ପି ମୁରଲୀଙ୍କ ପୁଅ ପି.…
ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି, ସୂଚନା ଦେଲେ ମନ୍ତ୍ରୀ
ଭୁବନେଶ୍ୱର,୧୪।୩: ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ଯୋଜନା ଏବଂ କାର୍ଯ୍ୟାନ୍ୱୟନ ତଦାରଖ କରିବା ପାଇଁ ଓଡ଼ିଶା ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଶୁକ୍ରବାର ଏହି ସୂଚନା ଦେଇଛନ୍ତି।…
ପ୍ରାଥମିକ ଶିକ୍ଷକଙ୍କୁ ପ୍ରତି ମାସରେ ମିଳେ ଏତେ ଦରମା, ୮ମ ବେତନ ଲାଗୁହେଲେ କେତେ ବଢିଯିବ ଦରମା, ଜାଣନ୍ତୁ
ନୂଆଦିଲ୍ଲୀ,୧୪।୩: ଭାରତରେ ସରକାରୀ ପ୍ରାଥମିକ ଶିକ୍ଷକଙ୍କ ଦରମା ରାଜ୍ୟ ଏବଂ ଅନୁଷ୍ଠାନ ଅନୁସାରେ ଭିନ୍ନ ହୋଇଥାଏ। ଦେଶର ବିଭିନ୍ନ ରାଜ୍ୟର ଚୟନ କମିଶନ ସେମାନଙ୍କୁ ଚୟନ କରନ୍ତି ଏବଂ ରାଜ୍ୟ ସରକାର ସେମାନଙ୍କର ଦରମା ନିର୍ଣ୍ଣୟ କରନ୍ତି। ତଥାପି, ଆଜିକାଲି ଦେଶରେ…
Archives


