ପନିପରିବା ଦର ଆକାଶଛୁଆଁ: ଗ୍ରାହକ ଅସନ୍ତୁଷ୍ଟ

ଦାରିଙ୍ଗବାଡି, ୨୪/୧୦(ଅରୁଣ ସାହୁ ): ପନିପରିବା ଦର ଆକାଶଛୁଆଁ। ବଜାରରେ ସମସ୍ତ ଦର ବୃଦ୍ଧି ଗ୍ରାହକଙ୍କୁ ଯେତିକି କଷ୍ଟ ଦେଇଛି ତା’ଠାରୁ ଅଧିକା କଷ୍ଟ ଦେଉଛି ପନିପରିବା ଦର। ଖାଉଟିଙ୍କୁ ଚଳିବା ମୁସ୍କିଲ ହୋଇପଡିଛି। ସ୍ବଳ୍ପ ରୋଜଗାର କରୁଥିବା ଗରିବ ସୀମାରେଖା ତଳେ ରହିଥିବା ଲୋକଙ୍କ ପାଇଁ ଏବେ ଚଳିବା ବହୁତ କଷ୍ଟ ହୋଇଛି। ଖାଦ୍ୟ ସାମଗ୍ରୀ ଡାଲି, ଚାଉଳ, ଅଟା, ତେଲ, ମସଲା ଆଦି ଘୁ ଘୁ ହୋଇ ଦର ବଢ଼ୁଥିବା ବେଳେ ଏବେ ଭାତ ସାଙ୍ଗରେ ତରକାରୀଟିଏ କରି ଖାଇବା ମଧ୍ୟ ଖାଉଟି ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି।

ପନିପରିବା ମଧ୍ୟରେ ଲୋକଙ୍କ ଅତି ପ୍ରିୟ ପରିବା ମଧ୍ୟରେ ବିନ୍‌ର ଦର ସବୁଠାରୁ ଅଧିକା ରହିଛି ଯେଉଁଠି ଏହି ସମୟରେ ବିନ କିଲୋ ପିଛା ୨୦ ରୁ ୨୫ ରହିବା କଥା ସେଠି ଏବେ ୧ ଶହ ୨୦ ଟଙ୍କା କିଲୋ ପିଛା ଦର ରହିଛି। ଅନ୍ୟ ପନିପରିବା ଦର କିଲୋ ପିଛା ୫୦ରୁ ୧ଶହ ପର୍ଯ୍ୟନ୍ତ ରହିଛି। କିଲୋ ସ୍ଥାନରେ ଅଢେଇଶ କିମ୍ବା ୩ ଶହ ଗ୍ରାମ ନେଇ ପରିବାର ପ୍ରତିପୋଷଣ ହେଉଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ଚଳିତବର୍ଷ ଲଗାଣ ବର୍ଷା ସହ ବାରମ୍ବାର ଲଘୁଚାପ ଜନିତ ବର୍ଷା ଯୋଗୁ ଚାଷ ଜମିରେ ଝର ଫୁଟିବା ଓ ଜଳମୟ ଯୋଗୁ ଗଛ ମୂଳସଢ଼ି ଯାଉଛି। ଏହାସହ ରୋଗପୋକ ଲାଗିଥିବା ଯୋଗୁ ପନିପରିବା ନଷ୍ଟ ହୋଇଛି। ଏହି କାରଣରୁ ପରିବା ସଂଗ୍ରହ ମଧ୍ୟ କମିଛି। ଫଳରେ ପରିବା ଦର ଆକାଶଛୁଆଁ ହୋଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବରେ ରାତିରେ ଶୋଇବା ଅର୍ଥାତ୍‌ ମୃତ୍ୟୁକୁ ନିମନ୍ତ୍ରଣ କରିବା, ଆପଣ ଏହି ୫ ଗମ୍ଭୀର ରୋଗର ହୋଇପାରନ୍ତି ଶିକାର

ଆଜିକାଲିର ଦ୍ରୁତ ଗତିରେ ଜୀବନରେ, ଲୋକମାନେ ପ୍ରାୟତଃ ରାତି ୧୦ଟା ପରେ ମଧ୍ୟ ଘଣ୍ଟା ଘଣ୍ଟା ଫୋନରେ ଏବଂ କାମରେ ବିତାଇ ଦିଅନ୍ତି। କିନ୍ତୁ ଆପଣ କ’ଣ…

ଆପଣଙ୍କ ମୃତ୍ୟୁ ପରେ କିଏ ଚଲାଇବ Facebook-Instagram? ସରକାର ଆଣିଲେ ଉତ୍ତରାଧିକାରୀ ବାଛିବା ନିୟମ

ନୂଆଦିଲ୍ଲୀ,୨୮।୪: Facebook, Instagram, WhatsApp, LinkedIn, ଏବଂ Telegram ଭଳି ଡିଜିଟାଲ ସମ୍ପତ୍ତିଗୁଡ଼ିକ ବ୍ୟକ୍ତିଗତ ସଂସ୍ଥା। ଏହି ପ୍ଲାଟଫର୍ମ ମଧ୍ୟରେ, କେବଳ ବାହାର ଲୋକ ହସ୍ତକ୍ଷେପ ନୁହେଁ…

ବାହାଘର ଭୋଜି ଖାଇ ଫେରୁଥିଲେ ହଠାତ୍‌ ଓଲଟିଲା ପିକ୍‌ଅପ: ଚାଲିଗଲା ୩ ନିରୀହ ଶିଶୁଙ୍କ ଜୀବନ, ମରଣ ସହ ଲଢ଼ୁଛନ୍ତି ଆଉ ୩

ବଲାଙ୍ଗୀର/ଟିଟଲାଗଡ,୨୮।୪(ସୁନିଲ ମହାନ୍ତି, ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ ଥାନା ଅନ୍ତର୍ଗତ ମାରଲାଡ ବ୍ରିଜ ନିକଟରେ ମଙ୍ଗଳବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ପିକଅପ ଭାରସାମ୍ୟ ହରାଇ…

ଯୌତୁକ ନିରାକରଣ ଉପରେ ଆଇନ ସଚେତନ

କେସିଙ୍ଗା,୨୮।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ତାଳୁକ ଆଇନ ସେବା ସମିତି ପକ୍ଷରୁ ଅଦାଲତ ପରିସରରେ ଯୌତୁକ ନିରାକରଣ  ଉପରେ ଏକ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି।…

IPL 2026 ମଧ୍ୟରେ ବଡ଼ ଘୋଷଣା କରିପାରେ CSK

ନୂଆଦିଲ୍ଲୀ,୨୮।୪: ଚେନ୍ନାଇ ସୁପର କିଙ୍ଗ୍ସ ବିଜୟ ଧାରାକୁ ଫେରିଥିଲା, କିନ୍ତୁ ଦଳ ପୂର୍ବ ମ୍ୟାଚରେ ପରାଜୟ ବରଣ କରିଥିଲା। CSK ପାଇଁ, ଏଠାରୁ ପରବର୍ତ୍ତୀ ପ୍ରତ୍ୟେକ ମ୍ୟାଚ…

‘ଅନ୍ୟ କାହାକୁ ଅନୁମତି ଦିଆଯିବା ଉଚିତ ନୁହେଁ…’ ଲମ୍ବା IPL ମ୍ୟାଚକୁ ନେଇ ଏମିତି କହିଲେ ସୁନୀଲ ଗାଭାସ୍କର

ନୂଆଦିଲ୍ଲୀ,୨୮।୪: ପୂର୍ବତନ ଭାରତୀୟ କିମ୍ବଦନ୍ତୀ ଖେଳାଳି ସୁନୀଲ ଗାଭାସ୍କର IPL 2026 ସିଜିନରେ ମ୍ୟାଚର ଅବଧି ବୃଦ୍ଧି ସମ୍ପର୍କରେ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି…

ଭାଜପାରେ ଯୋଗ ଦେବା ପରେ ବଡ଼ ବୟାନ ଦେଲେ ସ୍ବାତୀ

ନୂଆଦିଲ୍ଲୀ,୨୮।୪: ଆମ ଆଦମୀ ପାର୍ଟି ଛାଡିବା ପରେ ସ୍ବାତୀ ମାଲିୱାଲ ମଙ୍ଗଳବାର (୨୮ ଏପ୍ରିଲ) ଭାଜପାରେ ଯୋଗ ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ଟିଏମସି ଏମପି ସୟାନୀ ଘୋଷଙ୍କ ଦରମା କେତେ? ବଙ୍ଗ ନିର୍ବାଚନରେ ହେଉଛନ୍ତି ଭାଇରାଲ

କୋଲକାତା,୨୮।୪: ପଶ୍ଚିମବଙ୍ଗ ନିର୍ବାଚନର ହାଇ-ଭୋଲଟେଜ ରାଜନୈତିକ ମାହୋଲ ମଧ୍ୟରେ, ସୟାନୀ ଘୋଷ; ମମତା ବାନାର୍ଜୀଙ୍କ ପରେ ଏମିତି ନେତ୍ରୀ ଭାବରେ ଉଭା ହୋଇଛନ୍ତି ଯିଏ ଭାଇରାଲ ହେଉଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri