Home Left

ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍‌ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ ଜଣକ ହେଲେ ଆଠମଲ୍ଲିକ ଥାନା ନୂଆଗଡ଼ ଗ୍ରାମର ପ୍ରଦୀପ ନାୟକ (୪୫)। ଘଟଣାରୁ ଜଣାପଡ଼ିଛି…

କେତୋଟି EMI ମିସ୍‌ ହେଲେ ହୋଇଯିବେ ଡିଫଲ୍ଟର? ଜାଣନ୍ତୁ ପରେ ଆପଣଙ୍କ ସହ କ’ଣ କ’ଣ କରିପାରେ ବ୍ୟାଙ୍କ?

ନୂଆଦିଲ୍ଲୀ,୧୬।୧୧: ପ୍ରତ୍ୟେକ ହୋମ୍ ଲୋନ୍ ନେଉଥିବା ବ୍ୟକ୍ତିଙ୍କ ମନରେ ଏହି ପ୍ରଶ୍ନ ଆସେ ଯେ “କେତେ EMI ମିସ୍ ହେଲେ ମୁଁ ଡିଫଲ୍ଟର୍ ହୋଇଯିବି? ଏବଂ ତା’ପରେ ବ୍ୟାଙ୍କ୍ କ’ଣ କ’ଣ ପଦକ୍ଷେପ ନେବ?” ବଡ଼ ଈଏମ୍ଆଇ, ବଢ଼ୁଥିବା ଖର୍ଚ୍ଚ ଏବଂ…

ପାଟନା ଛାଡିଲେ ଲାଲୁଙ୍କ ୩ ଝିଅ, ସିଙ୍ଗାପୁର ଚାଲିଗଲେ ରୋହିଣୀ

ପାଟନା,୧୬।୧୧: ଲାଲୁ ପ୍ରସାଦ ଯାଦବ ପରିବାର ମଧ୍ୟରେ ଉତ୍ତେଜନା ପରେ, ଲାଲୁ ପ୍ରସାଦଙ୍କ ତିନି ଝିଅ ପାଟନା ଛାଡିଛନ୍ତି। ସେମାନେ ନିଜ ପରିବାର ଏବଂ ପିଲାମାନଙ୍କ ସହିତ ଦିଲ୍ଲୀ ଚାଲି ଯାଇଛନ୍ତି। ରାଗିଣୀ, ରାଜଲକ୍ଷ୍ମୀ ଏବଂ ଚନ୍ଦା ଯାଦବ ଦିଲ୍ଲୀ ଚାଲିଯାଇଛନ୍ତି।…

ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ ବଡ଼ ଆଶ୍ୱସ୍ତି, ଜରିମାନା ୫୦% ହ୍ରାସ କଲେ ଓଡ଼ିଶା ସରକାର

ଭୁବନେଶ୍ୱର,୧୬ା୧୧: ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିବା ଯାନବାହନ ମାଲିକ ଓ ଚାଳକମାନଙ୍କ ପାଇଁ ଓଡ଼ିଶା ସରକାର ଏକ ବଡ଼ ରିହାତି ଘୋଷଣା କରିଛନ୍ତି। ମୋଟର ଯାନ ଆଇନ୍, ୧୯୮୮ ଅନୁଯାୟୀ କିଛି ନିର୍ଦ୍ଦିଷ୍ଟ ଉଲ୍ଲଂଘନ କ୍ଷେତ୍ରରେ ପଡ଼ି ରହିଥିବା ଜରିମାନା ରାଶିକୁ…

୬ ଘଣ୍ଟାରୁ କମ୍‌ ନିଦ୍ରା: ଶରୀର ଉପରେ କ’ଣ ପଡ଼େ ପ୍ରଭାବ? ଜାଣନ୍ତୁ ସମାଧାନ

ଆଜିକାଲିର ଦ୍ରୁତ ଜୀବନଶୈଳୀରେ ଅନେକ ଲୋକ ୫ରୁ ୬ ଘଣ୍ଟା ନିଦରେ କାମ ଚଳାଇ ନେଉଛନ୍ତି। ତେବେ ନୂତନ ଗବେଷଣାରୁ ଜଣାପଡ଼ିଛି ଯେ, ଲଗାତାର ୬ ଘଣ୍ଟାରୁ କମ୍ ଶୋଇବା ଦ୍ୱାରା ଏହାର ପ୍ରଭାବ କେବଳ ଥକ୍କାପଣ ମଧ୍ୟରେ ସୀମିତ ନ…

ବିହାର ନିର୍ବାଚନ ପରେ ପୁଣି ଆକ୍ଟିଭ ହେଲେଣି ନୀତୀଶଙ୍କ ପୁଅ!

ପାଟନା,୧୬।୧୧: ୨୦୨୫ ବିହାର ବିଧାନସଭା ନିର୍ବାଚନରେ NDAର ବିସ୍ମୟକର ସଫଳତା ପରେ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ନିର୍ବାଚନ ପ୍ରଚାର ସମୟରେ ନିଶାନ୍ତ କୁମାର ରାଜନୈତିକ ଦୃଶ୍ୟପଟରୁ ସମ୍ପୂର୍ଣ୍ଣ ଅନୁପସ୍ଥିତ ଥିଲେ। ତଥାପି,…

ନିବେଶ କଲେ କେତେ ବର୍ଷରେ ଆପଣଙ୍କ ଟଙ୍କା ହୋଇଯିବ ଡବଲ୍‌? ଜାଣନ୍ତୁ Rule Of 72, କରନ୍ତୁ ହିସାବ…

ନୂଆଦିଲ୍ଲୀ,୧୬।୧୧: ପ୍ରତ୍ୟେକ ନିବେଶକଙ୍କ ପ୍ରଥମ ପ୍ରଶ୍ନ ହେଉଛି ଯେ “ମୋ ପଇସା କେତେ ବର୍ଷରେ ଦୁଇଗୁଣ ହେବ?” ଆପଣ ଫିକ୍ସଡ୍ ଡିପୋଜିଟ୍ (ଏଫ୍ଡି), ମ୍ୟୁଚୁଅଲ୍ ଫଣ୍ଡ୍, ପି୨ପି ଲୋନ୍ ବା ଷ୍ଟକ୍ ମାର୍କେଟ୍ରେ ନିବେଶ କରନ୍ତୁ ନା କାହିଁକି, ରିଟର୍ଣ୍ଣର ଗଣନା…

‘ସୁସ୍ଥ ସମାଜ ଗଠନରେ ନେହେରୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ଭଞ୍ଜନଗର,୧୬ା୧୧: ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ‘ନେହେରୁଙ୍କ ପରିକଳ୍ପିତ ଭାରତ, କେତେ ବାସ୍ତବ’ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ସଭାପତି ନିରଞ୍ଜନ ପ୍ରଧାନ ସଭାପତିତ୍ୱ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ପୂର୍ବତନ ପ୍ରଧାନମନ୍ତ୍ରୀ…

ଭାରତୀୟ ମସଲା, ଚା’ ରପ୍ତାନୀକାରୀଙ୍କୁ ଆମେରିକାର ଆଶ୍ୱସ୍ତି

ନୂଆଦିଲ୍ଲୀ,୧୬ା୧୧: ଭାରତୀୟ ମସଲା ବ୍ୟବସାୟୀ ଏବଂ ଚା’ ଚାଷୀମାନଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କଠାରୁ ବଡ଼ ଆଶ୍ୱସ୍ତି ମିଳିଛି। ଘରୋଇ ବଜାରରେ ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଟ୍ରମ୍ପ୍‌ ପ୍ରାୟ ୨୦୦ ପ୍ରକାରର ଖାଦ୍ୟ, କୃଷିଜାତ ଏବଂ କୃଷି ସମ୍ବନ୍ଧୀୟ ଉତ୍ପାଦ…

‘ଭଗବାନ ଭଳି ପିତାଙ୍କୁ କିଡ୍‌ନୀ ଦେଇ ବଡ଼ ଭୁଲ ହୋଇଗଲା’, କାହିଁକି ଏମିତି କହିଲେ ଲାଲୁଙ୍କ ଝିଅ?, ଜାଣନ୍ତୁ ଏହା ପଛର ବଡ଼ କାରଣ

ପାଟନା,୧୬।୧୧: ବିହାର ନିର୍ବାଚନ ଫଳାଫଳ ପରେ ଲାଲୁଙ୍କ ପରିବାର ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଆହୁରି ବଢ଼ିବାରେ ଲାଗିଛି। ପରିବାର ଛାଡିବା ପରେ ଝିଅ ରୋହିଣୀ ଆଚାର୍ଯ୍ୟ ତାଙ୍କ ଭାଇ ତେଜସ୍ବୀ ଯାଦବଙ୍କ ଉପରେ ଏକ କଡ଼ା ଆକ୍ରମଣ କରିଥିଲେ। ସେ…

ହ୍ୟୁମାନ ସାଗରଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ସୁଧାର, ବୁଲେଟିନ୍ ଜାରି କଲା ଏମ୍ସ

ଭୁବନେଶ୍ୱର,୧୬ା୧୧: ଅସୁସ୍ଥତା ଯୋଗୁଁ ଏମ୍ସରେ ଚିକିତ୍ସାଧୀନ ଥିବା ଲୋକପ୍ରିୟ ଓଲିଉଡ୍ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଛି। ଏମ୍ସ ପକ୍ଷରୁ ଜାରି ହୋଇଥିବା ସଦ୍ୟ ସ୍ୱାସ୍ଥ୍ୟ ବୁଲେଟିନ୍ ଅନୁଯାୟୀ, ତାଙ୍କର ‘ସେନ୍ସୋରିୟମ୍’ (ସମ୍ବେଦନଶୀଳତା)ରେ ଉନ୍ନତି ଘଟିଛି ଏବଂ ସେ…

ନକଲି ନୁହେଁ ତ ଆପଣଙ୍କ ଜୁଏଲାରୀରେ ଥିବା ହଲମାର୍କ? ଘରେ ବସି ଏଭଳି କରିପାରିବେ ଚେକ୍‌…

ନୂଆଦିଲ୍ଲୀ,୧୬।୧୧: ଉତ୍ସବ ଋତୁରେ ସୁନାର ଚାହିଦା ବଢ଼ିଯାଏ ଏବଂ ଦୀପାବଳି, ଧନତେରସ ଭଳି ଅବସରରେ ସୁନା-ରୁପା କିଣାକିଣି ଶୁଭ ମାନାଯାଏ। କିନ୍ତୁ ବଢୁଥିବା ଚାହିଦା ସହିତ ବଜାରରେ ଅନେକ ଥର ନକଲି ଉତ୍ପାଦ ବିକ୍ରି ହେବାକୁ ଲାଗେ। ଏହି ନକଲି ଜୁଏଲରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?