Home Left

Sunita Williams: କେବେ ଭାରତ ଆସିବେ ସୁନିତା? ପୂରା ପ୍ଲାନ କହିଲେ ଭଉଣୀ

ଓ୍ବାଶିଂଟନ,୧୯।୩: ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ ବୁଧବାର ସକାଳେ (ମାର୍ଚ୍ଚ ୧୯) ପୃଥିବୀକୁ ଫେରି ଆସିଛନ୍ତି। ୯ ମାସ ୧୪ ଦିନ ବିତାଇବା ପରେ, ସୁନିତା ୱିଲିୟମ୍ସ ଏବଂ ବୁଚ ୱିଲମୋର ପୃଥିବୀକୁ ଫେରି ଆସିଲେ। ସୁନିତା ୱିଲିୟମ୍ସଙ୍କ…

ଆଜିଠୁ ମାଟ୍ରିକ୍‌ ଖାତାଦେଖା: ସି-ସେଟ୍‌ ବିଜ୍ଞାନରେ ମିଳିବ ଗ୍ରେସ୍‌ ମାର୍କ

କଟକ,୧୯ା୩(କାର୍ତ୍ତିକ ସାହୁ):ଚଳିତବର୍ଷର ମାଟ୍ରିକ୍‌ ପରୀକ୍ଷା ଖାତାଦେଖା ୧୯ ତାରିଖ ବୁଧବାରଠାରୁ ଆରମ୍ଭ ହେଉଛି। ରାଜ୍ୟର ମୋଟ ୫୧ଟି ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା ହେବ। ସେହିପରି ଏକସଙ୍ଗେ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଖାତା ମଧ୍ୟ ଦେଖାଯିବ। ଏଥିପାଇଁ ମୋଟ…

ଓଲଟିଲା ବସ: ଜଣେ ମୃତ, ୧୦ ଆହତ

ନବରଙ୍ଗପର,୧୯।୩(ସଦାଶିବ ପ୍ରହରାଜ): ନବରଙ୍ଗପୁର ଥାନା ତାରାଗାଁ ଛକ ନିକଟରେ ଏକ ବସ୍‌ ଓଲଟି ପଡିଛି। ବସ ତଳେ ଚାପି ହେଇ ଜଣେ ଯାତ୍ରୀ ମୃତ୍ୟୁବରଣ କରିଥିବାବେଳେ ୧୦ ଜଣ ଆହତ ହୋଇଛନ୍ତି। ରାଇଘରରୁ ଜୟପୁର ଅଭିମୁଖେ ଯାଉଥିବା SVT ନାମକ ଏକ…

ଯାତ୍ରୀବାହୀ ବସ୍‌ ଧକ୍କାରେ ପ୍ରଧାନଶିକ୍ଷକଙ୍କ ଚାଲିଗଲା ଜୀବନ

ଦିଗପହଣ୍ଡି,୧୯।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ କୈଠଖଣ୍ଡିି-ତଲାସିଙ୍ଗି ଗ୍ରାମ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତାରେ ବୁଧବାର ସକାଳ ପ୍ରାୟ ୭ଟାରେ ଏକ ଯାତ୍ରୀବାହୀ ବସ ଧକ୍କାରେ ଜଣେ ବାଇକ ଚାଳକ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଲେ କୈଠଖଣ୍ଡିି ପଞ୍ଚାୟତ ମଧୁବନ ପ୍ରାଥମିକ ବିଦ୍ୟାଳୟର…

ସିନାପାଲିଠାରେ ଯୁଗ୍ମ ଅଭିଯୋଗ ଶୁଣାଣି

ନୂଆପଡ଼ା,୧୯ା୩(ମକାରୁ ବେମାଲ): ନୂଆପଡ଼ା ଜିଲା ସିନାପାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହଠାରେ ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ମଧୁସୂଦନ ଦାସ ଓ ଜିଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜିତ ନାଏକ ଉପସ୍ଥିତ ରହି ସମସ୍ତ ଅଭିଯୋଗର…

ସୁନୀତାଙ୍କ ପରି କ୍ରୁ ମେମ୍ବରଙ୍କ ପାଇଁ କେତେ ଟଙ୍କା ଖର୍ଚ୍ଚ କରେ NASA, ଖାଇବା ପିଇବା ଖର୍ଚ୍ଚ ଜାଣିଲେ…

ନୂଆଦିଲ୍ଲୀ,୧୯।୩: ସୁନୀତା ୱିଲିୟମ୍ସ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ 314 ଦିନ ପରେ ସୁରକ୍ଷିତ ଭାବରେ ପୃଥିବୀକୁ ଫେରି ଆସିଛନ୍ତି। ବୁଧବାର ଭୋର 3.26 ସମୟରେ, ତାଙ୍କର ଡ୍ରାଗନ କ୍ୟାପସୁଲ ଆମେରିକାର ଫ୍ଲୋରିଡା ନିକଟରେ ସମୁଦ୍ରରେ ଲ୍ୟାଣ୍ଡ କରିଥିଲା। ଯଦିଓ ସୁନିତା ୱିଲିୟମ୍ସ…

୯ ମାସ ଧରି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ କ’ଣ କରୁଥିଲେ ସୁନିତା? ନାସା କହିଲା…

ଓ୍ବାଶିଂଟନ,୧୯।୩: ନାସାର ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ ୱିଲମୋର ଶେଷରେ ୯ମାସ ପରେ ପୃଥିବୀକୁ ଫେରି ଆସିଛନ୍ତି। ଉଭୟ ମହାକାଶଚାରୀ ବୁଧବାର (୧୯ ମାର୍ଚ୍ଚ) ସକାଳ ୩.୨୭ ମିନିଟରେ ସ୍ପେସଏକ୍ସର ଡ୍ରାଗନ କ୍ୟାପସୁଲରେ ଫେରି ଆସିଥିଲେ। ତାଙ୍କ ସହିତ ନିକ…

ନିର୍ବାଚନ ପ୍ରକ୍ରିୟା ସୁଦୃଢ଼ କରିବାକୁ ଗୁରୁତ୍ୱ

ବରଗଡ଼,୧୯ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସମ୍ମିଳନୀ କକ୍ଷରେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ସୋମବାର ପ୍ରତିଷ୍ଠିତ ଆଇନ ଅନୁଯାୟୀ ନିର୍ବାଚନ ପ୍ରକ୍ରିୟାକୁ ଆହୁରି ସୁଦୃଢ କରିବା ଉଦ୍ଦେଶ୍ୟରେ ବୁଥ୍‌ସ୍ତରୀୟ ପ୍ରତିନିଧିଙ୍କ ନିଯୁକ୍ତି ବିଷୟରେ ଏକ ବୈଠକ…

ପୃଥିବୀ ପୃଷ୍ଠରେ ପହଞ୍ଚିବା ପରେ ଏବେ ସମାନ୍ୟ ହେବାକୁ କେତେ ସମୟ ଲାଗିବ ସୁନିତାଙ୍କୁ, ଜାଣନ୍ତୁ…

ଓ୍ବାଶିଂଟନ,୧୯।୩: ସୁନିତା ୱିଲିୟମ୍ସ ୯ମାସ ପରେ ପୃଥିବୀକୁ ଫେରିଛନ୍ତି। ଫ୍ଲୋରିଡା ଉପକୂଳରେ ଅବତରଣ କରିବା ପରେ ସୁରକ୍ଷା ଯାଞ୍ଚ ଶେଷ ହୋଇଛି। ଡ୍ରାଗନଟିକୁ ସମୁଦ୍ରରୁ ଉଠାଇ ଏକ ପୁନରୁଦ୍ଧାର ଜାହାଜରେ ଲୋଡ କରାଯାଇଥିଲା। ମହାକାଶରେ ୯ମାସ ବିତାଇବା ପରେ, ଶରୀରର ହାଡ଼…

Sunita Williams : ହସି ହସି ପୃଥିବୀ ପୃଷ୍ଠରେ ପହଞ୍ଚିଲେ ସୁନିତା, ହେଲେ କେବେ ଭେଟିବେ ପରିବାର ସଦସ୍ୟଙ୍କୁ ଜାଣନ୍ତୁ

ଓ୍ବାଶିଂଟନ,୧୯।୩: ୯ ମାସ ଧରି ମହାକାଶରେ ଫସି ରହିଥିବା ସୁନିତା ୱିଲିୟମ୍ସ ପୃଥିବୀକୁ ଫେରି ଆସିଛନ୍ତି। ସ୍ପେସଏକ୍ସ ସୁନିତାଙ୍କୁ ଆଣିବା ପାଇଁ ଏକ କ୍ରୁ ମିଶନ ଆରମ୍ଭ କରିଥିଲା। ସୁନିତା ୱିଲିୟମ୍ସ ବୁଧବାର ସକାଳେ ଭାରତୀୟ ସମୟ ପ୍ରାୟ ସାଢ଼େ ୩ଟାରେ…

ଟେକଅପ ପରେ ସମୁଦ୍ର ନିକଟରେ ଖସି ପଡ଼ିଲା ବିମାନ ୧୨ ମୃତ

ଟେଗୁସିଗଲ୍ପା,୧୯।୩: ସୋମବାର ରାତିରେ ରୋଆଟାନ ଦ୍ୱୀପରୁ ଉଡ଼ାଣ ଭରିବାର କିଛି ମିନିଟ ପରେ ଏକ ବିମାନ ହଣ୍ଡୁରାସ ଉପକୂଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅଧିକାରୀମାନେ କହିଛନ୍ତି ଯେ ଏହି ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି, ୫ ଜଣ ବଞ୍ଚି ଯାଇଛନ୍ତି ଏବଂ…

ବ୍ୟବସାୟରେ ସ୍ବଚ୍ଛତା, ଉତ୍ପାଦରେ ଶୁଦ୍ଧତା ଜରୁରୀ

ମାତ୍ର ୩୫ବର୍ଷ ବୟସରେ ଜଣେ ସଫଳ ଯୁବ ଉଦ୍ୟୋଗୀର ପରିଚୟ ପାଇଛନ୍ତି ଜାଭେରୀ ଜେମ୍ସ ଆଣ୍ଡ ଜୁଏଲର୍ସର ମ୍ୟାନେଜିଂ ପାର୍ଟନର୍‌ ସଞ୍ଜିବ କୁମାର ସାହୁ। ସଞ୍ଜିବ ରେଭେନ୍‌ଶା କଲେଜରେ ଗ୍ରାଜୁଏଶନ୍‌ କରିବା ପରେ ଭୁବନେଶ୍ୱରରେ ଏମ୍‌ବିଏ ପଢ଼ିଥିଲେ। ପାଠପଢ଼ା ପରେ ପାରିବାରିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri