Home Left

ପ୍ରତି ମାସରେ ସରପଞ୍ଚଙ୍କୁ ଭେଟୁଛନ୍ତି ବିଡିଓ

ଗଞ୍ଜାମ,୧୭ା୫(ବିଦ୍ୟାଧର ସାହୁ):  ଜିଲାପାଳଙ୍କ ପରାମର୍ଶ କ୍ରମେ ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀ ପ୍ରତ୍ୟେକ ଶନିବାର ବ୍ଲକ୍‌ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଶୀଲ ପଣ୍ଡା, ନିର୍ବାହୀ ଯନ୍ତ୍ରୀ ଦିଗାମ୍ବର ନାୟକଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରୁଛନ୍ତି। ଏଥିସହ ପ୍ରତ୍ୟେକ…

LOCରୁ ତଳକୁ ଯିବନି ବୁନ୍ଦାଏ ପାଣି…ପାକିସ୍ତାନ ବିରୋଧରେ ମୋଦିଙ୍କ ଜୋରଦାର ଆକ୍ସନ

ନୂଆଦିଲ୍ଲୀ,୧୭।୫: ପାକିସ୍ତାନକୁ ପ୍ରତ୍ୟେକ ବୁନ୍ଦା ପାଣି ପାଇଁ ଆକୁଳ କରିବା ପାଇଁ ଭାରତ ପୁଣି ଥରେ ଓ୍ବାଟର ଷ୍ଟ୍ରାଇକ୍‌ କରିବାକୁ ପ୍ରସ୍ତୁତ ହୋଇଛି। ପ୍ରଥମେ ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଥିଲା ଏବଂ ଏବେ ଝେଲମ ନଦୀ ଉପରେ ତୁଲବୁଲ…

ବିଦେଶରେ ପୁଣି ଅଦିନିଆ ରଥଯାତ୍ରା: ରଥଯାତ୍ରା ପୋଷ୍ଟରରେ ବ୍ୟାପକ ଭୁଲ

ଭୁବନେଶ୍ୱର,୧୭।୫: ପୁଣି ଅଦିନିଆ ରଥଯାତ୍ରା କରିବାକୁ ଯାଉଛି ଇସ୍କନ। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ରବିବାର ଲଣ୍ଡନରେ ରଥଯାତ୍ରା କରୁଛି ଇସ୍କନ। ରଥଯାତ୍ରାରେ ସାମିଲ ହେବାକୁ ଅନଲାଇନରେ ପ୍ରଚାର ହେଉଛି।ତେବେ ଏହି ରଥଯାତ୍ରା ପୋଷ୍ଟରରେ ବ୍ୟାପକ ଭୁଲ ରହିଥିବା…

ଭାରତ-ପାକିସ୍ତାନ ଯୁଦ୍ଧବିରତିକୁ ନେଇ କାନ୍ଦି ପକାଇଲେ ଟ୍ରମ୍ପ, ଜାଣନ୍ତୁ କାହିଁକି…

ଓ୍ବାଶିଂଟନ୍‌, ୧୭।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଦାବି କରିଛନ୍ତି ଯେ ତାଙ୍କ ମଧ୍ୟସ୍ଥତା ଯୋଗୁଁ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ସମ୍ଭାବ୍ୟ ପରମାଣୁ ଯୁଦ୍ଧ ରୋକାଯାଇଛି। ଏକ ଅର୍ନ୍ତଜାତୀୟ ଗଣମାଧ୍ୟମକୁ ସାକ୍ଷତକାରରେ ଟ୍ରମ୍ପ କହିଛନ୍ତି, “ଏହା…

ବିସ୍ଫୋରକ ବୟାନ ଦେଲେ ଭୂପିନ୍ଦର: ୨୪ ନିର୍ବାଚନରେ ଅଫର ଦେଇଥିଲା ଭାଜପା, ଏବେବି…

ଭୁବନେଶ୍ୱର,୧୭।୫: ବିଜେଡି ନେତା ଭୂପିନ୍ଦର ସିଂଙ୍କ ବିସ୍ଫୋରକ ବୟାନ। ବିଜେଡି କମିଟି ଓ ପିଏସ୍‌ସିରୁ ବାଦ୍‌ ପଡ଼ିବା ପରେ ବିଜେଡିକୁ ନେଇ ବଡ଼ ବୟାନ ଦେଇଛନ୍ତି ଭୂପିନ୍ଦର । ସେ କହିଛନ୍ତି, ଏବେ IPL ଚାଲିଛି। ଭଲ ପ୍ଲେୟାର୍‌ଙ୍କୁ ସମସ୍ତେ ନେବାକୁ…

ସୋଫିଆଙ୍କୁ ନେଇ ଏତେ ବଡ଼କଥା କହିଦେଲେ ଶଙ୍କରାଚାର୍ଯ୍ୟ, ଦେଶରେ ହଇଚଇ…

ନୂଆଦିଲ୍ଲୀ,୧୭।୫: ମଧ୍ୟପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ବିଜୟ ଶାହ କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ସମ୍ପର୍କରେ ଏକ ବିବାଦୀୟ ବୟାନ ଦେଇଥିଲେ। ସେ କର୍ଣ୍ଣେଲ ସୋଫିଆଙ୍କୁ ଆତଙ୍କବାଦୀଙ୍କ ଭଉଣୀ ବୋଲି ବର୍ଣ୍ଣନା କରିଥିଲେ। ଏହା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ତେବେ…

ଦିଗପହଣ୍ଡି କୋର୍ଟ, ଜେଲରେ ପହଞ୍ଚିଗଲେ ଜିଲା ଦୌରାଜଜ, ସବଜଜ୍‌ କୋର୍ଟ ଅବିଳମ୍ବେ ଖୋଲିବା ନେଇ…

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦୌରାଜଜ ଡ.ଭାଗ୍ୟଲକ୍ଷ୍ମୀ ରଥ ଶୁକ୍ରବାର ଦିଗପହଣ୍ଡି ଜେଏମଏଫସି କୋର୍ଟ ଓ ସବଜେଲ ପରିଦର୍ଶନ କରିଛନ୍ତି। ପୂର୍ବାହ୍ନରେ ସେ କୋର୍ଟ ହଲରେ ଉପସ୍ଥିତ ରହି ଜେଏମଏଫସି ନିଳିମା ଷଡ଼ଙ୍ଗୀଙ୍କ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଓ କୋର୍ଟ…

ଶିକ୍ଷକଙ୍କୁ ଦରମା ପ୍ରଦାନ ପାଇଁ ଜିଲା ଶିକ୍ଷାଧିକାରୀଙ୍କୁ ଦାବିପତ୍ର

ଦେବଗଡ଼,୧୭ା୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକରେ କାର୍ଯ୍ୟରତ ଏନ୍‌ପିଏସ୍‌ ଶିକ୍ଷକଙ୍କୁ ଗତ ମାସର ଦରମା ପ୍ରଦାନ କରାଯାଇ ନ ଥିବା ବେଳେ ପରିବାର ଗୁଜୁରାଣ ମେଣ୍ଟାଇବାରେ ସେମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଣୁ ଦରମା…

ଜୁଆ ଆଡ୍ଡାରେ ରେଡ୍‌: ୧୫ ଜଣଙ୍କୁ ବାନ୍ଧିଲା ପୋଲିସ

ନୂଆପଡ଼ା,୧୭।୫(ମକାରୁ ବେମାଲ): ନୂଆପଡା ଜିଲା ଲଖନା ଥାନା କୁରୁମପୁରି ଓ ଠାକୁରପାଲି ଗାଁ ମଝି ଜଙ୍ଗଲରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ  ଚଢାଉ କରିଛି। ଏହା ସହ ୧୫ ଜଣଙ୍କୁ ଗିରଫ କରାଯାଇ ୨୮ ହଜାର ଟଙ୍କା, ୯ଟି ବାଇକ,…

ପୁଣି ଯୁଦ୍ଧ ନାଁ ଶୁଣି ଥରିଲେ ବିଲାଓ୍ବଲ! କହିଲେ ରାତିରେ ନ କରି ଦିନରେ…

ଇସଲାମବାଦ,୧୭।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବର୍ଦ୍ଧିତ ଉତ୍ତେଜନା ପରେ, ଏବେ ପାକିସ୍ତାନରୁ ନୂଆ ନୂଆ ବୟାନ ସାମ୍ନାକୁ ଆସୁଛି। ପ୍ରକୃତରେ, ଭାରତ ପାକିସ୍ତାନକୁ ଆତଙ୍କବାଦ ବିରୋଧରେ ଶିକ୍ଷା ଦେବା ପାଇଁ ଅପରେଶନ ସିନ୍ଦୂର କରିଥିଲା। ଏହି ଅପରେଶନ ପରେ ପାକିସ୍ତାନ…

ମୁଁ ପଛକୁ ହଟିବି ନାହିଁ…ମୋଦିଙ୍କଠାରୁ ବଡ଼ ଦାୟିତ୍ୱ ମିଳିବା ପରେ କାହିଁକି ଏମିତି କହିଳେ ଶଶି ଥରୁର

ନୂଆଦିଲ୍ଲୀ,୧୭।୫: ଅପରେଶନ ସିନ୍ଦୁର ପରେ ମଧ୍ୟ, ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇ ଜାରି ରହିଛି। ଏହି ପରିପ୍ରେକ୍ଷୀରେ, ଏବେ ଭାରତର ୭ଟି ପ୍ରତିନିଧିମଣ୍ଡଳୀ ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳତା ନୀତିକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବେ। ଏଥିରେ ବରିଷ୍ଠ କଂଗ୍ରେସ…

ବିସ୍କୁଟ୍‌ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ

କଟକ,୧୭ା୫: ଜଗତପୁରସ୍ଥିତ ଏକ ବିସ୍କୁଟ କାରଖାନାରେ ଶନିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ହୁତୁ ହୁତୁ ହୋଇ ଜଳୁଛି ବିସ୍କୁଟ କାରଖାନା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri