Home Left

ପାଣ୍ଡିଆନଙ୍କ ବୁଦ୍ଧିରେ ନବୀନ ସରକାରଙ୍କ ପରି ମମତା ସରକାର ଧ୍ୱଂସ ହେବ: ପ୍ରିୟଦର୍ଶନ

ଭୁବନେଶ୍ୱର,୫।୫: ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ଏବଂ ‘ଦାରୁ କାଠ’ ମୂର୍ତ୍ତିରେ ବ୍ୟବହାର କରାଯିବା ପ୍ରସଙ୍ଗକୁ ନେଇ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ସୋମବାର ଗଣମାଧ୍ୟମକୁ ବିସ୍ଫୋରକ…

ସାରାଙ୍କୁ ମିଳିଗଲା ନୂଆ ବୟଫ୍ରେଣ୍ଡ୍‌: ଏହି ଅଭିନେତାଙ୍କ ପ୍ରେମରେ ଉବୁଟୁବୁ

ମହାନ ଭାରତୀୟ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ପ୍ରାୟତଃ ଚର୍ଚ୍ଚାରେ ଥାଆନ୍ତି। କେତେବେଳେ ସୋସିଆଲ ମିଡିଆରେ ତାଙ୍କ ବୋଲ୍ଡ ଅନ୍ଦାଜ୍‌ ପାଇଁ ତ କେତେବେଳେ ତାଙ୍କ ଡେଟିଂ ଖବର ପାଇଁ। ଏବେ ସାରାଙ୍କୁ ଏକ ନୂଆ ବୟଫ୍ରେଣ୍ଡ୍‌ ମିଳିଯାଇଛି ।…

ଆସିଲା ବଡ଼ ଅପଡେଟ, ଭାଜପା ସରକାରଙ୍କ ବର୍ଷପୂର୍ତ୍ତି ପୂର୍ବରୁ ହେବ ବଡ଼ ଘୋଷଣା

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପା ସଭାପତି ଚୟନରେ ବିଳମ୍ବ ପ୍ରସଙ୍ଗକୁ ନେଇ ଏବେ ରାଜନୀତି ଜୋର ଧରିଛି। ଏନେଇ ଏବେ ବିଧାୟକ ସରୋଜ ପ୍ରଧାନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, ‘ସରକାରଙ୍କ ବର୍ଷ ପୂର୍ତ୍ତି ପୂର୍ବରୁ ସଭାପତିଙ୍କ ନାଁ ଘୋଷଣା ହେବ’।…

ଦୀଘାରେ ଜଗନ୍ନାଥ ଧାମ ବିବାଦ: ମୁହଁ ଖୋଲିଲେ ମମତା, ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରି କହିଲେ…

କୋଲକାତା,୫ା୫: ଦୀଘାରେ ଜଗନ୍ନାଥ ଧାମକୁ ନେଇ ବିବାଦ ଥମୁନି। ଏନେଇ ମୁହଁ ଖୋଲଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତା ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରି କହିଛନ୍ତି ପୁରୀ ମନ୍ଦିର ଓ ଜଗନ୍ନାଥଙ୍କୁ ଆମେ ସମ୍ମାନ କରୁ ସାରା ଦେଶରେ କାଳୀ…

UNSCରେ ପାକିସ୍ତାନକୁ ପାଣି ପିଆଇଦେବେ ଏହି ଭାରତୀୟ ଅଫିସର

ନୂଆଦିଲ୍ଲୀ,୫।୫: କଶ୍ମୀରର ପହଲଗାମରେ ସମ୍ପ୍ରତି ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ଶୀର୍ଷରେ ପହଞ୍ଚିଛି। ଏବେ ଏହି ପ୍ରସଙ୍ଗରେ ଆଜି ଅର୍ଥାତ୍‌ ମେ ୫ରେ ଜାତିସଂଘ ସୁରକ୍ଷା ପରିଷଦ (UNSC)ରେ ଏକ ବନ୍ଦ…

ମାଲକାନଗିରିରେ ଚାଞ୍ଚଲ୍ୟ: ଘରୁ ଟଙ୍କା ଚୋରି କରୁଥିଲେ ବୋହୂ, ଶାଶୁ ଦେଖିଦେବାରୁ ଘଟାଇଲେ ଏମିତି କାଣ୍ଡ…

ମାଲକାନଗିରି,୫ା୫(ଦୁର୍ଯ୍ୟୋଧନ ପାତ୍ର)- ଟଙ୍କା ଚୋରି କରୁଥିବା ଶାଶୁ ଜାଣିପାରିବାରୁ ବୋହୂ ଶାଶୁଙ୍କ ଦେହରେ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ଏପରି ଘଟଣା ମାଲକାନଗିରି ଥାନା ଅନ୍ତର୍ଗତ ଏମ୍‌ଭି ୧୮ ଗ୍ରାମରେ ଗତ ୨୭ ତାରିଖରେ ଘଟିଛି। ଏ ସମ୍ପର୍କରେ ରେଣୁକା ବୈଦ୍ୟଙ୍କ…

କଟକଠାରୁ-ଦାରିଙ୍ଗବାଡ଼ି ସରକାରୀ ବସ୍‌ ଚଳାଚଳ ବନ୍ଦ: ଏହା ପଛରେ କାହାର ହାତ? ଯାତ୍ରୀ ହଟହଟା

ଦାରିଙ୍ଗବାଡ଼ି,୫ା୫(ଅରୁଣ ସାହୁ): ମାତ୍ର ୨ ଦିନ ଚାଲିଲା ସରକାରୀ ବସ୍‌ ତା’ ପରେ କାହାର ନିର୍ଦ୍ଦେଶ ଥିଲା ଏହି ବସ୍‌ ବନ୍ଦ କରିବାକୁ ତା’ର କାରଣ କ’ଣ ଏବଂ ଏହା ପଛରେ କାହାର ହାତ ରହିଛି ତାହା ଅସ୍ପଷ୍ଟ ରହିଛି। ଏଭଳି…

VIDEO: ପୋଲିସ ଭୟରେ ପାଣିକୁ ଡେଇଁ ପଡ଼ିଲେ ପହଲଗାମ ଆତଙ୍କବାଦୀଙ୍କୁ ଖାଦ୍ୟ ଯୋଗାଉଥିବା ଯୁବକ

ଜମ୍ମୁ,୫।୫: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀ ଏବଂ ସେମାନଙ୍କ ସହାୟକମାନଙ୍କୁ ଧରିବା ପାଇଁ ତଦନ୍ତ ଚାଲିଛି। ଏହି ସମୟରେ, କୁଲଗାମ ଜିଲାର ଟାଙ୍ଗମାର୍ଗରେ ପଚରାଉଚରା ପାଇଁ ଅଟକ ଥିବା ଜଣେ ଯୁବକ ଖସିଯିବାକୁ ଚେଷ୍ଟା କରିବା ସମୟରେ ଏକ ନାଳକୁ…

ବସ୍‌-ହାଇଓ୍ବା ମୁହାଁମୁହିଁ: ୧୦ ଆହତ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ବାରିପଦା,୫ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଅଞ୍ଚଳ ସାତକୋଶିଆ ଘୋଡ଼ାଘାଟିରେ ଏକ ଯାତ୍ରୀବାହୀ ବସ୍‌ ସହିତ ହାଇଓ୍ବାର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୧୦ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଖବର ଦେବାରୁ ଦମକଳ ବାହିନୀ ଓ ପୋଲିସ ଘଟଣାସ୍ଥଳରେ…

ବଲିଉଡ ନାୟିକାଙ୍କୁ ଯୌନ ଦାସ କରିବାକୁ ଧମକ ଦେଲାଣି ପାକିସ୍ତାନ! ସାମ୍ନାକୁ ଆସିଲା ଖବରଦାତାଙ୍କ ସାଂଘାତିକ ବୟାନ

ଇସଲାମାବାଦ,୫।୫: ଦିନକୁ ଦିନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି, କିନ୍ତୁ ପଡ଼ୋଶୀ ଦେଶ ତା’ର ହୀନ କାର୍ଯ୍ୟରୁ ନିବୃତ୍ତ ହେଉନାହିଁ। ପ୍ରତ୍ୟେକ ଅବସରରେ PAK ଏହାର ମାନସିକତାକୁ ପ୍ରକାଶ କରିବା ଭଳି ଏଥର ବି ପ୍ରକାଶ କରିଛି।…

ଯୁଦ୍ଧକୁ ନିମନ୍ତ୍ରଣ କରିଥିବା ପାକିସ୍ତାନ ଏବେ ଭୟରେ ଥରହର! UNSC ବୈଠକ ପୂର୍ବରୁ କଲାଣି ଏମିତି ଅନୁରୋଧ

ଇସଲାମାବାଦ,୫।୫: ପହଲଗାମ ଆକ୍ରମଣ ପରେ, ପାକିସ୍ତାନ ଭାରତର କାର୍ଯ୍ୟାନୁଷ୍ଠାନକୁ ଦେଖି ଭୟଭୀତ ହୋଇଛି ଏବଂ ସେ ଜାତିସଂଘ ସୁରକ୍ଷା ପରିଷଦର ବୈଠକ ପାଇଁ ଆବେଦନ କରିଛି, ଯାହା ପରେ ସୋମବାର (୫ ମଇ, ୨୦୨୫) UNSCର ଏକ ବୈଠକ ଡକାଯାଇଛି। ଏବେ…

୩ ବର୍ଷ ହେଲା ସୋଲାର ପାଣିଟାଙ୍କି ଅଚଳ: ସମସ୍ୟାରେ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ

କେସିଙ୍ଗା,୫ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି ଅଧୀନସ୍ଥ ପରଲସିଙ୍ଗା ପଞ୍ଚାୟତ ଅନ୍ତର୍ଗତ ବେଳାମାଲ ଗ୍ରାମରେ ଗତ ୨୦୧୯.୨୦ ଆର୍ଥିକ ବର୍ଷରେ ସୋଲାର ସିଷ୍ଟମ water supply ଫଣ୍ଡରୁ ୪ଲକ୍ଷ ୫୦ହଜାର ବ୍ୟୟ ଅଟକଳରେ ନିର୍ମାଣ କରାଯାଇ ଥିଲା। ନଳକୂପ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri