ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ଏହି ଦେଶର ସର୍ବୋଚ୍ଚ ସମ୍ମାନ: ଖୁସିରେ ଗଦ୍ଗଦ୍ ହୋଇ କହିଲେ,ଏହି ସମ୍ମାନ ୧୪୦ କୋଟି ଭାରତୀୟଙ୍କର
କଲମ୍ବୋ,୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ଗସ୍ତରେ କଲମ୍ବୋରେ ପହଞ୍ଚିଛନ୍ତି। ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ବିଜିତା ହେରାଥ, ସ୍ବାସ୍ଥ୍ୟ ମନ୍ତ୍ରୀ ନଲିଣ୍ଡା ଜୟତିସା ଏବଂ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ରାମଲିଙ୍ଗମ ଚନ୍ଦ୍ରଶେଖରଙ୍କ ସମେତ ପାଞ୍ଚ ଜଣ ପ୍ରମୁଖ ମନ୍ତ୍ରୀ ତାଙ୍କୁ…
Modi SriLanka visit: ପ୍ରଥମ ଥର ପାଇଁ ଜଣେ ବିଦେଶୀ ନେତାଙ୍କୁ ଭବ୍ୟ ସ୍ବାଗତ, ଶ୍ରୀଲାଙ୍କାରେ ରାଜନୀତି ସରଗରମ
କଲମ୍ବୋ,୫।୪: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ଗସ୍ତରେ ଶ୍ରୀଲଙ୍କାରେ ପହଞ୍ଚିଛନ୍ତି। ଏହି ଗସ୍ତ ସମୟରେ ଶ୍ରୀଲଙ୍କା ସରକାର ତାଙ୍କୁ ଏକ ଅଭୂତପୂର୍ବ ଓ ଭବ୍ୟ ସ୍ବାଗତ କରିଛନ୍ତି, ଯାହା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ଗାଢ଼ କରିବାରେ…
ବାହିନୀପତିଙ୍କ ବିସ୍ଫୋରକ ବୟାନ: ବିଜୁ ଆଉ ପାଣ୍ଡିଆନ ଲୋକ…
ଭୁବନେଶ୍ୱର,୫।୪: ବିଜେଡିରେ ଓ୍ବକଫ ବିଲକୁ ନେଇ ଅସ୍ପଷ୍ଟ ନୀତି ଦଳ ଭିତରେ ଅସ୍ଥିରତା ସୃଷ୍ଟି କରିଛି। ଏହି ବିଲ ଶୁକ୍ରବାର ସକାଳେ ରାଜ୍ୟ ସଭାରେ ପାରିତ ହୋଇଥିବା ସମୟରେ ଦଳୀୟ ଏମ୍ପିଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି। ଏହାରି ମଧ୍ୟରେ ବିଜେଡିକୁ ନେଇ…
ଆଉ କିଛି ଘଣ୍ଟା ପରେ କାଳବୈଶାଖୀ, ୮ଜିଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା
ଭୁବନେଶ୍ୱର,୫।୪: ପ୍ରବଳ ତାତିରୁ ମିଳିଛି ସାମାନ୍ୟ ଆଶ୍ବସ୍ତି । କାଳବେଶାଖୀ ପ୍ରଭାବରେ ରାଜ୍ୟବାସୀଙ୍କୁ ମିଳିଛି ଆଶ୍ବସ୍ତି । ତେବେ ଆଜି ମଧ୍ୟ କାଳବେଶାଖୀ ବର୍ଷାର ତାଣ୍ଡବ ଦେଖିବାକୁ ମିଳିବ । ଆସନ୍ତୁ ଜାଣିବା କେଉଁ କେଉଁ ଜିଲାରେ ଆଜି ବର୍ଷା ହେବ…
ଗଞ୍ଜାମରେ ପୂଜା ପାଇଲେ ରାଜପୁର ମା’ ଦଣ୍ଡକାଳୀ
ଗଞ୍ଜାମ,୫।୪(ବିଦ୍ୟାଧର ସାହୁ ) ଗତ ଛବିଶିରୁ ଆରମ୍ଭ ହୋଇଛି ଗଞ୍ଜାମ ଜିଲାର ପ୍ରସିଦ୍ଧ ଦଣ୍ଡକାଳୀଙ୍କ ପର୍ବ। ମା’ ଦଣ୍ଡକାଳୀ ଗାଁଗାଁ ବୁଲି ମାନସିକଧାରୀଙ୍କ ଦାଣ୍ଡରେ ଦଣ୍ଡବିଧାନ କରୁଛନ୍ତି। ରାଜପୁର ମା’ ଦଣ୍ଡକାଳୀ ଦୁର୍ଗାଦେବୀ ସାହିରେ ପୂଜା ପାଇଛନ୍ତି। ମାନସିକଧାରୀ ସୁରେନ୍ଦ୍ର ପାଢ଼ୀ…
‘ସସ୍ମିତ ବିଜେଡ଼ି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି’
ଭୁବନେଶ୍ୱର,୫।୪: ଓ୍ବକଫ୍ ବିଲ୍ ଭୋଟିଂକୁ ନେଇ ବିଜେଡି ଏବେ ଦୁଇ ଭାଗ ହୋଇଯାଇଛି। ଦଳର ଏମ୍ପି ସସ୍ମିତ ପାତ୍ରଙ୍କ ଉପରେ ପୁଣି ବର୍ଷିଛନ୍ତି ବରିଷ୍ଠ ବିଜେଡି ନେତା ଗଣେଶ୍ୱର ବେହେରା। ବିଲ୍କୁ ସମର୍ଥନ କରି ସସ୍ମିତ ଦଳ ଲାଗି ଅଡ଼ୁଆ ପରିସ୍ଥିତି…
ବିଜେଡିରେ ଲିଡରସିପ୍ କ୍ରାଇସିସ: ଦଳ ଚଳାଉଥିବା ଡାଇରେକ୍ଟର ପାର୍ଟି ଛାଡ଼ି ପଳାଇବା ଯୋଜନାରେ କାହିଁକି ଏମିତି କହିଲେ କୃଷ୍ଣ
ଭୁବନେଶ୍ୱର,୫।୪: ବିଜେଡି କନ୍ଦଳକୁ ନେଇ ବଡ଼ ବୟାନ ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର। ବିଜେଡି ଭବିଷ୍ୟତ ଏବେ ଅନ୍ଧାର ବୋଲି ସେ କହିଛନ୍ତି। ମନ୍ତ୍ରୀ ଆହୁରି କହିଛନ୍ତି, ଦଳରେ ନେତୃତ୍ୱ ଅଭାବ ରହିଛି। ବିଜେଡିରେ ଲିଡରସିପ କ୍ରାଇସିସ ଚାଲିଛି। ଏପଟେ…
ସରିଲା ବିଜ୍ନେସ୍ ଏମିନେନ୍ସ ଆଓ୍ବାର୍ଡ -୨୦୨୫
ଭୁବନେଶ୍ୱର,୫ା୪: ଓଡ଼ିଶାପୋଷ୍ଟ ଏବଂ ଧରିତ୍ରୀର ମିଳିତ ଆନୁକୂଲ୍ୟରେ ଶନିବାର ସ୍ବସ୍ତି ପ୍ରିମିୟମରେ ଆୟୋଜିତ ହୋଇଥିବା ବିଜ୍ନେସ୍ ଏମିନେନ୍ସ ଆଓ୍ବାର୍ଡ-୨୦୨୫ ଇତିମଧ୍ୟରେ ଉଦ୍ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମ ଶେଷରେ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ…
ଡ୍ରଗ୍ସ ନେଇ ଯାଉଥିବାବେଳେ ଧରାପଡିଲେ କ୍ରିକେଟ ଅଧିନାୟକ: ବାନ୍ଧିଲା ପୋଲିସ
ନୂଆଦିଲ୍ଲୀ,୫।୪:କ୍ରିକେଟ ଜଗତରେ ସମୟ ସମୟରେ ନୂତନ ବିବାଦ ଉପୁଜିଥାଏ। କେତେବେଳେ ମ୍ୟାଚ ଫିକ୍ସିଂ, କେତେବେଳେ ଦୁର୍ବ୍ୟବହାର ମାମଲା ସାମ୍ନାକୁ ଆସେ। ଏବେ ଏକ ଦେଶର ଜାତୀୟ କ୍ରିକେଟ ଦଳର ଅଧିନାୟକ ଡ୍ରଗ୍ସ ସହିତ ଧରାପଡ଼ିଛନ୍ତି। ଏହି ଖେଳାଳିଙ୍କ ନାମ ନିକୋଲାସ କିର୍ଟନ।…
ବଦ୍ରିଙ୍କ ତେର୍ଚ୍ଛା ବାଣ: ସସ୍ମିତ ଏତେ ବଡ଼ ସାହସ କଲେ କେମିତି? ତାଙ୍କ ପଛରେ କିଏ?
ଭୁବନେଶ୍ୱର, ୫।୪: ବିଜେଡିରେ ଓ୍ବକଫ ବିଲକୁ ନେଇ ଅସ୍ପଷ୍ଟ ନୀତି ଦଳ ଭିତରେ ଅସ୍ଥିରତା ସୃଷ୍ଟି କରିଛି। ଏହି ବିଲ ଶୁକ୍ରବାର ସକାଳେ ରାଜ୍ୟ ସଭାରେ ପାରିତ ହୋଇଥିବା ସମୟରେ ଦଳୀୟ ଏମପିଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି। କୁହାଯାଉଛି ଯେ, ଦଳର…
ଭଞ୍ଜନଗର ବାର ଆସୋସିଏସନ ନବନିର୍ବାଚିତ କର୍ମକର୍ତ୍ତା ନେଲେ ଶପଥ
ଭଞ୍ଜନଗର,୫।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏସନର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏନେଇ କୋର୍ଟ ଲାଇବ୍ରେରୀ ହଲରେ ଶପଥ ଗ୍ରହଣ ଉତ୍ସବ ହୋଇଥିଲା। ସଭାପତି ଭାବେ ଲକ୍ଷ୍ମୀ ନାରାୟଣ ମହାପାତ୍ର, ସମ୍ପାଦକ ଭାବେ ଜ୍ୟୋତିରାଜ…
୪ ବର୍ଷର ପୁଅ ଆଗରେ ଚାଲିଗଲା ମା’ ବାପାଙ୍କ ଜୀବନ
ଯାଜପୁର,୫।୪: ୪ ବର୍ଷର ପୁଅ ଆଗରେ ଚାଲିଗଲା ମା’ ବାପାଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା ପାଣିକୋଇଲି ଥାନା ପୁରୁଣା ଟୋଲଗେଟ୍ ନିକଟରେ। ଏକ ଅଜଣା ଗାଡ଼ି ବାଇକ୍ରେ ଯାଉଥିବା ମା’ ବାପା ପିଲାଙ୍କୁ ଧକ୍କା ଦେଇଥିଲା।…
Archives


