Home Left

୧୨ ବର୍ଷ ପରେ ଧନତେରସରେ ବିରଳ ସଂଯୋଗ, ଏହି ୩ରାଶିଙ୍କ ଫିଟିବ ଭାଗ୍ୟ! ଲାଗିବ ଲଟେରୀ…

ଧନତେରସ ୧୮ ଅକ୍ଟୋବରରେ ନିର୍ଦ୍ଧାରିତ ହୋଇଛି। ଧନତେରସରେ ମା’ ଲକ୍ଷ୍ମୀ, କୁବେର ଦେବତା ଓ ଭଗବାନ ଧନ୍ବନ୍ତରିଙ୍କ ପୂଜା କରାଯାଏ, ଏହାକୁ ଧନ ତ୍ରୟୋଦଶୀ ନାମରେ ମଧ୍ୟ ଜଣାଯାଏ। ପଞ୍ଚାଙ୍ଗ ଅନୁଯାୟୀ, ଏବର୍ଷ ଧନତେରସ ବିଶେଷ ଖାସ ହେବ, କାରଣ ଏହି…

ଭାରତ-ଅଷ୍ଟ୍ରେଲିଆ ଫାଇନାଲ

ଜୋହର ବାହରୁ,୧୭ା୧୦: ଭାରତ ସୁଲ୍‌ତାନ ଜୋହର କପ୍‌ ଜୁନିୟର ପୁରୁଷ ହକିର ଶେଷ ଗ୍ରୁପ୍‌ ମ୍ୟାଚରେ ମାଲେସିଆକୁ ୨-୧ଗୋଲ୍‌ରେ ପରାସ୍ତ କରିଛି। ଶୁକ୍ରବାର ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ପକ୍ଷରୁ ଗୁର୍‌ଜୋତ ସିଂ(୨୨ତମ ମିନିଟ) ଓ ସୌରଭ ଆନନ୍ଦ କୁଶାଓ୍ବା (୪୮ତମ)…

ମାଂସପେଶୀ ବୃଦ୍ଧି ପାଇଁ ‘ମା’ କ୍ଷୀର’ କିଣୁଛନ୍ତି କିଛି ଜିମ୍‌ ବଏ

ନୂଆଦିଲ୍ଲୀ,୧୭।୧୦: ଆମେରିକାରେ ଏକ ଅଜଣା ଫିଟନେସ ଟ୍ରେଣ୍ଡ ଏବେ ଚର୍ଚ୍ଚାରେ। ମାଂସପେଶୀ ବୃଦ୍ଧି ପାଇଁ କିଛି ଜିମ୍‌ ପ୍ରେମୀ ନୂଆ ମା’ଙ୍କ କ୍ଷୀର ଅନଲାଇନରେ କିଣୁଛନ୍ତି, ଯାହାକୁ ସେମାନେ ମାଂସପେଶୀ ବୃଦ୍ଧିର ‘ଗୁପ୍ତ ଶକ୍ତି’ ବୋଲି ମନେ କରୁଛନ୍ତି। ଏହି ଚାହିଦା…

କଳିଙ୍ଗା ଘାଟି ବିକଳ୍ପ ରାସ୍ତା ପାଇଁ ଅନୁଧ୍ୟାନ ଆରମ୍ଭ

ଭଞ୍ଜନଗର,୧୭ା୧୦(ବାବୁଲା ପ୍ରଧାନ): ଭୂସ୍ଖଳନରେ ଭୁଶୁଡ଼ି ପଡିଥିବା କଳିଙ୍ଗା ଘାଟି ରାସ୍ତା କାମ ମାସକ ପରେ ବି ସରିନାହିଁ। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଜନସାଧାରଣ ଆବଶ୍ୟକତାକୁ ଗୁରୁତର ଭାବେ ନ ନେବା ଯୋଗୁ କାମ ମନ୍ଥର ଗତିରେ ଚାଲିଛି। ଆସନ୍ତା ୨୫ ତାରିଖ…

Indian Post Office  ଆରମ୍ଭ କଲା ଜବରଦସ୍ତ ସେବା, ଏବେ କେଇ ଘଣ୍ଟାରେ… 

ନୂଆଦିଲ୍ଲୀ,୧୭।୧୦: ଭାରତୀୟ ଡାକ ବିଭାଗ ନିଜର ଡେଲିଭରୀ ସେବାକୁ ଆହୁରି ଦ୍ରୁତ କରିବା ଦିଗରେ କାମ କରୁଛି। କେନ୍ଦ୍ରୀୟ ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିକଟରେ ଘୋଷଣା କରିଛନ୍ତି ଯେ, ଭାରତୀୟ ଡାକ ବିଭାଗ ନୂଆ ଫାଷ୍ଟ ଡେଲିଭରୀ ସେବା ଆରମ୍ଭ…

ଧନତେରସର ଗୋଟିଏ ଦିନ ପୂର୍ବରୁ ବଦଳିଲା ସୁନା ଦର? ଚେକ୍ କରନ୍ତୁ ନୂଆ ଦର

ନୂଆଦିଲ୍ଲୀ,୧୭ା୧୦: ଆଜି ପୁଣି ବଦଳିଲା ସୁନା ଦର। ଧନତେରସ ପୂର୍ବରୁ ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ଅଛି ସୁନା-ରୂପା ମୂଲ୍ୟ। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧, ୩୨,୭୭୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ…

ଅବସର ପ୍ରାପ୍ତ ଫାର୍ମାସିଷ୍ଟ ହମିଦ୍‌ ବେହେରାଙ୍କ ପରଲୋକ

ରିଷିଡ଼ା,୧୭।୧୦(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଳକ ଗଜବାହାଲ ପଞ୍ଚାୟତର ବଡ଼ ତୁଙ୍ଗରୀଗୁଡାର ଅବସର ପ୍ରାପ୍ତ ଫାର୍ମାସିଷ୍ଟ ହମିଦ୍‌ ବେହେରାଙ୍କ ପରଲୋକ ହୋଇଯାଇଛି । ଭୁବନେଶରସ୍ଥିତ ଏକ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ତାଙ୍କର ମତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ୭୫…

ଧନତେରସରେ କମିଯିବ ସୁନା! ଆସିଲା ବଡ଼ ଅପଡେଟ୍‌

ଧନତେରସ, ଦୀପାବଳିର ପ୍ରଥମ ଦିନ, ସୁନା ଓ ରୂପା କିଣିବା ପାଇଁ ଏକ ଶୁଭ ଅବସର ବୋଲି କୁହାଯାଏ। କିନ୍ତୁ ବଜାରରେ ଠିକ ଦାମରେ ଓ ଗୁଣବତ୍ତାଯୁକ୍ତ ସୁନା-ରୂପା କିଣିବା ପାଇଁ କିଛି ସରଳ ଉପାୟ ଜାଣିବା ଜରୁରୀ। ଏହି ଧନତେରସରେ…

ଗଞ୍ଜେଇ ଧରି ବସ୍‌ରେ ଯିବାକୁ କରିଥିଲେ ଅପେକ୍ଷା: ମାଡ଼ି ବସିଲେ ଅବକାରୀ ଅଧିକାରୀ

ଖଡ଼ିଆଳ,୧୭ା୧୦(ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡ଼ିଆଳ ଅବକାରୀ ବିଭାଗ ପକ୍ଷରୁ କୋମନା ଥାନା ଅନ୍ତର୍ଗତ କ୍ରିଷ୍ଣା ଛକଠାରେ ଚଢ଼ାଉ କରାଯାଇ ୪ କେଜି ଗଞ୍ଜେଇ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ସେ…

୨୦୨୭ ଦିନିକିଆ ବିଶ୍ୱକପରେ ରୋହିତ,କୋହଲିଙ୍କ ଖେଳିବା ନେଇ ବଡ ବୟାନ ଦେଲେ ଅଜିତ ଅଗରକର

ନୂଆଦିଲ୍ଲୀ,୧୭।୧୦: ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ୨୦୨୭ ଦିନିକିଆ ବିଶ୍ୱକପ ଦଳରେ ସାମିଲ କରିବା ନେଇ ଚୂଡାନ୍ତ ନିଷ୍ପତ୍ତି ଏପର୍ଯ୍ୟନ୍ତ ନିଆଯାଇନାହିଁ। ରବିବାରଠାରୁ ଅଷ୍ଟ୍ରେଲିଆ…

Dhanteras 2025: କେବେ ଧନତେରାସ ୧୮ ନା ୧୯, କେବେ କରିବେ କିଣାକିଣି, ଜାଣନ୍ତୁ ସଠିକ ଦିନ ଓ ଶୁଭ ମୁହୂର୍ତ୍ତ

ନୂଆଦିଲ୍ଲୀ,୧୭।୧୦: ଦୀପାବଳି ପର୍ବ ଆଉ କିଛି ଦିନ ବାକି ଅଛି। ଏହା ପବିତ୍ର ପର୍ବ ଧନତେରାସ ସହିତ ଆରମ୍ଭ ହୁଏ ଏବଂ ଭାଇ ଦ୍ୱିତୀୟା ସହିତ ଶେଷ ହୁଏ। ପ୍ରତିବର୍ଷ, ଏହି ପର୍ବ କାର୍ତ୍ତିକ ମାସର ଅନ୍ଧାର ପକ୍ଷର ତ୍ରୟୋଦଶ ଦିନରେ…

ଧନତେରସରେ ସୁନା କିଣିବାକୁ ଯାଉଛନ୍ତି କି? ୨ ଭରିର ସୁନା ହାରରେ ଜାଣନ୍ତୁ କେତେ ଆସିବ ମେକିଂ ଚାର୍ଜ

ସୁନା ନିବେଶ ଏବଂ ଉପହାର ପାଇଁ ସବୁଠାରୁ ପସନ୍ଦିତ ବିକଳ୍ପ ମଧ୍ୟରୁ ଗୋଟିଏ। ଧନତେରସ ଏବଂ ଦୀପାବଳି ଭଳି ପର୍ବଗୁଡ଼ିକରେ ଏହାର ଚାହିଦା ଆହୁରି ବୃଦ୍ଧି ପାଏ। କିନ୍ତୁ ଆପଣ କେବେ ଭାବିଛନ୍ତି କି ଦୁଇ ଭରି ସୁନା ହାର ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?