ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ, ଏକକାଳୀନ ୪ ସ୍ଥାନରେ ଚାଲିଛି ଚଢ଼ାଉ
ବ୍ରହ୍ମପୁର,୩୧ା୫(ସୁବାସ ପାଢ଼ୀ): ଆଉ ଜଣେ ସରକାରୀ ବାବୁ ପଡ଼ିଛନ୍ତି ଭିଜିଲାନ୍ସ ଜାଲରେ। ବ୍ରହ୍ମପୁର ଆର୍ ଆଣ୍ଡ୍ ବି ଡିଭିଜନ-୧ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (AEE) ଏନ୍.ଦିଲ୍ଲୀପ କୁମାର ଚୌଧୁରୀଙ୍କ ନାମରେ ଆୟ ବହିଃଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ଟି ସ୍ଥାନରେ ଚଢ଼ାଉ…
ଏଟିଏମରୁ ଟଙ୍କା ଉଠାଇବା ଠାରୁ ଆରମ୍ଭ କରି ଏଲପିଜି ସିଲିଣ୍ଡର ଯାଏ, ବଢିଯିବ ସବୁ ଦାମ୍, ଜୁନ ୧ରୁ ବଦଳିଯିବ…
ନୂଆଦିଲ୍ଲୀ,୩୧।୫: ଆସନ୍ତାକାଲି ଠୁ ଅର୍ଥାତ୍ ଜୁନ ୧ରୁ ଦେଶରେ କେତେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଲାଗୁ ହେବାକୁ ଯାଉଛି, ଯାହା ସାଧାରଣ ଜନଜୀବନ ଏବଂ ବିଭିନ୍ନ କ୍ଷେତ୍ର ଉପରେ ଗଭୀର ପ୍ରଭାବ ପକାଇବ। ୧ ଜୁନ୍ ୨୦୨୫ ରୁ କିଛି ବଡ଼ ପରିବର୍ତ୍ତନ…
IPLରେ ବଡ଼ କାରନାମା କଲେ ରୋହିତ ଶର୍ମା: ବିସ୍ଫୋରକ ବ୍ୟାଟିଂ ଜରିଆରେ…
ନୂଆଦିଲ୍ଲୀ,୩୧।୫: IPL 2025ର ରୋମାଞ୍ଚକର ଏଲିମିନେଟର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସର ଅଭିଜ୍ଞ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଏକ ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ। ଏହି ସିଜିନ ରୋହିତଙ୍କ ପାଇଁ ଏପର୍ଯ୍ୟନ୍ତ ବହୁତ ଭଲ ରହିଛି ଏବଂ ଏବେ ସେ ତାଙ୍କ ଦଳକୁ…
ଘର ଭିତରୁ ମିଳିଲା ଫରେଷ୍ଟରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତି ଦେଖି…
ନୟାଗଡ଼,୩୧ା୫(ଲୋକନାଥ ମିଶ୍ର): ନୟାଗଡ଼ ଟାଉନ ଥାନାର ବାରମାସି ଦଣ୍ଡାସ୍ଥିତ ଅଞ୍ଚଳର ଘର ଭିତରୁ ନୟାଗଡ଼ ବନଖଣ୍ଡ ପଞ୍ଚରିଡ଼ା ରେଞ୍ଜର ଫରେଷ୍ଟର ଶିଶିର ସାହୁଙ୍କ ଅର୍ଦ୍ଧଦଗ୍ଧ ପୋଡ଼ା ମୃତଦେହ ଜବତ ହୋଇଛି। ନୟାଗଡ଼ ଟାଉନ ଥାନା ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ…
ସ୍ତ୍ରୀଙ୍କଠାରୁ ଚାପୁଡ଼ା ଖାଇଥିବା ରାଷ୍ଟ୍ରପତିଙ୍କୁ ଏମିତି ପରାମର୍ଶ ଦେଲେ ଟ୍ରମ୍ପ: ବନ୍ଦ ଘରେ…
ନୂଆଦିଲ୍ଲୀ,୩୧।୫: ନିକଟରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ତାଙ୍କ ପତ୍ନୀ ବ୍ରିଜିଟଙ୍କ ସହ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହି ଭିଡିଓ ଉପରେ ପ୍ରତିକ୍ରିୟା ଦେଇଛନ୍ତି। ମାକ୍ରୋନ ଏବଂ ବ୍ରିଜିଟଙ୍କ…
ଆଜି ହାଟର ଶୁଭାରମ୍ଭ: ରାସ୍ତାରେ ପଡ଼ିଛି କୁଢ଼କୁଢ଼ ଆବର୍ଜନା
ଗଞ୍ଜାମ,୩୧ା୫(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଦାମୋଦରପୁର କଲେଜ ରୋଡ୍ଠାରେ ଅପରାହ୍ନରେ ସାପ୍ତାହିକ ହାଟର ଶୁଭାରମ୍ଭ ହେବ। ଏଥିପାଇଁ ସେଠାରେ ଏକ ଫଳକ ନିର୍ମାଣ ହୋଇଛି। ଏହାର ଶୁଭାରମ୍ଭ କରିବେ ଏନ୍ଏସି ଅଧ୍ୟକ୍ଷା। ନିର୍ମାଣ ହୋଇଥିବା ଫଳକ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟକୁ…
କୋହଲିଙ୍କ ସହ ଫଟୋ ଉଠାଇବାକୁ ଚାହୁଁଥିଲେ ଏହି କ୍ରିକେଟର୍: ଧକ୍କା ମାରି ବିଦା କରିଦେଲେ…ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୩୧।୫: କ୍ୱାଲିଫାୟର-୧ରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ IPL 2025ର ଫାଇନାଲରେ ପ୍ରବେଶ କରିଛି। ଏବେ ସେମାନେ ଟ୍ରଫିଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଅଛନ୍ତି। ଏବେ ଆରସିବି ଖେଳାଳିମାନେ ଜୁନ ୩ ତାରିଖରେ ଅହମ୍ମଦାବାଦରେ ଟ୍ରଫି…
ଘରୋଇ ଡାକ୍ତରଖାନା, କ୍ୱାକ୍ଙ୍କ ଦ୍ୱାରା ରୋଗୀ ଶୋଷିତ
କେନ୍ଦ୍ରାପଡ଼ା,୩୧ା୫ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ସ୍ବାସ୍ଥ୍ୟସେବା ସମସ୍ୟାର ଅନ୍ତ ନାହିଁ। ସ୍ବାସ୍ଥ୍ୟକେନ୍ଦ୍ରରେ କର୍ମଚାରୀ ଅଭାବ। ଉପାନ୍ତଠାରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭିତ୍ତିଭୂମୀ ଅଭାବରୁ ରୋଗୀଙ୍କୁ ଏବେ କଟକ ବଡ଼ ଡାକ୍ତରଖାନା ଯିବାକୁ ରେଫର କରାଯାଉଛି। ଏହାର ଫାଇଦା ଜିଲାରେ ଗଢ଼ି…
ଏବେ ବି ମିଳିନି ଭାଜପା ନେତ୍ରୀ ଇତିଶ୍ରୀଙ୍କ ପତ୍ତା, ୧୦୦୦ ଫୁଟ ଉପରୁ ନଦୀକୁ ଖସିଥିଲା ଗାଡ଼ି
ଯାଜପୁର,୩୧ା୫: ଯାଜପୁର ରୋଡ୍ର ଭାଜପା ନେତ୍ରୀ ଇତିଶ୍ରୀ ଜେନାଙ୍କ ଏଯାଏ ମିଳିନି ପତ୍ତା। ଇତିଶ୍ରୀଙ୍କ ସହ ତାଙ୍କ ପରିବାରର ୪ ଜଣ ନିଖୋଜ ହୋଇଯାଇଛନ୍ତି। ଇତିଶ୍ରୀଙ୍କ ବଡ଼ପୁଅ, ଭାଇଭାଉଜ ବି ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି। ଉଦ୍ଧାର କାର୍ଯ୍ୟରେ ଓଡ଼ିଶାର ଏକ…
୫ ମାସର ଶିଶୁକନ୍ୟାକୁ ଛାଡ଼ି ଝୁଲିପଡ଼ିଲେ ମା’-ବାପା
କେନ୍ଦୁଝର,୩୧ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅର୍ନ୍ତଗତ ପଦ୍ମପୁର ପଞ୍ଚାୟତ ଯୋଗୀମଠ ମୁଣ୍ଡା ସାହି ୟୁକାଲି ପଟାସ ଜଙ୍ଗଲରୁ ଶନିବାର ଦମ୍ପତିଙ୍କ ଝୁଲନ୍ତା ମୃତଦହ ଉଦ୍ଧାର ହୋଇଛି। ମୃତ ଦମ୍ପତି ହେଲେ ରଇବୁ ମୁଣ୍ଡା(୨୭) ସ୍ତ୍ରୀ ଗୌରୀ। ମୃତ୍ୟୁର ସଠିକ୍…
କ୍ୟାମେରା ଆଗରେ ସ୍ତ୍ରୀଙ୍କ ସହ ମିଶି ବିଷ ପିଇଦେଲେ ସାମ୍ବାଦିକ: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ପିଲିଭିଟ୍,୩୧ା୫:ଉତ୍ତରପ୍ରଦେଶର ବିସାଲପୁର ସବ୍ଡିଭିଜନାଲ ମାଜିଷ୍ଟ୍ରେଟ୍ (ଏସ୍ଡିଏମ୍), ବାରଖେଡ଼ା ନଗର ପଞ୍ଚାୟତ ଅଧ୍ୟକ୍ଷ ଏବଂ ଜଣେ ଠିକାଦାରଙ୍କ ଉତ୍ପୀଡ଼ନରେ ଅତିଷ୍ଠ ହୋଇ ଜଣେ ସ୍ଥାନୀୟ ଖବରଦାତା ଓ ତାଙ୍କ ସ୍ତ୍ରୀ କ୍ୟାମେରା ସମ୍ମୁଖରେ ବିଷ ପିଇଛନ୍ତି। ସୋସିଆଲ ମିଡିଆରେ ଉକ୍ତ ଭିଡିଓ ପୋଷ୍ଟ…
ଶତାବ୍ଦୀ ଶେଷ ସୁଦ୍ଧା ୭୫% ବରଫ ହରାଇପାରେ ହିନ୍ଦୁକୁଶ
ନୂଆଦିଲ୍ଲୀ,୩୧ା୫(ପି.ଟି.): ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ବିଶ୍ୱ ତାପମାତ୍ରା ଯଦି ୨ ଡିଗ୍ରୀ ସେଲ୍ସିୟସ୍ ବୃଦ୍ଧି ପାଏ, ତେବେ ହିନ୍ଦୁକୁଶ ହିମାଳୟ ଏହାର ୭୫ ପ୍ରତିଶତ ବରଫ ହରାଇବ ବୋଲି ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି। ଏହି ଅଞ୍ଚଳର ଗ୍ଲେସିୟର ହିମାଳୟରୁ…
Archives


