Home Left

ଜିଲାସ୍ତରୀୟ ଖୋ ଖୋ ପ୍ରତିଯୋଗିତା ଆରମ୍ଭ: ପ୍ରଥମଥର ପାଇଁ ହେଲା ଏମିତି…

ଗଞ୍ଜାମ,୧୬।୧୦ (ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ସ୍ତରୀୟ ଖୋ ଖୋ ଚାମ୍ପିୟନସିପ ୨୦୨୫ ପ୍ରତିଯୋଗିତା ଗୁରୁବାର ଅପରାହ୍ନରେ ଆରମ୍ଭ ହୋଇଛି । ଏହି ପ୍ରତିଯୋଗିତା ତିନି ଦିନ ଧରି ଚାଲିବ । ଜିଲାର ୨୨ ବ୍ଲକର ବିଭିନ୍ନ ସ୍କୁଲର ୧୪…

ନବୀନ ପଟ୍ଟନାୟକଙ୍କ ପାଇଁ ପୂଜାପାଠ କଲା ବିଜେଡି

ହିଞ୍ଜିଳିକାଟୁ ୧୬!୧୦( ଦ୍ବିତୀକୃଷ୍ଣ ପଣ୍ଡା): ରାଜ୍ୟ ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକଙ୍କ ୭୯ତମ ଜନ୍ମ ଜୟନ୍ତୀ ହିଞ୍ଜିଳିକାଟୁ ବିଜେଡି ପକ୍ଷରୁ ଗୁରୁବାର ପାଳିତ ହୋଇଯାଇଛି। କାଟୁ ରାଜବାଟି ଲକ୍ଷ୍ମୀ ନୃସିଂହ ମନ୍ଦିରରେ ବିଜେଡି ପକ୍ଷରୁ ପୂଜାପାଠ…

ଶୁଣାଣି ସମୟରେ ମହିଳାଙ୍କ ସହ ମସ୍ତି କରୁଥିଲେ ବିଚାରପତି! ଆଖିକୁ ବିଶ୍ୱାସ ହେଉନି, ହେଲେ ଭିଡିଓ ହେଉଛି ଭାଇରାଲ କ’ଣ ରହିଛି ସତ୍ୟତା ଜାଣନ୍ତୁ

ନୂଆଦିଲ୍ଲୀ,୧୬।୧୦: ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଭାଇରାଲ କ୍ଲିପରେ, ଜଣେ ବିଚାରପତି ଜଣେ ମହିଳାଙ୍କ ସହିତ ମଜା କରୁଥିବାର ଦେଖିବାକୁ ମିଳୁଛି। କୁହାଯାଉଛି ଯେ ଏହି ଭିଡିଓଟି ଏକ…

ପର୍ଥରେ କୋହଲି, ରୋହିତଙ୍କ ଝାଳବୁହା ପ୍ରାକ୍ଟିସ

ପର୍ଥ,୧୬ା୧୦: ଆସନ୍ତା ୧୯ ତାରିଖରୁ ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ଦିନିକିଆ କ୍ରିକେଟ ସିରିଜ୍‌ ଲାଗି ଭାରତୀୟ ଦଳର ଦୁଇ ବ୍ୟାଚ୍‌ରେ ପର୍ଥରେ ପହଞ୍ଚିଛି। ସିନିୟର ବ୍ୟାଟର ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମେତ ଭାରତୀୟ ଦଳର ଅନ୍ୟ ଖେଳାଳିମାନେ…

ପରିବାର ଆଗରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ, ଶ୍ୱଶୁର ଘରୁ ଫେରୁଥିବାବେଳେ…

ବଲାଙ୍ଗୀର,୧୬।୧୦ ( ସୁନିଲ ମହାନ୍ତି): ବଲାଙ୍ଗୀର ଦେଓଗାଁ ଥାନା କୁଥୁର୍ଲା ଠାରେ ଏକ ଦୁର୍ଘଟଣାରେ ଭୂତିଆର ବାହାଲ ମଦନ ବାରିକଙ୍କ (୩୫ ) ମୃତ୍ୟୁ ଘଟିଛି । ମଦନ ମଟର ସାଇକେଲରେ ତାଙ୍କ ଶ୍ୱଶୁର ଘର ଶିକୁଆରୁ ସମସ୍ତ ପରିବାର ଭୂତିଆରବାହାଲ…

ଧାନ ଗଛରେ ବଢୁଛି ରୋଗପୋକ: ଫସଲ ବୀମା ପ୍ରଦାନ କରିବାକୁ ଦାବି କଲେ ଚାଷୀ

ଭଞ୍ଜନଗର,୧୬।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକରେ ଚଳିତ ଖରିଫ ଋତୁରେ ୭ ହଜାରରୁ ଉଦ୍ଧର୍‌ବ ହେକ୍ଟର ଜମିରେ ଧାନଚାଷ ହୋଇଛି । କିନ୍ତୁ ଲଗାଣ ବର୍ଷା, ଜମିରେ ଉପଯୁକ୍ତ ଜଳ ପରିଚାଳନା ଅଭାବ, ଆବଶ୍ୟକତା ଠାରୁ ଅଧିକ ସାର ପ୍ରୟୋଗ,…

କମେଡିଆନ କପିଲ ଶର୍ମାଙ୍କ କାଫେ ଉପରେ ପୁଣି ଗୁଳିମାଡ଼, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୧୬।୧୦: କାନାଡାରେ ଥିବା ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କାଫେ ଉପରେ ପୁଣି ଥରେ ଗୁଳିମାଡ଼। ରିପୋର୍ଟ ମୁତାବକ, କାଫେରେ ତିନୋଟି ଗୁଳି ଚାଳନା କରାଯାଇଛି। ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ଏହି ଗୁଳିକାଣ୍ଡ ପାଇଁ ଦାୟୀ ବୋଲି ଦାବି କରିଛି। ଏହି…

ନୋମିନି ନାହିଁ, ଆକାଉଣ୍ଟଧାରୀଙ୍କ ମୃତ୍ୟୁ ପରେ କିଭଳି ମିଳିବ ବ୍ୟାଙ୍କ ଆକାଉଣ୍ଟରେ ଜମା ଟଙ୍କା? ଜାଣିରଖନ୍ତୁ… 

ନୂଆଦିଲ୍ଲୀ,୧୬।୧୦: ଯେତେବେଳେ ଆମେ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲିଥାଉ, ଆମେ ସାଧାରଣତଃ ଜଣେ ନୋମିନି ପ୍ରଦାନ କରୁ। ଏହାର ଅର୍ଥ ହେଉଛି ଯଦି ଆକାଉଣ୍ଟଧାରୀଙ୍କ ମୃତ୍ୟୁ ହୁଏ, ତେବେ ବ୍ୟାଙ୍କରେ ଜମା ହୋଇଥିବା ଟଙ୍କା ସିଧାସଳଖ ନୋମିନିଙ୍କ ପାଖକୁ ଯାଏ। କିନ୍ତୁ…

ୟୁନୁସଙ୍କୁ ବଡ଼ ଚେତାବନୀ ଦେଲେ ପୂର୍ବତନ ପ୍ରଧାନମନ୍ତ୍ରୀ

ଢାକା,୧୬।୧୦: ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ନେତୃତ୍ୱାଧୀନ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ସାମରିକ ବାହିନୀ ସହିତ କୌଣସି ସଂଘର୍ଷ ଏଡାଇବାକୁ ପରାମର୍ଶ ଦେଇଛି। ଜିଆ ୟୁନୁସଙ୍କୁ ଚେତାବନୀ ଦେଇଛନ୍ତି ଯେ…

ଜାଗା ବିବାଦକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ: ପରିସ୍ଥିତି ଅଣାୟତ୍ତ, ଟେକା ପଥର ମାଡ଼ରେ ଉଭୟ ପକ୍ଷର ଏକାଧିକ ଆହାତ

ଦିଗପହଣ୍ଡି/ପାଟପୁର,୧୬।୧୦(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ପଞ୍ଚାୟତ ରତ୍ନମଣିପୁର ମୌଜା ରାସ୍ତାକଡରେ ଥିବା ପଞ୍ଚାୟତର ପୋଖରୀ ସଂଲଗ୍ନ ମୂଲ୍ୟବାନ ଜମି ମାଲିକାନାକୁ କେନ୍ଦ୍ରକରି ବିବାଦ। ସିଙ୍ଗପୁର ଏବଂ ରତ୍ନମଣିପୁର ଗ୍ରାମବାସୀଙ୍କ ମଧ୍ୟରେ ଦୀର୍ଘଦିନ ଧରି ଲାଗିରହିଥିବା…

କପିଲ ଶର୍ମାଙ୍କ କାଫେ ଉପରେ ଆକ୍ରମଣ, ଏଥିପାଇଁ ନିଜକୁ ଦାୟୀ କଲା ଲରେନ୍ସ ଗ୍ୟାଙ୍ଗ

ଓଟାଓ୍ବା,୧୬।୧୦: ପ୍ରସିଦ୍ଧ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କାନାଡାସ୍ଥିତ କ୍ୟାପ୍ସ କାଫେକୁ ପୁଣିଥରେ ଟାର୍ଗେଟ କରାଯାଇଛି। ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି। ଏହା ଉଲ୍ଲେଖନୀୟ ଯେ ନିକଟ ଅତୀତରେ କପିଲ ଶର୍ମାଙ୍କ କାନାଡିଆନ…

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କଲେ ଆଶାକର୍ମୀ

ଛତ୍ରପୁର,୧୬ା୧୦(ଦିଲ୍ଲୀପ ସାମଲ): ଭାରତୀୟ ମଜଦୂର ସଂଘ ସଂଲଗ୍ନ ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ ଗଞ୍ଜାମ ଜିଲା ପକ୍ଷରୁ ବିଭିନ୍ନ ଦାବି ନେଇ ଗୁରୁବାର ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି। ଏହା ସହ ଏକ ୯ ଦଫା ସମ୍ବଳିତ ଦାବିପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?