ବ୍ରେକ ଲଗାଇବା ପରେ ଟ୍ରେନ ଅଟକିବାକୁ କେତେ ସମୟ ଲାଗେ? ଉତ୍ତର ଜାଣି ହେବେ ଆଶ୍ଚର୍ଯ୍ୟ
ଯେତେବେଳେ ଆପଣ ରାସ୍ତାରେ ବାଇକ କିମ୍ବା କାର ଚଲାଉଥାନ୍ତି ଏବଂ ହଠାତ୍ ବ୍ରେକ ଲଗାଇ କିଛି ଦୂରତାରେ ଅଟକିଯାଆନ୍ତି। ସେହିପରି, ଯେତେବେଳେ ଟ୍ରେନରେ ବ୍ରେକ ଲଗାଯାଏ, କିଛି ଦୂରତା ଯିବା ପରେ ଏହା ମଧ୍ୟ ଅଟକିଯାଏ। କିନ୍ତୁ ଆପଣ କେବେ ଲକ୍ଷ୍ୟ…
ଦୋଷ ମାନିଲେ ସୋନମ, ଫାଶୀ ଦିଆଯାଉ ବୋଲି…
ଶିଲଂ/ଇନ୍ଦୋର,୧୨ା୬: ବିବାହ ପରେ ହନିମୁନ୍ ପାଇଁ ମେଘାଳୟର ଶିଲଂକୁ ଯାଇଥିବାବେଳେ ସ୍ବାମୀ ରାଜା ରଘୁବଂଶୀଙ୍କୁ ହତ୍ୟା କରିବା ଲାଗି ପୂର୍ବରୁ ଷଡ଼ଯନ୍ତ୍ର ରଚିଥିବା ବିଷୟ ୨ ସପ୍ତାହ ପରେ ପୋଲିସ ଆଗରେ ଜେରା ବେଳେ ସ୍ତ୍ରୀ ସୋନମ ସ୍ବୀକାର କରିଛନ୍ତି। ସୋନମଙ୍କ…
ରାଜ-ସୋନମ ନା ମିଷ୍ଟ୍ରିମ୍ୟାନ୍, କିଏ ଅଧିକ ଧନୀ, ମାସିକ ଆୟ ଜାଣିଲେ ତାଜୁବ ହେବେ
ଇନ୍ଦୋର,୧୨।୬: ରାଜ କୁଶୱାହା ଇନ୍ଦୋରର ବାସିନ୍ଦା ଏବଂ ସୋନମ ରଘୁବଂଶୀଙ୍କ ଜଣେ ସମ୍ପର୍କୀୟଙ୍କ ପରିଚିତ ବୋଲି କୁହାଯାଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେ ସୋନମଙ୍କ ବାପାଙ୍କ ମାଲିକାନାରେ ଥିବା ଏକ କାରଖାନାରେ କାମ କରୁଥିଲେ। ରାଜ କୁଶୱାହାଙ୍କ ମାସିକ ଆୟ ବହୁତ…
ମୁଁ ପ୍ରାୟ ୬୦୦ ଯୁବତୀଙ୍କ ସହ ରାତି ବିତାଇଛି… ଏହି କ୍ରିକେଟରଙ୍କ ମନ୍ତବ୍ୟକୁ ନେଇ ଖେଳିଗଲା ହଇଚଇ
ନୂଆଦିଲ୍ଲୀ,୧୨।୬: ୱେଷ୍ଟଇଣ୍ଡିଜ କ୍ରିକେଟରମାନେ ବହୁତ ମଜା କରନ୍ତି। ସେମାନେ ସବୁବେଳେ ନିଜ ଜୀବନକୁ ଉପଭୋଗ କରନ୍ତି। ସେମାନଙ୍କ ସଂସ୍କୃତି ମଧ୍ୟ ସେମାନଙ୍କୁ ଏହିପରି ଉପଭୋଗ କରିବାର ସ୍ବାଧୀନତା ଦିଏ। ଏକ ଶୋ’ରେ, ଜଣେ ଭାରତୀୟ କ୍ରିକେଟର କହିଥିଲେ, ବ୍ରାଭୋ ବିବାହିତ ନୁହଁନ୍ତି,…
ରାତି ଗୋଟାଏରେ ସ୍ତ୍ରୀଙ୍କୁ ପରପୁରୁଷ ସହ ଦେଖି ଗଳାକାଟି ଦେଲେ ସ୍ବାମୀ: କଟା ମୁଣ୍ଡ ଧରି…
ବେଙ୍ଗାଲୁରୁ,୧୨।୬: କର୍ନାଟକର ରାଜଧାନୀ ବେଙ୍ଗାଲୁରୁର ଅନେକାଲ ଅଞ୍ଚଳରୁ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ୨୮ ବର୍ଷୀୟ ଶଙ୍କର ତାଙ୍କ ପତ୍ନୀ ମନସା (୨୬)ଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ ଏବଂ ରାତି ୧ଟାରେ ତାଙ୍କ କଟା ମୁଣ୍ଡ ନେଇ ନିଜେ…
ମିଲ୍ରେ କଟ୍ନିଛଟନି, ଜିଲାପାଳଙ୍କୁ ଫେରାଦ
ବରଗଡ଼,୧୨।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ ୨ଦିନ ପରେ ମାସେ ପୂରିବ। କିନ୍ତୁ ଜିଲାର ମଣ୍ଡି ଗୁଡ଼ିକରେ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ହୋଇପଡ଼ିଛି। କେତେକ ମିଲର୍ସଙ୍କ ସ୍ବେଚ୍ଛାଚାରିତା ଏବଂ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଯୋଗୁ ଏଭଳି…
ବ୍ୟାପିଲା ଝାଡ଼ାବାନ୍ତି , ଗୁରୁବାର ସକାଳ ସୁଦ୍ଧା ଧର୍ମଶାଳାରେ ୬୮ ରୋଗୀ
ଧର୍ମଶାଳା,୧୨।୬(ଶିବପ୍ରାସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ମଙ୍ଗଳବାର ଦିନ ଠାରୁ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇ ଲୋକେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ୯୩ଜଣ ବୁଧବାର ୫୮ଜଣ ମୋଟ ବୁଧବାର ସଂଧ୍ୟା ସୁଦ୍ଧା…
ସ୍ନାନ ପୂର୍ଣ୍ଣିମା: ଠେଲାପେଲାରେ ୩୦ରୁ ଉର୍ଦ୍ଧ ଅସୁସ୍ଥ
ପୁରୀ,୧୨ା୬( ଅଜିତ୍ କୁମାର ମହାନ୍ତି): ଚଳିତ ବର୍ଷ ସ୍ନାନଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଆକଳନଠାରୁ ଢ଼େର ଗୁଣରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ିଛି। ତେବେ ପ୍ରବଳ ଗରମ, ଗୁଳୁଗୁଳି ସାଙ୍ଗକୁ ଠେଲାପେଲାରେ ୩୦ରୁ ଊଦ୍ଧର୍ବ ଭକ୍ତ ଅସୁସ୍ଥ ତଥା ଆହତ ହୋଇଥିବା…
ଲୋକଙ୍କ ସରକାର
କାଲି ଭଳି ଲାଗୁଛି। ନୂଆ ସରକାରକୁ ଏକ ବର୍ଷ ଆଜି ପୂରିଛି। ଗତକାଲି ଥିଲା ପବିତ୍ର ସ୍ନାନପୂର୍ଣ୍ଣିମା। ମୁଁ ସ୍ନାନବେଦିରେ ମହାପ୍ରଭୁଙ୍କୁ ଆଖିରେ ଆଖି ମିଳାଇ ସାରା ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କରି ପ୍ରାର୍ଥନା କଲି। ରତ୍ନସିଂହାସନ ଛାଡ଼ି ସ୍ନାନବେଦିରେ ବିଦ୍ୟମାନ…
ଯାଜପୁରରେ ଝାଡ଼ାବାନ୍ତି ଅଣାୟତ୍ତ, ଆଉ ୬ ମୃତ
ଯାଜପୁର,୧୨ା୬ (ହର୍ଷବର୍ଦ୍ଧନ ବେହେରା): ଯାଜପୁରରେ ସୋମବାର ରାତିରୁ ଆରମ୍ଭ ହୋଇଥିବା ଝାଡ଼ାବାନ୍ତି ଅଣାୟତ୍ତ ହେବାରେ ଲାଗିଛି। ମଙ୍ଗଳବାର ରାତିରୁ ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ପୁଣି ୫୦୦ରୁ ଊର୍ଦ୍ଧ୍ୱ ରୋଗୀ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। କୋରେଇ, ଧର୍ମଶାଳା, ରସୁଲପୁର, ଦାନଗଦି, ବଡ଼ଚଣା…
ଆଜି ପ୍ରକାଶ ପାଇବ +୩ ନାମଲେଖା ମେଧା ତାଲିକା
ଭୁବନେଶ୍ୱର,୧୨ା୬(ସୁଚିସ୍ମିତା ସାହୁ): +୩ ନାମଲେଖା ପାଇଁ ମେଧା ତାଲିକା ଗୁରୁବାର ପ୍ରକାଶ ପାଇବ। ପ୍ରଥମ ପର୍ଯ୍ୟାୟରେ ୪ଟି ରାଉଣ୍ଡ୍ରେ ନାମ ଲେଖାଯିବ। ଏଥିପାଇଁ ଚୟନ ହୋଇଥିବା ଛାତ୍ରୀଛାତ୍ର ୧୨ରୁ ୧୭ତାରିଖ ମଧ୍ୟରେ ନାମଲେଖା ଫି’ ଜମା କରିବା ସହ ନାମଲେଖାଇ ପାରିବେ।…
ଏଣିକି ଆଧାର କାର୍ଡ ନ ଥିଲେ ବି ସ୍କୁଲରେ ନାମଲେଖାଇ ହେବ, ଜାଣନ୍ତୁ କ’ଣ କହିଲେ ମନ୍ତ୍ରୀ…
ଭୁବନେଶ୍ୱର,୧୦ା୬(ସୁଚିସ୍ମିତା ସାହୁ): ଚଳିତ ବର୍ଷରୁ ସ୍କୁଲରେ ନାମଲେଖା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ କରାଯାଇଥିଲା। କିନ୍ତୁ ଏବେ ସେଥିରେ କୋହଳ କରାଯାଇଛି। ଯେଉଁ ପିଲାଙ୍କର ଆଧାର କାର୍ଡ ନାହିଁ, ସେମାନେ ମଧ୍ୟ ଆଡ୍ମିଶନ କରିପାରିବେ। ପରବର୍ତ୍ତୀ ସମୟରେ ପିଲାମାନେ ସ୍କୁଲରେ ନିଜ…
Archives


