Home Left

ବସଷ୍ଟାଣ୍ଡ ଯାଇ ଆଉ ଘରକୁ ଫେରିଲେନି ଦଣ୍ଡାସି

ଦିଗପହଣ୍ଡି,୨୯।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନୂଆ ବସଷ୍ଟାଣ୍ଡ ନିକଟରେ ବୁଧବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ପିକ ଅପ ଭ୍ୟାନ (ନଂ. ଓଡ଼ି୩୩ ଏସି -୧୦୮୩) ଧକ୍କାରେ ଜଣେ ବୃଦ୍ଧ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଲେ ଦିଗପହଣ୍ଡି…

ଟିକେ ଏମିତି କରି ଦେଲେ ଘରେ ବଢ଼ିବ ସୁଖ ସମୃଦ୍ଧି

ଏମିତି କିଛି ବିଶେଷ କଥା ରହିଛି, ଯାହା ଉପରେ ଟିକେ ନଜର ଦେଲେ ଘରର ସୁଖ, ସମୃଦ୍ଧି ବୃଦ୍ଧି ପାଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ଯେମିତିକି: ଶୋଇକି ଉଠିବା ପରେ ଅସଜଡ଼ା ଶେଯକୁ ଟିକେ ସଜାଡ଼ିଦେବା, ନ ହେଲେ ଶନି…

ସୁନା ଅଳଙ୍କାର ପିନ୍ଧିବା ମନା! ଦେବାକୁ ପଡିବ ୫୦ହଜାର ଜରିମାନା, ସରକାରଙ୍କ ବଡ଼ ଘୋଷଣା

ଡେରାଡୁନ,୨୯।୧୦: ଉତ୍ତରାଖଣ୍ଡର ଡେରାଡୁନ ଜିଲ୍ଲାର ଜୌନସର ବାୱର ଅଞ୍ଚଳର ଦୁଇଟି ଗାଁ, କନ୍ଦାଡ ଏବଂ ଇଡ୍ରୋଲିରେ ଏକ ଅଦ୍ଭୁତ ନିୟମ ଲାଗୁ ହୋଇଛି। ଗାଁ ଲୋକମାନେ ନିଷ୍ପତ୍ତି ନେଇଛନ୍ତି ଯେ ବିବାହ ଏବଂ ସାମାଜିକ କାର୍ଯ୍ୟକ୍ରମରେ ମହିଳାମାନେ ଏବେ କେବଳ ତିନୋଟି…

୧୧ ହଜାର ଟଙ୍କାର ଖାଦ୍ୟ ଖାଇ ଫେରାର ହୋଇଗଲେ ଟୁରିଷ୍ଟ, ତା’ପରେ ଘଟିଲା…

ମାଉଣ୍ଟ ଆବୁ,୨୯।୧୦: ରାଜସ୍ଥାନର ମାଉଣ୍ଟ ଆବୁ ନିକଟସ୍ଥ ସିଆୱାରେ ଥିବା ହାପି ଡେ ହୋଟେଲରେ ଜଣେ ମହିଳା ସମେତ ପାଞ୍ଚ ଜଣ ଗୁଜରାଟୀ ପର୍ଯ୍ୟଟକ ଟଙ୍କା ନ ଦେଇ ଖସି ପଳାଇବାକୁ ଯୋଜନା କରିଥିଲେ। ସେମାନେ ପ୍ରଥମେ ହୋଟେଲରେ ପ୍ରବେଶ କଲେ,…

ହଠାତ୍‌ ୟୁଟର୍ନ ନେଲେ ଟ୍ରମ୍ପ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ କହିଦେଲେ ଏତେ ବଡ଼ କଥା…ବିଶ୍ୱରେ ଚହଳ

ଓ୍ବାଶିଂଟନ୍‌,୨୯।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କେବେ, କାହାକୁ ଏବଂ କ’ଣ କହିବେ ତାହା ପୂର୍ବାନୁମାନ କରିବା ଅସମ୍ଭବ। ନିକଟରେ ଯେତେବେଳେ ସେ APEC ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଦକ୍ଷିଣ କୋରିଆରେ ପହଞ୍ଚିଥିଲେ, ସେ ମଞ୍ଚ ଉପରେ ଠିଆ ହୋଇ ଭାରତୀୟ…

ରେଭେନ୍ସାରେ ଝାଡ଼ାବାନ୍ତି

ଭୁବନେଶ୍ୱର,୨୯।୧୦: କଟକ ରେଭେନ୍ସା ଇଷ୍ଟ ହଷ୍ଟେଲ୍ରେ ଝାଡ଼ାବାନ୍ତି ବ୍ୟାପିଛି।୧୫ରୁ ଅଧିକ ଛାତ୍ର ଆକ୍ରାନ୍ତ ହୋଇ ଏସ୍‌ସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଝାଡ଼ାବାନ୍ତିର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। Dharitri – Odisha’s No.1 Odia Daily

କାନାଡ଼ାରେ ପୁଣି ଫୁଟିଲା ଗୁଳି, ଏଥର ଶିକାର ହେଲେ ଭାରତୀୟ ବ୍ୟବସାୟୀ

ଟରଣ୍ଟୋ,୨୯।୧୦: କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇଙ୍କ ଗ୍ୟାଙ୍ଗ କାନାଡାର ଆବଟସଫୋର୍ଡରେ ଜଣେ ଭାରତୀୟ ବଂଶୋଦ୍ଭବ ଶିଳ୍ପପତିଙ୍କ ହତ୍ୟା ଏବଂ ଜଣେ ପଞ୍ଜାବୀ ଗାୟକଙ୍କ ଘରେ ଗୁଳିକାଣ୍ଡ ପାଇଁ ଦାୟୀ ବୋଲି ଦାବି କରିଛି। ରାଜସ୍ଥାନ ପୋଲିସ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ସକ୍ରିୟ…

ଟଳିଲା ବିପଦ, ପାଗରେ ପରିବର୍ତ୍ତନ: ବାତ୍ୟାରେ ହୋଇନି କୌଣସି କ୍ଷୟକ୍ଷତି

ଦାରିଙ୍ଗବାଡି, ୨୯।୧୦ (ଅରୁଣ ସାହୁ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୋନ୍ଥା’ ଦୁର୍ବଳ ହୋଇଛି। ବୁଧବାର ଭୋର ପର୍ଯ୍ୟନ୍ତ ବର୍ଷାର ପ୍ରଭାବ ରହିଥିବାବେଳେ ସକାଳ ୧୦ଟା ପରେ ସୂର୍ଯ୍ୟଙ୍କୁ ଦେଖିବାକୁ ମିଳିଛି। ଖରା ଆଉ କେତେବେକେ ପାଗ ମେଘୁଆ ହେଉଥିବାବେଳେ ପ୍ରାୟ…

ଟଳିଲା ବାତ୍ୟା ଭୟ, ବଢିଲା ଋଷିକୂଲ୍ୟା ନଦୀ ଜଳସ୍ତର, ଭୟରେ ଲୋକେ!

ଗଞ୍ଜାମ,୨୯।୧୦(ବିଦ୍ୟାଧର ସାହୁ ): ବର୍ତ୍ତମାନ ଟଳିଛି ବାତ୍ୟା ଭୟ । ବାତ୍ୟା ମୋନ୍ଥା ପ୍ରଭାବରେ ଗଞ୍ଜାମ ବ୍ଲକ ଅଞ୍ଚଳରେ ବର୍ଷା ଲାଗି ରହିଛି । ଏଥିସହ ଉପର ମୁଣ୍ଡରେ ପ୍ରବଳ ବର୍ଷା ଏବଂ ଘୋଡାହଡ଼ା ଡ୍ୟାମ ପାଣି ଛଡା ଯିବା ପରେ…

ବିରାଟ-ରୋହିତଙ୍କ ନାମ ନିଶ୍ଚିତ ହୋଇନାହିଁ, ହେଲେ ୨୦୨୭ ବିଶ୍ୱକପରେ ଟିମ ଇଣ୍ଡିଆର ଅଂଶ ହେବେ ଏହି ଖେଳାଳି!

ନୂଆଦିଲ୍ଲୀ,୨୯।୧୦: ୨୦୨୭ ବିଶ୍ୱକପ ଏପର୍ଯ୍ୟନ୍ତ ବହୁତ ଦୂରରେ ଅଛି, କିନ୍ତୁ ଭାରତୀୟ ଖେଳାଳିମାନେ ଦଳରେ ସ୍ଥାନ ପାଇବା ପାଇଁ କଠିନ ପରିଶ୍ରମ କରୁଛନ୍ତି। ଷ୍ଟାର ଭାରତୀୟ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ନାମ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନଥିବା ବେଳେ,…

କେମିତି ସୁରକ୍ଷିତ ରଖିବେ Gmail ପାସ୍‌ଓ୍ବାର୍ଡ, ହ୍ୟାକର ବି କରିପାରିବେନି ହ୍ୟାକ୍‌

ଆମର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନା ଏବଂ ସରକାରୀ ସୂଚନା ଆମ Gmail ଆକାଉଣ୍ଟରେ ସଂରକ୍ଷିତ ଅଛି। ଆମେ ଏହି ଇମେଲ ମାଧ୍ୟମରେ ଅନେକ ଆପ୍‌ ଆକ୍ସେସ କରୁ ଏବଂ ଏହା ଅନେକ ସ୍ଥାନ ସହିତ ଲିଙ୍କ୍‌ ହୋଇଛି। ତେଣୁ ଆମେ ଏହାର…

ଇତିହାସ ରଚିଲେ ଦ୍ରୌପଦୀ ମୁର୍ମୁ: ପ୍ରଥମ ରାଷ୍ଟ୍ରପତି ଭାବେ…

ନୂଆଦିଲ୍ଲୀ,୨୯।୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତୀୟ ବାୟୁସେନାର ରାଫାଲ ଯୁଦ୍ଧ ବିମାନ ଉଡ଼ାଇ ଇତିହାସ ରଚିଛନ୍ତି। ରାଷ୍ଟ୍ରପତି ହରିୟାଣାର ଅମ୍ବାଲା ବାୟୁସେନା ଷ୍ଟେଶନରୁ ଏହି ଉଡ଼ାଣ କରିଥିଲେ। ରାଷ୍ଟ୍ରପତି ଏହି ବିମାନ ଉଡାଇ ଭାରତୀୟ ବାୟୁସେନା ଏବଂ ସମଗ୍ର ଦେଶକୁ ଗର୍ବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?