Home Left

CSK vs DC: ଲଗାତର ହାରିବା ପରେ ଚେନ୍ନାଇ ସୁପର କିଙ୍ଗସ ବଦଳାଇଲା ପ୍ଲେଇଂ ଇଲେଭେନ

ନୂଆଦିଲ୍ଲୀ,୫।୪: ଆଇପିଏଲ ୨୦୨୫ର ୧୭ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ। ଦିଲ୍ଲୀ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ଫିଲ୍ଡିଂ ପାଇଁ ଚେନ୍ନାଇର ଖେଳାଳିମାନେ ପଡ଼ିଆକୁ ଆସିବେ। ଗତ ଦୁଇଟି…

ଲକ୍ଷ ଲକ୍ଷ ଟଙ୍କାର ଜରିମାନା ଗଣିବେ ପନ୍ତ, ଦିଗ୍‌ବେଶଙ୍କ ପାଉଣାରୁ ୫୦% କଟିଲା 

ନୂଆଦିଲ୍ଲୀ,୫।୪: ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଦଳ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରି ଏକ ଦମ୍‌ଦାର ବିଜୟ ହାସଲ କରିଥିଲା। ହେଲେ ଅଧିନାୟକ ରିଷଭ ପନ୍ତଙ୍କୁ ଏକ ବଡ଼ କ୍ଷତି ସହିବାକୁ ପଡିଛି। ସେ ଏପରି ଏକ ଭୁଲ କରିଥିଲେ ଯେଉଁଥିଲାଗି…

ସସ୍ମିତ ନୁହନ୍ତି, ଏ ହେଉଛନ୍ତି ଭିଲିଆନ୍‌ କାହିଁକି ଏମିତି କହିଲେ ଦେବାଶିଷ

ଭୁବନେଶ୍ୱର,୫।୪: ବଡ଼ ବିସ୍ଫୋରଣ ଘଟାଇଲେ ବିଜେଡି ଏମ୍‌ପି ଦେବାଶିଷ ସାମନ୍ତରାୟ। ସେ କହିଛନ୍ତି, ସସ୍ମିତ ଭିଲେନ ନୁହଁନ୍ତି, ମୁଖ୍ୟ ପରାମର୍ଶଦାତା ହିଁ ଏହା ପଛରେ ଅଛନ୍ତି ବୋଲି କହିଛନ୍ତି। ଦୁଇ ଦୁଇଟି ମିଟିଂରେ ନବୀନ ବିଲ୍‌କୁ ବିରୋଧ କରିବୁ କହିଥିଲେ। ପୁଣି…

ଧୋନୀଙ୍କ ଭଳି ଖେଳୁଥିଲେ ହାର୍ଦ୍ଦିକ ପାଣ୍ଡ୍ୟା, ରାଗିଗଲେ ଆକାଶ ଅମ୍ବାନୀ; ପ୍ରତିକ୍ରିୟା Viral

ନୂଆଦିଲ୍ଲୀ,୫।୪: ଚଳିତ ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ଖରାପ ପ୍ରଦର୍ଶନ ଜାରି ରହିଛି। ଦଳ ଏହି ସିଜନରେ ୩ ମୁକାବିଲା ହାରି ସାରିଛି। ଏପ୍ରିଲ ୪ରେ ଲକ୍ଷ୍ନୌ ବିପକ୍ଷରେ ମୁମ୍ବାଇ ୧୨ ରନ୍‌ରେ ପରାଜିତ ହୋଇଥିଲା। ହେଲେ ଏହି ମ୍ୟାଚ୍‌ ମୁମ୍ବାଇ ଜିତିପାରେ…

ସସ୍ମିତଙ୍କ ବିରୋଧରେ ଚିଠି ଲେଖିଲେ ପ୍ରତାପ: ଏହା ଭିତରେ ରହିଛି ଗଭୀର ଷଡ଼ଯନ୍ତ୍ର

ଭୁବନେଶ୍ୱର, ୫।୪: ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ବିରୋଧରେ ଚିଠଲେଖିଲେ ପ୍ରତାପ ଜେନା। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ପ୍ରତାପ। ସସ୍ମିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। ୱାକ୍ଫ ବିଲ ସପକ୍ଷରେ ସସ୍ମିତଙ୍କ ଭୋଟ…

୨୩ ସୈନିକଙ୍କୁ ପଥରରେ ପରିଣତ କରିଦେଇଥିଲା ଏଲିଅନ, ୩୫ ବର୍ଷ ପରେ ଚାଞ୍ଚଲ୍ୟକର ଖୁଲାସା

ଓ୍ବାଶିଂଟନ୍‌,୫।୪:ଆମେରିକୀୟ ଗୁଇନ୍ଦା ସଂସ୍ଥା CIA ଦ୍ୱାରା ସାର୍ବଜନୀନ କରାଯାଇଥିବା ଏକ ଆଶ୍ଚର୍ଯ୍ୟଜନକ ଦଲିଲରେ ଏପରି ଘଟଣା ପ୍ରକାଶ ପାଇଛି ଯାହାକୁ ରୁଷିଆ କେବେ ସାର୍ବଜନୀନ କରି ନ ଥିଲା। ଆମେରିକୀୟ ଗୁପ୍ତଚରମାନେ ପ୍ରାୟ ୩୫ ବର୍ଷ ପୂର୍ବର ଘଟଣାର ବିସ୍ତୃତ ଭାବରେ…

ସ୍ନାଇପର ନେଇ ମଇଦାନକୁ ଓହ୍ଲାଇଲେ କିମ ଜୋଙ୍ଗ ଉନ, ଯୁଦ୍ଧର ଦେଲେ ସଙ୍କେତ!

ନୂଆଦିଲ୍ଲୀ,୫।୪: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ପୁଣି ଥରେ ସାମରିକ ଶକ୍ତି ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ଏଥର ସେ ନିଜେ ଦାୟିତ୍ୱ ନେଇ ନୂଆ ସ୍ନାଇପର ରାଇଫଲର ପରୀକ୍ଷଣ କରିଛନ୍ତି। କିମ ଏକ ସ୍ବତନ୍ତ୍ର ବାହିନୀ…

ଅଳିଆ ଗଦାରେ ଦାରିଙ୍ଗବାଡି: ନାକ ଟେକିଲେଣି ପର୍ଯ୍ୟଟକ, ଉନ୍ନତି ପଥରେ ଆଗେଇ ନେବାକୁ ଅଣ୍ଟାଭିଡିଛନ୍ତି ଯୁବ ସମାଜସେବୀ

ଦାରିଙ୍ଗବାଡି,୫।୪ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଭାବରେ ଦାରିଙ୍ଗବାଡି ବେଶ୍‌ ବରିଚିତ। ଏହି ଜିଲାକୁ ଶୀତଦିନେ ପର୍ଯ୍ୟଟକଙ୍କ ସୁଅ ଛୁଟେ। ଦେଶ ଓ ବିଦେଶର ବିଭିନ୍ନ ସ୍ଥାନରୁ ପ୍ରେତିଦିନ ଶହ ଶହ ପର୍ଯ୍ୟଟକ ବର୍ଷ ତମାମ ଦାରିଙ୍ଗବାଡି ବୁଲିବାକୁ ଆସିଥାନ୍ତି ।…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ଏହି ଦେଶର ସର୍ବୋଚ୍ଚ ସମ୍ମାନ: ଖୁସିରେ ଗଦ୍‌ଗଦ୍‌ ହୋଇ କହିଲେ,ଏହି ସମ୍ମାନ ୧୪୦ କୋଟି ଭାରତୀୟଙ୍କର

କଲମ୍ବୋ,୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ଗସ୍ତରେ କଲମ୍ବୋରେ ପହଞ୍ଚିଛନ୍ତି। ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ବିଜିତା ହେରାଥ, ସ୍ବାସ୍ଥ୍ୟ ମନ୍ତ୍ରୀ ନଲିଣ୍ଡା ଜୟତିସା ଏବଂ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ରାମଲିଙ୍ଗମ ଚନ୍ଦ୍ରଶେଖରଙ୍କ ସମେତ ପାଞ୍ଚ ଜଣ ପ୍ରମୁଖ ମନ୍ତ୍ରୀ ତାଙ୍କୁ…

Modi SriLanka visit: ପ୍ରଥମ ଥର ପାଇଁ ଜଣେ ବିଦେଶୀ ନେତାଙ୍କୁ ଭବ୍ୟ ସ୍ବାଗତ, ଶ୍ରୀଲାଙ୍କାରେ ରାଜନୀତି ସରଗରମ

କଲମ୍ବୋ,୫।୪: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ଗସ୍ତରେ ଶ୍ରୀଲଙ୍କାରେ ପହଞ୍ଚିଛନ୍ତି। ଏହି ଗସ୍ତ ସମୟରେ ଶ୍ରୀଲଙ୍କା ସରକାର ତାଙ୍କୁ ଏକ ଅଭୂତପୂର୍ବ ଓ ଭବ୍ୟ ସ୍ବାଗତ କରିଛନ୍ତି, ଯାହା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ଗାଢ଼ କରିବାରେ…

ବାହିନୀପତିଙ୍କ ବିସ୍ଫୋରକ ବୟାନ: ବିଜୁ ଆଉ ପାଣ୍ଡିଆନ ଲୋକ…

ଭୁବନେଶ୍ୱର,୫।୪: ବିଜେଡିରେ ଓ୍ବକଫ ବିଲକୁ ନେଇ ଅସ୍ପଷ୍ଟ ନୀତି ଦଳ ଭିତରେ ଅସ୍ଥିରତା ସୃଷ୍ଟି କରିଛି। ଏହି ବିଲ ଶୁକ୍ରବାର ସକାଳେ ରାଜ୍ୟ ସଭାରେ ପାରିତ ହୋଇଥିବା ସମୟରେ ଦଳୀୟ ଏମ୍‌ପିଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି। ଏହାରି ମଧ୍ୟରେ ବିଜେଡିକୁ ନେଇ…

ଆଉ କିଛି ଘଣ୍ଟା ପରେ କାଳବୈଶାଖୀ, ୮ଜିଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା

ଭୁବନେଶ୍ୱର,୫।୪: ପ୍ରବଳ ତାତିରୁ ମିଳିଛି ସାମାନ୍ୟ ଆଶ୍ବସ୍ତି । କାଳବେଶାଖୀ ପ୍ରଭାବରେ ରାଜ୍ୟବାସୀଙ୍କୁ ମିଳିଛି ଆଶ୍ବସ୍ତି । ତେବେ ଆଜି ମଧ୍ୟ କାଳବେଶାଖୀ ବର୍ଷାର ତାଣ୍ଡବ ଦେଖିବାକୁ ମିଳିବ । ଆସନ୍ତୁ ଜାଣିବା କେଉଁ କେଉଁ ଜିଲାରେ ଆଜି ବର୍ଷା ହେବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri