Home Left

ଲାଲୁଙ୍କ ପରିବାର ଛାଡିଥିବା ରୋହିଣୀ ଆଚାର୍ଯ୍ୟଙ୍କ ପାଖରେ ରହିଛି କେତେ ସମ୍ପତ୍ତି? ଜାଣିଲେ….

ପାଟନା,୧୫।୧୧: ଲାଲୁ ପ୍ରସାଦ ଯାଦବଙ୍କ ଝିଅ ଏବଂ ସର୍ବଦା ସ୍ପଷ୍ଟବାଦୀ ରୋହିଣୀ ଆଚାର୍ଯ୍ୟଙ୍କ ବ୍ୟକ୍ତିଗତ ଜୀବନ ପ୍ରାୟତଃ ଖବରରେ ରହିଥାଏ। ରୋହିଣୀ ୨୪ ମଇ ୨୦୦୨ରେ ସମରେଶ ସିଂହଙ୍କୁ ବିବାହ କରିଥିଲେ, ଯିଏ ବିହାରର ଏକ ପ୍ରତିଷ୍ଠିତ ପରିବାରରୁ ଆସିଛନ୍ତି। ସମରେଶ…

ନିର୍ମାଣାଧୀନ କୋର୍ଟ ବୁଲି ଦେଖିଲେ ଗଞ୍ଜାମ ଜିଲା ଜଜ୍‌

ଦିଗପହଣ୍ଡି,୧୫ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦୌରା ଜଜ୍‌ ଅଶାନ୍ତ କୁମାର ଦାସ ଶନିବାର ଅପରାହ୍ନରେ ଦିଗପହଣ୍ଡି-ପୁଡ଼ାମାରୀ ରାସ୍ତାରେ ନିର୍ମାଣାଧୀନ ଦିଗପହଣ୍ଡି କୋର୍ଟ କୋଠା ପରିଦର୍ଶନ କରିଛନ୍ତି। ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଇଂ. ସୋମନାଥ ତ୍ରିପାଠୀ, ନିର୍ବାହୀ ଯନ୍ତ୍ରୀ ଇଂ.ତାପସ…

ମହିଳାଙ୍କୁ ଅସଦାଚରଣ କରିବା ପଡ଼ିଲା ମହଙ୍ଗା, ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ…

ଦିଗପହଣ୍ଡି,୧୫ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଦିଗପହଣ୍ଡି ଥାନା ଅନନ୍ତେଇ ଗ୍ରାମର ଜଣେ ମହିଳାଙ୍କୁ ଅସଦାଚରଣ ଓ ଆକ୍ରମଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ…

ନଭେମ୍ବର ୨୯ରୁ କଳାହାଣ୍ଡିରେ ଧାନ କିଣା

ଭବାନୀପାଟଣା,୧୪।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଖରିଫ ଧାନ ସଂଗ୍ରହ ନିମନ୍ତେ ଶନିବାର ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭବାନୀପାଟଣା ସ୍ଥିତ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲାପାଳ ପାୱାର ସଚିନ ପ୍ରକାଶ ଅଧ୍ୟକ୍ଷତା…

ଆଜି ରାଜ୍ୟର ସବୁଠୁ ଥଣ୍ଡା ସହର ଦାରିଙ୍ଗବାଡ଼ି, ତାପମାତ୍ରା ରହିଛି…

ଦାରିଙ୍ଗବାଡ଼ି,୧୫ା୧୧(ଅରୁଣ ସାହୁ): ରାଜ୍ୟରେ ଶୀତର ପ୍ରଭାବ ଦେଖିବାକୁ ଅନୁଭୂତ ହେଉଥିବା ବେଳେ ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶନିବାର ମଧ୍ୟ ଶୀତ ଲହରି ଜାରି ରହିଛି। ତେବେ ଗତ ୩ ଦିନ ହେଲା ଅଞ୍ଚଳରେ ପାଗ…

ଚାଷଜମିରେ ପଶୁଛି ମେଗା ପାନୀୟ ଜଳ ପ୍ରକଳ୍ପର ମଇଳା ପାଣି, ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାକୁ ବିଧାୟକଙ୍କ ପରାମର୍ଶ

ଗଞ୍ଜାମ,୧୫ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ମେଗା ପାନୀୟ ଜଳ ପ୍ରକଳ୍ପ ରହିଛି। ଏହି ପ୍ରକଳ୍ପ ଦ୍ୱାରା ଗଞ୍ଜାମ ବ୍ଲକର ବିଭିନ୍ନ ପଞ୍ଚାୟତକୁ ପାନୀୟ ଜଳ ଯୋଗାଣ ହେଉଛି। କିନ୍ତୁ ଉକ୍ତ ପ୍ରକଳ୍ପର ବର୍ଜ୍ୟ…

ଶିଶୁଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶ ନେଇ ସଚେତନ କରାଇଲା ଶିକ୍ଷକ ସଂଘ

ଭଞ୍ଜନଗର,୧୫ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା ) ଭଞ୍ଜନଗର ଶାଖା ପକ୍ଷରୁ ବ୍ଲକସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀଛାତ୍ରଙ୍କ ସାହିତ୍ୟ,…

ପ୍ରଥମ ଆଶେସ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟ୍‌କା

ପର୍ଥ,୧୫ା୧: ହାମ୍‌ଷ୍ଟ୍ରିଙ୍ଗ ଇଞ୍ଜୁରୀ ପାଇଁ ଅଷ୍ଟ୍ରେଲିଆ ଫାଷ୍ଟ ବୋଲର ଜୋସ୍‌ ହାଜେଲ୍‌ଉଡ୍‌ ଆସନ୍ତା ଶୁକ୍ରବାର ପର୍ଥଠାରେ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଆଶେସ ଟେଷ୍ଟରେ ଖେଳିବେନାହିଁ। ପ୍ରାଥମିକ ସ୍କାନ ପରେ ଆଘାତ ଗୁରୁତର ନୁହେଁ ବୋଲି କୁହାଯାଇଥିଲା। ମାତ୍ର…

ରାଗିଗଲେ ପଡ଼ୋଶୀ, ବ୍ଲେଡ୍‌ରେ କଲେ ଆକ୍ରମଣ, ଆଉ ତା’ ପରେ…

ହିଞ୍ଜିଳିକାଟୁ,୧୫ା୧୧(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା କୋଳିଦାସପୁର ଗ୍ରାମରେ ୨ ପଡ଼ୋଶୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଜଣେ ଅନ୍ୟ ଜଣଙ୍କୁ ବ୍ଲେଡରେ ଆକ୍ରମଣ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଚିନ୍ତାମଣି ନାହାକ (୪୫)। ତେବେ ଆକ୍ରମଣରେ ଗୁରୁତର ହୋଇଛନ୍ତି ଭିକାରୀ…

ଯୁବତୀଙ୍କୁ ମାଡ଼ମାରି ଗହଣା ଲୁଟି ନେଲେ

ଖଲ୍ଲିକୋଟ,୧୫ା୧୧(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ପାଳଧୁଆପଲ୍ଲୀ ନିମ୍ବେଶ୍ୱର ଶିବ ମନ୍ଦିର ନିକଟରେ ଜଣେ ଯୁବତୀଙ୍କୁ ମାଡ଼ମାରି ତାଙ୍କ କାନରୁ ଦୁର୍ବୃତ୍ତ ସୁନାଗହଣା ଲୁଟି ନେଇଛନ୍ତି। ସୂଚନାନୁଯାୟୀ, ଡିମିରିଆ ଅଞ୍ଚଳର ଜଣେ ଯୁବତୀ ଶନିବାର ସକାଳେ ସାଇକଲ ଯୋଗେ ପାଳଧୁଆପଲ୍ଲୀ…

ଜନଜାତି ଗୌରବ ଦିବସ: ଶହୀଦ ବିର୍ସାମୁଣ୍ଡାଙ୍କୁ ମନେ ପକାଇଲା…

ରାଉରକେଲା,୧୫ା୧୧(ବିପ୍ଲବ ରଞ୍ଜନ ଦାଶ): ମୁଖ୍ୟମନ୍ତ୍ରୀ ମୋହନ ମାଝି ରାଉରକେଲା ଗସ୍ତକରି ଜନଜାତି ଗୈାରବ ଦିବସ-୨୦୨୫ ପାଳନ ସମାରୋହରେ ସାମିଲ ହୋଇଥିଲେ। ଏହି ସମୟରେ ସଭାସ୍ଥଳ ଲୋକାରଣ୍ୟ ହୋଇଥିଲା। ରାଉରକେଲା ସମେତ ବିଶ୍ରା, ଲାଠିକଟା, ନୂଆଗାଁ ଓ ବିଶ୍ରା ପ୍ରମୁଖ ୪ଟି ବ୍ଲକର…

କିଏ ହେବେ ବିହାରର ଉପମୁଖ୍ୟମନ୍ତ୍ରୀ? ବୈଠକ ପରେ ସ୍ପଷ୍ଟ ଜବାବ ଦେଲେ ଚିରାଗ

ପାଟନା,୧୪।୧୧: ଚିରାଗ ପାସୱାନ ଶନିବାର ଏକ ଆନେ ମାର୍ଗରେ ଥିବା ତାଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟି ଏନଡିଏର ଐତିହାସିକ ବିଜୟ ପାଇଁ ଆନୁଷ୍ଠାନିକ ଭାବରେ ଅଭିନନ୍ଦନ ଜଣାଇଥିଲେ। ଚିରାଗ ପାସୱାନ କହିଛନ୍ତି ଯେ ଏହା ତାଙ୍କ ଦଳର ଗଠନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?